ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ଗଣିଆରେ ଜନଅସନ୍ତୋଷ

ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ନୟାଗଡ ଜିଲ୍ଲା ଗଣିଆରେ ଅସନ୍ତୋଷ । ଗଣିଆ ବିଦ୍ୟୁତ ଅଫିସରେ ତାଲା ପକାଇଲେ ଆନ୍ଦୋଳନକାରୀ । ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିଲେ ମଧ୍ୟ ଦୁଇଦିନ ହେବ ଗଣିଆ ଅଞ୍ଚଳରେ ବିଦ୍ୟୁତ ନାହିଁ । ଫଳରେ ତାତିରେ ଅସ୍ତବ୍ୟସ୍ତ ହେଉଛନ୍ତି ଜନସାଧାରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.