ରାଜ୍ୟ ଖାଦ୍ୟ ସୁରକ୍ଷା ବିଲକୁ କ୍ୟାବିନେଟ୍ ମୋହର

ଭୁବନେଶ୍ବର : ଶେଷ ହୋଇଛି କ୍ୟାବିନେଟ୍ ବୈଠକ । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକରେ ରାଜ୍ୟ ଖାଦ୍ୟ ସୁରକ୍ଷା ବିଲକୁ ମିଳିଲା ମଂଜୁରୀ ମିଳିଛି । ଅକ୍ଟୋବର ୨ରେ ଲାଗୁ ହେବ ଯୋଜନା । ଯୋଗ୍ୟ ହିତାଧିକାରୀ ୨ ମାସ ମଧ୍ୟରେ ଆବେଦନ କରିପାରିବେ । ଅନୁଧ୍ୟାନ ପରେ ୨୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଚୟନ କରାଯିବ । ଏଥିପାଇଁ ୬ ମାସରେ ଖର୍ଚ୍ଚ ହେବ ୨୨୦ କୋଟି ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.