Below header

ପେଟ୍ରୋଲ ଓ ଡିଜେଲ ଦରରେ ଆସିଛି ସାମନ୍ୟ ପରିବର୍ତ୍ତନ, ନଜର ପକାନ୍ତୁ

ତୈଳ କମ୍ପାନୀ ପକ୍ଷରୁ ଆଜିର ପେଟ୍ରୋଲ- ଡିଜେଲ ଦର ଜାରି କରିଦିଆଯାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ…

ଆଜିର ସୁନା ଦର, କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ଅଛ ରେଟ୍?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୧,୨୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୫,୯୬୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୭୦୦…

ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର : ଉନ୍ନତ ଚିକିତ୍ସା ପାଇଁ ହେବେ ସ୍ଥାନାନ୍ତର

(କେନ୍ୟୁଜ): ଓଲିଉଡ୍‌ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ଗୁରୁତର ରହିଛି । ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ୍‌ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ । ଲିଭର ସିରୋସିସ୍‌ରେ ପୀଡ଼ିତ ପିଣ୍ଟୁଙ୍କର ଲିଭର…

ଆନନ୍ଦ ଟପୋ ମୃତ୍ୟୁ ଘଟଣା : JMFC 2 କୋର୍ଟରେ ଦାଖଲ ହେଲା ଫାଇନାଲ ରିପୋର୍ଟ

ଭୁବନେଶ୍ୱର (କେନ୍ୟୁଜ): ବହୁ ଚର୍ଚ୍ଚିତ ଆନନ୍ଦ ଟପୋ ମୃତ୍ୟୁ ମାମଲା ଆଜି ଫାଇନାଲ ରିପୋର୍ଟ JMFC 2କୋର୍ଟରେ ଦାଖଲ କଲା କମିଶନରେଟ ପୋଲିସ । ୨୦୨୨ ଫେବୃଆରୀ ମାସରେ ଇନ୍ଫୋ୍ସିଟି ଥାନା ଅଧୀନରେ ଏକ ଆପାର୍ଟମେଣ୍ଟରେ ଆନନ୍ଦ ଆତ୍ମ ହତ୍ୟା କରିଥିଲେ । ଆନନ୍ଦଙ୍କ ପରିବାର ପକ୍ଷରୁ ହକି ତାରକା…

ପୁଣି ଉପସ୍ଥିତ ଜାହିର କଲେ ମାଓବାଦୀ: ପୋଲିସ୍ ଇନଫର୍ମର୍ ସନ୍ଦେହରେ ଯୁବକଙ୍କ ଗଳା କାଟି ହତ୍ୟା

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପୁଣି ଉପସ୍ଥିତ ଜାହିର କଲେ ମାଓବାଦୀ। ପୋଲିସ୍ ଇନଫର୍ମର୍ର ସନ୍ଦେହରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି । ମୃତ ଯବକ ଜଣଙ୍କ ହେଉଛନ୍ତି ଚନ୍ଦନ ମଲିକ । ଯୁବକଙ୍କୁ ଘରୁ ଡ଼ାକିନେଇ ଗାଁ ମଝିରେ ଗଳା କାଟି ହତ୍ୟକରିଛନ୍ତି…

ମାନବିକତାର ପରିଚୟ ଦେଲେ ଥାନା ଅଧିକାରୀ : ଅସହାୟ ଗର୍ଭବତୀ ମହିଳାଙ୍କୁ ନେଲେ ମେଡ଼ିକାଲ୍

ମୋହନା (କେନ୍ୟୁଜ): ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀଙ୍କ ମହାନତା। ଜଣେ ଅସହାୟ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ ନିଶିକା । ସୂଚନା ପ୍ରକାରେ ମୋହନା ଥାନା ଅଧୀନରେ ଥିବା କର୍ଚ୍ଚବାଡି ଗ୍ରାମର ଲତା ବେହେରାଙ୍କୁ ଶ୍ୱଶୁର ଘର…

ନାଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଜଳେଶ୍ବର (କେନ୍ୟୁଜ): ଅଲୋଡା ହେଲା ଶିଶୁ କନ୍ଯା। ରାଇବଣିଆ କାଜୁ ଜଙ୍ଗଲ ରାସ୍ତା ପାର୍ଶ୍ବ ନାଳରୁ ନବଜାତ ଶିଶୁକନ୍ଯାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଶିଶୁ କନ୍ୟାଟି କାନ୍ଦୁଥିବାର ଦେଖି ଲୋକେ ଉଦ୍ଧାର କରି ହାତିଗଡ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ରେଳବାଇ ଟିଆରଡି ଡିପୋରେ ଡକାୟତି: କର୍ମଚାରୀଙ୍କ ହାତ ଗୋଡ଼ ବାନ୍ଧି ଲୁଟି ନେଲେ ରେଲଓ୍ୱେ ସାମଗ୍ରି

ଭଦ୍ରକ (କେନ୍ୟୁଜ): ଭଦ୍ରକ ରେଳ ଷ୍ଟେସନ ନିକଟ ୧୧୯ ନମ୍ବର ଗେଟ ନିକଟ trd ଅଫିସ ବା ବିଦ୍ୟୁତ ଅଫିସରୁ ଲୁଟ। ରେଳ କର୍ମଚାରୀଙ୍କୁ ବାନ୍ଧି ଟ୍ରକ ସାହାଯ୍ୟରେ ଲୁଟି ନେଲେ ତାର ଓ ଅନ୍ୟାନ୍ୟ ସାମଗ୍ରୀ। ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ପୂର୍ବତଟ…

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲା: ଆଜି ବାନ୍ଧବୀ ସୋନାଲିକୁ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର (କେନ୍ୟୁଜ): ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ । ଗତକାଲି ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା ହୋଇଥିଲା । ଆଜି ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଜେରା ପାଇଁ ଅନୁଗୁଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌ । ତାଙ୍କ…

ଚୌଦ୍ୱାର ପୌର ପାଳିକାରେ କାଉନସିଲର-ସୂଚନାକର୍ମୀ ହାତାହାତି, ଥାନାରେ ମାମଲା ରୁଜୁ

ଚୌଦ୍ୱାର (କେନ୍ୟୁଜ): କାଉନ୍‌ସିଲର ଓ ସୂଚନାକର୍ମୀ ହାତାହାତି । ଚୌଦ୍ୱାର ପୌର ପାଳିକାରେ କାଉନସିଲର ଓ ସୂଚନାକର୍ମୀଙ୍କ ମଧ୍ୟରେ ଅଶୋଭନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ଉଭୟ ପକ୍ଷରୁ ଥାନାରେ ରୁଜୁ ହୋଇଛି ମାମଲା । ଚୌଦ୍ୱାର ପୌରପାଳିକାରେ ହୋଇଥିବା ବିଭିନ୍ନ ଘୋଟାଲା ଉପରେ…

ଜାତୀୟ ମହିଳା ଖୋଖୋ ଖେଳାଳି ବେକରେ ରସି ଲଗାଇ ହାରିଲେ ଜୀବନ, କାରଣ ଅସ୍ପଷ୍ଟ

କେନ୍ଦୁଝର (କେନ୍ୟୁଜ): ଜାତୀୟ ମହିଳା ଖୋ ଖୋ ଖେଳାଳୀଙ୍କର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ନୟାଧନୁର୍ଜୟପୁର ଗାଁର +2 କଲେଜ ଛାତ୍ରୀ ମନିକା ନାଏକ ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ମନିକା ଜାତୀୟ ଜୁନିୟର୍ ମହିଳା ଖୋ ଖୋ ଦଳରେ ଓଡ଼ିଶାର…

ଯୁବକଙ୍କ ଅଶୋଭନୀୟ କାଣ୍ଡ: କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ସ୍ଵାମୀ, ସ୍ତ୍ରୀ ଓ ଶିଶୁ କନ୍ୟାକୁ ମରଣାନ୍ତକ ଆକ୍ରମଣ

ସୋର (କେନ୍ୟୁଜ): କମେଣ୍ଟ ମାରିଲେ ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ତିନି ଯୁବକ ମରଣାନ୍ତକ ଆକ୍ରମଣ କଲେ। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ବେଲଦା ଛକରେ ନଜର ଆସିଛି ଏଭଳି ଅଭାବନୀୟ ଘଟଣା ।…