ପଶ୍ଚିମ ଓଡ଼ିଶାରେ ଯୋଡ଼ି ହେଲା ଆଉ ଏକ ଐତିହାସିକ ଅଧ୍ୟାୟ: ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ, ଏ ହେଉଛି…

ଭୁବନେଶ୍ୱର (କେନ୍ୟୁଜ): ପଶ୍ଚିମ ଓଡ଼ିଶାର ବିକାଶ କାହାଣୀରେ ଯୋଡ଼ି ହୋଇଛି ଆଉ ଏକ ଐତିହାସିକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ଶବକୁ ଧରି ଅବିକଳ ମଣିଷ ଭଳି କାନ୍ଦିଲା ବୁଲା ମାଙ୍କଡ଼, ୫ ଘଣ୍ଟା ଧରି ଜଗି ବସିଲା

ପାରାଦୀପ (କେନ୍ୟୁଜ): ଶବ ଜଗିଲା ମାଙ୍କଡ଼। ଶବ ପାଖରେ ବସିଲା, ଶବକୁ ଧରି କାନ୍ଦିଲା। ମିନିଟିଏ କି ଦଶ ମିନିଟ୍ ନୁହେଁ ପାଞ୍ଚ ଘଣ୍ଟା ଶବକୁ ଜଗି ରହିଲା ଆଉ ଶବକୁ ଛାଡ଼ିଲା ନାହିଁ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନୁଆଗାଁ ପଞ୍ଚାୟତର ନୂଆଗାଁରେ। ସୂଚନା…

ରାଜଧାନୀରେ ଅସହ୍ୟ ହେଲାଣି ତାତି : ଦିନ ସାଢ଼େ ୧୧ଟା ସୁଦ୍ଧା ୩୬.୬ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ପାରଦ

ଭୁବନେଶ୍ୱର (କେନ୍ୟୁଜ): ଡେଉଁଛି ପାରଦ । ରାଜ୍ୟରେ ବଢୁଛି ତାତି । ରାଜଧାନୀରେ ଅସହ୍ୟ ହେଲାଣି ତାତି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୬.୬ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ପାରଦ । ଆଗକୁ ଅଧିକ ହୋଇପାରେ ତାପମାତ୍ରା । ମାର୍ଚ୍ଚରେ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁବା ନେଇ…

ଗଲୱାନ ଘାଟି ଏବଂ ପେଙ୍ଗଙ୍ଗ୍ ରେ ବଢିଲା ଗତିବିଧି: ସଚେତନ ହେଲା ଭାରତୀୟ ସେନା

ନୂଆଦିଲ୍ଲୀ : ଲଦାଖର ଗଲଓ୍ଵାନ ଘାଟିରେ ଆଲର୍ଟ ଭାରତୀୟ ସେନା । ଏଲଏସିରେ ସେନା ବଢ଼ାଇଛି ଗତିବିଧି । ବାସ୍ତବିକ ନିୟନ୍ତ୍ରଣ ରେଖାର ଆଖପାଖ ଅଞ୍ଚଳରେ କଡ଼ା ପଇଁତରା ମାରୁଛନ୍ତି ଯବାନ । ଘୋଡ଼ା ଓ ଖଚରରେ ବସି ସର୍ଭେ କରୁଛନ୍ତି ଯବାନ । ଗଲଓ୍ଵାନ ଘାଟିର ସ୍ଥିତି ସର୍ଭେ ଚାଲିଛି । ଏଥିସହ…

ସମ୍ପର୍କରେ କଳଙ୍କ: ୧୨ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପ କୋର୍ଟ ଚାଲାଣ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଘଟିଛି ଏକ ଲଜ୍ୟାକର ଘଟଣା । ନିଜ ୧୨ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା। ଅଭିଯୁକ୍ତ ୫ ମାସ ତଳେ ସ୍ତ୍ରୀ ଓ ଝିଅକୁ ନେଇ କେରଳ କାମ କରିବାକୁ ଯାଇଥିଲା। ସେଠାରେ ଏକ ମାସ ରହିବା ପରେ ଝିଅକୁ ଦୁଷ୍କର୍ମ କରିବା…

ପୁଅ ବାହାଘର ପାଇଁ ଗୁଆ ଦେବା ପାଇଁ ଯାଉଥିଲେ, ବସ୍ ଧକ୍କାରେ ବାପା ମୃତ

ଚୌଦ୍ୱାର (କେନ୍ୟୁଜ): ଆଉ ଦିନ କେଇଟା ଯାଇଥିଲେ ପୁଅ ବାହାଘର ହୋଇଥାନ୍ତା । ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ପୁଅର ବାହାଘର ଦେଖିବା ଆଗରୁ ଦୁର୍ଘଟଣା ପ୍ରାଣ ହରାଇଲା ବାପା ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପୁରୂଣା ଟୋଲ ଗେଟ ନିକଟରେ।…

ରାସ୍ତାରେ ଛିଡା ହୋଇଥିବା ଟ୍ରକ ପଛରେ ପିଟିହେଲା ଆଉ ଏକ ଟ୍ରକ, ଡ୍ରାଇଭର ମୃତ

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ବାଲିମୁଣ୍ଡା ପଂଚାୟତ ନନ୍ଦପାଟଣା ଛକ ନିକଟରେ ସଡକ ଦୁର୍ଘଟଣା। ଟ୍ରକ ପଛ ପଟକୁ ଆଉ ଏକ ଟ୍ରକ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି…

ମଦ ପିଇବା ପାଇଁ ଟଙ୍କା ଦେଲାନି ସ୍ତ୍ରୀ, ଜୀବନ ହାରିଲେ ସ୍ୱାମୀ

ବଲାଙ୍ଗିର (କେନ୍ୟୁଜ): ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା। ବଲାଙ୍ଗିର ଗାନ୍ଧିନଗରପଡାରେ ଭଡାରେ ରହୁଥିଲେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନମୁଣ୍ଡାର ରୋହିତ ଥାପ୍ପା ଓ ତାଙ୍କ ସ୍ତ୍ରୀ କବିତା ସାହୁ। ଗତକାଲି ରାତିରେ ମଦ ପିଇବା ପାଇଁ ଟଙ୍କା ମାଗିବାରୁ ଉଭୟ ସ୍ବାମୀ ସ୍ତ୍ରୀ ଝଗଡା…

ଯୁଦ୍ଧ ସମାପ୍ତି ପାଇଁ ଜଗାକୁ ଗୁହାରି , ପୁରୀରେ ପ୍ରାର୍ଥନା କରୁଛନ୍ତି ୫୫ ଜଣ ବିଦେଶୀ

ପୁରୀ (କେନ୍ୟୁଜ): ଋଷ୍‌ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ କେବେ ପରିସମାପ୍ତି ହେବ ତାର ଠିକ୍‌ ନାହିଁ। ଜି - ୨୦ ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧକୁ ନେଇ ଜୋରଦାର ବିତର୍କ ହେବା ସହ ଆମେରିକା ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଘେରିଥିଲେ। ଯୁଦ୍ଧ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଥିବାବେଳେ…

ସତ୍ୟଜିତ ରାୟ ଫିଲିମ୍‌ ଏଣ୍ଡ ଟେଲିଭିଜନ ପ୍ରତିଷ୍ଠାନ ବୁଲିଲେ କଳିଙ୍ଗ ଟିଭିର ମୁଖ୍ଯ ସମ୍ପାଦକ

କଲିକତା (କେନ୍ୟୁଜ): ଭାରତ ସରକାରଙ୍କ ସତ୍ୟଜିତ ରାୟ ଫିଲିମ୍‌ ଏଣ୍ଡ ଟେଲିଭିଜନ ପ୍ରତିଷ୍ଠାନକୁ ପରିଭ୍ରମଣ କରିଛନ୍ତି କଳିଙ୍ଗ ଟିଭିର ମୁଖ୍ଯ ସମ୍ପାଦକ ସୌମ୍ଯଜିତ ପଟ୍ଟନାୟକ। ଏ ଅବସରରେ ଏସଆରଏଫ୍‌ ଟିର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ତାଙ୍କୁ ସଂସ୍ଥାର ରୌପ୍ଯ ଜୟନ୍ତୀ ସ୍ମାରକୀ ପ୍ରଦାନ…

ଫୋକସରେ ପଶ୍ଚିମ ଓଡ଼ିଶା: ଆସନ୍ତାକାଲି ୩ ଜିଲ୍ଲାକୁ ଯିବେ ମୁଖ୍ୟମନ୍ତ୍ରୀ, ବିଜୁ ଏକ୍ସପ୍ରେସ ୱେରର କରିବେ ଉଦ୍‌ଘାଟନ

ଭୁବନେଶ୍ୱର (କେନ୍ୟୁଜ): ବିଜୁ ଜୟନ୍ତୀରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାରାଥନ୍‌ କାର୍ଯ୍ୟକ୍ରମ ରହିଛି । ପ୍ରାୟ ୩ ମାସ ଭିତରେ ବରଗଡ଼ ଜିଲ୍ଲାକୁ ଏହା ନବୀନଙ୍କ ତୃତୀୟ ବରଗଡ଼ ଜିଲ୍ଲା ଗସ୍ତ। ନବୀନ…

ଭାରସାମ୍ୟ ହରାଇ ବ୍ରିଜରେ ପିଟିହେଲା ବାଇକ: ସ୍ବାମୀ ମୃତ, ସ୍ତ୍ରୀ ଆହତ

ଭଞ୍ଜନଗର (କେନ୍ୟୁଜ): ରାସ୍ତାକଡ ବ୍ରିଜରେ ପିଟିହେଲା ବାଇକ। ସ୍ବାମୀ ମୃତ, ସ୍ତ୍ରୀ ଆହତ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶ୍ରୀରାମନଗର ଠାରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ଗାଁ ର ବିଷ୍ଣୁଚରଣ ବେହେରା । ସୂଚନା ଅନୁଯାୟୀ ସ୍ତ୍ରୀଙ୍କ ସହ…