Below header

ଚିକିତ୍ସିତ ଅବସ୍ଥାରେ ଭଞ୍ଜନଗର ପିଇଓଙ୍କ ମୃତ୍ୟୁ, ମାସେ ତଳେ ବ୍ଲକ୍ ଅଫିସ୍‌ରେ ପିଇଥିଲେ ବିଷ

ବ୍ରହ୍ମପୁର(କେନ୍ୟୁଜ): ଭଞ୍ଜନଗର ପିଇଓ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଆତ୍ମହତ୍ୟା। ଚଳିତ ମାସ ୧ ତାରିଖରେ ଭଞ୍ଜନଗର ବ୍ଲକ ପରିସରରେ ବିଷ ପିଇଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ୧୨ ଦିନ ଧରି…

ବେଙ୍ଗ ତରକାରୀ ଖାଇ ଜଣେ ମୃତ, ଅନ୍ୟ ଜଣେ ସଙ୍କଟାପର୍ଣ୍ଣ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରୀ ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକଙ୍କ ନାମ ସୁମିତ୍ରା…

ଖିଚିଂ ମନ୍ଦିର ହୁଣ୍ଡିରୁ ଚୋରି, CCTVରେ କଏଦ ହେଲା ଦୃଶ୍ୟ

କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ୱରୀ । ମା କିଚେକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ । ଗତକାଲି ବିଳମ୍ବିତ ରାତ୍ରରେ ମା କିଚେକେଶ୍ୱରୀଙ୍କ ମୁଖ୍ୟ ଦାନ ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ସମୁଖରେ ଥିବା ୩ ଟି…

ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଧୈର୍ଯ୍ୟ ଧରିବାକୁ ଦେଲେ ଆଶ୍ୱାସନା

ଝରସୁଗୁଡା (କେନ୍ୟୁଜ): ଦିବଂଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସୁରେଶ ପୂଜାରୀ। ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ନବଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଦୁଃଖ ସମୟରେ ଧୈର୍ଯ୍ୟ ଧରିବାକୁ କହିଛନ୍ତି ଧର୍ମେନ୍ଦ୍ର ।…

ବିଦ୍ୟାଧରପୁର ସ୍ଥିତ ଇଣ୍ଡିଆନ୍ ରାଇସ କଂଗ୍ରେସର ଉଦଘାଟନ୍ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ (କେନ୍ୟୁଜ): ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ବା NRRIରେ ଦ୍ୱିତୀୟ ରାଇସ କଂଗ୍ରେସକୁ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେଲିକପ୍ଟର ଯୋଗେ NRRIରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ରାଇସ କଂଗ୍ରେସର ଉଦଘାଟନ କରିବା ସହ ଦେଶ…

ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ନୂଆ ନକ୍ସା; BSKY ଢାଞ୍ଚାରେ ଆସିପାରେ ଫସଲ କ୍ଷତିଭରଣା ନୀତି

ଭୁବନେଶ୍ୱର (କେନ୍ୟୁଜ): ଚାଷୀଙ୍କ ପାଇଁ ‘ନବୀନ’ ନକ୍ସା । ଚାଷୀଙ୍କ ହିତ ପାଇଁ ନୂଆ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଢାଞ୍ଚାରେ ଆସିପାରେ ଫସଲ କ୍ଷତି ଭରଣା ନୀତି । ଫସଲ ବୀମାରେ କ୍ଷତିପୂରଣ ଅର୍ଥ ପାଇବାକୁ ଦହଗଞ୍ଜ ହେଉଥିବା ଚାଷୀଙ୍କୁ…

ଶେଷ ରାତିରେ ଜମିଲା ଖଣ୍ଡଗିରି ଯାତ୍ରା : ଗତକାଲି ଡବଲ ଶୋ’ କରି ଦର୍ଶକଙ୍କୁ ବାନ୍ଧି ରଖିଲା ତୁଳସୀ ଗଣନାଟ୍ୟ

ଭୁବନେଶ୍ୱର (କେନ୍ୟୁଜ): ସରିଲା ଖଣ୍ଡଗିରି ମେଳା । ପୁଣି ଆରବର୍ଷକୁ ଅପେକ୍ଷା । ଆଜିଠୁ ମଞ୍ଚ ଅନ୍ଧାର । ଶୂନଶାନ ଖଣ୍ଡଗିରି । ଆଉ ଝଲସିବନି ଚିକିମିକି ଲାଇଟ୍‌। ରଙ୍ଗୀନ୍‌ ହେବନି ମଞ୍ଚ କି ମତୁଆଲା ହେବେନି ଦର୍ଶକ। ଦୀର୍ଘ ୧୦ଦିନ ଧରି ଚାଲିଥିଲା ଖଣ୍ଡଗିରି ଯାତ୍ରା । ଚଳିତ ବର୍ଷ ରେକର୍ଡ…

ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କଲେ ମହାମହିମ: ସିଦ୍ଧ ଗଣେଶଙ୍କ ପୂଜା ପରେ ମହାଦେବଙ୍କୁ କଲେ ଜଳାଭିଷେ

ଭୁବନେଶ୍ୱର (କେନ୍ୟୁଜ): ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କଲେ ମହାମହିମ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଯାଇଥିଲେ । ପ୍ରଭୁ ଲିଙ୍ଗରାଜକୁ ଦର୍ଶନ କରିଛନ୍ତି । ସାଙ୍ଗରେ ଥିଲେ ତାଙ୍କ ଝିଅ । ମାଉସୀ ମାଆ ଛକରୁ ରଥ ରୋଡ୍‌ ହୋଇ…

ବେଆଇନ୍‌ ବାହାଘର ହେଉଛି ବୋଲି ସିଡିପିଓଙ୍କୁ ହୋଇଥିଲା ଅଭିଯୋଗ, କିନ୍ତୁ ସହଯୋଗ କଲାନି ପୋଲିସ

ବେଗୁନିଆ (କେନ୍ୟୁଜ): ଅଭିଯୋଗ ମିଳିଲା ବେଆଇନ୍‌ ବାହାଘର ହେଉଛି । ବାହାଘର ହେଉଥିବା ଜାଗାରେ ପହଞ୍ଚିଲେ ସିଡିପିଓ । ହେଲେ ସେଠି ବର କଣ ଶିଶୁପାଳ ହୋଇ ଫେରିବ ବାହାଘର ବନ୍ଦ ନକରି ପାରି ନିରାଶ ହୋଇ ଫେରିବାକୁ ପଡ଼ିଲା ସିଡିପିଓଙ୍କୁ । ଯାହା ଅଭିଯୋଗ ଆସିଛି ସିଡିପିଓଙ୍କୁ ପୋଲିସ୍‌ର ସହଯୋଗ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୩ମୃତ, ଜଣେ ଗୁରୁତର

କେନ୍ଦୁଝର (କେନ୍ୟୁଜ): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା । ଚାଲିଗଲା ୩ ଜୀବନ, ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ରୁଟିଶିଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସିତ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । ରୁଟିଶିଳା…

ତୁର୍କୀ-ସିରିୟା ଭୂକମ୍ପ: ମୃତ୍ୟୁ ସଂଖ୍ୟା ୨୪ ହଜାର ପାର୍‌, ଉଦ୍ଧାର କାର୍ଯ୍ୟ ଯେତିକି ବଢୁଛି ସେତିକି ହୃଦୟ ବିଦାରକ…

ନୂଆଦିଲ୍ଲୀ : ତୁର୍କୀରେ ବଢୁଛି ଦୁଃଖ । ୨୪ ଟପିଲା ଭୂକମ୍ପ ମୃତ୍ୟୁ । ପାଖାପାଖି ଏକ ଲକ୍ଷ ଲୋକ ଆହତ ହୋଇଛନ୍ତି । ଲକ୍ଷାଧିକ ଲୋକ ବାସହରା ହୋଇଛନ୍ତି । ପଞ୍ଚମ ଦିନରେ ଚାଲିଛି ଅପରେସନ୍‌ ଆର୍ଥକ୍ୱେକ୍‌ । ସଂଘର୍ଷ କରୁଛନ୍ତି ଉଦ୍ଧାରକାରୀ ଟିମ୍‌ । ଧ୍ୱଂସାବଶେଷ ତଳୁ ଉଦ୍ଧାର ହେଉଛି ଜୀବନ ।…

ଅଜଣା ଗାଡି ଧକ୍କାରେ ଗୁରୁତର ହେଲା ମାଙ୍କଡ଼, ସମାଜସେବୀଙ୍କ ଯୋଗୁଁ ବଞ୍ଚିଗଲା ଜୀବନ

ମହାକାଳପଡା (କେନ୍ୟୁଜ): କୁହାଯାଏ ମନୁଷ୍ୟର ପୂର୍ବଜନ୍ମ ଥିଲା ମର୍କଟ ମାନେ ମାଙ୍କଡ । ସେଥିପାଇଁ କିଛି କିଛି କଥାରେ ମନୁଷ୍ୟର ପ୍ରକୃତିକୁ ମାଙ୍କଡ ପ୍ରକୃତି ସହ ମଧ୍ୟ ତୁଳନା କରାଯାଏ । ହେଲେ ବର୍ତ୍ତମାନ ମାଙ୍କଡକୁ ନେଇ ଏଭଳି ଏକ କଥା ସାମ୍ନାକୁ ଆସିଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ…