ସାମାନ୍ୟ ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜିର ତାଜା ଅପଡେଟ

ତୈଳ କମ୍ପାନୀ ପକ୍ଷରୁ ଆଜିର ପେଟ୍ରୋଲ- ଡିଜେଲ ଦର ଜାରି କରି ଦିଆଯାଇଛି। ଦେଶର ପ୍ରମୁଖ ସହରରେ ଆଜି ବି ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ସାମାନ୍ୟ କିଛି କମି ୧୦୩ ଟଙ୍କା ୬୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫ ଟଙ୍କା ୧୫ ପଇସା…

ଭୁବନେଶ୍ୱରରେ ସ୍ଥିର ରହିଛି ସୁନା, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆପଣ ଯଦି ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ କିଣି ଆଣନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୨,୨୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୦୮୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

ରାସ୍ତା କଡକୁ ଓଲଟି ଜଳିଗଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଆଦର୍ଶବିଦ୍ୟାଳୟ ସାମ୍ନାରେ ଭାରସାମ୍ଯ ହରାଇ ଓଲଟି ଜଳିଗଲା କୋଇଲା ବୋଝେଇ ଟ୍ରକ। ଡ୍ରାଇଭର ଜିବନ୍ତ ଦଗ୍ଧ। ମୃତ ଡ୍ରାଇଭରର ପରିଚୟ ମିଳିପାରି ନାହିଁ। ଗତକଲି ସନ୍ଧ୍ୟା ସମୟରେ ଓଡ଼ି ୩୫ ସି ୦୪୩୬ କୋଇଲା ବୋଝେଇ ଟ୍ରକଟି…

୨୪ ଘଣ୍ଟା ପରେ ବି ଜଣାପଡି ନାହିଁ ନବ ଦାସଙ୍କ ହତ୍ୟାକାଣ୍ଡର ଅସଲ କାରଣ, ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌

ଝାରସୁଗୁଡା (କେନ୍ୟୁଜ): ନବ ଦାସଙ୍କୁ ହତ୍ୟା ଘଟଣାକୁ ଦୁଇ ଦିନ ବିତିଲାଣି । ତଥାପି ଜଣା ପଡ଼ିନି କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ କୃଷ୍ଣ ଦାସ ? ଏହା ପଛର କାରଣ କ'ଣ ? ଏହି ପ୍ରଶ୍ନ ଏଯାଏ କେବଳ ପ୍ରଶ୍ନବାଚୀ ହୋଇ ରହିଛି । କ୍ରାଇମବ୍ରାଞ୍ଚର ପଚରାଉଚରାରେ ଅଭିଯୁକ୍ତ…

ପାକିସ୍ତାନ ଆତ୍ମଘାତୀ ବିସ୍ଫୋରଣ ଘଟଣା : ମୃତ୍ୟୁସଂଖ୍ୟା ୬୩କୁ ବୃଦ୍ଧି, ୧୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ପାକିସ୍ତାନ ଆତ୍ମଘାତୀ ବିସ୍ଫୋରଣରେ ବଢୁଛି ମୃତ୍ୟୁସଂଖ୍ୟା । ପେଶାଓ୍ଵାରର ମସଜିଦରେ ବିସ୍ଫୋରଣ ବର୍ତ୍ତମାନ ସୁଦ୍ଧା ୬୩ ଜଣଙ୍କର ଜୀବନ ନେଲାଣି । ୧୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ତେଣୁ ଆଗକୁ ବଢ଼ିପାରେ…

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ, ପ୍ରଥମ ଥର ପାଇଁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଆଜି ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଏହା ପରେ ଆସନ୍ତାକାଲି ସାଧାରଣ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ଏପ୍ରିଲ୍‌ ୬ ଯାଏ ଚାଲିବ ଏହି ଅଧିବେଶନ । ବଜେଟ ଅଧିବେଶନର ପ୍ରଥମ ଭାଗ ଫେବ୍ରୁଆରୀ…

ବ୍ରଜରାଜନଗରରେ ତଦନ୍ତ ପାଇଁ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍, ଅଭିଯୁକ୍ତ ଏଏସଆଇଙ୍କୁ କରିବ ପଚରାଉଚୁରା

ଝାରସୁଗୁଡା (କେନ୍ୟୁଜ): ବ୍ରଜରାଜନଗର ଅଭିମୁଖେ ଗଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ଯାଇଛନ୍ତି। ଟିମରେ ୯ ଜଣ ସଦସ୍ୟ ସାମିଲ ରହିଛନ୍ତି । ଟିମର ୪ ସଦସ୍ୟ ହେଲିକପ୍ଟର ଯୋଗେ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି । ଅନ୍ୟ ଗୋଟିଏ ୫…

ମୋ ସ୍ୱାମୀଙ୍କ ମାନସିକ ଅବସ୍ଥା ଠିକ ନଥିଲା, ଏନେଇ ତାଙ୍କର ଚିକିତ୍ସା ଚାଲିଥିଲା : ASIଙ୍କ ପତ୍ନୀ

ଝାରସୁଗୁଡା (କେନ୍ୟୁଜ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆକ୍ରମଣ କରିଥିବା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ଘର ବ୍ରହ୍ମପରୁ । ସେ ମାନସିକ ଅବସାଦର ଶିକାର । ଏଥିପାଇଁ ତାଙ୍କର ଚିକିତ୍ସା ଚାଲିଛି ବୋଲି କହିଛନ୍ତି ପତ୍ନୀ ଜୟନ୍ତି ଦାସ । ଗୁଳି ମାରିଥିବା ଗୋପାଳ ଦାସ ଗତ ପ୍ରାୟ ୧୧ ବର୍ଷ ହେଲା…

ମନ୍ତ୍ରୀ ନବ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ଆପୋଲୋ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ନବ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ପାଇଁ ପହଞ୍ଚିଛନ୍ତି। ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ମଧ୍ୟାନ ସମୟରେ ଝାରସୁଗୁଡା…

ଆପୋଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ : ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ

ଭୁବନେଶ୍ୱର (କେନ୍ୟୁଜ): ଗୁଳିମାଡ଼ ପରେ ଗୁରୁତର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବରରେ ପହଞ୍ଚାଯାଇଛି । ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଝାରସୁଗୁଡ଼ା ଏୟାରପୋର୍ଟରୁ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଛି । ଗ୍ରୀନ କରିଡରରେ ନବ ଦାସଙ୍କୁ…

ଶିମିଳିପାଳରୁ ପୁଣି ୨ଟି ହାତୀଦାନ୍ତ ଜବତ, ୭ ଗିରଫ

ମୟୁରଭଞ୍ଜ (କେନ୍ୟୁଜ): ଶିମିଳିପାଳର ତଲବନ୍ଧ ରେଞ୍ଜର ହାତୀକୁ ଶିକାର କରିବା ଘଟଣା। ୨ଟି ହାତୀଦାନ୍ତ ଜବତ ହୋଇଥିବା ବେଳେ ୭ ଜଣ ଗିରଫ ହୋଇଛନ୍ତି। ପୋଲିସ ଗିରଫ କରିବା ପରେ ବନବିଭାଗକୁ କଲା ହସ୍ତାନ୍ତର। ଗତ ୨୧ ତାରିଖ ହାତୀର ଗଳିତ ଶବ ହୋଇଥିଲା ଜବତ। ଗତ ୧୧ ତାରିଖ ହାତୀ ଟିକୁ ଶିକାର କରି…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କରାଗଲା ଏୟାରଲିଫ୍ଟ : ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ସ୍ୱତନ୍ତ୍ର ବିମାନରେ…

ଝାରସୁଗୁଡ଼ା (କେନ୍ୟୁଜ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି । ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଅଣାଯାଉଛି । ସୂଚନା ଅନୁସାରେ ବ୍ରଜରାଜନଗର ଗାନ୍ଧି ଛକରେ ଜଣେ ASI ତାଙ୍କୁ ଗୁଳିମାଡ଼ କରିଛି।…