Below header

ହାଇଦ୍ରାବାଦରେ ସ୍ୱାମୀ ରଖିଛନ୍ତି ଆଉ ଗୋଟେ ସ୍ତ୍ରୀ, ପ୍ରତାରଣା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି ଗର୍ଭବତୀ

ସୋର (କେନ୍ୟୁଜ): ଲଭ-ସେକ୍ସ-ଧୋକା । ସ୍ୱାମୀ ନାମରେ ପ୍ରତାରଣା ଅଭିଯୋଗ ଆଣିଲେ ଗର୍ଭବତୀ । ସ୍ୱାମୀର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ହାଇଦ୍ରାବାଦର ଜଣେ ମହିଳା । ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ବେଲସବିର ଗାଁର ଅବିନାଶ ପରିଡ଼ାଙ୍କ ନାମରେ ପ୍ରତାରଣା ଅଭିଯୋଗ । ଗାଁରେ ଅନିବାଶଙ୍କ…

ଚିକିତ୍ସାଳୟରେ ମହାମିଳନ : ୮ ବର୍ଷରେ ଛାଡି ଯାଇଥିବା ପୁଅକୁ ୮୮ ବର୍ଷରେ ଭେଟିଲା ବାପା

ପୁରୀ (କେନ୍ୟୁଜ): ଦୀର୍ଘ ୪୨ ବର୍ଷ ପରେ ବାପା ପୁଅଙ୍କ ମିଳନ ହୋଇଛି । ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡରେ ଭାବବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାଜପୁର ଜିଲ୍ଲା ଜେନାପୁର ଥାନା ଦଣ୍ଡଘାଟୀ ଗାଁର ଧନେଶ୍ୱର ଦାସ । ପୁଅକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ସେ ଘର ଛାଡ଼ି…

ମହାମହିମଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ହେଲାଣି ଓଡ଼ିଶା; ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ…

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ହେଲାଣି ଓଡ଼ିଶା । ୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ଏୟାରପୋର୍ଟରୁ ଉତ୍କଳ ମଣ୍ଡପ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଯିବେ । ଏଥିପାଇଁ…

ବ୍ରଜରାଜନଗର: କ୍ରାଇମ ସ୍ପଟରେ ପୋଲିସ ଡିଜି, ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି ସ୍ଥିତି

ଝାରସୁଗୁଡ଼ା (କେନ୍ୟୁଜ): କ୍ରାଇମ୍‌ ସ୍ପଟ୍‌ରେ ପୋଲିସ ଡିଜି । ଆଜି ଘଟଣାସ୍ଥଳକୁ ଯାଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କ୍ରାଇମ ସ୍ପଟ୍‌ ବ୍ରଜରାଜନଗର ଗାନ୍ଧି ଛକକୁ ଯାଇଛନ୍ତି ପୋଲିସ ଡିଜି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି…

ଟ୍ରକ୍ ଟର୍ମିନାଲ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ (କେନ୍ୟୁଜ): କଟକ ଜଗତପୁର ଟ୍ରକ୍ ଟର୍ମିନାଲ ନିକଟରେ ମିଳିଲା ମହିଳାଙ୍କ ମୃତଦେହ। ମହିଳାଙ୍କ ବୟସ ୫୦ରୁ ଅଧିକ ହେବ ବୋଲି ଜଣାପଡିଛି । ମୃତ ମହିଳା ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତଣ୍ଟି ଚିପା ଯାଇ ଥିବା ଜଣାପଡିଛି। ଘଟଣା ସ୍ଥଳରେ…

ତୁର୍କୀ ଓ ସିରିଆ ପରେ ଥରିଲା ପାଲେଷ୍ଟାଇନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ

ନୂଆଦିଲ୍ଲୀ : ତୁର୍କୀ ଓ ସିରିଆ ପରେ ଥରିଲା ପାଲେଷ୍ଟାଇନ । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୪.୮ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ନବ୍‌ଲସ ସହରରୁ ୧୩ କିମି ଉତ୍ତରରେ ରହିଛି। ତୁର୍କୀ ଓ ସିଅରିଆରେ ଭୀଷଣ ଭୂମିକମ୍ପ ପରେ ପାଲେଷ୍ଟାଇନ ଭୂକମ୍ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି…

ଦୁର୍ଘଟଣା ପରେ ଟ୍ରକରେ ଲାଗିଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର (କେନ୍ୟୁଜ): ଦୁର୍ଘଟଣା ପରେ ଟ୍ରକରେ ଲାଗିଲା ନିଆଁ । ଡ୍ରାଇଭର ଜୀବନ୍ତ ଦଗ୍ଧ । ସମ୍ବଲପୁର ଜିଲ୍ଲା ନାକଟିଦେଉଳର ତେରବେଡ଼ା ଗାଁ ନିକଟରେ ଏହି ଘଟଣା ଘଟିଛି । ଭାରସାମ୍ୟ ହରାଇ ୧୨ ଚକିଆ ଟ୍ରକ୍‌ ଦୁର୍ଘଟଣାର ଶିକାର ହେଲା । ଏହାପରେ ସର୍ଟସର୍କିଟରୁ ଲାଗିଥିଲା ନିଆଁ । ଡ୍ରାଇଭର…

ଆଖି ବୁଜିଲା ଚିକିତ୍ସାଧୀନ ହାତୀ: କିଛିଦିନ ଧରି ଥିଲା ଅସୁସ୍ଥ

ଭଞ୍ଜନଗର (କେନ୍ୟୁଜ): ଚିକିତ୍ସାଧୀନ ଅବସ୍ଥାରେ ମାଈହାତୀ ମୃତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ଲେଙ୍ଗେଡା ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ଗତ କିଛିଦିନ ଧରି ଅସୁସ୍ଥ ହାତୀଟି କ୍ରିଆଝୋଳ ଗାଁକୁ ଲାଗିରହିଥିବା ଜଙ୍ଗଲରେ ଏକା ହୋଇ ବୁଲୁଥିଲା।…

କ୍ରାଇମ୍‌ ସ୍ପଟ୍‌ରେ ସତ ଉଗାରୁଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ: ଆଜି ସରିବ ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ…

ଝାରସୁଗୁଡା (କେନ୍ୟୁଜ): ରିମାଣ୍ଡରେ ସତ ଉଗାରୁଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ । ଗତକାଲି କ୍ରାଇମ୍‌ ସ୍ପଟ୍‌ରେ କ୍ରାଇମ୍‌ ସିନ୍‌ ଦେଖାଇଥିଲା । ପଏଣ୍ଟ ବ୍ଲାଙ୍କରୁ କେମିତି ଗୁଳି ଚଳାଇଥିଲା ତଦନ୍ତକାରି ଟିମ୍‌ ଆଗରେ ଡେମୋ ଦେଖାଇଥିଲା ଗୋପାଳ । ଆଜି ଅଭିଯୁକ୍ତର ଦ୍ୱିତୀୟ…

ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣା: ଭାଇରାଲ ଭିଡିଓ ଆଧାରରେ ୪ ରୁ ୫ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ଵର (କେନ୍ୟୁଜ): ରାଜଧାନୀରେ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ଘଟଣାର ଭାଇରାଲ ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସ। ୪ ରୁ ୫ ଜଣଙ୍କ ନାଁ ରେ ମାମଲା ରୁଜୁ କରାଯାଇଛି । ଆଜି ପୁଣି ଥରେ ଲେ୍ପର୍ଶି କଲୋନୀକୁ ଯାଇ ଲୋକଙ୍କୁ ପଚରା ଉଚରା କରିବ ପୋଲିସ। ଗତକାଲି ଯୁବତୀଙ୍କ…

ସାମାନ୍ୟ କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜିର ତାଜା ଅପଡେଟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ସାମାନ୍ୟ କମିଛି ପାଇ ୧୦୩ ଟଙ୍କା ୧୯ ପଇସା ଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ବୃଦ୍ଧି ପାଇ ୯୪ ଟଙ୍କା ୭୬ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ…

ବିବାହ ସିଜିନରେ ସାମାନ୍ୟ ବଢିଛି ସୁନା ଦର, ଏଠାରୁ ଜାଣି ନିଅନ୍ତୁ ଆଜି କେତେ ରହିଛି ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୨,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୩୭୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨,୭୫୦ ଟଙ୍କା ଓ ୫୭,…