Below header

ବେକରେ ରଶି ଲଗାଇ ଜୀବନ ହାରିଲେ ମହିଳା, ଶାଶୁ ଘର ବିରୋଧରେ FIR ଦେଲେ ମୃତକଙ୍କ ପରିବାର

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ମିନାକ୍ଷୀ ନଗର ପ୍ରଥମ ଲାଇଲରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ସୁଚିସ୍ମିତା ନାୟକ । ଏନେଇ ଘର ଲୋକେ ଦେଖିବା ପରେ ଗୋଷାଣୀନୂଆଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ମୃତ ଦେହକୁ…

ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ (କେନ୍ୟୁଜ): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ବନକଲାଗି ନୀତି। ଫାଲଗୁନ-କୃଷ୍ଣ ତୃତୀୟା ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅନୁଷ୍ଠିତ ହେବ ଏହି ଗୁପ୍ତ ସେବା । ଏଥିପାଇଁ ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସନ୍ଧ୍ୟା ୬ଟାରୁ ରାତି…

ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ: ରାତି ୧୦ରେ ଉଠିବ ମହାଦୀପ

ଭୁବନେଶ୍ୱର (କେନ୍ୟୁଜ): ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ। ପୂର୍ବବର୍ଷ ପରି ଏଥର ମଧ୍ୟ ଭୋର ୩ଟାରେ ମନ୍ଦିର ଖୋଲାଯାଇ ନୀତିକାନ୍ତି ଆରମ୍ଭ ହେବ। ସେବାୟତଙ୍କ ପରିବାର ଭୋର ୪ଟାରୁ ୫ଟା ମଧ୍ୟରେ ଦର୍ଶନ ପାଇଁ ଉତ୍ତର ଦ୍ୱାର ଦେଇ ଆସିପାରିବେ। ସେହିପରି ପାସ୍‌ଧାରୀ…

ତୁର୍କୀରେ ଭୂକମ୍ପର ତାଣ୍ଡବ: ବଢୁଛି ମୃତ୍ୟୁସଂଖ୍ୟା, ବର୍ତ୍ତମାନ ସୁଦ୍ଧା ୮୦୦୦ ଲୋକଙ୍କର ଗଲାଣି ଜୀବନ

ନୂଆଦିଲ୍ଲୀ : ତୁର୍କୀରେ ବିନାଶର ବିକଳ ଚିତ୍ର । ବଡ଼ ଦୁଃଖ ଦେଇଗଲା ଭୂକମ୍ପ । ମୃତ୍ୟୁସଂଖ୍ୟା ବଢୁଛି । ତୁର୍କୀ ଓ ସିରିଆରେ ବର୍ତ୍ତମାନ ସୁଦ୍ଧା ୮ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । କେବଳ ତୁର୍କୀରେ ୫ହଜାର ୮୯୪ ଜଣଙ୍କର ଜୀବନ ଯାଇଛି । ସିରିଆରେ ଏହି ସଂଖ୍ୟା ୧ହଜାର ୯୩୨ । ଆଗକୁ…

କଟକରେ ଜିଏସଟି ଚଢ଼ଉ, ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍

କଟକ (କେନ୍ୟୁଜ): କଟକରେ ଜିଏସଟି ଚଢ଼ଉ। ଚାଉଳିଆଗଞ୍ଜ ଓ ଏମ୍ ପି ସାଇ ନଗରରେ ଚଢ଼ଉ। କଟକ ଲିଙ୍ଗରୋଡ୍ ସ୍ଥିତ ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ପକ୍ଷରୁ ରେଡ୍‌ ଚାଲିଛି । ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍ କରୁଛି ଜିଏସ୍‌ଟି । ଏକାଧିକ ଅନିୟମିତତାକୁ ନେଇ ଅଭିଯୋଗ ହୋଇଛି।…

ଘର ଭିତରୁ ୮ ଫୁଟିଆ ଅଜଗର ଉଦ୍ଧାର, ଲୋକେ ଭୟଭୀତ

ରାଜନଗର (କେନ୍ୟୁଜ): ରାଜନଗର ବ୍ଲକ ଘଡ଼ିଆମାଳ ଗାଁରୁ ୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ଏହି ଗାଁର ବଂଶୀଧର ପ୍ରଧାନଙ୍କ ଘର ଭିତରେ ତାଙ୍କ ପରିବାର ଲୋକେ ଏକ ବିରାଟକାୟ ଅଜଗର ସାପକୁ ଦେଖିଥିଲେ। ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇପଡିଥିଲେ। ସାପଟିକୁ ଘଉଡାଇବାବାରୁ ସାପଟି ଘର…

ଲୁନାକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ଜଣେ ଗୁରୁତର

ନୟାଗଡ (କେନ୍ୟୁଜ): ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ସାନଗଡ଼ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଲୁନାଗାଡିକୁ ପଛପଟୁ ଧକ୍କାଦେଲା ମଧୁବାସନ୍ତି ଗଣନାଟ୍ୟର ଟ୍ରକ।ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଦେବେ ଯୋଗ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୧୦ ତାରିଖ ଦିନ ସକାଳ ୧୦: ୩୦ ଟା ସମୟରେ ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ପାଳନ ହେବ। ଏହି ସମାରୋହରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠାତା ପରମହଂସ…

ପୁଅ ସହ କଥା ହେବାରୁ… ଝିଅକୁ ରାତିସାରା ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ପରିବାର ଲୋକ

ଭୁବନେଶ୍ୱର (କେନ୍ୟୁଜ): ରାତିସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ପରିବାର ଲୋକେ । ଏପରି ଅମାନସିକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଜଗନ୍ନାଥ ଲେ୍ପର୍ଶି କଲୋନୀରେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି। ସୂଚନା…

ଶୌଚାଳୟରୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ଖଲ୍ଲିକୋଟ (କେନ୍ୟୁଜ): ପାଇଖାନା ଘରେ ମୃତଦେହ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରେ ଥିବା ଏକ ପାଇଖାନା ଘରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ଜଣକ ମିଲୁ ପ୍ରଧାନ। ଗତ ୭ ଦିନ ଧରି ସେ କରଣ ସାହିରେ ଭଡ଼ାରେ ରହୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ…

ବଦଳିଲା ସ୍ମାର୍ଟସିଟି କାର୍ଯ୍ୟାଳୟର ଠିକଣା: ସତ୍ୟନଗର ସ୍ଥିତ ୧୨ ମହଲାକୁ ହେଲା ସ୍ଥାନାନ୍ତର

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ସ୍ମାର୍ଟସିଟି କାର୍ଯ୍ୟାଳୟର ଠିକଣା। ସତ୍ୟନଗର ସ୍ଥିତ ୧୨ ମହଲା ଵିଶିଷ୍ଠ ଆଇ ସି ଓ ଏମ ସି କୋଠାର ୫ମ ମହଲାକୁ ସ୍ଥାନାନ୍ତର ହୋଇଛି ସ୍ମାର୍ଟସିଟି କାର୍ଯ୍ୟାଳୟ। ପୂର୍ବରୁ ଏହି କାର୍ଯ୍ୟାଳୟ ସହିଦନଗର ସ୍ଥିତ ବିଏମସି ମଲରେ କାର୍ଯ୍ୟ କରୁଥିଲା। ଏହି କୋଠର ୭ମ ରୁ…

ମନ୍ତ୍ରୀ ନବ ଦାସଙ୍କ ଆଜି ଦଶାହ : ସ୍ମୃତି ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା (କେନ୍ୟୁଜ): ସ୍ୱର୍ଗତ ନବ ଦାସଙ୍କ ଆଜି ଦଶାହ । ତାଙ୍କ ଅମର ଆତ୍ମାର ସଦଗତି ପାଇଁ ସ୍ମୃତି ସଭାର ଆୟୋଜନ କରାଯାଇଛି । ଝାରସୁଗୁଡ଼ା ୨ରେ ଆୟୋଜିତ ହେବ ସ୍ମୃତି ସଭା । ସ୍ମୃତି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ରାଜ୍ୟସ୍ତରୀୟ ସମସ୍ତ…