Below header

୧୧ ଛୁଆ ହେବା ପରେ ବି ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ଘରୁ ତଡ଼ିଦେଲେ ସ୍ୱାମୀ; ନବଜାତକକୁ ଧରି ଗଛ ମୂଳରେ…

ବାଂଶପାଳ (କେନ୍ୟୁଜ): ଅନ୍ଧବିଶ୍ୱାସର ଅନ୍ଧଗଳିରେ ଆଦିବାସୀ । ପରିବାର ନିୟୋଜନ ଅସ୍ତ୍ରପଚାର କରିବାରୁ ୧୧ ଛୁଆର ଜନନୀକୁ ଘରେ ପୁରାଉନାହିଁ ସ୍ଵାମୀ । ଫଳରେ ତିନି ଦିନ ହେଲାଣି ଛୁଆଙ୍କୁ ଧରି ଘର ବାହାରେ ଥିବା ଆମ୍ବ ଗଛ ମୂଳରେ ଭୋକ ଶୋଷରେ ଆଶ୍ରୟ ନେଇଛି ସ୍ତ୍ରୀ । ଅସ୍ତ୍ରପଚାର ପରେ ସ୍ତ୍ରୀ…

ମିକ୍ସଚର ମେସିନ ଚୋରି ମାମଲାରେ ନକଲି ପ୍ରୟୋଜକ ସିତାଂଶୁ ମହାନ୍ତିକୁ ଗିରଫ କଲା ପୋଲିସ

ଘଟଗାଁ (କେନ୍ୟୁଜ): କେତେବେଳେ ନକଲି ପ୍ରଡ୍ୟୁସର ତ କେତେବେଳେ ନକଲି କଣ୍ଟ୍ରାକ୍ଟର ସାଜି ଚୋରି କରୁଥିଲେ ମିକ୍ସଚର ମେସିନ । ଗତକାଲି କେନ୍ଦ୍ରାପଡା ଜିଲ୍ଲା ହନ୍ତପଡାରୁ ଅଭିଯୁକ୍ତ ସିତାଂଶୁ ମହାନ୍ତିଙ୍କୁ ଗିରଫ କରିଛି ଘଟଗାଁ ପୋଲିସ । ଖବର ଅନୁଯାୟୀ ଗତ କିଛି ଦିନ ତଳେ ଘଟଗାଁ ଅଂଚଳକୁ ଆସି…

ନବ ଦାସ ହତ୍ୟାକାଣ୍ଡର ଗୁମର ଖୋଲୁଛି ବୋଲି ମୋ ବିରୁଦ୍ଧରେ ହେଉଛି ଷଡଯନ୍ତ୍ର : ଜୟନାରାୟଣ ମିଶ୍ର

ଭୁବନେଶ୍ୱର (କେନ୍ୟୁଜ): ନବ ଦାସଙ୍କ ହତ୍ୟା ଘଟଣା ବିଧାନସଭାରେ ଉଠାଇବୁ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି। ନବ ଦାସଙ୍କ ହତ୍ୟା ଘଟଣାର ଗୁମର ଖୋଲୁ ଥିବାରୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ଜୟନାରାୟଣ। ବିରୋଧୀଦଳ ନେତାଙ୍କ ଅଭିଯୋଗର ଜବାବ ରଖିଛି…

କେନ୍ଦୁଝର ଗ୍ରସ୍ତରେ ମୁଖ୍ୟ ଶାସନ ସଚିବ: ଚଳିତ ବର୍ଷ ଜୁନ ସୁଦ୍ଧା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା…

ଆନନ୍ଦପୁର (କେନ୍ୟୁଜ): ଆନନ୍ଦପୁର ଗ୍ରସ୍ତରେ ମୁଖ୍ୟ ଶାସନ ସଚିବ। ପ୍ରଥମେ ସଚିବଙ୍କୁ ଆନନ୍ଦପୁର ଜଙ୍ଗଲ ବିଭାଗ ଡାକ ବଙ୍ଗଳା ରେ କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ଆନନ୍ଦପୁର ଉପଜିଲ୍ଲାପାଳ, ଡି ଏଫ୍ଓଙ୍କ ସମେତ ଅନ୍ୟ ଅଧିକାରୀ ମାନେ ସ୍ୱାଗତ କରିଥିଲେ। ଜାତୀୟ ରାଜପଥ ୨୦ ବେଲବାହାଳି କୁଶେଇ ସେତୁ…

ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ: ସ୍ତ୍ରୀକୁ ଠେଙ୍ଗାରେ ପିଟି ନୃଶଂସ ଭାବେ ହତ୍ୟା କଲା ସ୍ବାମୀ

କାମାକ୍ଷାନଗର (କେନ୍ୟୁଜ ): କାମାକ୍ଷାନଗର-ପାରିବାରିକ କଳହରୁ ସ୍ୱାମୀର ଉନ୍ମତ୍ତ କାଣ୍ଡ। ଠେଙ୍ଗା ରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲ କୁ ପୋଡିବାକୁ ନେବା ବେଳେ ମୃତଦେହ ଜବତ କଲା ପୋଲିସ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା…

ଗ୍ଵାଲିୟରରେ ପହଞ୍ଚିଲେ ୧୨ ଆଫ୍ରକୀୟ ଚିତା, ହେଲିକପ୍ଟର ଯୋଗେ ଯିବେ କୁନୋ ପାର୍କ

ନୂଆଦିଲ୍ଲୀ : ଆସିଲେ ୧୨ ଚିତା। ଗ୍ଵାଲିୟରରେ ପହଞ୍ଚିଲେ ୧୨ ଆଫ୍ରକୀୟ ଚିତା । ଦକ୍ଷିଣ ଆଫ୍ରିକାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଯୋଗେ ଭାରତ ଆସିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୭ଟି ଅଣ୍ଡିରା ଓ ୫ଟି ମାଇ ବାଘ। ମଧ୍ୟପ୍ରଦେଶ ଜୁନୋ ପାର୍କରେ ଏମାନଙ୍କୁ…

ପୁଣି ଅଶାନ୍ତ ହେଲା ରାଜଧାନୀ: ଟ୍ରାଭେଲ ଏଜେନସି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର OUAT ଛକରେ ମୁଖା ପିନ୍ଧା ଦୁର୍ବୁତ୍ତଙ୍କ ଆତଙ୍କ । ଟ୍ରାଭେଲ ଏଜେନସି ଭିତରେ ପଶି ଭଙ୍ଗାରୁଜା କରିବା ସହ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଟ୍ରାଭେଲ ଏଜେନ୍ସି ମାଲିକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ…

ବିଶ୍ୱ ପାଣିପାଗ ସଂସ୍ଥାର ସତର୍କବାଣୀ: ଓଡ଼ିଶା ଉପକୂଳ ପାଇଁ ବଢୁଛି ବିପଦ, ଗୋପାଳପୁର-ପାରାଦୀପ-ଭଦ୍ରକ-ବାଲେଶ୍ୱରରେ…

(କେନ୍ୟୁଜ): ବଢୁଛି ସମୁଦ୍ର ଜଳସ୍ତର । ଓଡ଼ିଶା ଉପକୂଳ ପାଇଁ ବଢୁଛି ବିପଦ । ସମୁଦ୍ର କାୟା ଭିତରେ ବୁଡିଯାଇପାରେ କୋଷ୍ଟାଲ୍‌ ଓଡ଼ିଶା । ବିଶ୍ୱ ପାଣିପାଗ ସଂସ୍ଥା ସମୁଦ୍ର ଜଳସ୍ତର ବୃଦ୍ଧି ନେଇ ସତର୍କବାଣୀ କରିବା ପରେ ବଢ଼ିଛି ଚିନ୍ତା । ୧୯୯୩ରୁ ୨୦୨୧ ମଧ୍ୟରେ ବିଶ୍ୱରେ ସମୁଦ୍ର ଜଳସ୍ତର ୦.୮…

ଜାଗରରେ ଅଘଟଣ: ଶ୍ୱାସ ରୁଦ୍ଧ ହୋଇ ଦୁଇ ମୃତ, ଜଣେ ଗୁରୁତର

ମୋହନା (କେନ୍ୟୁଜ): ଶ୍ୱାସରୁଦ୍ଧ ହୋଇ ୨ ମୃତ। ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର। ମୃତକ ଦୁଇ ଜଣ ଗଣେଶ ନାୟକ ଓ ଅମ୍ବିକା ନାୟକ। ଆର୍‌ ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ବିବାହ ଭୋଜି ପାଇଁ ଘର ସମ୍ମୁଖରେ…

ସାମାନ୍ୟ ବଚସାରୁ ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି

ଭଦ୍ରକ (କେନ୍ୟୁଜ): ଗାଁରେ ଏକ ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଥମେ ବଚସା। ପରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ଅନ୍ୟ ଯୁବକ ମାନଙ୍କୁ ନେଇ ଜଣେ ମହିଳାଙ୍କ ଘରକୁ ଯାଇ ତାଙ୍କୁ ସଙ୍ଘ ବଦ୍ଧ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଦେଖାଯାଇଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡ଼କ ପଂଚାୟତ ଅଣ୍ଡରାଇ ଗାଁରେ।…

ପୁରୀ ଲୋକନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ଭୋର ୪ ଟାରେ ଉଠିବ ମହାଦୀପ

ପୁରୀ (କେନ୍ୟୁଜ): ପୁରୀ ଲୋକନାଥ ମନ୍ଦିରରେ ଭୋର ୪ ଟାରେ ମହାଦୀପ ଉଠିବ । ଆଜି ରାତ୍ରି ସାଢ଼େ ୧୨ଟାରେ ଦ୍ୱାର ଫିଟା ପରେ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଭୋର ୪ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ରାତ୍ରି ଯାଏ ଚାଲିବ ଦର୍ଶନ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ…

ଆଜି ଭାରତ ଆସୁଛନ୍ତି ୧୨ ଆଫ୍ରିକାନ୍‌ ଚିତା : କୁନୋ ନ୍ୟାସନାଲ ପାର୍କରେ ମାସେ ଯାଏ ରହିବେ କ୍ୱାରେଣ୍ଟାଇନ୍‌

ନୂଆଦିଲ୍ଲୀ : ଆଜି ଭାରତ ଆସୁଛନ୍ତି ୧୨ ଆଫ୍ରିକାନ୍‌ ଚିତା। ଦକ୍ଷିଣ ଆଫ୍ରିକାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଯୋଗେ ଭାରତ ଆସୁଛନ୍ତି।ପାଖାପାଖି ୮ହଜାର କିଲୋମିଟର ଯାତ୍ରା କରି ୫ଟି ଅଣ୍ଡିରା ଓ ୭ଟି ମାଈ ଚିତା କୁନୋ ନ୍ୟାଶନାଲ ପାର୍କରେ ପହଞ୍ଚିବେ । ସକାଳ…