Below header

କଲିକତାରୁ ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ; ୧୦ ଆହତ,୨ ଗୁରୁତର

ଭଦ୍ରକ (କେନ୍ୟୁଜ): ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କଲିକତାରୁ ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି। ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲରେ ଭର୍ତ୍ତି…

ଆମେରିକାର ବଡ଼ ଆକ୍ସନ: ଗୁଇନ୍ଦା ବେଲୁନ୍ ପରେ ଆଲାସ୍କା ଆକାଶରେ ଉଡୁଥବା ସନ୍ଦିଗ୍ଧ ବସ୍ତୁକୁ ଖସାଇଲା ଫାଇଟର ଜେଟ୍‌

ନୂଆଦିଲ୍ଲୀ : ଆକାଶରେ ଆମେରିକାର ଆଉ ଏକ ବଡ଼ ଆକ୍ସନ । ଆକାଶରେ ଉଡୁଥବା ସନ୍ଦିଗ୍ଧ ବସ୍ତୁକୁ ଖସାଇଲା ଆମେରିକା ଫାଇଟର ଜେଟ୍‌ । ଗତକାଲି କାନାଡା ସୀମା ଆଲାକ୍ସା ନିକଟରେ ଆମେରିକା ଫାଇଟର ଜେଟ୍‌ ୪୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବସ୍ତୁକୁ ଖସାଇ ଦେଇଛି । ଏହା କେଉଁଠୁ ଆସିଥିଲା ଓ କିଏ ଛାଡିଥିଲା…

ଖୁସି ଖବର! କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ସାମାନ୍ୟ କମିଛି ପାଇ ୧୦୩ ଟଙ୍କା ୧୧ ପଇସା ଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ବୃଦ୍ଧି ପାଇ ୯୪ ଟଙ୍କା ୬୮ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ…

ବିବାହ ଋତୁରେ କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୨,୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୦୪୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨,୪୦୦ ଟଙ୍କା ଓ ୫୭,…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ: ପ୍ରଥମ ଇନିଂସରେ ୧୪୪ ରନରେ ଆଗୁଆ ଟିମ ଇଣ୍ଡିଆ

ଆଜି ନାଗପୁର ଟେଷ୍ଟର ତୃତୀୟ ଦିନ । ଗତକାଲିର ଅସମାପ୍ତ ୩୨୧ ରନରୁ ଖେଳ ଆରମ୍ଭ କରିବ ଟିମ ଇଣ୍ଡିଆ । ଦଳ ୭ ଓ୍ଵିକେଟ ହରାଇସାରିଛି । ରବୀନ୍ଦ୍ର ଜାଡେଜା ୬୬ ଓ ଅକ୍ଷର ପଟେଲ ୫୨ ରନ କରି ଅପରାଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲଆ ଠାରୁ ୧୪୪ ରନରେ ଆଗୁଆ ଅଛି ରୋହିତ ଆଣ୍ଡ କୋ । ଭାରତ…

ଓଡିଶା ଗସ୍ତର ଦ୍ୱିତୀୟ ଦିନ: ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର (କେନ୍ୟୁଜ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଯିବେ । ସକାଳ ୯ଟା ୧୫ ମିନିଟରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ ମହାମହିମ । ସେଠାରେ ପ୍ରାୟ ଅଧଘଣ୍ଟା ଧରି ରହିବେ । ପ୍ରଭୁ ଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିବେ…

ଏଣିକି ଭୁବନେଶ୍ୱରରୁ ସିଧାସଳଖ ଯାଇପାରିବେ ଦୁବାଇ, ମାର୍ଚ୍ଚ ୫ରେ ଉଡାଣ ଭରିବ ପ୍ରଥମ ବିମାନ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ । ଏଣିକି ଦୁବାଇକୁ ଡାଇରେକ୍ଟ ଫ୍ଲାଇଟ୍‌ ଉଡ଼ିବ । ମାର୍ଚ୍ଚ ୫ରୁ ଭୁବନେଶ୍ୱର-ଦୁବାଇ ଡାଇରେକ୍ଟ ଫ୍ଲାଇଟ୍‌ ଆରମ୍ଭ ହେବ । ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ଇଣ୍ଡିଗୋ ବିମାନ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

ମାଫିଆଙ୍କ ଗୁଣ୍ଡାରାଜ: ପଥର ଗାଡ଼ିକୁ ଅଟକାଇବା ବେଳେ ଆର୍‌ଆଇଙ୍କୁ ଆକ୍ରମଣ ଉଦ୍ୟମ

ପିପିଲି (କେନ୍ୟୁଜ): ପଥର ଗାଡ଼ିକୁ ଅଟକାଇବା ବେଳେ ଆର୍‌ଆଇଙ୍କୁ ଆକ୍ରମଣ ଉଦ୍ୟମ । ଆଜି ପିପିଲିରେ ପଥର ଚୋରା ମାଫିଆ ମାନେ ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆର୍‌ଆଇ ଅଭିଲିପ୍ସା ପାଣ୍ଡେ ଆଜି ପିପିଲି ଜଟଣୀ ରାସ୍ତାର ଅନନ୍ତପୁର ଛକ୍‌ ନିକଟରେ ଏକ ପଥର…

ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର: ଅନ୍ୟ ଝିଅଙ୍କ ସହ ଶାରୀରିକ ସମ୍ପର୍କ ଥିବା ଅଭିଯୋଗ ଆଣିଲେ ସୋମାଲିକା

ଜଗତସିଂହପୁର (କେନ୍ୟୁଜ): ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ ମାମଲା। ବିଧାୟକ ବିଜୟ ଶଙ୍କର ଦାସଙ୍କ ସେକ୍ସ ରାକେଟ, ବହୁ ବିବାହିତ ନାରୀ ମାନଙ୍କ ସମ୍ପର୍କ ଥିବା ଭଳି ଅନେକ ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ସୋମାଲିକା। ଏ ନେଇ ଥାନାରେ ସାନି ଏତଲା ପରେ ପୋଲିସ…

କଂଗ୍ରେସରେ ସାମିଲ୍ ହେବେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ, ନୂଆଦିଲ୍ଲୀରେ ହେବ ମିଶ୍ରଣ ପର୍ବ

(କେନ୍ୟୁଜ): ଆଜି କଂଗ୍ରେସରେ ଯୋଗଦେବେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଉପସ୍ଥିତିରେ ଯୋଗଦେବେ । ଆଜି ଅପରାହ୍ଣ ୪ଟା ୩୦ରେ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉପସ୍ଥିତ ରହିବେ ଓଡିଶା ପ୍ରଭାରୀ…

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଦ୍ଧାରିତ ସମୟର ୧୫ ମିନିଟ ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚଥିଲେ । ବିମାନ ବନ୍ଦରରେ…

ଥାନା ପରିସରରେ ଯୁବକଙ୍କ ମୃତ୍ୟୁ ଘଟଣା : ବଢୁଛି ସସପେନ୍ସ , ଗିରଫ ହେଲେ ଭାଇ ଭଉଣୀ

ଭୁବନେଶ୍ୱର (କେନ୍ୟୁଜ): ସହିଦନଗର ଅଞ୍ଚଳରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ 302ରେ ହତ୍ୟା ମାମଲା ରୁଜୁ କଲା ସହିଦନଗର ଥାନା ପୋଲିସ । ମୃତକ ହେଲେ ଯାଜପୁର ଅଂଚଳର ବିଚିତ୍ର ପଲେଇ । ସେ ଗାଡ଼କଣ ଅଞ୍ଚଳରେ ରହି ଆସୁଥିଲେ । ଘଟଣାରେ ଦୁଇ ଜଣଙ୍କୁ ଅଟକ…