ଏହି ୫ଟି ଦେଶ ଯେଉଁଠାରେ ବିମାନବନ୍ଦର ନାହିଁ, ବିନା ଦ୍ୱନ୍ଦରେ ଲୋକମାନେ କରିଥାଆନ୍ତି ଯାତାୟତ

ଆଜିର ଯୁଗରେ, ଯେତେବେଳେ ବିଜ୍ଞାନ ଏତେ ଅଗ୍ରଗତି କଲା ଯେ ଆମେ ଘଣ୍ଟା ମଧ୍ୟରେ ମାଇଲ୍ ଅତିକ୍ରମ କରିଥାଉ, ତଥାପି ଦୁନିଆରେ କିଛି ଦେଶ ଅଛନ୍ତି, ଯେଉଁମାନଙ୍କର ନିଜସ୍ୱ ବିମାନବନ୍ଦର ମଧ୍ୟ ନାହିଁ । ଆଜି ଆମେ ସେହି ସ୍ଥାନଗୁଡ଼ିକ ବିଷୟରେ ଆଲୋଚନା କରିବୁ ଯେଉଁଠାରେ ଲୋକମାନେ ପୃଥିବୀର କୋଣ…

ଆପଣଙ୍କର କୁକୁର ମଧ୍ୟ ଆପଣଙ୍କ ମୁହଁକୁ ଚାଟୁଛି କି? ତେବେ ହୋଇଯାନ୍ତୁ ସାବଧାନ, ଆସିପାରେ ଜୀବନ ପ୍ରତି ବିପଦ

ଆଜିକାଲି ଘରେ କୁକୁର ରଖିବା ଏକ ଫ୍ୟାସନ ହୋଇଗଲାଣି । ଅନେକ ଲୋକ କୁକୁରମାନଙ୍କୁ ନିଜ ଘରେ ରଖିବାକୁ ଏବଂ ଦିନସାରା ସେମାନଙ୍କ ସହିତ ଖେଳିବାକୁ ବହୁତ ପସନ୍ଦ କରନ୍ତି । ସାଧାରଣତଃ କୁକୁରମାନେ ପ୍ରେମ ଏବଂ ସ୍ନେହ ପ୍ରକାଶ କରିବା ପାଇଁ ଜିଭରେ ନିଜ ମାଲିକଙ୍କ ମୁହଁକୁ ଚାଟିଥାନ୍ତି । ଅନେକ ଲୋକ…

ପ୍ରଭୁ ଗତେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ବ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ଓ ସାଧୁସନ୍ଥ…

ଜଗତସିଂହପୁର : ଭକ୍ତିରେ ଭଗବାନ୍‌ । ଶ୍ରଦ୍ଧାର ସହ ପ୍ରଭୁଙ୍କୁ ଡାକିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତି ପ୍ରଭୁ ଗତେଶ୍ୱର ମହାଦେବ । ଦେବା ଦି ଦେବ ମହାଦେବ ପ୍ରଭୁ ଗତେଶ୍ୱର ମହାଦେବ । ତାଙ୍କ ଭକ୍ତିରେ ଭଜନ କୀର୍ତ୍ତନ କରି ଝୁମୁଛନ୍ତି ଭକ୍ତଗଣ । ଜଗତସିଂହପୁର ଜିଲ୍ଲାର ସଦର ବ୍ଲକ ଵିଓଂଲ…

ଘରେ କଳାକନା ବୁଲାଇଲେ ଡକାୟତ, ଲୁଟିନେଲେ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଚୌଦ୍ଵାର (କେନ୍ୟୁଜ): ଚୌଦ୍ଵାର ଥାନା ସ୍ଥିତ କରଞ୍ଜି ଗ୍ରାମ ବିଜ୍ଞାନ ନାୟକଙ୍କ ଘରେ କଳାକନା ବୁଲାଇଲେ ଡକାୟତ । ଗତ ବିଳମ୍ୱିତ ରାତିରେ ୩ ଜଣ ଦୁର୍ବୃତ୍ତ ଘରର ଗ୍ରିଲ୍ ତାଡି ଘରେ ପଶିଯାଇଥିଲେ । ଗ୍ରାମରେ ଅଷ୍ଟପ୍ରହରୀ ହେଉଥିବାରୁ ବିଜ୍ଞାନଙ୍କ ସହିତ ତାଙ୍କ ଅନ୍ୟ ୨ ଭାଇ ଅଷ୍ଟପ୍ରହରୀରେ ଯୋଗ…

‘ମିସ୍ ୱାର୍ଲ୍ଡ ୨୦୨୪’ ଇଭେଣ୍ଟରେ ଶାହଜହାଁଙ୍କ ଅଳଙ୍କାର ପିନ୍ଧିଲେ ନିତା ଅମ୍ବାନୀ, ଦାମ ଶୁଣିଲେ ଉଡିଯିବ…

ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ବ୍ୟବସାୟୀ ନିତା ଅମ୍ବାନୀ ନିଜ ଲୁକସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ତେବେ ବର୍ତ୍ତମାନ ତାଙ୍କୁ ୨୦୦ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧିଥିବାର ଦେଖାଯାଇଛି । ନିକଟରେ ନୀତା ଅମ୍ବାନୀ 'ମିସ୍ ୱାର୍ଲ୍ଡ ୨୦୨୪' ରେ ପହଞ୍ଚିଥିଲେ । ଯେଉଁଠାରେ ସେ…

ସୋୟା କ୍ଷୀରର ଫାଇଦା: ଜାଣନ୍ତୁ କେଉଁ ସମୟରେ ଏହାକୁ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ?

ସୋୟା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଆୟୁର୍ବେଦରେ ମଧ୍ୟ ସୋୟା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଇଛି । ସୋୟାରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆପଣଙ୍କର ଦୁର୍ବଳ ହାଡକୁ ମଜବୁତ କରିବା ବ୍ୟତୀତ ଅନେକ ଗମ୍ଭୀର ରୋଗରେ ମଧ୍ୟ…

Airtel ୟୁଜର୍ସଙ୍କୁ ବଡ ଝଟକା, ବଢ଼ିଲା ୨ଟି ରିଚାର୍ଜ ପ୍ଳାନର ଦାମ

ଏୟାରଟେଲ ଏହାର ୩୦ କୋଟିରୁ ଅଧିକ ଟେଲିକମ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଦେଇଛି । ଟେଲିକମ୍ କମ୍ପାନୀ ଗୁପ୍ତ ଭାବରେ ଏହାର ଦୁଇଟି ଶସ୍ତା ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଛି । ଏୟାରଟେଲର ଏହି ପ୍ରିପେଡ୍ ପ୍ଲାନଗୁଡିକର ମୂଲ୍ୟ ୪୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏୟାରଟେଲର ଏହି…

ଟିଟିଲାଗଡ଼ ଜେଲରୁ କଏଦୀ ଫେରାର ପରେ ଜେଲ ଡିଆଇଜିଙ୍କ ତଦନ୍ତ

ଟିଟିଲାଗଡ଼(କେନ୍ୟୁଜ୍‌): ଟିଟିଲାଗଡ଼ ଉପ କାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର ଘଟଣାର ତନାଘନା ତଦନ୍ତ । ଟିଟିଲାଗଡ଼ରେ ଜେଲରେ DIG କୁଳମଣି ବେହେରା ପହଞ୍ଚି ଅନୁଧ୍ୟାନ କରିଛନ୍ତି । କଏଦୀ ଫେରାର ପଛରେ ଜେଲ କର୍ମଚାରୀଙ୍କ ହାତ ରହିଥିବା ସେ ସନ୍ଦେହ କରିଛନ୍ତି । ବିନା ଜେଲ କର୍ମଚାରୀଙ୍କ…

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ କିମ୍‌ସ ମେଡିକାଲ ପାଇଁ ଶିଳାନ୍ୟାସ କଲେ ଡ. ଅଚ୍ୟୁତ ସାମନ୍ତ

ଗଞ୍ଜାମ(କେନ୍ୟୁଜ୍‌): ଏଥର ଲାଘବ ହେବ ଭଞ୍ଜନଗରବାସୀଙ୍କ ଦୁଃଖ । ପାଇବେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା । ଚିକିତ୍ସା ପାଇଁ ହେବେନି ଆଉ ହନ୍ତସନ୍ତ । କାରଣ ଭଞ୍ଜନଗର ଠାରେ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ ଏବଂ କିସ୍ କମ୍ୟୁନିଟି ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଯାହାଫଳରେ ନୂଆ…

୫ ଜିଲ୍ଲାର ଭିତ୍ତିଭୂମି ବିକାଶରେ ଓଡ଼ିଶାରେ ନୂଆ ଅଧ୍ୟାୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ବିକାଶ ପଥରେ ନିରନ୍ତର ଆଗେଇ ଚାଲିଛି ଓଡ଼ିଶା। ରାଜ୍ୟର ୫ ଜିଲ୍ଲାର ଭିତ୍ତିଭୂମି ବିକାଶରେ ସ୍ବର୍ଣ୍ଣିମ ଅଧ୍ଯାୟ। ଯୋଡ଼ାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର ବ୍ରିଜ ଓ ଆଠମଲ୍ଲିକ- ଧଳପୁର ରାସ୍ତାରେ ମହାନଦୀ ଉପରେ ଓଡିଶାର ଦୀର୍ଘତମ ସେତୁର ଉଦଘାଟନ କରିଛନ୍ତି…

ଅଗ୍ନି-୫ ମିସାଇଲର ପ୍ରଥମ ଫ୍ଲାଇଟ୍ ପରୀକ୍ଷଣ ସଫଳ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନ ପାଇଁ ସତର୍କଘଣ୍ଟି । ଅଗ୍ନି-୫ ମିସାଇଲର ପ୍ରଥମ ଫ୍ଲାଇଟ୍ ପରୀକ୍ଷଣ ସଫଳ । ମଲଟିପଲ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବଲ ରି-ଏଣ୍ଟ୍ରି ଭେହକିଲ୍( MIRV) ଟେକ୍ନୋଲୋଜି ସହ ଅଗ୍ନି-୫ର ପ୍ରଥମ ଫ୍ଲାଇଟ୍ ଟେଷ୍ଟ ସଫଳ ହୋଇଛି । ଭଦ୍ରକ ଧାମରା ଅବଦୁଲ୍ କଲାମ ଦ୍ବୀପରେ…

୪୬ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଆସିଲା କାଳିଆ ଯୋଜନା ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍‌): ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା । ରାଜ୍ୟର ୪୬ ଲକ୍ଷ ଚାଷୀଙ୍କୁ ୯୩୩ କୋଟିରୁ ଅଧିକ ଟଙ୍କାର କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଏହି କାଳିଆ ସହାୟତା ୨୦୨୪ ପ୍ରଦାନ କରାଯାଇଛି ।…