ବାଲୁକକଳାରେ ‘ମେରା ପେହଲା ଭୋଟ୍ ଦେଶ କେ ଲିୟେ’ ନାମରେ ଏକ ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ଭାରତରେ ଭୋଟ ଦେବା ହେଉଛି ସମସ୍ତଙ୍କର ସାମ୍ବିଧାନିକ ଅଧିକାର । ଯିଏ ୧୮ ବୟସରୁ ଅଧିକ ବର୍ଷର ନାଗରିକ ସେମାନେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ନିଜ ପସନ୍ଦ ହିସାବରେ ଭୋଟ୍ ଦେଇପାରିବେ । ଦେଶର ବିକାଶ ପାଇଁ ମତଦାନ ହେଉଛି ଏକ ମୂଳଦୁଆ । ତେଣୁ ସମସ୍ତେ ଭୋଟ ଦେବା…

ମେଦବହୁଳତା ପାଇଁ ଆପଣ ଚିନ୍ତିତ କି ! ମୋଟାପଣ ଦୂର କରିବ ଜୁଆଣି ପାଣି ଜାଣନ୍ତୁ…

ଆଜିର ବ୍ୟସ୍ତବହୁଳ ଜୀବନରେ ଏକ ସୁସ୍ଥ ଶରୀର ପାଇବା ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ଵାନ ପାଲଟିଛି । ବର୍ତ୍ତମାନ ସୁସ୍ଥ ରହିବା ପାଇଁ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଜରୁରୀ ଅଟେ । ଆଜିକାଲି, ଲୋକମାନେ ହୃଦୟ ସମ୍ବନ୍ଧୀୟ ରୋଗର ଶିକାର ହେଉଛନ୍ତି, ଯାହା ପଛରେ ସବୁଠାରୁ ବଡ କାରଣ ହେଉଛି ଶରୀରରେ…

ରାଶିଫଳ : ପିଲାମାନେ ଆଜି କ୍ୟାରିଆରକୁ ନେଇ କିଛି ଖୁସି ଖବର ପାଇପାରନ୍ତି

ମେଷ : ଆପଣ କିଛି ଭଲ ସୁଯୋଗ ପାଇପାରିବେ । ଆର୍ଥିକ ଲାଭ ପାଇବେ ଏବଂ ଆପଣଙ୍କ ମନ ବହୁତ ଖୁସି ରହିବ । ଆପଣଙ୍କ ପାଇଁ ଭଲ ଦିନ ହେବ । କାର୍ଯ୍ୟରତ ଲୋକମାନଙ୍କ ଅଫିସ୍ କାର୍ଯ୍ୟ ଉପରେ ଟିକେ ଧ୍ୟାନ ଦେଇ କାମ କରିବା ଉଚିତ୍, ନଚେତ୍ କିଛି କାମ ଭୁଲ୍ ହୋଇପାରେ, ଯାହାଫଳରେ ଉଚ୍ଚ ଅଧିକାରୀ ଗାଳିଗୁଲଜ…

ପାରିବାରିକ ବିବାଦରୁ ଶାଶୂ ପକାଇଲେ ତାଲା, ୬ ଘଣ୍ଟା ଧରି ହନ୍ତସନ୍ତ ହେଲେ ଚାରି ଜଣ ଶିଶୁ

ତାଳଚେର : ପାରିବାରିକ ବିବାଦ ଯୋଗୁଁ ଚାରି ଜଣ ଶିଶୁ ସମେତ ଟିଉସନ ସାର ଓ ତାଙ୍କ ସ୍ତ୍ରୀ ଦୀର୍ଘ ୬ ଘଣ୍ଟା ଧରି ହୋଇଛନ୍ତି ହନ୍ତସନ୍ତ । ଟିଉସନ ସାରଙ୍କ ଶାଶୁ ଘର ବାହାରେ ତାଲା ପକାଇଦେବା ଫଳରେ ଏଭଳି ଅବସ୍ଥା ଭୋଗିବାକୁ ତାଙ୍କୁ ପଡିଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର…

ପିତାମାତାଙ୍କ ଜେନେଟିକ୍ ଯୋଗୁ ବଢିଥାଏ ପିଲାଙ୍କ ଓଜନ, ରିସର୍ଚ୍ଚରେ ସାମ୍ନାକୁ ଆସିଲା ଏଭଳି ତଥ୍ୟ

ଆଜିକାଲି ସବୁଠାରୁ ବଡ଼ ସମସ୍ୟା ହେଉଛି ହଠାତ୍‌ ଓଜନ ବଢିଯିବା । ବାସ୍ତବରେ ଏହା ଲାଇଫ୍‌ଷ୍ଟାଇଲ୍‌ ଏବଂ ମେଟାବୋଲିଜିମ୍ ସହିତ ଜଡିତ ଏକ ରୋଗ ଯାହା ସମୟ ସହିତ ଅଧିକ ଗମ୍ଭୀର ହେବାକୁ ଲାଗିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଏହା ସହ ଜଡିତ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି…

ହାତରେ ନୁହେଁ ପାଦର ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା, ଚର୍ଚ୍ଚାରେ ରାଧେଶ୍ୟାମ

ସୁବର୍ଣ୍ଣପୁର: ସୁନ୍ଦର ଚିତ୍ର ଦେଖିଲେ ଆଖି ଲାଖି ଯାଉଛି । ସେ ଦୃଶ୍ୟ ଦେଖିବା ପାଇଁ ଆପଣଙ୍କ ପାଦ ବି ସେହିଠାରେ ଅଟକିଯିବ । ଆପଣ ମଧ୍ୟ ଥରୁଟିଏ ଚାହିଁବାକୁ ବାଧ୍ୟ ହେବେ । ତେବେ ଆପଣ ଅନେକ ପ୍ରତିଭାବାନ ଚିତ୍ରକର ଦେଖିଥିବେ ଯେଉଁମାନେ ହାତରେ ଅତି ସୁନ୍ଦର ଭାବରେ ଚିତ୍ର ଆଙ୍କିପାରନ୍ତି ।…

କମାଲ କରୁଛି ଟେକ୍ନୋଲୋଜି, ଏବେ ଯାତ୍ରୀଙ୍କୁ ୱେଲକମ୍‌ କରିବେ AI ଏୟାର ହୋଷ୍ଟେସ୍

ଗତ କିଛି ବର୍ଷ ମଧ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ କ୍ରେଜ୍ ସାରା ବିଶ୍ୱରେ ଦେଖିବାକୁ ମିଳୁଛି । ଦୁନିଆରେ ବିଭିନ୍ନ ସ୍ଥାନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବହୁତ ବ୍ୟବହାର କରାଯାଉଛିି । ତେବେ AI ର ବ୍ୟବହାର ଏତେ ବୃଦ୍ଧି ପାଇଛି ଯେ ବର୍ତ୍ତମାନ କମ୍ପାନୀଗୁଡିକ ମଧ୍ୟ AI…

ଅଚଳ ହୋଇ ପଡ଼ିଛି ନଳକୂପ, ୨୦୦ ଲୋକଙ୍କ ସାହାରା ପାଲଟିଛି ପୋଖରୀ ଜଳ

କେନ୍ଦ୍ରାପଡ଼ା : ଆସିଲାଣି ଖରାଦିନ । ଧିରେ ଧିରେ ବଢ଼ିଲାଣି ତାତି । ଏବେଠୁ ଦେଖାଗଲାଣି ପାଣିର ଅଭାବ । ପୋଖରୀ ପାଣିରେ ମେଣ୍ଟୁଛି ଶୋଷ । ଏକଥା ଶୁଣି ଆପଣଙ୍କୁ ଅଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ନିରାଟ ସତ୍ୟ । ଏ କେଉଁ ଉପାନ୍ତ ଅଞ୍ଚଳର ଦୃଶ୍ୟ କଥା ଆମେ କହୁନୁ ଆଜ୍ଞା, ଆମେ କହୁଛୁ…

ପୋଦିନା ପତ୍ରରେ କେଉଁ ଭିଟାମିନ୍ ଥାଏ ? ଜାଣନ୍ତୁ ଏହାକୁ କେତେବେଳେ ଖାଇବା ଉଚିତ୍

ପୋଦିନା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ । ତେବେ ଏସିଡିଟି, ଗ୍ୟାସ୍‌ ଏବଂ ହାର୍ଟ ଆଟାକ୍‌ ଭଳି ସମସ୍ୟା ପାଇଁ ପୋଦିନା ପତ୍ର ଏକ ଭଲ ପ୍ରତିକାର ହୋଇଥାଏ । ବାସ୍ତବରେ ଏହା ପେଟର pH କୁ ସନ୍ତୁଳିତ କରିଥାଏ, ଯେଉଁ କାରଣରୁ ହଜମ ଶକ୍ତି ଭଲ ହୋଇଥାଏ । ଏହା ବ୍ୟତୀତ…

ଘରେ ଲାଗିଗଲା ନିଆଁ ଜୀବନ୍ତ ଦଗ୍ଧ ହୋଇଗଲେ ୨୫ ଉର୍ଦ୍ଧ୍ୱ ଛେଳି ଓ ୪ଟି ଗାଈ

ବାଲେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ ବଳବୁଧି ଗାଁ ରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡରେ ଗାଁ ର କୈଳାସ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ଘର ଓ ପାଳିତ ପଶୁ ମାନେ ନିଆଁରେ ଜଳି ଦଗ୍ଧ ହୋଇଯାଇଥିବା ଦେଖିବାକୁ ମିଳିଥିଲା…

ୟୁଟ୍ୟୁବର୍ ସାଗର ଠାକୁରଙ୍କୁ ମାର୍‌ପିଟ୍‌ ମାମଲାରେ, ଏଲଭିଶ ଯାଦବଙ୍କୁ ପଚରାଉଚରା କରୁଛି ପୋଲିସ

ଫେମସ୍‌ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ ଓଟିଟି ୨ ଟାଇଟଲ୍ ବିଜେତା, ଏଲଭିଶ୍ ଯାଦବ ବିବାଦ ପାଇଁ ପୁଣି ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆ ଜରିଆରେ ଏଲଭିଶ ତାଙ୍କ କ୍ୟାରିୟରରେ ବହୁତ ଭଲ ନାମ କରିଛନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ ଗ୍ୟାଙ୍ଗ…

ନିର୍ବନ୍ଧ ପାର୍ଟିରେ ଲୁଟ୍‌, କୁଣିଆ ହୋଇ ଆସିଲେ ଗିପ୍ଟ୍‌ ବ୍ୟାଗ୍‌ ନେଇ ଛୁ ମାରିଲେ

ଭୁବନେଶ୍ୱର(କେନ୍ୟୁଜ୍‌) : ନିର୍ବନ୍ଧ ପାର୍ଟିରୁ ଗିଫ୍ଟ ବ୍ୟାଗ ଲୁଟ୍‌ । କୁଣିଆ ବେଶରେ ଆସି ନେଇଗଲେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଜୟଦେବ ବିହାରରେ ଥିବା ଏକ ତାରକା ହୋଟେଲରେ ଚାଲିଥିଲା ନିର୍ବନ୍ଧ । ହେଲେ ସେହି ସମୟରେ ଦୁଇଜଣ ଦୁର୍ବୁତ୍ତ ଆସି ଗିପ୍ଟ ବ୍ୟାଗ୍‌ ନେଇ ଛୁ ମାରିଥିଲେ । ଏହି…