ରୋଗୀଙ୍କ ଆଶା ଭରସା ଗୋପାଳ, ମେଡିକାଲରେ ଏଇ ବ୍ୟକ୍ତିଙ୍କୁ ଖୋଜି ହୁଅନ୍ତି ସମସ୍ତେ

ମେଡିକାଲରେ ଭଲ ଚିକିତ୍ସା ପାଇବା ଏବଂ କର୍ମଚାରୀଙ୍କ ସହଯୋଗ ପାଇବା କଷ୍ଟକର ବିଷୟ । ଆଉ ଯଦି ଜଣେ ଚିହ୍ନାଜଣା ମିଳିଯାଏ ତେବେ ଏସବୁ କାମ ସହଜ ହୋଇଯାଏ । ଯିଏ କଟକ ବଡ଼ ମେଡିକାଲ ଯାଇଥିବେ ସେ ଅନୁଭବ କରିଥିବେ ସେଠାରେ କିଭଳି ପରିସ୍ଥିତି ଥାଏ । ଏଣୁ ଏଭଳି ସ୍ଥାନରେ ଆଜିର ଦିନରେ ଆପଣଙ୍କ ପାଖରେ…

ଦେଶରେ ଲାଗୁ ହେଲା ସଂଶୋଧିତ ନାଗରିକତା ଆଇନ-୨୦୧୯, ବିଜ୍ଞପ୍ତି ଜାରି କଲେ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟ୍ରର ଷ୍ଟ୍ରୋକ। ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ। ୫ବର୍ଷ ତଳେ ସଂସଦରେ ପାସ୍ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଆଜିଠାରୁ ଏହା ଲାଗୁ ହୋଇଛି। ମୋଦି ସରକାର ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତିନି ଦେଶର…

ବୈତରଣୀ ନଦୀବନ୍ଧରୁ ଧସୁଛି ମାଟି ଅତଡ଼ା, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଲୋକେ

ଭଦ୍ରକ(କେନ୍ୟୁଜ୍‌): ଧସୁଛି ନଦୀ ବନ୍ଧ । ଭୟରେ ଦିନ କାଟୁଛନ୍ତି ଗାଁ ଲୋକେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡିହି ପଞ୍ଚାୟତ କୁହ୍ଲିବିନ୍ଧା ଗାଁ ପାଖ ଦେଇ ବୋହିଯାଇଥିବା ବୈତରଣୀ ନଦୀର ସୁରକ୍ଷା ବନ୍ଧରୁ ବଡ଼ ବଡ଼ ମାଟି ଅତଡା ଧସିବାରେ ଲାଗିଛି । ଫଳରେ ଭୟଭୀତ ହୋଇପଡିଛନ୍ତି…

ବାବା ବାଲୁଙ୍କେଶ୍ଵର ଦେବଙ୍କ ପୀଠରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ

ବେଗୁନିଆ(କେନ୍ୟୁଜ୍‌): ବୋଲଗଡ ବ୍ଲକ ଗେଡିଆପଲ୍ଲୀ ପଞ୍ଚାୟତ ସାଲତରା ଗାଁର ବାବା ବାଲୁଙ୍କେଶ୍ଵର ଦେବଙ୍କ ପୀଠରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି। ଆଖପାଖ ଅଞ୍ଚଳର ଠାକୁର ବିମାନରେ ବିରାଜମାନ କରି…

ବିପଦକୁ ଡାକୁଛି ଚାଷ ଜମିର ନଡ଼ା, ଜଳିବା ଯୋଗୁଁ ବଢୁଛି ପ୍ରଦୂଷଣ

କାକଟପୁର (କେନ୍ୟୁଜ): ଦିନଥିଲା ପାରମ୍ପରିକ ପ୍ରଣାଳୀରେ ଗ୍ରାମାଞ୍ଚଳର ଚାଷୀଭାଇ ମାନେ ଚାଷକାର୍ଯ୍ୟ କରୁଥିଲେ, ଚାଷୀଭାଇ ମାନେ ନିଜ କ୍ଷେତରେ ମୁଣ୍ଡଝାଳ ତୁଣ୍ଡରେ ମାରି ସୁନାର ଫସଲ ଉପାର୍ଜନ କରୁଥିଲେ । ବଳଦ ଲଙ୍ଗଳରେ ମାଟିକୁ କର୍ଷଣ କରି ସେଥିରେ ଚାଷକାର୍ଯ୍ୟ ଆରମ୍ଭ ହେଉଥିଲା ଏବଂ…

ଖୁବ ଶୀଘ୍ର ଲଞ୍ଚ ହେବ Qualcommର ନୂଆ ପ୍ରୋସେସର, ପ୍ରଥମେ ଏହି ୟୁଜର୍ସଙ୍କୁ ମିଳିବ ଫାଇଦା

କ୍ୱାଲକମ୍ ଏହାର ନୂତନ ଫ୍ଲାଗସିପ୍ ସ୍ନାପଡ୍ରାଗନ୍ ଚିପସେଟ ଘୋଷଣା କରିଛି ଯେଉଁଥିରେ କମ୍ପାନୀ ଏହାର ଲଞ୍ଚିଙ୍ଗ ଡେଟ ଏବଂ ସ୍ଥାନ ବିଷୟରେ କହିଛି । କ୍ୱାଲକମ୍ ଏହାର ୟୁଜରମାନଙ୍କ ପାଇଁ ଫ୍ଲାଗସିପ୍ ଚିପସେଟ ଆଣିବାକୁ ପ୍ରସ୍ତୁତ ହେଉଛି । ମାର୍ଚ୍ଚ ୧୮ ରେ ଚାଇନାରେ ଏକ ଇଭେଣ୍ଟ ସମୟରେ ଫ୍ଲାଗସିପ୍…

ଆପଣ ଜାଣିଛନ୍ତି କି ପୃଥିବୀରେ ସମୁଦ୍ରକୁ ଏତେ ଅଧିକ ଜଳ କିପରି ଆସିଲା? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ପୃଥିବୀର ୭୦ ପ୍ରତିଶତ ଭାଗ ସମୁଦ୍ର ଏବଂ ମହାସାଗରରେ ଘେରି ରହିଛି । ଏଭଳି ପରିସ୍ଥିତିରେ ଅନେକ ଥର ଏପରି ବିଚାର ଆସେ ଯେ ଏହି ମହାସାଗରଗୁଡ଼ିକ କିପରି ସୃଷ୍ଟି ହୋଇଥିଲା ଏବଂ ଏତେ ଜଳ କେଉଁଠୁ ଆସିଥିଲା । ପ୍ରାୟତଃ ସମୁଦ୍ର ଦେଖିବା ପରେ, ଆପଣ ହୁଏତ ଭାବୁଥିବେ ଯେ ଏହି ସମୁଦ୍ର କିପରି ନିର୍ମାଣ…

ଖରା ଯୋଗୁଁ +୩ ଛାତ୍ରୀ ଅସୁସ୍ଥ, କଲେଜ ଯିବା ପରିବର୍ତ୍ତେ ମେଡିକାଲରେ ଭର୍ତ୍ତି

ଆସିଲାଣି ଖରାଦିନ । ଧିରେ ଧିରେ ବଢ଼ିଲାଣି ତାତି । ଏବେଠୁ ଅସହ୍ୟ ହେଉଛି ଖରାର ଉତ୍ତାପ । ଜୀବଜନ୍ତୁ ମାନେ ମଧ୍ୟ ଖରାର ପ୍ରକୋପ ସହ୍ୟ କରିନପାରି ଅସ୍ତ ବ୍ୟସ୍ତ ହୋଇପଡ଼ିଲେଣି । ଆଉ ସାଧାରଣ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଦିନରେ ବାହାରେ କୌଣସି କାର୍ଯ୍ୟ କରିବା କଷ୍ଟକର ହୋଇଯାଉଛି ।…

ଦୁନିଆର ସବୁଠାରୁ ବିପଜ୍ଜନକ ପର୍ବ, ଯାହା ମୃତ୍ୟୁକୁ କରେ ଆମନ୍ତ୍ରଣ

ଦୁନିଆର ଅନେକ ଧର୍ମର ଲୋକମାନେ ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ଖୁସି ସେଲିବ୍ରେଟ କରିବା ପାଇଁ ପର୍ବପର୍ବାଣି ପାଳନ କରନ୍ତି, କିନ୍ତୁ ଦୁନିଆରେ ଗୋଟିଏ ଏଭଳି ପର୍ବ ଅଛି ଯାହା ମୃତ୍ୟୁକୁ ଆମନ୍ତ୍ରଣ କରିଥାଏ । ପ୍ରତ୍ୟେକ ବ୍ୟକ୍ତି ପର୍ବପର୍ବାଣି ମାନଙ୍କରେ…

ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି M15 5G, ଜାଣନ୍ତୁ କେତେ ରହିଛି ଏହାର ଦାମ

ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି M15 5G । ଅଫିସିଆଲ୍ ୱେବସାଇଟରେ କମ୍ପାନୀ ଦ୍ୱାରା ତାଲିକାଭୁକ୍ତ ସୂଚନା ଅନୁଯାୟୀ, ଏହି ସାମସଙ୍ଗ ସ୍ମାର୍ଟଫୋନ୍ 6000mAh ର ବ୍ୟାଟେରୀ ସହିତ ଆସିଥାଏ । ଏହି ଫୋନରେ ମିଡିଆଟେକ ଡାଇମେନସିଟି 6100+ ପ୍ରୋସେସର ଅଛି । ତେବେ ଆସନ୍ତୁ ଜାଣିବା ସାମସଙ୍ଗର ଏହି…

ଜିଓର ୮୪ ଦିନିଆ ଜବରଦସ୍ତ ପ୍ଲାନ, କଲିଂ ଏବଂ ଡାଟା ସହିତ ମିଳିବ ଫ୍ରି ନେଟଫ୍ଲିକ୍ସ

ଆସିଗଲା ଜିଓର ଜବରଦସ୍ତ ପ୍ଲାନ । ଏବେ ଡାଟା ଏବଂ କଲିଂ ସହ ଫ୍ରିରେ ମିଳିବ ନେଟଫ୍ଲିକ୍ସ । ଆଜି ଆମେ ଆପଣଙ୍କୁ Jio ର ଏପରି ଜବରଦସ୍ତ ରିଚାର୍ଜ ପ୍ଲାନ ବିଷୟରେ ସୂଚନା ଦେବାକୁ ଯାଉଛୁ ଯେଉଁଥିରେ ୟୁଜର୍ସମାନେ ଅନେକ ସୁବିଧା ପାଇପାରିବେ । ଏବେ ଜିଓର ଲିଷ୍ଟରେ ଏକ ୧୦୯୯ ଟଙ୍କାର ପ୍ଲାନ ରହିଛି ।…