Below header

ଭଡ଼ା ଘରୁ ମିଳିଲା ଲେଡି ଡ୍ୟାନସରଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭୁବନେଶ୍ୱର : ଭୁବନେଶ୍ୱରରେ ଲେଡି ଡ୍ୟାନସରଙ୍କୁ ହତ୍ୟା ଅଭିଯୋଗ । ବଡଗଡ ଥାନା ବଡଗଡ ଗାଁର ପଡା ସାହିର ଭଡ଼ା ଘରୁ ମିଳିଛି ମୃତଦେହ । ଭଡ଼ା ଘରୁ ସଂଦେହଜନକ ଭାବେ ମୃତଦେହ ମିଳିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତଦେହ ଜବତ ପରେ ପୋଲିସ ଛାନଭିନ ଆରମ୍ଭ କରିଛି। ମୃତ ଯୁବତୀ…

ପଛରୁ ଧକ୍କା ଦେଲା ବାଇକ, ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଉମରକୋଟ : ପୋଲିଂ କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ । ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ମୃତକ ହେଲେ ଅଲେଖ ରନ୍ଧାରି । ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ଉମରକୋଟର ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବୁଥ ନଂ ୧୯୬ କୁ ଆସିଥିଲେ । ମୃତ ଅଲେଖ ରନ୍ଧାରି…

ପୁତୁରାର ତାଳକଟା କାତିରେ ଚାଲିଗଲା ଦାଦାର ଜୀବନ

ପୁତୁରାର ତାଳକଟା କାତିରେ ଚାଲିଗଲା ଦାଦାର ଜୀବନ l ଶରୀରଠାରୁ ୧୫ ଫୁଟ ଦୂରରେ ପଡ଼ିଛି କଟା ମୁଣ୍ଡ l ଗାଁ ଦାଣ୍ଡରେ ପଡ଼ିରହିଛି ମୃତଦେହ। ଦାଦା ମୁକା ପଡିଆମୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଛି ପୁତୁରା ରାମା ପଡିଆମୀ l ମାଲକାନଗିରି ଜିଲ୍ଲା ଏମ.ଭି- ୭୯ ଥାନା ଅନ୍ତର୍ଗତ ଇପିଗୁଡା ଗାଁର ଘଟଣା…

ପୋଲିଙ୍ଗ ପାର୍ଟି ନେଇଯାଉଥିବା ଗାଡ଼ି ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଚିକିଟି ନିକଟସ୍ଥ ପିତାତଳି ନିକଟରେ ପୋଲିଙ୍ଗ ପାର୍ଟି ନେଇଯାଉଥିବା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି  l ତେବେ ସୌଭାଗ୍ୟ କ୍ରମେ କେହି ଆହତ ହୋଇନଥିବା ଜଣାପଡିଛି  l ଘଟଣା ସ୍ଥଳରେ ପାତ୍ରପୁର ବିଡ଼ିଓ ପହଞ୍ଚି ପୋଲିଙ୍ଗ ପାର୍ଟିଙ୍କୁ ଅନ୍ୟ ଗାଡ଼ିରେ ପଠାଇବା…

ବାଗୁରାଇରୁ ୩୭ ଗ୍ରାମ ବ୍ରାଉନ ସୁଗର ଜବତ, ୨ ଗିରଫ

ଭଦ୍ରକ : ଭଦ୍ରକ ବାଗୁରାଇରୁ ବ୍ରାଉନ ସୁଗର ରଖିବା ଅଭିଯୋଗରେ ଅବକାରୀ ପୋଲିସ ୨ ଜଣକୁ ଗିରଫ କରିଛି । ତାଙ୍କ ନିକଟରୁ ବ୍ରାଉନ ସୁଗର ଜବତ କରିଛି ପୋଲିସ । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ  ବିଭାଗର ସ୍ୱତନ୍ତ୍ର ଟିମ ପେଟ୍ରୋଲିଂ ଜାରି…

ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଡିସପୋଜାଲ ପ୍ରକ୍ରିୟା

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଡିସପୋଜାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର ଥିବା ବେଳେ ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ଅଛନ୍ତି । ୧ ଲକ୍ଷ ୭୫ ହଜାର ଯୁବ…

ଶ୍ରୀବାଣୀକ୍ଷେତ୍ରରେ ରଥକାଠ ଅନୁକୂଳ, ୨୯ରେ ଭଉଁରୀ ଯାତ୍ରା

ଆଜି ପବିତ୍ର ଅକ୍ଷୟ ତୃତୀୟା । ପରମ୍ପରା ଅନୁଯାୟୀ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥାଏ । ଆଜି ସକାଳ ୯ଟାରେ ଶ୍ରୀବାଣୀକ୍ଷେତ୍ରରେ ବିଧି ମୁତାବକ ନୌକା ପ୍ରତିଷ୍ଠା ହେବାପରେ ଅପରାହ୍ନରେ ରଥକାଠ ଅନୁକୂଳ ହୋଇଥିଲା । ଶ୍ରୀବାଣୀକ୍ଷେତ୍ରର ପ୍ରଥମସେବକ ଡ.…

ଆଜିଠାରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ପୁରୀ : ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା । ତିନିଜଣ ପୂଜାପଣ୍ଡା ସେବାୟତ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ…

କଡା ସୁରକ୍ଷା ବଳୟରେ ରାଜଧାନୀରେ ସମ୍ପନ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ’

ଭୁବନେଶ୍ୱର : କଡା ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ’। ରାମ ମନ୍ଦିର ନିକଟ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ବାଣୀବିହାର ପର୍ଯ୍ଯନ୍ତ ବିଶାଳ ରୋଡ ସୋ' ରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ପଦ୍ମ ଫୁଲର ସିମ୍ବଲ ଦେଖାଇ ଦଳ ପାଇଁ…

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ଥାଳଉଠା ପର୍ବ ଅନୁଷ୍ଠିତ

ସମ୍ବଲପୁର : ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ କାର୍ଯ୍ୟକ୍ରମ ଥାଳଉଠା ପର୍ବ ଅନୁଷ୍ଠିତ ହୋଇଛି। ଅକ୍ଷୟ ତୃତୀୟାରେ ସମ୍ପୂର୍ଣ ରୀତି ନୀତି ଅନୁଯାୟୀ ସହରର ପ୍ରସିଦ୍ଧା ଶିବାଳୟ ଗୁଡ଼ିକରେ ଥାଳ ଉଠା ହୋଇଛି। ବମବରାଡ଼ ବାବା ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା ଓ ମୋଦିପଡାର…

ବାଣ ବିସ୍ପୋରଣ ଘଟି ଅଗ୍ନିକାଣ୍ଡ, ଜଳିଗଲା ବହୁ ପାଳଗଦା

ବେଗୁନିଆ : ବେଗୁନିଆ ଲେଖନପୁର ଗାଁରେ ବାଣ ବିସ୍ପୋରଣ ଘଟି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଆଖପାଖ ଅଞ୍ଚଳର ଘର ସହିତ ବହୁ ପାଳଗଦା ଜଳିଯାଇଛି । ଏଥିରେ ଜଣେ ଗୁରୁତର ଆହତ । ତେବେ ବେଗୁନିଆ ଲେଖନପୁର ଗାଁର ଗୌରାଙ୍ଗ ପଟ୍ଟନାୟକ ନିଜ ଘରେ  ବାଣ ତିଆରି କରୁଥିବା ବେଳେ କୌଣସି କାରଣରୁ ବିସ୍ପୋରଣ…

ଛତିଶଗଡ଼ରେ ପୁଣି ବଡ଼ ନକ୍ସଲ ଏନକାଉଣ୍ଟର, ୮ ହାର୍ଡକୋର ମାଓବାଦୀ ନିପାତ

ଛତିଶଗଡ଼ରେ ପୁଣି ବଡ଼ଧରଣର ନକ୍ସଲ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ହାର୍ଡକୋର ମାଓବାଦୀ ନିପାତ । ଗଙ୍ଗଲୁର ଥାନା ଅନ୍ତର୍ଗତ ପିଡ଼ିଆ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିଥିଲା। ସୂଚନା ଆଧାରରେ ବିଜାପୁର ଜିଲ୍ଲା ପୋଲିସ ଏବଂ CRPFର କୋବ୍ରା ଯବାନ ସର୍ଚ୍ଚ…