ହଂକଂ ଏବଂ ସିଙ୍ଗାପୁରରେ ବ୍ୟାନ୍ ହେଲା ଏମଡିଏଚ ଓ ଏଭରେଷ୍ଟ ମସଲା, ଏବେ ଆମେରିକାରେ ଚାଲିଛି ଯାଞ୍ଚ

ହଂକଂ ଏବଂ ସିଙ୍ଗାପୁରରେ ବ୍ୟାନ୍ ହେବାପରେ ବର୍ତ୍ତମାନ ଆମେରିକାରେ MDH ଏବଂ ଏଭରେଷ୍ଟ ମସଲା ଉପରେ ଅନୁସନ୍ଧାନ କରାଯାଉଛି । ଆମେରିକାର ଖାଦ୍ୟ ଗୁଣବତ୍ତା ପରୀକ୍ଷା ଏଜେନ୍ସି- ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍- FDA କହିଛି ଯେ, ଏହା ଦୁଇଟିଯାକ ଭାରତୀୟ କମ୍ପାନୀର ଉତ୍ପାଦକୁ ଯାଞ୍ଚ…

ଦାଦାବଟି ଆଦାୟ ମାମଲା, ଆଜି ଆଉ ଜଣେ ଯୁବକକୁ ଗିରଫ କଲା ଏୟାରଫିଲଡ଼ ଥାନା ପୋଲିସ

ଭୁବନେଶ୍ୱର(କେନ୍ୟୁଜ) : ଦାଦାବଟି ଆଦାୟ ମାମଲାରେ ପୋଲିସ ଆଉ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l କିଛି ମାସ ହେବ ପୋଲିସକୁ ଚକ୍ ମା ଦେଇ ଫେରାର ଥିଲା ଆସାମୀ l ଗିରଫ ଯୁବକ ନାମ ହେଉଛି ପତିତପାବନ ବରିଷଲ l ପତିତପାବନ ବରିଷଲ ଜଣେ ପେସାଦାର ଦାଦାବଟି ଆଦାୟ କରୁଥିବା ଯୁବକ l…

ମଣିପୁରରେ CRPF କ୍ୟାମ୍ପ ଉପରକୁ ଆକ୍ରମଣ, ଦୁଇ ଯବାନ ସହିଦ

ମଣିପୁରରେ CRPF କ୍ୟାମ୍ପ ଉପରକୁ ଆକ୍ରମ । ଯେଉଁଥିରେ ଦୁଇ ଜଣ ଯବାନ ସହିଦ  ହରାଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ମଣିପୁର ବିଷ୍ଣୁପୁର ଜିଲ୍ଲାର ନାରାନସୈନା ଗ୍ରାମରେ ଏହି ଘଟଣା ଘଟିଛି । କୁକି ଉଗ୍ରବାଦୀମାନେ CRPF କ୍ୟାମ୍ପ ଉପରକୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣ ଶୁକ୍ରବାର…

ଚାକିରି ଦେବା ନାମରେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ, ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ମୟୁରଭଞ୍ଜ : ବାରିପଦାରେ ପୁଣି ମହିଳାଙ୍କୁ ଠକିଲା ଏକ  ସଂସ୍ଥା | ଚାକିରି ଦେବା ନାମରେ ମହିଳାମାନଙ୍କ ଠାରୁ ହଜାର ହଜାର ଟଙ୍କା ହଡପ କରିନେଲା | ଚାକିରି ନ ପାଇ ଏବେ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କରିଛନ୍ତି ବିକ୍ଷୋଭ | ଏଭଳି  ଅଭିଯୋଗ ଜାଣିବାକୁ ମିଳିଛି ବାରିପଦା ଟାଉନ ଥାନା ଅଧୀନ…

ପିଇବା ପାଣି ଦାବିରେ ରାସ୍ତାରୋକ କଲେ ଶତାଧିକ ଗ୍ରାମବାସୀ

ଜଳେଶ୍ୱର : ପିଇବା ପାଣି ଦାବିରେ ରାସ୍ତାରୋକ । ବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା ସହ ପ୍ରବଳ ଖରାରେ ସମସ୍ୟା ଉତ୍କଟ ହେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ପିଇବା ପାଣି ଦାବିରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ନଟାକଟା ପଞ୍ଚାୟତବାସୀ ରାସ୍ତାରୋକ କରିଛନ୍ତି । ଅମର୍ଦ୍ଦାରୋଡ-…

ବିଜେଡିର ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଖୋର୍ଦ୍ଧାରୁ ଲଢ଼ିବେ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରଦୀପ ସାହୁ

କେନ୍ୟୁଜ(ବ୍ୟୁରୋ) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ତାଲିକାରେ ୩ ଜଣଙ୍କ ନାମ ଘୋଷଣା କରାଯାଇଛି । ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବେଗୁନିଆରୁ ପ୍ରଦୀପ ସାହୁ ଓ ଭୋଗରାଇରୁ ଗୌ…

ବିଜେପିର ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା : ସାଲେପୁରରୁ ଅରିନ୍ଦମ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ…

କେନ୍ୟୁଜ(ବ୍ୟୁରୋ) : ଘୋଷଣା ହେଲା ବିଜେପିର ଓଡ଼ିଶାର ୮ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ସାଲେପୁରରୁ ଦଳ ଅରିନ୍ଦମ ରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚମ୍ପୁଆ- ମୁରଲୀ ମନୋହର ଶର୍ମା, ହିନ୍ଦୋଳ- ସୀମାରାଣୀ ନାୟକ, କେନ୍ଦ୍ରାପଡା- ଗୀତାଂଜଜୀ ସେଠୀ, ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ,…

ଝିଅର କାଠ ଫାଳିଆରେ ବୃଦ୍ଧ ମାଆ ମୃତ

କାମାକ୍ଷାନଗର : ଝିଅର କାଠ ଫାଳିଆ ମାଡରେ ବୃଦ୍ଧ ମାଆର ମୃତ୍ୟୁ ଘଟିଛି । ଏପରି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମଝପାଳ ଗ୍ରାମରେ । ତେବେ ମାଆକୁ ମାରିଥିବା ଝିଅ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି । ମଝିପାଳ ଗ୍ରାମରେ ବିଧବା ମା' ଦୁର୍ଗାବତୀ ଦାଶ ଓ ତାଙ୍କର…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବ୍ରହ୍ମପୁରରେ କରିବେ ପ୍ରଚାର

ବ୍ରହ୍ମପୁର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ। ନବରଙ୍ଗପୁର ଗସ୍ତ ବାତିଲ ହୋଇଛି। ବ୍ରହ୍ମପୁରରେ ସାଧାରଣ ସଭା ସହିତ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ନଡ଼ା । ଆସନ୍ତାକାଲି ଭୁବନେଶ୍ୱର ବିମାନ…

ନୂଆପଡ଼ାରେ କାର୍ତ୍ତିକ ପାଣ୍ଡିଆନ, ୧୨ କିଲୋମିଟର ରୋଡ ସୋ’ରେ ଯାଇ ଜୋରଦାର ପ୍ରଚାର

ନୂଆପଡ଼ା : ତୃତୀୟ ଦିନ ପ୍ରଚାର ମଇଦାନରେ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ । ଆଜି ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି  l ଖଡ଼ିଆଳ ରୋଡରୁ ନୂଆପଡ଼ା ୧୨ କିଲୋମିଟର ବିରାଟ ରୋଡ ସୋରେ ଯାଇଥିଲେ । ନୂଆପଡ଼ା ମିନି ଷ୍ଟାଡିୟମଠାରେ ଆୟୋଜିତ ନିର୍ବାଚନୀ ସଭାରେ…

ସୋଢି ନିଖୋଜ, ଉଲଟା ଚଷମାର ସୋଢି ଚରିତ୍ରରେ କରିଥିଲେ ଅଭିନୟ

ସୋଢି ନିଖୋଜ। ଲୋକପ୍ରିୟ କମେଡି ଓ ପାରିବାରିକ ସିରିଏଲ ତାରକ ମେହଟ୍ଟା କା ଉଲଟା ଚଷମାର ସୋଢି ଚରିତ୍ରରେ ଅଭିନୟ କରିଥିବା ଗୁରୁଚରଣ ସିଂ ନିଖୋଜ ହୋଇଛନ୍ତି। ୪ଦିନ ଧରି ତାଙ୍କ ସହ ଯୋଗାଯୋଗ ହୋଇନପାରିବା ଓ ଫୋନ ବନ୍ଦ ରହିଥିବାରୁ ନିଖୋଜ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏପ୍ରିଲ ୨୨ତାରିଖରେ…

କୋଇଲା ଟ୍ରକରେ ନିଆଁ, ଲିଭାଇଲେ ଦମକଳ ବାହିନୀ

ବାସୁଦେବପୁର : ଧାମରାରୁ ଜାମୁଝାଡି ଅଭିମୁଖେ ଯାଉଥିବା ଏକ କୋଇଲା ବୋଝଇ ଟ୍ରକ ଛିଡ଼ା ହୋଇଥିବା ବେଳେ ଅଚାନକ ନିଆଁ ଲାଗିଯାଇଛି ।  ପରେ ଦମକଳ ବାହିନୀ ନିଆଁକୁ ଲିଭାଇଥିବା ଦେଖିବାକୁ ମିଳିଛି । ହେଲେ  ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ବି ଏହା ଅତ୍ୟଧିକ ଗରମରୁ ହୋଇଥାଇପାରେ ବୋଲି…