Below header

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ପାଣି ପମ୍ପ ଚଲେଇବା ସମୟରେ ଦୁର୍ଘଟଣା

ବାଲିଗୁଡା : ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ  l ମୃତକ ହେଲେ ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଂଚାୟତ ବୋରିଗୁଡା ଗାଁର ବାପୁଜୀ ବେହେରା  l ଆଜି ସକାଳୁ ନିଜ ବାଡ଼ି ପଟେ ଥିବା ପାଣି ପମ୍ପ ଚଲେଇବା ସମୟରେ ବିଦ୍ୟୁତ ଆଘାତରେ ଯୁବକ ଜଣକ ଅଚେତ ହୋଇଥିଲେ  l ପରିବାର ଲୋକ ଯୁବକଙ୍କୁ ବାଲିଗୁଡା…

ଘର କାନ୍ଥ ପଡି ବୃଦ୍ଧା ମୃତ, କାଳବୈଶାଖୀ ବର୍ଷା ଯୋଗୁ ଖସିପଡ଼ିଲା କାନ୍ଥ

ଆନନ୍ଦପୁର : ଘର ଓଳାଉଥିବା ସମୟରେ ବୃଦ୍ଧାଙ୍କ ଉପରେ ଖସି ପଡିଲା ଘର କାନ୍ଥ । ପରିବାର ଲୋକେ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଉଡ଼ିଗଲା ବୃଦ୍ଧାଙ୍କ ପ୍ରାଣବାୟୁ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରାଇଘାଟି ଗାଁର କାଟେ ଖୁଣ୍ଟିଆଙ୍କ ସ୍ତ୍ରୀ ରାଇମଣୀ ଆଜି ଘର ଓଳାଉଥିବା…

ଆଜି ରାତି ୮ଟାରେ ଭୁବନେଶ୍ବରରେ ମୋଦି ସୋ’, ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର : ଆଜି ଭୁବନେଶ୍ବରରେ ମୋଦି ସୋ’। ସଂଧ୍ୟାରେ ରାମ ମନ୍ଦିର ନିକଟ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ଯନ୍ତ ବିଶାଳ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ଆଜି ରାତି ୮ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ…

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେବି : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ନାଁ ନନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଚ୍ୟାଲେଞ୍ଜ। ଜୁନ ୯ତାରିଖରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ନବୀନ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି କହିଛନ୍ତି ବିଜେଡି ନିର୍ବାଚନ ମୁଖ୍ୟ ରଣନୀତିକାର…

ବିଜେଡିର ନିର୍ବାଚନୀ ଇସ୍ତାହାର, ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟନାୟକ

ବିଜେଡି ସୁପ୍ରିମୋ ନବୀନ ପଟନାୟକ ଦଳର ନିର୍ବାଚନୀ ଇସ୍ତାହାର (ମେନିଫେଷ୍ଟୋ) ଘୋଷଣା  କରିଛନ୍ତି |  ଏହି ମେନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ । ଗତ 24 ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ  ପଛୁଆ ରାଜ୍ୟରୁ…

କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରାରେ ନିର୍ବାଚନ ପ୍ରଚାର

କନ୍ଧମାଳ : ଆଜି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ସନ୍ଧ୍ୟା ବେଳେ ଫୁଲବାଣୀ ପୌର ପରିଷଦର ବିଭିନ୍ନ ୱାର୍ଡକୁ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଇ ନିର୍ବାଚନ ପ୍ରଚାର କରିଥିଲେ ।  ସାହି ସାହିରେ ଲୋକଙ୍କୁ ଭେଟି ସେମାନଙ୍କର ଭଲ ମନ୍ଦ ବୁଝିବା ସହ  ଭୋଟ ଭିକ୍ଷା କରିଥିଲେ । ସ୍ଥାନୀୟ…

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର

କନ୍ଧମାଳ : କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଫୁଲବାଣୀରେ କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ସଭାରେ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ସଂସଦୀୟ କ୍ଷେତ୍ରର ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ପାଇଁ ପ୍ରଚାର…

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ରେ ବିଜେପିର ବିଜୟ ସେତୁ ସଂକଳ୍ପ ସମାବେଶ, ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ନୀତିନ…

ବ୍ରହ୍ମଗିରି : ଆଜି ଭାରତୀୟ ଜନତା ପାର୍ଟିର ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଚାରିଛକ ପଡିଆ ଠାରେ ଏକ ବିଜୟ ସେତୁ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ଭାରତ ସରକାରଙ୍କ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଯୋଗଦେଇଛନ୍ତି ।  ପ୍ରଧାନମନ୍ତ୍ରୀ…

ଆଗାମୀ ୫ଦିନ ଯାଏ ରାଜ୍ଯରେ ଖରା-ବର୍ଷାର ଖେଳ, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ପୂର୍ବାହ୍ନରେ ଖରା । ଅପରାହ୍ଣରେ କାଳବୈଖାଶୀ ବର୍ଷା । ଦୁଇଦିନ ଧରି ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ କମିଛି ତାପମାତ୍ରା । ଆଗାମୀ ୫ଦିନ ଯାଏ ରାଜ୍ଯରେ ଏଭଳି ପାଣିପାଗ ଲାଗି ରହିବ । ଦିନର ତାପମାତ୍ରାରେ ମଧ୍ୟରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।…

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ୨ ଟାରୁ ବନ୍ଦ ରହିବ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର

ଭୁବନେଶ୍ୱର : ଆସନ୍ତାକାଲି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ ସୋ' । ଏଥିପାଇଁ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଡାକିଛନ୍ତି  ସାମ୍ବାଦିକ ସମ୍ମିଳନୀ । ଏହା ସହ ହୋଇଛି ପୋଲିସ ଅଧିକାରୀଙ୍କ ସହ ବୈଠକରେ କଟକ - ଭୁବନେଶ୍ୱର…

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା, ରଥ ନିର୍ମାଣ ଅନୁକୂଳ ସହ ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ : ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଜଳକ୍ରୀଡା ପାଇଁ ଆଜି ପୂର୍ବାହ୍ନରେ  ଠାକୁରଙ୍କ ରୂପା ସିଂହାସନ…

ପୋଲିସ ଅପରେସନ୍ ରେ ମାଓବାଦୀ ମୃତ, ବହୁ ନକ୍ସଲ ସାମଗ୍ରୀ ଜବତ

ନିର୍ବାଚନ ପୂର୍ବରୁ ନବରଙ୍ଗପୁର ପୋଲିସ କୁ ସଫଳତା । ଓଡିଶା ସୀମାରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ପୁରୁଷ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏନେଇ ପ୍ରେସମିଟ ରେ ସୂଚନା ଦେଇଛନ୍ତି ଡ଼ିଆଇଜି ଚରଣ ସିଂ ମିନା । ଡିଆଇଜି ଙ୍କ ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀଗାଁ ସଂରକ୍ଷିତ…