ସମ୍ବିତ ପାତ୍ରଙ୍କ ମନ୍ତବ୍ୟରେ ଖୁବ ଆଘାତ ପାଇଛନ୍ତି ମୁଖ୍ୟମନ୍ତ୍ରୀ : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ମହାପ୍ରଭୁଙ୍କୁ ନେଇ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତେଜିଲା ବିରୋଧ। ଏହା ଉପରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେପି ଓଡ଼ିଆ ଅସ୍ମିତାର କଥା କହୁଛି । ଓଡ଼ିଆ ଅସ୍ମିତାର…

ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଇରାନର ପୂର୍ବ ଆଜାରବୈଜାନ ପ୍ରଦେଶର ଜୋଲଫା ଠାରେ ହେଲିକପ୍ ଟରର ହାର୍ଡ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସଂପର୍କରେ ଅଧିକ କିଛି ସୂଚନା ମିଳିନଥିବା ବେଳେ ହେଲିକପ୍ ଟରକୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।…

ଗୋଡା ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ତିନି ବଖରା ଘର

ବେଗୁନିଆ : ବେଗୁନିଆ ଦେଉଳି ପଞ୍ଚାୟତର ଗୋଡା ଗାଁରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳ ଛପର ଘର ଜଳି ଯାଇଛି । ଆଜି ଅପରାହ୍ନ ସମୟରେ ହଠାତ ଗିରିଆ ସାହୁଙ୍କ ଘରୁ ନିଆଁ ଲାଗି ପଡୋଶୀ ଭିକାରୀ ସାହୁଙ୍କ ଘରକୁ ବ୍ୟାପୀ ଯାଇଥିଲା । ଫଳରେ ଉଭୟ ପରିବାରର ତିନି ବଖରା ଚାଳ ଛପର ଘର ଜଳିଯାଇଛି ।  ନିଆଁ…

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି | ମୃତ ମହିଳା କଣ୍ଢେଇ ମହାପାତ୍ର ବୟସ ୬୦ ବର୍ଷ | ଆଜି ସକାଳ ସମୟରେ ଗ୍ରାମ ନିକଟ ନାଳ ପାଖକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ…

ରାଜ୍ୟରେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୮୦ ଲକ୍ଷ ଭୋଟର। ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ । ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ବିଜେଡି ସାଂସଦ, ୬ ମନ୍ତ୍ରୀଙ୍କ ହେବ…

ନିର୍ବାଚନ ଡ୍ୟୁଟିରେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କଲେ ସିଇଓ

କେନ୍ୟୁଜ (ବ୍ୟୁରୋ ) : ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ  I ଏପରି ଅଘଟଣ ଘଟିଛି ବଲାଙ୍ଗୀରରେ  I ମୃତ ଶିକ୍ଷକ ହେଲେ ସୁଶୀଲ କୁମାର ଆଚାର୍ଯ୍ୟ  I ଆଗଲପୁର ପଟୁଆପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ଶୁସିଲ  I ଟିଟିଲାଗଡ ଯାଇଥିଲେ ନିର୍ବାଚନ ଡ୍ୟୁଟି ପାଇଁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି ହେଲା କାରକେଡ଼ ରିହଲସଲ

ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତକୁ ନେଇ ଆଜି କାରକେଡ଼ ରିହଲସଲ କରାଯାଇଛି  l ପୁରୀ ହେଲିପ୍ୟାଡ଼ ଠାରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ କାରକେଡ଼ ରିହଲସଲ କରାଯାଇଛି  l ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସୁରକ୍ଷା ମଧ୍ୟରେ ଶ୍ରୀ ମନ୍ଦିର ନିଆଯିବ  l ଏଥିସହ ପୁରୀ ବଡ଼ ଦାଣ୍ଡରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ । ଏହା ପୂର୍ବରୁ ପଶ୍ଚିମବଙ୍ଗର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ଜୋରଦାର…

ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ୮ କେଜି ଗଞ୍ଜେଇ ଜବତ

ଜଳେଶ୍ବର : ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୮ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ନିର୍ବାଚନ ପାଇଁ ଓଡିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ପୋଲିସର ଜୋରଦାର ଚେକିଂ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ୧୦ ଟି ନାକା ପଏଣ୍ଟ କରାଯାଇ…

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ, ସୁରକ୍ଷା ପାଇଁ ୩୩ ହଜାର ପୋଲିସ ଓ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

ଭୁବନେଶ୍ୱର : ଆସନ୍ତାକାଲି କଡ଼ା ସୁରକ୍ଷାରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ଭୋଟିଂ ପାଇଁ ବ୍ୟାପକ ପ୍ରସ୍ତୁତି । ମାଓପ୍ରବଣ ଅଞ୍ଚଳ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି  । ପ୍ରାକ୍ ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ପୋଲିସ ସଜାଗ  ।…

ଆସନ୍ତାକାଲି ଶ୍ରୀମନ୍ଦିରରେ ଦର୍ଶନ ପରେ ରୋଡ ସୋ କରିବେ ମୋଦି, ନିୟୋଜିତ ହେବେ ୬୩ ପ୍ଲାଟୁନ୍ ଫୋର୍ସ

ପୁରୀ : ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପୁରୀରେ ରୋଡ ସୋ କରିବେ ମୋଦି । ସକାଳ ୬ଟା ୩୦ରୁ ୭ଟା ମଧ୍ୟରେ ହେଲିପ୍ୟାଡରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ୬୩ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ମୋଦିଙ୍କ ପୁରୀ ଗସ୍ତ କୁ ନେଇ ଆଜି କାରକେଡ଼ ରିହଲସଲ କରାଯାଇଛି ।…

ସ୍କର୍ପିଓରୁ ଧରାପଡିଲେ ତିନି ଲକ୍ଷ ଚାଳିଶ ହଜାର

ବିନିକା : ବିନିକା ଥାନା ଗନିଆ ଛକ ଠାରେ ଆଜି ଫ୍ଲାଇଙ୍ଗ ସ୍କୁଆର୍ଡ଼  ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ସ୍କରପିଓ ଗାଡିରୁ 3 ଲକ୍ଷ 40 ହଜାର ଟଙ୍କା ଜବତ କରିଛି | ସେଲେଡି ଗ୍ରାମର କୁବେର ପେରା ଉକ୍ତ ଟଙ୍କା ନେଇ ବିନିକାରୁ ବରପାଲି ପଟକୁ ଯାଉଥିଲେ | ଗନିଆ ଛକରେ ଫ୍ଲାଇଙ୍ଗ ସ୍କୁଆଡ଼ ତାଙ୍କୁ…