Below header

ସନ୍‌ ଫାର୍ମାର ଦାବି : ୧୦ ଦିନରେ ଭଲ ହେବ କରୋନା, ଏହି ମେଡିସିନ୍‌ର ପରୀକ୍ଷଣ ଦ୍ୱିତୀୟ ସୋପାନରେ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ନେଇ ଭାରତୀୟ ଗବେଷକ ଦେଲେ ଖୁସି ଖବର । ଶେଷ ସୋପାନରେ ଭାରତୀୟ ମେଡିସିନ୍‌ର ପରୀକ୍ଷଣ । ସବୁ ଯଦି ଠିକ୍‌ ରୁହେ, ମାତ୍ର ୧୦ ଦିନରେ ହେବ କରୋନା ରୋଗର ସଫଳ ଚିକିତ୍ସା । ଏମିତି ଦାବି କରିଛି ସନ୍‌ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ । କରୋନା ଭାଇରସ୍‌ର ସଂକ୍ରମଣ…

ସାପ ଉପରେ ବେଙ୍ଗ ବସି ନେଉଛି ସଫାରି ମଜା, ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ୍‌ ପରେ ହେଲା ଏମିତି କିଛି

ସାପ ଓ ବେଙ୍ଗ ମଧ୍ୟରେ ଶତ୍ରୁତାର ସମ୍ପର୍କ । ଜଣେ ଖାଦ୍ୟ ଓ ଆଉ ଜଣେ ଖାଦକ । ବେଙ୍ଗକୁ ସାପ ଖାଉଥିବାର ଦୃଶ୍ୟ ଆପଣ ଅଧିକାଂଶ ସମୟରେ ଦେଖିଥିବେ । ହେଲେ ସାପ ସହ ବେଙ୍ଗର ବନ୍ଧୁତା କେବେ ବି ଦେଖି ନଥିବେ । ଏହି ଭିଡିଓକୁ ଦେଖିଲେ ଯେ କେହି ଏହି କଥା ହିଁ ଭାବିବେ । ଭିଡ଼ିଓଟି ଏବେ ସୋସିଆଲ୍‌…

ଯଦି ତୋଫାନରେ ଆପଣଙ୍କ ଗାଡ଼ି ନଷ୍ଟ ହୋଇଯାଇଛି ତେବେ ଏମିତି କରନ୍ତୁ ବୀମା କ୍ଲେମ୍‌, ନଚେତ୍‌ ଠକି ଯାଇ ପାରନ୍ତି

ନୂଆଦିଲ୍ଲୀ : ଭାରତରେ ଗୋଟିଏ ମାସ ମଧ୍ୟରେ ଦୁଇ ଦୁଇଟି ତୋଫାନକୁ ଲୋକେ ସାମ୍ନା କରିଛନ୍ତି । ଏଥିରେ ବହୁତ ଗୁଡ଼ିଏ ଯାନ ବାହନ ମଧ୍ୟ ନଷ୍ଟ ହୋଇଛି । ତେବେ ଉପଯୁକ୍ତ ସୂଚନା ଅଭାବରୁ ଲୋକେ ନଷ୍ଟ ହୋଇଥିବା ଯାନବାହନର ବୀମା କ୍ଲେମ୍‌ କରିପାରୁନାହାଁନ୍ତି । ଯଦି ବା କେହି କ୍ଲେମ୍‌ କରୁଛନ୍ତି,…

ମରକଜରେ ସାମିଲ୍‌ ବିଦେଶୀ ହେଲେ କଳା ତାଲିକାଭୁକ୍ତ, ୧୦ ବର୍ଷ ଯାଏ ମିଳିବନି ଭାରତକୁ ଆସିବାକୁ ଅନୁମତି

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ମରକଜରେ ସାମିଲ ହୋଇଥିବା ବିଦେଶୀ ତବଲିଗି ଜମାତ ଦେଶରେ କରୋନା ସଂକ୍ରମଣ କରାଇବାରେ ମୁଖ୍ୟ ଭୂମିକା ନେଇଥିବା ଅଭିଯୋଗ ହୋଇଥିଲା । ଫଳରେ ଗୃହ ମନ୍ତ୍ରଣାଳୟ ଏହି ବିଦେଶୀ ତବଲିଗ୍‌ ଜମାତଙ୍କୁ କଳା ତାଲିକାଭୁକ୍ତ କରିଛି । ଏହି ବିଦେଶୀ ତବଲିଗ୍‌ ଜମାତ ଆଗାମୀ…

ଚୀନ୍‌ର ଆଉ ଏକ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌,ଭାରତର ଆଭ୍ୟନ୍ତରୀଣ ସୂରକ୍ଷାକୁ ପକାଉଛି ବିପଦରେ

ମେରଠ : ବିଶ୍ୱକୁ କରୋନା ଭାଇରସ୍‌ ମହାମାରୀ ଦେଇ ଥିବା ଚୀନ୍‌ର ଆଉ ଏକ ଷଡ଼ଯନ୍ତ୍ର ପଦାକୁ ଆସିଛି । ଚୀନ ଅନ୍ୟ ଦେଶର ସୂରକ୍ଷା ସହ ବି ଖେଳିବାକୁ ପଛାଉ ନାହିଁ । ଏବେ ଚୀନ୍‌ର ଏକ ବଡ଼ ମୋବାଇଲ୍‌ କମ୍ପାନୀ ଭାରତର ସୁରକ୍ଷା ସହ ଖେଳ ଖେଳିଛି । ଚୀନ୍‌ର ଏହି ମୋବାଇଲ୍‌ କମ୍ପାନୀ ନାମରେ…

ଗ୍ରାହକଙ୍କୁ ଝଟ୍‌କା ଦେଲା ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌, ଜମା ଖାତାରେ ମିଳୁଥିବା ଫାଇଦା ଉପରେ ବ୍ୟାଙ୍କ୍‌ ଚଳାଇବ…

ନୂଆଦିଲ୍ଲୀ : ନିକଟରେ ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌(ପିଏନ୍‌ବି) ନିଜର ସୁଧ ରେଟ୍‌ରେ ହ୍ରାସ କରିବାକୁ ଘୋଷଣା କରିଛି । ସେହିପରି ପିଏନ୍‌ବି ତା’ର ଗ୍ରାହକଙ୍କୁ କମ୍‌ ସୁଧରେ ହୋମ୍‌ ଲୋନ୍‌ ଓ ଅଟୋ ଲୋନ୍‌ ଦେବ ବୋଲି ଜଣାପଡ଼ିଛି । ଦେଶର ଦ୍ୱିତୀୟ ସ୍ଥାନରେ ଥିବା ସବୁଠୁ ବଡ଼ ବ୍ୟାଙ୍କ୍‌…

ମା’ କ୍ଷୀର ବଢ଼ାଇବ ଘର ତିଆରି ଏହି ଚା’, ଯଦି ଆପଣଙ୍କ ସନ୍ତାନଙ୍କ ପାଇଁ କ୍ଷୀର ହେଉନି ତେବେ ଏହି ଟିପ୍ସ ଆପଣାନ୍ତୁ

ଏକ ଶିଶୁ ପାଇଁ ମା’ କ୍ଷୀର ହେଉଛି ଅମୃତ ତୁଲ୍ୟ । ମା’ କ୍ଷୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତି ଓ ବିଭିନ୍ନ ଭିଟାମିନ୍‌ ଶିଶୁକୁ ରୋଗମୁକ୍ତ ରଖିଥାଏ । ତେଣୁ ଡାକ୍ତର ବା ଚିକିତ୍ସା ବିଜ୍ଞାନ ସର୍ବଦା ମା’ କ୍ଷୀର ଉପରେ ଗୁରୁତ୍ତ୍ୱ ଦେଇଛନ୍ତି । ବେଳେ ବେଳେ ଶିଶୁ ଜନ୍ମ ହେବା ପରେ ମା’ ଠାରେ…

ଚୀନ୍ ସହ ମୁକାବିଲା ପାଇଁ ପ୍ରସ୍ତୁତି : ଯୁଦ୍ଧ ବିମାନର ଜରୁରୀ ଅବତରଣ ପାଇଁ କଶ୍ମୀର ଜାତୀୟ ରାଜପଥକୁ ରନେଓ୍ଵ ଭାବେ…

ନୂଆଦିଲ୍ଲୀ : ଭାରତ ଓ ଚୀନ୍‌ ମଧ୍ୟରେର ତିକ୍ତତା ବଢ଼ିବାରେ ଲାଗିଛି । କୈାଣସି ବି ସମୟରେ ଯୁଦ୍ଧ ଲାଗିଯାଇ ପାରେ । ଏହି ବଗୁଡ଼ୁଥିବା ସ୍ଥିତିକୁ ଲକ୍ଷ୍ୟ କରି ଦକ୍ଷୀଣ କାଶ୍ମୀର ଜାତୀୟ ରାଜପଥକୁ ଭାରତ ରନ୍‌େଓ୍ଵ ପାଇଁ ପ୍ରସ୍ତୁତ କରୁଛି । ଯଦି ଯୁଦ୍ଧ ଲାଗେ ତେବେ ଏଠାରେ ବିମାନର ଜରୁରୀକାଳୀନ…

ଫୋନ୍‌କୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ : ସିମ୍‌ କାର୍ଡରେ ଏମିତି ଲଗାଇବେ ‘ତାଲା, ହ୍ୟାକ୍‌ରଙ୍କ ବୁଦ୍ଧି ହୋଇଯିବ…

ନୂଆଦିଲ୍ଲୀ : ଦିନକୁ ଦିନ ହ୍ୟାକ୍‌ରଙ୍କ ଉତ୍ପାତ ବଢ଼ୁଥିବାରୁ ଫୋନ୍‌ ଏବଂ ସିମ୍‌ର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଏବେ ଜରୁରୀ ହୋଇ ପଡ଼ିଲାଣି । ସିମ୍‌ ସ୍ୱେପିଙ୍ଗ୍‌ ଓ ଅନ୍‌ ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଫ୍ରଡ୍‌କୁ ରୋକିବା ପାଇଁ ସିମ୍‌ ଲକ୍‌ ରଖିବା ଏକାନ୍ତ ଆବଶ୍ୟକ ହୋଇ ପଡିଛି । ତେଣୁ ଜାଣନ୍ତୁ…

ପ୍ରେମରେ ବିଫଳ କନ୍ନଡ଼ ଅଭିନେତ୍ରୀ ଚନ୍ଦନା ଭିଡିଓ ରେକଡିଂ ମାଧ୍ୟମରେ କଲେ ଆତ୍ମହତ୍ୟା, ଭିଡିଓରେ ପ୍ରେମିକଙ୍କୁ କଲେ…

ବେଙ୍ଗାଲୁର : ସବୁ ପ୍ରେମର ସମାପ୍ତି ହୋଇ ନଥାଏ ବିବାହରେ । କିଛି ପ୍ରେମର ତ ଅନ୍ତ ଘଟେ ମଶାଣିରେ । ଏପରି ଏକ ଅଭାବନୀୟ ପ୍ରେମର ଅନ୍ତ ଘଟିଛି କଲିଉଡ୍‌ ଇଣ୍ଡଷ୍ଟ୍ରିରେ । ଜଣେ କନ୍ନଡ଼ ଅଭିନେତ୍ରୀ ଜଣେ ବ୍ୟକ୍ତିଙ୍କ ସହ ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଆତ୍ମହତ୍ୟା କରିଛନ୍ତି ।…

ସାବଧାନ ! ଆପଣଙ୍କ ହ୍ଵାଟ୍ସଆପ୍‌ ଏକାଉଣ୍ଟ୍‌କୁ ଏହି ଟ୍ରିକ୍‌ରେ ଚୋରାଇ ହେବ, ହୋଇ ଯାଆନ୍ତୁ ସତର୍କ

ନୂଆଦିଲ୍ଲୀ : ଯଦି ଆପଣ ହ୍ଵାଟ୍ସଆପ୍‌ ୟୁଜର ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣଙ୍କ ହ୍ଵାଟ୍ସଆପ୍‌ ଏକାଉଣ୍ଟ ଗୋଟିଏ ଟ୍ରିକ୍‌ରେ ଚୋରି କରାଯାଇପାରେ । ଯଦି ଆପଣଙ୍କ ନମ୍ବର ହ୍ୟାକ୍‌ରସ୍‌କୁ ଜଣା ଅଛି ତେବେ ଗୋଟିଏ ଟ୍ରିକ୍‌ରେ ସେ ଆପଣଙ୍କ ଏକାଉଣ୍ଟକୁ ଚୋରି କରିପାରେ । ହ୍ୟାକ୍‌ରସ୍‌…

ସେଲ୍ସ ଟାର୍ଗେଟ ପୁରା କରିପାରି ନଥିବାରୁ କର୍ମଚାରୀଙ୍କୁ ମିଳିଲା ଏମିତି ଦଣ୍ଡ, ଜୀଅନ୍ତା ପୋକ ଗିଳିବା ସହ ସଫା କଲେ…

ହଙ୍ଗ୍‌କଙ୍ଗ୍‌ : ସାରା ବିଶ୍ୱରେ କରୋନା ଭାଇରସ୍‌ର ଆତଙ୍କ ଦେଖା ଦେଇଥିବା ବେଳେ ସବୁ ବ୍ୟବସାୟ ମାନ୍ଦାରେ ଚାଲିଛି । ଏଭଳି ପରିସ୍ଥିତିରେ ଏକ କମ୍ପାନୀ ନିଜର କର୍ମଚାରୀଙ୍କୁ ସେଲ୍‌ସ୍‌ ଟାର୍ଗେଟ ପୁରା କରି ପାରି ନଥିବାରୁ ଅଦ୍ଭୁତ ଧରଣର ଦଣ୍ଡ ଦେଇଛି । ସେଲ୍ସ୍‌ ଟାର୍ଗେଟ ପୁରା କରି ପାରି…