ଚୀନ୍‌କୁ ଏକ ଘରିଆ କରିବାକୁ ଆରମ୍ଭ ହେଲା ରଣନୀତି, ଭାରତ ସମେତ ୭ ଦେଶର ବୈଦେଶିକ ମନ୍ତ୍ରଙ୍କ ସହ ଆଲୋଚନା କଲା ଆମେରିକା

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପାମ୍ପିୟୋ ଭାରତ ସମେତ ୭ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ଆଲୋଚନାରେ ଭାଗ ନେଇଥିବା ଦେଶ ମଧ୍ୟରେ ଭାରତ ସହ ଅଷ୍ଟ୍ରେଲିଆ, ଜାପାନ,ବ୍ରାଜିଲ୍‌, ଇଜ୍ରାଏଲ୍‌ ଓ…

ପୃଥିବୀ ଭିତରେ ଏ ହେଉଛି ଏମିତି ଜୀବ ଯାହାର ବଞ୍ଚିବା ପାଇଁ ଆବଶ୍ୟକ ପଡେନି ଅମ୍ଳଜାନ୍‌, କ’ଣ ରହିଛି କାରଣ

ନୂଆଦିଲ୍ଲୀ : ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଏମତି ଏକ ପରଜୀବୀର ସନ୍ଧାନ କରିଛନ୍ତି ଯାହାର ବଞ୍ଚିବା ପାଇଁ ଅମ୍ଳଜାନର ଆବଶ୍ୟକ ପଡେନାହିଁ । ସାଧାରଣତଃ ଯେ କୈାଣସି ଜୀବର ବଞ୍ଚିବା ପାଇଁ ଅମ୍ଳଜାନର ଆବଶ୍ୟକତା ଅଛି ବୋଲି ଆଜିଯାଏ ଧାରଣା ରହିଛି । ହେଲେ ଗବେଷକମାନେ କିଛି ଜୀବଙ୍କ…

ବଢ଼ୁଛି କରୋନା ଆତଙ୍କ : ମହାରାଷ୍ଟ୍ରର ବିଭିନ୍ନ ଜେଲ୍‌ରେ ଥିବା ଅଧା କଏଦୀଙ୍କୁ ଛାଡ଼ି ଦିଆଯିବ ଅସ୍ଥାୟୀ ବେଲ୍‌ରେ

ମୁମ୍ବାଇ : ମହାରାଷ୍ଟ୍ରରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ହାଇ ପାଓ୍ଵାର କମିଟି (ଏଚ୍‌ପିସି) ରାଜ୍ୟର ଅଧା କଏଦୀଙ୍କୁ ଅସ୍ଥାୟୀ ବେଲ୍‌ରେ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଛି । ଜଷ୍ଟିସ୍‌ ଏ.ଏ ସୟଦ୍‌, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ଛାଣ୍ଡେ ଓ କାରାଗାର ଡିଜି ଏସ୍‌ ଏନ୍‌…

ଆମେରିକାର ବୁଦ୍ଧିଜୀବୀ ଚାମ୍‌ସ୍କୀ ଦେଲେ ଟ୍ରମ୍ପ୍‌ଙ୍କ ଦୋଷ : କହିଲେ ଟ୍ରମ୍ପ୍‌ କେବଳ ଆମେରିକା ନୁହେଁ ସାରା ଦୁନିଆର…

ଓ୍ଵାଶିଂଟନ୍‌ : ଆମେରିକାରେ ହଜାର ହଜାର ସଂଖ୍ୟାରେ କରୋନା ମୃତ୍ୟୁ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦାୟୀ ବୋଲି ଦୁନିଆର ଜଣାଶୁଣା ସମାଜଶାସ୍ତ୍ରୀ ଓ ବୁଦ୍ଧିଜୀବୀ ନୋମ୍‌ ଚାମ୍‌ସ୍କୀ ପ୍ରକାଶ କରିଛନ୍ତି । ଟ୍ରମ୍ପ୍‌ ନିଜର ନିର୍ବାଚନ ଫାଇଦା ଓ ବ୍ୟବସାୟୀଙ୍କ ପକେଟ୍‌ ଭରିବା ପାଇଁ…

ଭିକ ମାଗି ପରିବାର ଚଳାଉଥିବା ବ୍ୟକ୍ତି ପାଇଁ ୪୫ ମିନିଟ୍‌ ଯାଏ ଅପେକ୍ଷା କଲେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଗଣ,…

ରାଞ୍ଚି : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଓ ମନ୍ତ୍ରୀ ମିଥିଲେସ୍‌ ଠାକୁର ଭିକ ମାଗି ଗୁଜୁରାଣ ମେଣ୍ଟାଉଥିବା ଜଣେ ବ୍ୟକ୍ତି ପାଇଁ ୪୫ ମିନିଟ୍‌ ଅପେକ୍ଷା କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଜଣେ ଭିକ ମାଗୁଥିବା ଗରୀବ ଲୋକ ପାଇଁ ଏତେ ସମୟ ଅପେକ୍ଷା କରି ବାସ୍ତବରେ ସେ ପ୍ରମାଣ…

ମହାମାରୀରେ ମହାପୁଣ୍ୟ : ଭୋଜି ବାବଦ ଖର୍ଚ୍ଚକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ନବଦମ୍ପତି

ମାହାଙ୍ଗା : ମହାମାରୀରେ ମହାପୁଣ୍ୟ । କଥାଟା ଆପଣଙ୍କୁ ବୁଝା ପଡୁନଥିବ । ହେଲେ ଏକ ନବ ଦମ୍ପତି ମୁହଁରେ ମାସ୍କ ପିନ୍ଧି ନିରାଡ଼ମ୍ବର ଭାବେ କରୋନାର ସମସ୍ତ କଟକଣା ମାନି ବିବାହ କରିଛନ୍ତି । ଚତୁର୍ଥୀ ଦିନ ଭୋଜି ନଦେଇ ସେ ବାବଦ ଖର୍ଚ୍ଚ ହେବାପାଇଁ ଥିବା ୪୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ…

ଆମେରିକୀୟ ଗବେଷକଙ୍କ ଦାବି : ଦୁଇ ବର୍ଷ ପୂର୍ବରୁ ଛାଡ଼ି ଯିବାର ନାଁ ଧରିବନି କରୋନା, କାରଣ ରହିଛି ଏମିତି

ନୂଆଦିଲ୍ଲୀ : ଆମେରିକାର ଗବେଷକମାନେ ଦାବି କରିଛନ୍ତି ଯେ କରୋନା ଭାଇରସ୍‌ ଦୁନିଆରୁ ଏତେ ଶୀଘ୍ର ଛାଡ଼ି ଯିବନି । ଏହା ବିଶ୍ୱରେ ଆହୁରି ୧୮ରୁ ୨୪ ମାସ ଯାଏ ରହିବ ବୋଲି ଆମେରିକାର ଗବେଷକମାନେ ପ୍ରକାଶ କରିଛନ୍ତି । ମଝିରେ ମଝିରେ କରୋନା ପୁଣି ମୁଣ୍ଡ ଟେକିବାର ସମ୍ଭାବନା ଥିବାରୁୁ ବିଶ୍ୱର…

ଭାରତରେ ଆତଙ୍କୀ ଆକ୍ରମଣ ପାଇଁ ଦାଉଦ୍‌ ସହ ହାତ ମିଶାଇଲା ଲସ୍କର ଇ ତୋଇବା, ଗୁଇନ୍ଦା ବିଭାଗ ଦେଲା ତଥ୍ୟ

ଜାମ୍ମୁ ଓ କାଶ୍ମୀର : ପାକିସ୍ଥାନ ସନ୍ତ୍ରାସବାଦୀ ଗ୍ରୁପ୍‌ ଲସ୍କର ଇ ତୋଇବା ଗ୍ୟାଙ୍ଗ୍‌ ଷ୍ଟାର ଦାଉଦ୍‌ ଇବ୍ରାହିମ୍‌ ସହ ମିଶି କାଶ୍କୀର ଓ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଭାରତର ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଛି । ଗତକାଲି ଦାଉଦ୍‌କୁ…

ଭୁବନ : ମଇଁଷି ଚରାଇବାକୁ ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଚାଲିଗଲା ଜୀବନ

କାମାକ୍ଷାନଗର : ଆଜି ବିଲକୁ ମଇଁଷି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ  ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁର ବିରବର ଦାସ । ସେ ଆଦିପୁରା ଗାଁକୁ ମଇଁଷି ଚରାଇବାକୁ ଯାଇଥିଲେ । ହଠାତ୍‌ ଝଡ଼ବର୍ଷା ଆସି ବଜ୍ରପାତ…

ଭାରତ ନିର୍ମାଣ କଲା କରୋନା କବଚ, ମଣିଷ ଶରୀରରେ ଏଣ୍ଟିବଡ଼ିର ଖୋଜ୍‌ କରିବ ଏହି କିଟ୍‌ ‘ଏଲିସା’

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଉପରେ ବିଜୟ ପାଇବାର ଏକ ନୂଆ ଉପାୟ ବିକଶିତ କରିଛନ୍ତି ଭାରତୀୟ ବୈଜ୍ଞାନକମାନେ । ଏହି ସ୍ୱଦେଶୀ କିଟ୍‌ ‘ଏଲିସା’କୁ ନିର୍ମାଣ କରିଛନ୍ତି ପୁଣେ ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ବୈଜ୍ଞାନିକମାନେ । ଏହା ଦ୍ୱାରା ମନୁଷ୍ୟ ଦେହରେ ଥିବା…

ମଇ ୧୨ରୁ ଆରମ୍ଭ ହେବ ରେଳ ଯାତ୍ରା : ସୋମବାର ଠାରୁ ପାସେଞ୍ଜର ଟ୍ରେନ୍‌ରେ ଯାତ୍ରୀ ପାଇପାରିବେ ଅନ୍‌ଲାଇନ୍‌…

ନୂଆଦିଲ୍ଲୀ : ଦୀର୍ଘ ଦିନର ଲକ୍‌ଡାଉନ୍‌ ପରେ ଭାରତୀୟ ରେଳବାଇ ମଇ ୧୨ ତାରିଖରୁ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଯାତ୍ରୀମାନଙ୍କୁ ବିଭିନ୍ନ ଟ୍ରେନ୍‌ରେ ଟିକେଟ୍‌ ବୁକିଂ କରିବା ପାଇଁ ସୋମବାର ଠାରୁ ଅନ୍‌ଲାଇନ୍‌ ସେବା ଉପଲବ୍ଧ ହେବ । ଏହି ବୁକିଂ କେବଳ ଆଇଆର୍‌ଟିସି…

ହାଇଦ୍ରାବାଦ : ଡିଆର୍‌ଡିଓ ନିର୍ମାଣ କଲା ଅଟୋମେଟିକ ଅଲ୍‌ଟ୍ରାଭାୟୋଲେଟ୍‌ ମେସିନ୍‌, ବିନା ପାଣିରେ କରିହେବ ଭୁତାଣୁ…

ନୂଆଦିଲ୍ଲୀ : ବିଶ୍ୱରେ କରୋନା ଭାଇରସ୍‌ ସଭିଙ୍କ ନିଦ ହଜେଇ ଦେଇଛି । ବିଶ୍ୱରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବୈଜ୍ଞାନିକଙ୍କ ବୁଦ୍ଧି ଫେଲ୍‌ ମାରିଛି ଏହି ଅଜ୍ଞାତ ଶତ୍ରୁ ନିକଟରେ । ଗବେଷଣାଗାରରେ ଜ୍ଞାନ କୈାଶଳ ଲଗାଇ ଏହାର ମେଡିସିନ୍‌ ପାଇଁ ସବୁ ଦେଶ ଲାଗିଥିଲେ ମଧ୍ୟ…