Below header

ମନୋରଞ୍ଜନର ଅଦ୍ଭୁତ ତରିକା : ବିଷାକ୍ତ ଖାଦ୍ୟ ଦେଇ ତଡପାଉ ଥିଲେ ଲୋକଙ୍କୁ, ପରେ କରୁଥିଲେ ଏହାର ଭିଡିଓ

କାଲିଫୋର୍ଣ୍ଣିଆ : ଆମେରିକା କାଲିଫୋର୍ଣ୍ଣିଆ ସହରରେ ଏପରି ଏକ ଭିଡିଓ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଥରିଯିବ । ଏଠାରେ ଜଣେ ବ୍ୟକ୍ତି ନିଜର ମନୋରଞ୍ଜନ ପାଇଁ ଲୋକଙ୍କୁ ଖାଦ୍ୟରେ ବିଷ ଦେଉଥିଲା । ଲୋକେ ଯେତେବେଳେ ବିଷ ଜ୍ୱାଳାର କଷ୍ଟରେ ଛଟ ପଟ ହେଉଥିଲେ ସେତେବେଳେ ଉକ୍ତ ବ୍ୟକ୍ତି ଏହାର…

ଦିନେ ଥିଲେ ମେଣ୍ଢା ଚରାଳି,ଆଜି ସେ ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ : ପଢ଼ନ୍ତୁ ନଜାତ ଭାଲୁଡ୍‌ ବେଲ୍‌କାସେମ୍‌ଙ୍କ…

ସମସ୍ତେ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତି । ହେଲେ କ୍ୱଚିତ୍‌ ଏହାକୁ ଫଳବତୀ କରାଇବାରେ ସମର୍ଥ ହୋଇଥାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନଜାତ ଭାଲୁଡ୍‌ ବେଲ୍‌କାସେମ୍‌ । ଯିଏ ଜୀବନର ସମସ୍ତ ପ୍ରତିବନ୍ଧକକୁ ସାମ୍‌ନା କରି ଶେଷରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛନ୍ତି । କର୍ମ ବଳରେ ନିଜର…

ଉତ୍ତରପ୍ରଦେଶ : ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ପରେ ହାଇ ଆଲର୍ଟ

ଲକ୍ଷ୍ନୈା : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ସହ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି । ଏହି ଧମକ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ସହ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିଦିଆଯାଇଛି ।…

କୋକା କୋଲାକୁ ବ୍ୟାନ୍‌ ପାଇଁ ସାମାଜିକ କର୍ମୀ କରିଥିଲେ ପିଆଇଏଲ୍‌, ସୁପ୍ରିମ୍‌କୋର୍ଟ ଦେଲେ ୫ ଲକ୍ଷର ଜରିମାନା ଝଟ୍‌କା

ନୂଆଦିଲ୍ଲୀ : ଦେଶରେ କୋକା କୋଲା ଓ ପେପ୍ସି ବିକ୍ରୀ ଓ ବ୍ୟବହାର ନେଇ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ପିଟିସନ୍‌କୁ କୋର୍ଟ ଖାରଜ କରିଦେଇଛନ୍ତି । ଏଥି ସହ ପିଟିସନ୍‌ ଦାଖଲ କରିଥିବା ଜଣେ ସାମାଜିକ କର୍ମୀଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।…

କିସିଂ ବାବାଙ୍କ କାର୍‌ନାମା : ନିଜେ ତ କରୋନାରେ ମଲେ, ଅନ୍ୟମାନଙ୍କୁ ଚୁମ୍ବନ ଦେଇ ପକାଇ ଗଲେ ବିପଦରେ

ଭୋପାଳ : ବିଜ୍ଞାନ ଯେତେ ଆଗେଇଲେ ବି ମନ୍ତ୍ର ଯନ୍ତ୍ର, ଝଡ଼ା ଫୁଙ୍କାରୁ ଏବେ ବି ଲୋକେ ମୁକୁଳି ପାରି ନାହାନ୍ତି । ରୋଗ ହେଲେ ମେଡିକାଲ ଯିବା ପରିବର୍ତ୍ତେ ବାବା ଓ ତାନ୍ତ୍ରିକ ପାଖକୁ ଯାଉଛନ୍ତି । ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ରତଲାମ୍‌ ଜିଲ୍ଲା ନୟାପୁରା ଅଞ୍ଚଳରେ । ଯେଉଁଠି ବାବା…

ପଶ୍ଚିମବଙ୍ଗ : ପିଲାଙ୍କୁ ‘U’ ଅକ୍ଷର ପାଇଁ ‘Ugly’ ପଢ଼ାଇ ଫସିଲେ ଶିକ୍ଷୟିତ୍ରୀ, ଶିକ୍ଷା ବିଭାଗ କଲା ନିଲମ୍ବିତ

ପଶ୍ଚିମବଙ୍ଗ : ଶିକ୍ଷା ବ୍ୟକ୍ତିର ଚରିତ୍ର ଗଠନ କରିଥାଏ । ଶିଶୁମାନଙ୍କ ମସ୍ତିସ୍କ କଞ୍ଚା ମାଟି ପରି । ସେମାନଙ୍କୁ ଯେପରି ଶିକ୍ଷା ଦିଆଯାଏ ସେପରି ତାଙ୍କର ମସ୍ତିସ୍କ ବିକଶିତ ହୋଇଥାଏ । ତେଣୁ ଶିଶୁଙ୍କୁ ପ୍ରଥମରୁ ପଜେଟିଭ୍‌ ଶିକ୍ଷା ଦେବାକୁ ଶିକ୍ଷା ଖସଡା ପ୍ରସ୍ତୁତ ହୋଇଛି । ମାତ୍ର…

କିଟ୍‌ର ନୂଆ ଫର୍ମୁଲା : ବିନା ସିମେଣ୍ଟରେ ନିର୍ମାଣ ହେଲା ପକ୍କା ରାସ୍ତା, ଓଡ଼ିଶାରେ ପ୍ରଥମ

ନିଆଳି(କେନ୍ୟୁଜ୍‌) : ରାଜ୍ୟରେ ପ୍ରଥମ ଥର ପାଇଁ ନିର୍ମାଣ ହୋଇଛି ରାସ୍ତା ତାହା ପୁଣି ବିନା ସିମେଣ୍ଟରେ । ଓଡ଼ିଶାରେ ଏପରି ରାସ୍ତା ତିଆରି ହୋଇଛି କିଟ୍‌ ଦେଇଥିବା ଜ୍ଞାନ କୈାଶଳରେ । କଟକ ଜିଲ୍ଲା ସଦର ବ୍ଲକ ଆମଣ ପଞ୍ଚାୟତର ଆମଣପଡ଼ା ବ୍ରାହ୍ମଣଶାସନ ଗ୍ରାମରେ ପରୀକ୍ଷାମୂଳକ ଭାବେ ଏହି ରାସ୍ତା…

ଚୋରା ସ୍କୁଟି ଅଧା ବାଟରେ ଦେଲା ଧୋକା, ସଜାଡୁ ଥିବା ବେଳେ ଚୋର ଧରାପଡ଼ି ଖାଇଲା ନିର୍ଦ୍ଧୁମ ଛେଚା

ବାଲେଶ୍ୱର(କେନ୍ୟୁଜ୍‌) : କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନୁହେଁ । କେବେ ନା କେବେ ଆଲୁଅ ଜଳିବ । ଆଉ ତା’ପରେ ଯାହା ହେବ କାହାକୁ ଅଜଣା ନୁହେଁ । ଏମିତି ଏକ ଚୋରି ଘଟଣାରେ ଧରା ପଡ଼ିବା ପରେ ଉତ୍ତମ ମଧ୍ୟମ ମିଳିଛି ଜଣେ ଯୁବକକୁ । ଏହି ଘଟଣା ବାଲେଶ୍ୱର ଖନ୍ତାପଡ଼ା ଥାନା ଶଠୀ ନିକଟରେ…

ସମ୍ରାଟ୍‌ ହିଟ୍‌ଲର ପ୍ରେମିକାଙ୍କୁ ବିବାହ କରିବାର କିଛି ଘଣ୍ଟା ପରେ କରିଥିଲେ ଆତ୍ମହତ୍ୟା, ଜାଣନ୍ତୁ ଚକିତ କରିଦେଲା…

ହିଟ୍‌ଲରଙ୍କ ଜୀବନ ଶୈଳିକୁ ନେଇ ବହୁ ରୋମାଞ୍ଚକର କାହାଣୀ ରହିଛି । କାହା ଦୃଷ୍ଟିରେ ହିଟ୍‌ଲର ହିରୋ ଥିବା ବେଳେ କାହା ଦୃଷ୍ଟିରେ ଥିଲେ କ୍ରୁର ଶାସକ । ହେଲେ କମ୍‌ ଲୋକଙ୍କୁ ଜଣାଥିବ ଯେ ହିଟ୍‌ଲରଙ୍କୁ ଏକ ଝିଅ ସହ ପ୍ରେମ ହୋଇଥିଲା । ଝିଅଙ୍କ ନାମ ଥିଲା ଇଭା ବ୍ରାଉନ୍‌ । ତାଙ୍କ ବୈବାହିକ ଜୀବନ…

ପତଞ୍ଜଳି ବାହାର କଲା କରୋନା ମେଡିସିନ୍‌, ୮୦ ପ୍ରତିଶତ ରୋଗୀ ଭଲ ହେବା ନେଇ ଦାବି କଲେ ଆଚାର୍ଯ୍ୟ ବାଲକ୍ରିଷ୍ଣ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ମହାମାରୀ ଚିକିତ୍ସା ପାଇଁ ଆଜି ଯାଏ କୈାଣସି ଦେଶ ମେଡିସିନ୍‌ ବାହାର କରିବାରେ ସଫଳତତା ପାଇ ପାରି ନାହାଁନ୍ତି । ଯଦିଓ ସମସ୍ତେ ଏହି କାର୍ଯ୍ୟରେ ଲାଗି ପଡିଛନ୍ତି । ସମସ୍ତଙ୍କର ନଜର ଏବେ ରହିଛି କିଏ ବାହାର କରିବ କରୋନା ମେଡିସିନ୍‌ । ଆଉ ଲୋକଙ୍କ ଜୀବନରେ…

ମାସକ ମଧ୍ୟରେ ବିକଶିତ ହେବ କରୋନା ଟୀକା, ଭାରତର ବାୟୋଟେକ୍‌ କମ୍ପାନୀ ଆମେରିକା ରିଫାନା ସହ ମିଳାଇଲା ହାତ

ନୂଆଦିଲ୍ଲୀ : ଭାରତର ବାୟୋଟେକ୍‌ନୋଲୋଜି କମ୍ପାନୀ ପାନାସିଆ ବାୟୋଟେକ୍‌ ଖୁବ୍‌ ଶୀଘ୍ର କୋଭିଡ଼୍‍-୧୯ ର ଟୀକା ପ୍ରସ୍ତୁତ କରିବାକୁ ଯାଉଛି । ଏହି କମ୍ପାନୀ ଆମେରିକା ସ୍ଥିତ ରିଫାନା ଇଙ୍କ୍‌ କମ୍ପାନୀ ସହ ଭାଗିଦାରୀତାରେ କୋଭିଡ୍‌ ୧୯ ଟୀକା ବିକଶିତ ଓ ବିତରଣ କରିବ ବୋଲି ଜଣାପଡ଼ିଛି । ସାରା…

ରାସ୍ତାରେ ଶୋଇଥିବା ଲୋକ ସହ ଶୋଇଛନ୍ତି ୩ ଚିତା ବାଘ, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଏହି ଭିଡିଓ

ଯଦି କେବେ କାହା ସାମନ୍‌ାକୁ ବାଘ କିମ୍ବା ସିଂହିଟିଏ ଚାଲି ଆସେ ତେବେ ଡରରେ ତା’ର ହୋସ ଉଡିଯାଏ । ହେଲେ ଏଠାରେ ଜଣେ ଲୋକ ସହ ରାସ୍ତାରେ ୩ଟି ଚିତା ବାଘ ଲାଗି କରି ଶୋଇଥିବା ଦୃଶ୍ୟ ଦେଖିଲେ ଯେ କେହି ଘଡିଏ ଆଶ୍ଚର୍ଯ୍ୟ ହୋଇଯିବ । ସତେ ଯେମିତି ଏହି ବାଘ ସହ ଲୋକଟିର ଦୀର୍ଘ ଦିନର ସମ୍ପର୍କ ।…