Below header

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି : ଦିଲ୍ଲୀର ସୁରକ୍ଷା ପାଇଁ ଏକାଠି ଲଢିବେ ସରକାର ଓ ବିରୋଧୀ

ନୂଆଦିଲ୍ଲୀ : ଦିଲ୍ଲୀର ସୁରକ୍ଷା ପାଇଁ ଏକାଠି ଲଢିବେ ସରକାର ଓ ବିରୋଧୀ । ଦେଶର ରାଜଧାନୀରେ କରୋନା ମୁକାବିଲା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ରାଜନୈତିକ ଭେଦଭାବ ଭୁଲି ଦିଲ୍ଲୀର ସୁରକ୍ଷା ପାଇଁ ଏକାଠି ଲଢିବାକୁ ସେ ସବୁ ଦଳଙ୍କୁ ଆହ୍ଵାନ ଦେଇଛନ୍ତି…

ବିହାର : ଅଟୋ ରିକ୍ସାକୁ ପିଟିଲା ଟ୍ରକ୍‌, ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ମେଡିକାଲ୍‌ରେ

ଗୟା : ବିହାରରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାଟି ଘଟିଛି ଗୟା ନିକଟବର୍ତ୍ତୀ ବିଷ୍ଣୁପୁର ଠାରେ । ଏକ ଅଟୋ ରିକ୍ସାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଲୋକ ଯାଉଥିବା…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଅନେକ ଅଛିଣ୍ଡା ଅଙ୍କ, ଏକ୍ସ ମ୍ୟାନେଜର ଦିଶା ଓ ସୁଶାନ୍ତଙ୍କ ମୃତ୍ୟୁର ସୂତ୍ର…

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟ ମର୍ଟମ ରିପୋର୍ଟରେ ତାଙ୍କର ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବେଶ୍‌ କିଛି ଦିନ ଧରି ସେ ଅବସାଦ ମଧ୍ୟରେ ଗତି କରୁଥିଲେ । ତାଙ୍କ ଇନ୍‌ଷ୍ଟାଗ୍ରାମରେ ହୋଇଥିବା କେତେକ ପୋଷ୍ଟରୁ ତାଙ୍କ ଅବସାଦର କିଛି ଝଲକ୍‌ ମଧ୍ୟ…

ସୋମବାର ହେବ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ସୋମବାର ହେବ ବୋଲି ଜଣାପଡ଼ିଛି । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ରବିବାର ବାନ୍ଦ୍ରା ସ୍ଥିତ ନିଜ ଘରେ ରଶି ଲଗାଇ ଆତ୍ମ ହତ୍ୟା କରିଛନ୍ତି ସୁଶାନ୍ତ । କିଛି ଦିନ ହେବ ସେ ବହୁତ ମାନସିକ ଚାପରେ…

ସତରେ କ’ଣ ଜୁନ୍‌ ୨୦୨୧ରେ ପୃଥିବୀ ପାଇଯିବ ଧ୍ୱଂସ, ମାୟା କ୍ୟାଲେଣ୍ଡର ସତ ହେବ : ଆସନ୍ତୁ ଜାଣିବା କ’ଣ ରହିଛି…

ମାଳିକା ବଚନ ଅନୁଯାୟୀ ଦୁଇ ବିଂଶରେ ଅଜଣା ରୋଗ ଆସିବ । ବହୁ ଲୋକ ମରିବେ । ଲୋକେ ମୁହଁରେ ତୁଣ୍ଡି ବାନ୍ଧିବେ । ଯାହା ଆଜି ସତ ହୋଇଛି ଦୁଇ ବିଂଶ ବା ୨୦୨୦ରେ । ସେହିପରି ମାଳିକ ବଚନ ବାଇଶି ପାହାଚରେ ମୀନ ଖେଳିବ । ପୃଥିବୀ ଜଳସାୟୀ ହେବ ବୋଲି ମଧ୍ୟ କହିଛି । ପ୍ରାଚୀନ ସମୟର ମାୟା କ୍ୟାଲେଣ୍ଡର…

ପରଲୋକରେ ‘ମୋମ୍‌ କି ଗୁଡ଼ିୟା’ ଅଭିନେତା ରତନ ଚୋପ୍ରା, କ୍ୟାନ୍‌ସରରେ ଥିଲେ ଆକ୍ରନ୍ତ

ବଲିଉଡ୍‌ ପୁଣି ଜଣେ ବରିଷ୍ଠ ଅଭିନେତାଙ୍କୁ ହରାଇଛି । ଏହି ଅଭିନେତା ହେଲେ ରବି ଚୋପ୍ରା ବା ରତନ ଚୋପ୍ରା । ଦୀର୍ଘ ଦିନ ହେବ ସେ କ୍ୟାନ୍‌ସର ରୋଗରେ ପୀଡ଼ିତ ଥିଲେ । ଗତ ୧୨ ତାରିଖରେ ୭୦ ବର୍ଷ ବୟସରେ ସେ ସମସ୍ତଙ୍କୁ ଅଲ୍‌ବିଦା କରିଛନ୍ତି । ରତନଙ୍କ ପ୍ରକୃତ ନାମ ଥିଲା ଅବ୍‌ଦୁଲ୍‌ ଜବ୍ଦର…

କରୋନା ହେଉଛି ୧୦ ଗୁଣ ଅଧିକ ଭୟଙ୍କର, ବାରମ୍ବାର ବଦଳାଉଛି କାୟା : ଏମିତି କହିଲେ ଆମେରିକାର ଗବେଷକ

କୋଭିଡ୍‌ ୧୯ ଭାଇରସ୍‌ ବିଶ୍ୱରେ ଆତଙ୍କ ଖେଳାଇଛି । କୈାଣସି ଦେଶ ଏଯାଏ ଏଥିପାଇଁ କୈାଣସି ଔଷଧ ବାହାର କରିପାରି ନାହାଁନ୍ତି । ଗୋଟିଏ ପଟରେ କରୋନା ଭାଇରସ୍‌ ଉପରେ ଗବେଷଣା ଜାରି ରହିଥିବା ବେଳେ ଏହି ଭାଇରସ୍‌ ତା’ର କୋଷ ବିଭାଜନ ପ୍ରକ୍ରିୟାକୁ ପରିବର୍ତ୍ତନ କରି ଚାଲିଛି । ଫଳରେ ଏହା…

ପ୍ରେସର କୁକରରେ ପଶିଗଲା ଶିଶୁର ମୁଣ୍ଡ, ଡାକ୍ତର ଫେଲ୍‌ ହେଲା ପରେ ଏମିତି କଲେ ବାହାର

ଗୁଜୁରାଟ ଭାବନଗର ଜିଲ୍ଲାରେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ବି ଚିନ୍ତାରେ ପଡ଼ିଯିବେ । ଏଠାରେ ଜଣେ ଶିଶୁର ମୁଣ୍ଡ ପ୍ରେସର କୁକରରେ ପଶିଯିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ । ଫଳରେ ଶିଶୁଟିକୁ ମେଡିକାଲ ନେବାକୁ ପଡ଼ିଥିଲା । ପରିସ୍ଥିତି ଶେଷରେ ଏପରି…

ପ୍ରବାସୀଙ୍କୁ ଫେରାଇ ଆଣୁଥିବାରୁ ସବ୍ୟଙ୍କୁ ପ୍ରଶଂସା କଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌, କହିଲେ ଏମିତି କଥା

କରୋନା ମହାମାରୀ ସମୟରେ ରିଲ୍‌ ହିରୋ ଏବେ ରିୟଲ୍‌ ହିରୋ ସାଜିଛନ୍ତି । ହଜାର ହଜାର ସଂଖ୍ୟାରେ ପ୍ରବାସୀଙ୍କୁ ନିଜର ଘରକୁ ଫେରାଇ ଆଣିବାରେ ସତେ ଯେପରି ଦେବ ଦୂତ ସାଜିଛନ୍ତି ସେମାନେ । ଏହି ସମୟରେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ତାଙ୍କର…

ସବୁ ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ୍‌ ପ୍ରଡକ୍ଟ ଉପରେ ଓ୍ଵାରେଣ୍ଟି ସମୟ ବଢ଼ାଇଲା ସାମ୍‌ସଙ୍ଗ୍‌

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମ୍‌ସଙ୍ଗ୍‌ କମ୍ପାନୀ ତା’ର ସମସ୍ତ ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ୍‌ ଉପକରଣ ଉପରେ ଷ୍ଟାଣ୍ଡାର୍ଡ ଓ୍ଵାରେଣ୍ଟି ସମୟ ସୀମା ବଢ଼ାଇଛି । ଏହି ସମୟ ଜୁନ୍‌ ୧୫ ତାରିଖ ଯାଏ ବଢ଼ାଇ ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୨୦ ଓ ମଇ…

ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଗ୍ରାହକଙ୍କୁ ଦେଲା ଖୁସି ଖବର, ଏବେ କମିଯିବ ଇଏମ୍‌ଆଇ ବୋଝ

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ । ଏବେ ସୁଧ ରେଟ୍‌ରେ ବ୍ୟାଙ୍କ୍‌ ୦.୨୦ ପ୍ରତିଶତ ହ୍ରାସ କରିଛି । ଫଳରେ ଗ୍ରାହକ ସବୁ ପ୍ରକାର ହୋମ୍‌ ଲୋନ୍‌ ଓ ନନ୍‌ ହୋମ୍‌ ଲୋନ୍‌ ଉପରେ ଏହି ରହାତି ପାଇ ପାରିବେ । ଯାହାଦ୍ୱାରା ଗ୍ରାହାକଙ୍କୁ ଇଏମ୍‌ଆଇ ଉପରେ…

ନବମ ଶ୍ରେଣୀ ଛାତ୍ର ଜିତୁ ମୃତ୍ୟୁର ୩ ଦିନ ପରେ : ମୃତ୍ୟୁ ରହସ୍ୟ ଖୋଲୁଛି ପ୍ରେତାତ୍ମା, କହୁଛି ହତ୍ୟାକାରୀର ନାମ ଓ…

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ ମୋଚିନ୍ଦା ପଞ୍ଚାୟତର ଖଡ଼ିପାଳ ଗାଁରେ ଜଣେ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଯାଇଛି । ପରିବାର ଲୋକେ ଏହାକୁ ହତ୍ୟା ବୋଲି କହୁଥିବା ବେଳେ ଏହି ଅଭାବନୀୟ ଘଟଣାର ଏଯାଏ ପର୍ଦ୍ଦା ଫାସ୍‌ ହୋଇନି । ପୋଲିସ ତଦନ୍ତ ଜାରି ରହିଥିବା ବେଳେ ହତ୍ୟା…