ବର୍ଡର ସିକ୍ୟୁରିଟି ଫୋର୍ସର ବଡ଼ ସଫଳତା, ପାକିସ୍ତାନ ସୀମା ଗୁରୁଦାସପୁରରୁ ଜବତ କଲା ୩୦୦ କୋଟି ଟଙ୍କାର ହେରୋଇନ୍‌

ପଞ୍ଜାବ : ଭାରତୀୟ ସୀମା ସୂରକ୍ଷା ବାହିନୀ(ବିଏସ୍‌ଏଫ୍‌)ର ଯବାନଙ୍କୁ ଆଜି ଚୋରା ଚାଲାଣ ରୋକିବାରେ ବଡ଼ ସଫଳତା ମିଳିଛି । ପାକିସ୍ତାନରୁ ପଞ୍ଜାବ ସୀମା ଦେଇ ଚାଲାଣ ହେଉଥିବା ପ୍ରାୟ ୬୪ କେଜି ହେରୋଇନ୍‌କୁ ବିଏସ୍‌ଏଫ୍‌ ଯବାନମାନେ ଗୁରୁଦାସପୁରରୁ ଜବତ କରିଛନ୍ତି । ଯାହାର ମୂଲ୍ୟ ପ୍ରାୟ  ୩୨୧…

ଚୀନ୍‌କୁ ଭାରତ ଠାରୁ ବି ବଡ଼ ଝଟକା ଦେବ ଜାପାନ୍‌, ସବୁ କମ୍ପାନୀକୁ ଚୀନ୍‌ରୁ ଫେରାଇ ଆଣିବାକୁ ଘୋଷଣା କଲା ଜାପାନ

ଟୋକିଓ : ଜାପାନ ସରକାର ଚୀନ୍‌ରୁ ତା’ର ସମସ୍ତ କମ୍ପାନୀକୁ ନିଜ ଦେଶକୁ ଫେରି ଆସିବାକୁ କହିଛି । ଚୀନ୍‌ରୁ ନିଜର ଫାକ୍ଟ୍ରିଗୁଡ଼ିକୁ ସ୍ତାନାନ୍ତର କରି ନିଜ ଦେଶ କିମ୍ବା ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ ସ୍ଥାପନ କରିବାକୁ ଜାପାନ୍‌ ସରକାର କହିଛି । ବ୍ଲୁମ୍‌ବର୍ଗ ର ଏକ ରିପୋର୍ଟ ଅନୁଯାୟୀ ଫେସ୍‌…

ସଲ୍‌ମାନଙ୍କ ସହ ଫିଲ୍ମ ‘ସୁଲ୍‌ତାନ’ କରିବାକୁ ମନା କରିବାରୁ ମିଳିଥିଲା ଧମକ, ଏକ ଟିଭି ଶୋରେ କହିଲେ କଙ୍ଗନା ରନାଓ୍ଵତ

ମୁମ୍ବାଇ : ଏକ ଟିଭି ଶୋରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ବଲିଉଡ୍‌ର ବହୁ ଭିତିରି କଥା ଉପରୁ ପର୍ଦ୍ଦା ଉଠାଇଛନ୍ତି । ଏକ ଟିଭି ଶୋକୁ ସାକ୍ଷାତକାର ଦେଇ କହିଛନ୍ତି ଯେ କରଣ ଜୋହର ସୁଶାନ୍ତ ସିଂହଙ୍କୁ ଜଣେ ଫ୍ଲପ୍‌ ହିରୋ ଭାବେ ସାବ୍ୟସ୍ତ କରିବାକୁ ଷଡଯନ୍ତ୍ର କରିଥିଲେ । କଙ୍ଗନା ଏଥର…

ଆଳି : ଲୋକଙ୍କ ଆଗରେ ଖରସ୍ରୋତା ନଦୀରେ ବୁଲୁଛି କୁମ୍ଭୀର, ଭୟ ଓ ଆତଙ୍କରେ ନଦୀକୂଳ ଗ୍ରାମବାସୀ

ଆଳି(କେନ୍ୟୁଜ୍‌) : କେନ୍ଦ୍ର।ପଡ଼ା ଜିଲ୍ଲା ଅନ୍ତର୍ଗତ ଆଳି ବ୍ଲକ୍‌ ଦେଇ ବହିଯାଉଥିବା ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି । ଫଳରେ ନଦୀ କୂଳ ନିକଟବର୍ତ୍ତୀ ଗାଁଗୁଡିକରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ନଦୀକୂଳ ନିକଟ ବିଲକୁ ମଧ୍ୟ ଲୋକେ ଚାଷବାଷ କରିବାକୁ ଯାଉ ନାହାଁନ୍ତି…

କରୋନା ଭାଇରସ୍‌ ଗୋଷ୍ଠୀ ସଂକ୍ରମଣ ନେଇ ଆଇଏମ୍‌ଏ ର ଚେତାବନୀ, ସ୍ଥିତି ଆଗକୁ ହୋଇପାରେ ଆହୁରି ସାଂଘାତିକ

ନୂଆଦିଲ୍ଲୀ :  ଦେଶରେ କରୋନା ଭାଇରସ୍‌ ସ୍ଥିତି ସାଂଘାତିକ । ରବିବାର(୧୯ ଜୁଲାଇ) ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୮୬୪ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ଦେଶରେ ମୃତ୍ୟୁ ସଂଖ୍ୟା ୨୬ ହଜାର ୮୬୪ରେ ପହଞ୍ଚିଛି । ଦେଶରେ କରୋନା ମହାମାରୀ ଯେଭଳି ଦ୍ରୁତ ଗତିରେ…

ଚୀନ୍‌ ଦାବି କଲା, ସିନ୍‌ଜିଆଙ୍ଗରେ ଉଇଘୁରଙ୍କୁ ଦାସତ୍ତ୍ୱ କରାଯାଇ ଇସ୍‌ଲାମ୍‌ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି

ବେଜିଂ : ସିନ୍‌ଜିଆଙ୍ଗ୍‌ରେ ଥିବା ଉଇଘୁରଙ୍କୁ ଜୋର ଜବରଦସ୍ତ ଇସ୍‌ଲାମ୍‌ କରାଯାଉଛି ବୋଲି ଚୀନ୍‌ ଷ୍ଟେଟ୍‌ କାଉନ୍‌ସିଲ୍‌ ଇନ୍‌ଫର୍‌ସେସନ୍‌ ଅଫିସ ପକ୍ଷରୁ ପ୍ରକାଶ ପାଇଥିବା ଶ୍ୱେତପତ୍ରରେ ଚୀନ୍‌ ଏକଥା ପ୍ରକାଶ କରିଛି । ସିନ୍‌ଜିଆଙ୍ଗରେ ଉଇଘୁରଙ୍କୁ ଇସ୍‌ଲାମ୍‌ ଗ୍ରହଣ କରିବାକୁ ବାଧ୍ୟ…

ଅଷ୍ଟ୍ରେଲିଆ ନିର୍ମାଣ କଲା ନୂଆ କରୋନା କିଟ୍‌, ମାତ୍ର ୨୦ ମିନିଟରେ ମିଳିବ ରିପୋର୍ଟ

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି । କରୋନା ନମୂନା ପରୀକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର କିଟ୍‌ ଏବେ ବଜାରରେ ଉପଲବ୍ଧ । ମାତ୍ର ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ କରୋନା ପରୀକ୍ଷା ପାଇଁ ଏକ ନୂଆ ପ୍ରକାରର ପଦ୍ଧତି ବିକଶିତ କରିଛନ୍ତି । ଯାହାଦ୍ୱାରା ମାତ୍ର…

ମଧ୍ୟପ୍ରଦେଶର ଏହି ସହରରେ ରହିଛି ଲକ୍ଷ ଲକ୍ଷ ଟନ୍‌ର ସ୍ୱର୍ଣ୍ଣ ଭଣ୍ଡାର, ଖୁବ୍‌ ଶୀଘ୍ର ହେବ ନିଲାମ

 ଭୋପାଳ :  ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲା ଖୁବ୍‌ ଶୀଘ୍ର ଦେଶରେ ସୁନା ଉତ୍ପାଦନ କରିବା ଜିଲ୍ଲାର ପରିଚୟ ସୃଷ୍ଟି କରିବାକୁ ଯାଉଛି । ଏହି ଜିଲ୍ଲାରେ ବାହାରିଥିବା ଏକ ନୂଆ ସୁନା ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶରେ ବିଜୁଳି ଓ କୋଇଲା ଉତ୍ପାଦନରେ ନାଁ…

କଙ୍ଗନା ରଣାଓ୍ଵତ୍‌ କହିଲେ : ଯଦି ମୁଁ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ କହିଥିବା କଥା ପ୍ରମାଣ କରି ନଦିଏ , ତେବେ…

ମୁମ୍ବାଇ :  ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ କହିଥିବା କଥା ପ୍ରମାଣ କରି ନଦିଏ , ତେବେ ମୁଁ ମୋର ପଦ୍ମଶ୍ରୀ ଫେରାଇ ଦେବି ।  ଏପରି କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ୍‌ । ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମ ହତ୍ୟା ମାମଲା ଦିନକୁ ଦିନ ଜଟିଳ ହେବାକୁ…

ଏହିସବୁ ବ୍ୟାଙ୍କ୍‌ରୁ ନିଜ ଟଙ୍କା ଉଠାଇଲେ ବି ଅଗଷ୍ଟରୁ ଦେବାକୁ ପଡ଼ିବ ଚାର୍ଜ

କରୋନା ସମୟରେ ସାଧାରଣ ଲୋକଙ୍କ ଉପରେ ପୁଣି ବୋଝ ଦେଲା ବ୍ୟାଙ୍କ୍‌ । ଏବେ ବ୍ୟାଙ୍କ୍‌ରେ ରଖିଥିବା ନିଜ ଟଙ୍କା ଉଠାଇଲେ ବି ଦେବାକୁ ପଡ଼ିବ ଚାର୍ଜ । ଏମିତି ନିୟମ ଆଣିଛନ୍ତି ଏହିସବୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ । ଏହି ନିୟମ ଅଗଷ୍ଟ ୧ ରୁ ଲାଗୁହେବ । ଏହାଛଡ଼ା କେତେକ ବ୍ୟାଙ୍କ୍‌ ଜମା ଖାତାର…

ନାବାଳିକାର ହାତ ମୁହଁ ବାନ୍ଧି ଦୁଷ୍କର୍ମ ଅଭିଯୋଗ, ଫେରାର୍‌ ଅଭିଯୁକ୍ତକୁ ଖୋଜୁଛି ପୋଲିସ୍‌

ନବରଙ୍ଗପୁର(କେନ୍ୟୁଜ୍‌) : ନବରଙ୍ଗପୁର ଜିଲ୍ଲାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ନାବାଳିକାର ହାତ ମୁହଁ ବାନ୍ଧି ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ନାବାଳିକା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମା’ ଘର’ ଅଧ୍ୟକ୍ଷାଙ୍କ ସହ ନବରଙ୍ଗପୁର ଥାନାକୁ…

ଭୁବନେଶ୍ୱରରେ ଅଗ୍ନିକାଣ୍ଡ : ରୂପାଲି ଛକରେ ଥିବା ଦୁଇ ଚାଟ୍‌ ଦୋକାନ୍‌ ପୋଡ଼ି ପାଉଁଶ

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ ଘଟିଯଇଛି । ରୂପାଲି ଛକରେ ଥିବା ଦୁଇଟି ଚାଟ୍‌ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ଜଣାଯାଇଛି । ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଏହି ଅଗ୍ନିକାଣ୍ଡ…