ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶାଙ୍କୁ ରେପ୍‌ ପରେ ହତ୍ୟା କରାଯାଇଛି, ସାଂସଦ ନାରାୟଣ ରାଣେ ଦେଲେ ବିସ୍ଫୋରକ…

ମୁମ୍ବାଇ : ଦିନକୁ ଦିନ ସୁଶାନ୍ତ ସିଂହଙ୍କ ମୃତ୍ୟୁ ରହସ୍ୟ ଜଟିଳ ହେବାରେ ଲାଗିଛି । ଏବେ ସୁଶାନ୍ତ ଓ ତାଙ୍କର ମ୍ୟାନେଜର ଦିଶାଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ସାଂସଦ ନାରାୟଣ ରାଣେ । ସେ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ଏହା ଏକ ପ୍ଲ୍‌ାନ…

ଋଷ ଏତେ ଶୀଘ୍ର କିପରି ବନାଇ ପାରିଲା କରୋନା ଭ୍ୟାକ୍‌ସିନ୍‌, ଜାଣନ୍ତୁ ଏହା ପଛର କାରଣ

ମସ୍କୋ : କରୋନା ଭ୍ୟାକ୍‌ସିନ୍‌କୁ ନେଇ ସାରା ବିଶ୍ୱ ତା’ର ଗବେଷଣା ଜାରି ରଖିଛି । ପ୍ରତ୍ୟେକ ଦେଶ ନିଜକୁ ଆଗରେ ରଖିବାକୁ ଚାହୁଁଛନ୍ତି । କେହି କେହି ଭ୍ୟାକ୍‌ସିନ୍‌ର ଅନ୍ତିମ ଚରଣରେ ପହଞ୍ଚିଥିବା କହୁଛନ୍ତି । ଭାରତ ଓ ବ୍ରିଟେନ୍‌ ଖୁବ୍‌ ଶୀଘ୍ର ବଜାରରେ ଭ୍ୟାକ୍‌ସିନ୍‌ ଉପଲବ୍ଧ ହେବ ବୋଲି…

ମଧ୍ୟପ୍ରଦେଶ : ଏହି ମହିଳା ରାମ ମନ୍ଦିର ନିର୍ମାଣ ପାଇଁ ୨୮ ବର୍ଷ ହେଲା ଗ୍ରହଣ କରି ନାହାଁନ୍ତି ଅନ୍ନ, ୫ ଅଗଷ୍ଟରେ ପୂରା…

ଭୋପାଳ : ୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିବେ । ଏଥି ସହ ପୂରଣ ହେବ ମଧ୍ୟପ୍ରଦେଶର ୮୧ ବର୍ଷ ବୟସ୍କା ଏହି ମହିଳାଙ୍କ ମନୋରଥ । ରାମ ମନ୍ଦିର ନିର୍ମାଣ ସଂକଳ୍ପ କରି ଦୀର୍ଘ ୨୮ ବର୍ଷ ହେବ ସେ ଅନ୍ନ ଗ୍ରହଣ କରି ନାହାଁନ୍ତି । ଯାହାକି…

ବୈଜ୍ଞାନିକଙ୍କ ଚମକାଇ ଦେବା ଭଳି ତଥ୍ୟ : ପାଣିରେ ବି ଧୋଇଯିବ କରୋନା ଭାଇରସ୍‌

ମସ୍କୋ : ସାରା ବିଶ୍ୱକୁ କନ୍ଦାଇଲାଣି କରୋନା । ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ କରୋନା ସମ୍ପର୍କରେ ବୈଜ୍ଞାନିକମାନେ ଚମକାଇ ଦେବା ଭଳି ତଥ୍ୟ ପ୍ରକାଶ କରିଛନ୍ତି । କେବଳ ରୁମ୍‌ ଟେମ୍ପରଚର ପାଣିରେ ୯୦ ପ୍ରତିଶତ କରୋନା ଭାଇରସ ନଷ୍ଟ ହୋଇ ଯାଆନ୍ତି ବୋଲି ଋଷର ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି…

ଫ୍ରିଜରେ ଫଳ ଓ ପରିବା ରଖୁଥିଲେ ଜାଣନ୍ତୁ ଏହି ସବୁ କଥା, ନଚେତ୍‌ ହୋଇପାରେ ଅସୁବିଧା

ଫଳ ଓ ପନିପରିବାକୁ ସତେଜ ରଖିବା ସହ ବେଶୀ ଦିନ ରଖିବା ପାଇଁ ଲୋକେ ଫି୍ରଜ୍‌ରେ ରଖିଥାନ୍ତି । ତେବେ ରଖିବାର ତରିକା ଅଭାବରୁ ଏହି ସବୁ ଜିନିଷ ଶୀଘ୍ର ନଷ୍ଟ ହେବା ସହ ଜିନିଷର ପୈାଷ୍ଟିକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଥାଏ । ଆସନ୍ତୁ ଜାଣିବା ଫଳ ଓ ପନିପରିବା ରଖିବାର ବିଧି । ଯାହାଦ୍ୱାରା ଏହା ଶୀଘ୍ର…

ମଧ୍ୟପ୍ରଦେଶର ଏହି କୃଷକ ଭିନ୍ନ କୈାଶଳରେ ଶୁଖିଲା ଜମିରେ ଫଳାଇଛନ୍ତି ସବୁଜ ଫସଲ, କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର

‘କଥାରେ ଅଛି ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ’ । ନିଜର ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ସବୁ ପ୍ରତିବନ୍ଧକକୁ ହଟାଇ ସେ ଶୁଖିଲା ଭୂମିରେ ଫଳାଇ ପାରିଛନ୍ତି ସବୁଜ ପରିବା । ତାଙ୍କର ଏହି ନୂତନ କୈାଶଳ ଦେଶର କୃଷକଙ୍କ ପାଇଁ ଏକ ବଡ଼ ପ୍ରେରଣା । ଆସନ୍ତୁ ଜାଣିବା ମଧ୍ୟପ୍ରଦେଶର ଏହି କୃଷକଙ୍କ କାହାଣୀ ଯିଏ…

ସାବଧାନ : କରୋନାରୁ ମୁକ୍ତି ପାଇଁ ଅଧିକ କାଢ଼ା ସେବନ ମଧ୍ୟ କରିପାରେ ରୋଗୀ,ଏମିତି ବଢ଼ାନ୍ତୁ ଆପଣଙ୍କ ଇମ୍ୟୁନିଟି

କରୋନା ଭୟରେ ଏବେ ସବୁଠି କାଢ଼ାର ଚର୍ଚ୍ଚା । ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଗରମ ପାଣି ପିଇବା ସହ ଇମ୍ୟୁନିଟି ପାଓ୍ଵାର (ରୋଗ ପ୍ରତିଷେଧକ ଶକ୍ତି) ବଢ଼ାଇବା ପାଇଁ ଚ୍ୟବନପ୍ରାସ୍‌ ଓ କାଢ଼ା ପିଇବାକୁ ଉପଦେଶ ଦେଇଛି । ଲୋକେ ଗରମ ପାଣି ପିଇବା ସହ ତୁଳସୀ,ଡାଲଚୀନ୍‌, ଅଦା,ଲବଙ୍ଗ ଆଦି ଗରମ ଜିନିଷରେ କାଢ଼ା…

ଏଲ୍‌ଓସିରେ ପାକ୍‌ର ଅତର୍କିତ ଆକ୍ରମଣ : ଜଣେ ଭାରତୀୟ ଯବାନ ସହିଦ, ପାଲଟା ଆକ୍ରମଣରେ ପାକ୍‌ର ୨ ପୋଷ୍ଟ ଧୂଳିସାତ ଓ ୪…

ଜମ୍ମୁ : ବାଲାକୋଟ ନିକଟ ଏଲ୍‌ଓସିରେ ପାକ୍‌ ସେନାଙ୍କ ଅତର୍କିତ ଗୁଳି ଗୋଳା ଓ ମୋଟାର ମାଡ଼ ଯୋଗୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଭାରତର ପାଲଟା ଆକ୍ରମଣରେ ପାକ୍‌ର ଦୁଇଟି ପୋଷ୍ଟ ଧୂଳିସାତ ହେବା ସହ ପୋଷ୍ଟରେ ଥିବା ୪ରୁ ୫ ଜଣ ପାକ୍‌ ସେନା ନିହତ ହୋଇଥିବା ଆଶଙ୍କା କରାଯାଉଛି । ସହିଦ…

ଜାଣନ୍ତୁ କରୋନା ଭ୍ୟାକ୍‌ସିନ୍‌ର ପ୍ରସ୍ତୁତି କେଉଁ ପର୍ଯ୍ୟାୟରେ, କେବେ ଆସିବ ବଜାରକୁ

କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତିରେ ପ୍ରାୟ ୭୫ରୁ ଅଧିକ ଦେଶ ଲାଗିଛନ୍ତି । କାହାର ଭ୍ୟାକ୍ସିନ୍ ପ୍ରସ୍ତୁତି ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କିଛି ଦେଶ ଫେଜ୍ ୨ ଓ ଫେଜ୍ ୩ ହ୍ୟୁମାନ୍ ଟ୍ରାଏଲ୍ରେ ପହଞ୍ଚିଛନ୍ତି । ଭାରତ ଏହି ଦୈାଡ଼ରେ ଆଗରେ ଥିଲା । ଏବେ ସୋଭିଏତ ଋଷ ଆଗରେ ଥିବା ଜଣାଯାଇଛି ।…

ବିଳମ୍ବିତ ରାତିରେ କଙ୍ଗନାଙ୍କ ଘର ନିକଟରେ ଶୁଭିଲା ଗୁଳିର ଆବାଜ, ପୋଲିସ୍‌ରେ ଅଭିଯୋଗ ଆଣିଲେ କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ମନାଲୀ ଘର ନିକଟରେ ବିଳମ୍ବିତ ରାତିରେ ଶୁଭିଛି ଗୁଳିର ଆବାଜ  । ଏପରି ଅଭିଯୋଗ ଆଣିଛନ୍ତି କଙ୍ଗନାଙ୍କ ଟିମ୍‌ । କଙ୍ଗନା ରଣାଓ୍ଵତ ଏବେ ମନାଲୀ ସ୍ଥିତ ନିଜ ଘରେ ରହୁଛନ୍ତି । ପୋଲିସ ଆଗରେ ସେ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ସାଢ଼ ୧୧ଟାରେ ସେ…

ରାଜ୍ୟସଭା ସାଂସଦ ଅମର ସିଂହଙ୍କ ୬୪ ବର୍ଷ ବୟସରେ ପରଲୋକ, ୬ ମାସ ଧରି ଥିଲେ ରୋଗ ଶଯ୍ୟାରେ

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ୬ ମାସ ହେବ କିଡ୍‌ନୀ ରୋଗରେ ପୀଡିତ ହୋଇ ସିଂଗାପୁରର ଏକ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଆଜି…

ନେପାଳ ଜରିଆରେ ଭାରତକୁ ଘେରିବାକୁ ଯୋଜନା କରୁଛି ଚୀନ୍‌, ଲିପୁଲେଖ ନିକଟରେ ଚୀନ୍‌ର ହଜାର ହଜାର ସୈନିକ ମୁତୟନ

ନୂଆଦିଲ୍ଲୀ : ‘କଥାରେ ଅଛି ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ।’ ଚୀନ୍‌ ତା’ର ଖରାପ ମନୋଭାବରୁ କେବେ ବି ବିରତ ହେବ ନାହିଁ । ଏଲ୍‌ଏସିରୁ ସେନା ହଟାଉଥିବା କଥା କହୁଥିବା ଚୀନ୍‌ ଏବେ ପୁଣି ଥରେ ଭାରତ-ନେପାଳ ସୀମା ଲିପୁଲେଖ ଠାରେ ସେନା ମୁତୟନ କରିବାରେ ଲାଗିଛି । ଭାରତ ବିରୋଧର…