ଭାରତୀୟ କମ୍ପାନୀ ସିପ୍ଲା ବଜାରକୁ ଆଣିଲା କରୋନା ମେଡିସିନ୍‌, ରୋଗୀ ଉପରେ ମିଳୁଛି ଶତ ପ୍ରତିଶତ ସଫଳତା

ନୂଆଦିଲ୍ଲୀ : ଭାରତର ହେଟରୋ ଲ୍ୟାବ୍ସ ଓ ଗ୍ଲେନ୍‌ମାର୍କ ଫାର୍ମା ପରେ ସିପ୍ଲା ଆଣିଛି କରୋନା ପାଇଁ ସଫଳ ମେଡିସିନ୍‌ । ସିପ୍ଲା ହେଉଛି ଭାରତର ତୃତୀୟ କମ୍ପାନୀ ଯେ କି କରୋନା ପାଇଁ ମେଡିସିନ୍‌ ଆଣିବାରେ ସଫଳତା ପାଇଛି । କମ୍ପାନୀ ମେଡିସିନ୍‌ର ନାମ ରଖିଛି ‘ସିପ୍ରିମ୍‌’ । ଏହାକୁ ଆମେରିକା…

ଭାରତ-ଚୀନ୍‌ ସୀମା ସଂଘର୍ଷ : ମୁଣ୍ଡ ନୁଆଁଇଲା ଡ୍ରାଗନ୍‌, ନିଜ ସେନା ପଛକୁ ହଟାଇବାକୁ କଲା ସହମତି

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମା ନିକଟ ସଂଘର୍ଷପୂର୍ଣ୍ଣ ଅଞ୍ଚଳରୁ ସେନା ହଟାଇବାକୁ ଚୀନ୍‌ ରାଜି ହୋଇଛି । ଗତକାଲି ଦୁଇ ଦେଶର କୋର୍‌ କମାଣ୍ଡରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ସକରାତ୍ମକ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଯାହା ଫଳରେ ସୋମବାର ଏଲ୍‌ଏସି ଠାରେ ଉତ୍ତେଜନା…

କୋଟି ହୃଦୟର ରାଜା ଅଣ୍ଡରଟେକର ଡବ୍ଲ୍ୟୁଡବ୍ଲ୍ୟୁଇ କୁ କଲେ ଅଲ୍‌ବିଦା, ଅକ୍ଷୟ କୁମାର ଥରେ କରିଥିଲେ ପରାସ୍ତ !

ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର୍‌ ଦ ଅଣ୍ଡରଟେକର୍‌ ରିଙ୍ଗ୍‌ରୁ ଅଲ୍‌ବିଦା କରିବାକୁ ଘୋଷଣା କରିଛନ୍ତି । ନିକଟରେ ଅଣ୍ଡରଟେକ୍‌ର ତାଙ୍କ ଡକ୍ୟୁମେଣ୍ଟ୍ରିର ଶେଷ ଏପିସୋଡ଼ରେ ପ୍ରଶଂସକଙ୍କୁ ଏକଥା କହିଛନ୍ତି । ତାଙ୍କର ଆଉ ରିଙ୍ଗ୍‌କୁ ଫେରିବାର ନାହିଁ ବୋଲି କହିବା ପରେ ଏହା ଟ୍ଵିଟରରେ ଟ୍ରେଣ୍ଡ୍‌…

ସୀମାରେ ଉତ୍ତେଜନା ହ୍ରାସ ପାଇଁ  ଭାରତ ଓ ଚୀନର କୋର କମାଣ୍ଡରଙ୍କ ଜରୁରୀ ବୈଠକ ଜାରି

ନୂଆଦିଲ୍ଲୀ : ଭାରତ-ଚୀନ ସୀମାରେ ଉତ୍ତେନଜନା ହ୍ରାସ ପାଇଁ ଭାରତ ଓ ଚୀନ କୋର୍‌ କମାଣ୍ଡରସ୍ତରୀୟ ଜରୁରୀ ବୈଠକ ଏଲ୍‌ଏସି ନିକଟରେ ଜାରି ରହିଛି । ଦୁଇ ଦେଶର କୋର୍‌ କମାଣ୍ଡରଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ବୈଠକ । ପ୍ରଥମ ବୈଠକ ଜୁନ୍‌ ୬ରେ ଅନୁଷ୍ଠିତ ହୋଇଥିଲା । ତେବେ ଗଲ୍‌ଓ୍ଵାନ…

ଗଲଓ୍ଵାନ ଘାଟୀରେ ହୋଇଥିବା ସଂଘର୍ଷରେ ଚୀନ୍‌ କମାଣ୍ଡିଙ୍ଗ୍‌ ଅଫିସର ହୋଇଥିଲେ ନିହତ, ସରକାରୀ ସୂତ୍ର

ନୂଆଦିଲ୍ଲୀ : ଭାରତ ଓ ଚୀନ୍‌ ମଧ୍ୟରେ ଗଲ୍‌ଓ୍ଵାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନ୍‌ର କମାଣ୍ଡିଙ୍ଗ୍‌ ଅଫିସର ନିହତ ହୋଇଥିଲେ । ଚୀନ୍‌ ଏହା ଉପରେ କୈାଣସି ବୟାନ ନଦେଇ ନିଜର ସ୍ଥିତିକୁ ଲୁଚାଉ ଥିଲା ବୋଲି ଜଣାପଡ଼ିଛି । ଚୀନ୍‌ର ସେନା ଏବେ ଏହି କଥା ମାନିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି…

ଅହମ୍ମଦାବାଦରେ ରଥଯାତ୍ରା କରିବା ନେଇ ଗୁଜୁରାଟ ହାଇକୋର୍ଟରେ ମାମଲା ଦାଏର କରିବାକୁ କହିଲେ ଗୁଜୁରାଟ ସରକାର

ଅହମ୍ମଦାବାଦ : ସୁପ୍ରିମ୍‌କୋର୍ଟଙ୍କ ରାୟ ଘୋଷଣା ପରେ ଆସନ୍ତାକାଲି ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ହେବା ନିଶ୍ଚିତ ହୋଇଯାଇଛି ।  ପୁରୀ ପରେ ଏବେ ଅହମ୍ମଦାବାଦରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା କରିବାକୁ ଅନୁମତି ଦେବାକୁ ସରକାର ଗୁଜୁରାଟ ହାଇକୋର୍ଟରେ ଏକ ମାମଲା ଦାଏର…

୨୬୦ କୋଟିର ଘରୋଇ ଜେଟ୍‌ ଠାରୁ ଆଲିଶାନ୍‌ ବଙ୍ଗଳା, ଏପରି ୫ଟି ମୂଲ୍ୟବାନ ଜିନିଷର ମାଲିକ ହେଉଛନ୍ତି ଅକ୍ଷୟ କୁମାର

ବଲିଉଡ୍‌ରେ ଭିନ୍ନ ଭିନ୍ନ କଳାକାରଙ୍କର ଭିନ୍ନ ଭିନ୍ନ ସଉକ ରହିଛି । ତେବେ ଅଭିନେତା ଅକ୍ଷୟ କୁମାର ସମସ୍ତଙ୍କ ଠାରୁ ଟିକିଏ ନିଆରା । ତାଙ୍କର ସୈାଖିନ ଜୀବନ ଯାପନ ପ୍ରଣାଳୀ ଦେଖିଲେ ଯେ କେହି ତାଙ୍କୁ ଜଣେ ସୈାଖିନ ବ୍ୟକ୍ତି ଭାବରେ କହିବାକୁ ଭୁଲ୍‌ କରିବ ନାହିଁ । ଏକ ସାଧାରଣ…

ଲକ୍‌ଡାଉନ୍‌ ସମୟରେ ନବମ ଶ୍ରେଣୀ ଛାତ୍ର କରି ଦେଖାଇଲେ କମାଲ୍‌, ଘରେ ତିଆରି କଲେ ମୋଟର ସାଇକେଲ୍‌

କେରଳ : କରୋନା ଭାଇରସ ପାଇଁ ବିଶ୍ୱର ସବୁଠି ଲକ୍‌ଡାଉନ୍‌ ଚାଲିଛି । ଭାରତ ମଧ୍ୟ ଏଥିରୁ ଛାଡ଼ ଯାଇନି । ଲୋକେ ଘରେ ଥାଇ ଟାଇମ୍‌ ପାସ୍‌ କରୁଥିବା ବେଳେ ଆଉ କେହି ଚିତ୍ର ଆଙ୍କି ତ କେହି ଗୀତ ଗାଇ ସମୟର ସଦୁପଯୋଗ କରୁଛନ୍ତି । ଆଉ କେହି ଓ୍ଵାର୍କ ଫ୍ରମ୍‌ ହୋମ୍‌ ବା ଘରେ ଥାଇ ଅଫିସ୍‌ କାମରେ…

ଭାରତର ସୀମାନ୍ତ ଗାଁଗୁଡ଼ିକରେ ନେପାଳ ଏଫ୍‌ଏମ୍‌ ରେଡିଓରୁ ଶୁଭୁଛି ଭାରତ ବିରୋଧୀ ସଙ୍ଗୀତ

ସୀମା ବିବାଦକୁ ନେଇ ଭାରତ-ନେପାଳ ସୀମାରେ କିଛି ଦିନ ଧରି ଉତ୍ତେଜନା ଦେଖାଦେଇଛି । ସୀମାନ୍ତ ଉତ୍ତରାଖଣ୍ଡର ପିଥୋରାଗଡ଼ ଗାଁ ନିକଟରେ ଥିବା କେତକ ନେପାଳୀ ଏଫ୍‌ଏମ୍‌ ରେଡ଼ିଓ ଷ୍ଟେସନ ଭାରତ ବିରୋଧୀ ଗୀତ ବଜାଉଥିବା ଜଣାଯାଇଛି । ଏଥି ସହ ଲିପୁଲେଖ, କଳାପାଣି ଓ ଲିମ୍ପିୟାଧୁରା ଅଞ୍ଚଳର ପାଣିପାଗ…

ବିମାନ ୧ ଲିଟର ଇନ୍ଧନରେ କେତେ ମାଇଲେଜ୍‌ ଦେଇଥାଏ ଜାଣନ୍ତି କି ?

ବିମାନରେ ଯାତ୍ରା କରିବା ଏବେ ସାଧାରଣ କଥା ହୋଇଗଲାଣି । ସମସ୍ତେ ଆଜିକାଲି ଏହାର ଉପଯୋଗ କରୁଛନ୍ତି । ଅଳ୍ପ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଏହାଠୁ ଭଲ ସାଧନ ଆଉ କିଛି ନଥାଇ ପାରେ । ସମୟ ଥିଲା କେବଳ ଧନୀକ ଶ୍ରେଣୀର ଲୋକେ ବିମାନ ଯାତ୍ର କରୁଥିଲେ । ହେଲେ ଆଜି ଏହା ସାଧାରଣ…

ଚୀନ୍‌କୁ ଚେତାବନୀ ଦେଲେ ବାୟୁସେନା ମୁଖ୍ୟ, ଏଲ୍‌ଏସି ରେ ସବୁ ହରକତ୍‌ର ଜବାବ ଦେବାକୁ ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ :  ଚୀନ୍‌ର ଯେ କୈାଣସି ହରକତ୍‌ର ଉଚିତ୍‌ ଜବାବ୍‌ ଦେବାକୁ ଆମେ ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ ବୋଲି ବାୟୁ ସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଆର୍‌ କେ ଏସ୍‌ ଭଦୋରିୟା ଶନିବାର ପ୍ରକାଶ କରିଛନ୍ତି । ଆମେ ଉଚିତ ସ୍ଥାନରେ ଆମର ପୋଜିସନ ନେଇଛୁ । ଚୀନ୍‌ର ବାୟୁସେନା କ୍ଷମତା,…

ହଜିଗଲା ମାନବିକତା : ଚୋରି ଅଭିଯୋଗରେ ଯୁବକ ଙ୍କୁ ଗାଁ ଦାଣ୍ଡରେ ୩ ଘଣ୍ଟା ବାନ୍ଧିଲେ, ଦେଲେ ନର୍ଯ୍ୟାତନା

ଉମରକୋଟ(କେନ୍ୟୁଜ୍‌) : ହଜିଯାଇଛି ମାନବିକତା । ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ପ୍ରାୟ ୩ ଘଣ୍ଟା କାଳ ବାନ୍ଧି ଅପଦସ୍ତ କଲେ । ନିର୍ଯାତନା ଦେବା ସହ ପୋଲିସରେ ଜିମା ଦେଲେ । ସାଧାରଣ ଚୋରି ପାଇଁ ସମସ୍ତ ମାନବୀୟ ଅଧିକାରକୁ ଉଂଲଘନ କଲେ । ଏମିତି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ…