Below header

ଆଶ୍ଚର୍ଯ୍ୟ ! ଆଇଫୋନ ୟୁଜ କରିବାରୁ ମହିଳାଙ୍କ ବିରୋଧରେ ସାମସଙ୍ଗ କରିଦେଲା କେସ

ସାମସଙ୍ଗ କମ୍ପାନୀ ନିଜ ବ୍ରାଣ୍ଡ ଆମ୍ବାସଡର ନାମରେ କରିଛି ଏକ ମକଦ୍ଦମା। ଏହି ଘଟଣାର କାରଣ ମଧ୍ୟ ବହୁତ ଆଶ୍ଚର୍ଯ୍ୟକର। ରିପୋର୍ଟ ଅନୁଯାୟୀ ମହିଳା ବ୍ରାଣ୍ଡ ଅମ୍ବାସଡର ସେଲିବ୍ରିଟିଙ୍କ ଅପରାଧ ଏହା ଥିଲା ଯେ ସେ ଟିଭି ଇଣ୍ଟର୍ଭ୍ୟୁ ସମୟରେ ସାମସଙ୍ଗ ବଦଳରେ ଆଇଫୋନର ବ୍ୟବହାର କରିଥିଲେ।…

ଜାଣନ୍ତୁ କାହିଁକି ତୁଳସୀ ମାଳକୁ ଧାରଣ କରିବାରେ ମିଳିଥାଏ ଯଜ୍ଞ ଠାରୁ ଅଧିକ ଫଳ

ଆମ ହିନ୍ଦୁ ଶାସ୍ତ୍ରରେ ଅନେକ ଏମିତି ପବିତ୍ର ଗଛ ରହିଛି, ଯାହାକୁ ଲୋକମାନେ ପୂଜା କରିଥାନ୍ତି। ଏହି ଗଛ ମାନଙ୍କୁ ପୂଜା କରିବା ଦ୍ବାରା ଆମ ଘରର ଅନେକ ବାସ୍ତୁ ଦୋଷ ଦୂର ହୋଇଯାଇଥାଏ। ସାଧାରଣତଃ ସମସ୍ତଙ୍କ ଘରେ ତୁଳସୀ ଗଛକୁ ପୂଜା କରିଥାନ୍ତି। କାରଣ ଶାସ୍ତ୍ରରେ ତୁଳସୀକୁ ବହୁତ ପବିତ୍ର ବୋଲି…

ବଡ ରୁ ବଡ ରୋଗକୁ ମାତ ଦେଇଥାଏ ଅମୃତଭଣ୍ଡାର ପତ୍ର, ଜାଣନ୍ତୁ ଏହାର ୫ ଫାଇଦା

ଆଜି ପର୍ଯ୍ୟନ୍ତ ଆପଣ ଅମୃତଭଣ୍ଡା ଖାଇବାର ବହୁତ ଫାଇଦା ବିଷୟରେ ଶୁଣିଥିବେ, କିନ୍ତୁ କଣ ଆପଣ ଅମୃତଭଣ୍ଡା ପତ୍ରର ଜୁସ ସମ୍ପର୍କରେ କେବେ ଶୁଣିଛନ୍ତି କି ପିଇଛନ୍ତି। ଯଦି ପିଇଥାନ୍ତି ତାହେଲେ ବହୁତ ଭଲ, ଆଉ ଯଦି ପିଇନାହାନ୍ତି ଏବେ ଠାରୁ ପିଇବା ଆରମ୍ଭ କରିଦିଅନ୍ତୁ। କାରଣ ଏହା ଆମ ଶରୀର ପାଇଁ…

ଉତ୍ପନ୍ନା ଏକାଦଶୀ : ଭଗବାନ ବିଷ୍ଣୁଙ୍କ ଶରୀରରୁ ହୋଇଥିଲା ଏକାଦଶୀଙ୍କର ଜନ୍ମ, ଜାଣନ୍ତୁ ବ୍ରତର ବିଧି ଏବଂ ମହତ୍ୱ

ସନାତନ ପରାମ୍ପରାରେ ଏକାଦଶୀ ବ୍ରତର ବହୁତ ମହତ୍ତ୍ବ ରହିଛି। ପ୍ରତ୍ୟେକ ମାସରେ କ୍ରୁଷ୍ଣ ପକ୍ଷ ଏବଂ ଶୁକ୍ଳ ପକ୍ଷକୁ ମିଶାଇ ଦୁଇଟି ଏକାଦଶୀ ଆସିଥାଏ। ଏହି ଭଳି ଭାବେ ପୂରା ବର୍ଷରେ ୨୪ଟି ଏକାଦଶୀ ଆସିଥାଏ। ମାର୍ଗଶିର ମାସ କ୍ରୁଷ୍ଣ ପକ୍ଷରେ ଯେଉଁ ଏକାଦଶୀ ଆସିଥାଏ ତାହାକୁ ଉତ୍ପନ୍ନା ଏକାଦଶୀ…

ବେଆଇନ ଓ ବେଧଡ଼କ; ସେବାଶ୍ରମ ଆଳରେ ଚାଲିଛି ଅନୈତିକ କାର୍ଯ୍ୟ : ନାଁଟା ଗୁଡ୍‌ ନ୍ୟୁଜ୍‌ ହେଲେ କାମ ଭାରି ବ୍ୟାଡ୍‌

ଗଞ୍ଜାମ ( କେନ୍ୟୁଜ୍ ): ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଓ ବେଧଡକ ଭାବେ ଚାଲିଛି ଶିଶୁ ଆଶ୍ରଳ ସ୍ଥଳ ବା ସେଲଟର ହୋମ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ବିଭିନ୍ନ ସ୍ଥାନରେ ଚଢାଉ ପରେ ଏଭଳି ହୋମ ଚାଲିଥିବା ନେଇ ପଦାକୁ ଆସିଛି । ଢେଙ୍କାନାଳର ଗୁଡ୍ ନ୍ୟୁଜ ଇଣ୍ଡିଆ ଡ୍ରିମ…

ଦେଶୀ ଗର୍ଲଙ୍କ ବିଦେଶୀ ବର,ନିକ୍ ଜୋନଙ୍କ ହାତ ଧରିଲେ ବଲିଉଡ୍ ବିୟୁଟି ପ୍ରିୟଙ୍କା

ଦେଶୀ ଗର୍ଲଙ୍କ ଫ୍ୟାନ ମାନଙ୍କ ଖୁସିର ଖବର। ଫ୍ୟାନଙ୍କ ଅପେକ୍ଷାର ଅନ୍ତ ହୋଇଛି। ଦେଶୀ କନିଆଁ ସହିତ ବିଦେଶୀ ବର । ସାତ ଜନ୍ମର ସାଥି ହେଲେ ବଲିଉଡ ବ୍ୟୁଟି ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପ୍ରେମିକ ନିକ୍ ଜୋନ୍ । ଗତକାଲି ଖ୍ରୀଷ୍ଟିଆନ୍ ରୀତିନୀତିରେ ବାହାଘର ସରିଛି । ରାଜସ୍ଥାନା ଯୋଧପୁରର ଉମୈଦ…

ଏଠି ନାହିଁ କଚ୍ଚା ଘର, ସହରର ଭ୍ରମ ସୃଷ୍ଟି କରୁଛି ବୁରୁବନ୍ଧ ଗାଁ

ବ୍ରହ୍ମପୁର (କେନ୍ୟୁଜ୍) : ଆଉ ନାହିଁ ବର୍ଷା, ପବନର ଭୟ କିମ୍ବା ନିଆଁ ଲାଗିଯିବାର ଭୟ,କାରଣ ଗାଁ ସାରା ପରିବାର ପାଇଛନ୍ତି ରାଜ୍ୟ ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଗୋଟିଏ, ଗୋଟିଏ । ଆମେ କହୁଛୁ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ପଞ୍ଚାୟତର ବୁରୁବନ୍ଧ ଗାଁର କଥା । ମୁଣ୍ଡ…

ସେଲିବ୍ରିଟି କ୍ୟାଟ୍ରିନା କୈଫ୍ , ଜିରୋ ପାଇଁ ଅଲଗା ଅଲଗା ଦେଶରୁ ଆସିଲା କଷ୍ଟ୍ୟୁମ

ଆଗକୁ ଜିରୋରେ ନଜର ଆସିବେ କ୍ୟାଟ୍ରିନା କୈଫ। ଏଥିରେ ଜଣେ ସେଲେବ୍ରିଟି ଭୂମିକାରେ ନଜର ଆସୁଛନ୍ତି କ୍ୟାଟ। ତେବେ ଫିଲ୍ମରେ କ୍ୟାଟ୍ରିନାଙ୍କ କଷ୍ଟ୍ୟୁମ ପାଇଁ ମେକର୍ସଙ୍କୁ କାଫି ଏକ୍ସଫେରିମେଣ୍ଟ କରିବାକୁ ପଡିଥିଲା । ତେଣୁ ଭାରତରେ ତିଆରି କରିବା ବଦଳରେ ଅଲଗା ଅଲଗା ଦେଶରୁ କ୍ୟାଟ୍ରିନାଙ୍କ…

ଆଜି ବିଶ୍ୱ ଏଡସ ଦିବସ

ଆଜି ବିଶ୍ୱ ଏଡସ ଦିବସ । ଚଳିତ ବର୍ଷର ଥିମ୍,, KNOW YOUR STATUS । National AIDS Control Organisation, ନାକୋ ଦ୍ୱାରା ପ୍ରକାଶିତ ରିପୋର୍ଟରେ ୨୦୧୦ ତୁଳନାରେ, ରାଜ୍ୟରେ ୩୦ ପ୍ରତିଶତ ଏଚ୍ଆଇଭ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଯାହା ଜାତୀୟ ହାରଠାରୁ ଭଲ ରହିଛି । ଏହି ସମୟରେ ଭାରତରେ…

ଫ୍ରିଜକୁ ନେଇ ଏହି ଗାଇଡଲାଇନ ଆପଣଙ୍କ ପାଇଁ ନିହାତି ଜରୁରୀ, ଜାଣନ୍ତୁ କଣ ରଖିବେ ଏବଂ କଣ ରଖିବେ ନାହିଁ

ସାଧାରରତଃ ଲୋକମାନେ ଭାବନ୍ତି ଯେ ଫ୍ରିଜରେ ଖାଦ୍ୟ ସାମଗ୍ରୀ ବା ଅନ୍ୟାନ୍ୟ ବସ୍ତୁକୁ ରଖିବା ଦ୍ବାରା ତାହା ଅଧିକ ସମୟ ଧରି ତାଜା ହୋଇ ରହିଥାଏ। ଦୁନିଆର ପୋଷଣ ବିଶେଷଜ୍ଞଙ୍କ କହିବା କଥା ଯେ ଫ୍ରିଜରେ ରଖାଯିବା କାରଣରୁ ବସ୍ତୁର ସ୍ବାଦ ଗାୟବ ହୋଇପାରେ କିମ୍ବା ସେହି ବସ୍ତୁ ଅଧିକ ସମୟ ଜୀବିତ…

କେମିତି ଜନ୍ମ ହୋଇଥାନ୍ତି କିନ୍ନର ? ଏମିତି ରହସ୍ୟ ଯାହା ଆପଣଙ୍କୁ କରିବ ଆଶ୍ଚର୍ଯ୍ୟ

ଆପଣ ନିଜ ଆଖପାଖରେ କିମ୍ବା ଯାତ୍ରା କରିବା ସମୟରେ କିନ୍ନରମାନଙ୍କୁ ଦେଖିଥିବେ। ବସ ଏବଂ ଟ୍ରେନରେ କିନ୍ନରମାନଙ୍କୁ ନିଶ୍ଚୟ ଦେଖିଥିବେ। ଏମାନଙ୍କୁ ସାଧାରଣତଃ ରାସ୍ତାରେ ଟଙ୍କା ସଂଗ୍ରହ କରୁଥିବାର ବା ନାଚ ଗୀତ କରୁଥିବାର ଦେଖିଥିବେ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏହି କିନ୍ନର ମାନେ…

ଯଦି ଆପଣଙ୍କ ପାଖରେ ରହିଛି ୫ କିମ୍ବା ୧୦ ଟଙ୍କାର ଏହି ମୁଦ୍ରା, ତେବେ ନିଶ୍ଚୟ ପଢ଼ନ୍ତୁ ଏହି ରିପୋର୍ଟ

ଆଜିର ସମୟରେ ସବୁ ଲୋକ ମାନେ ଧନୀ ହେବା ପାଇଁ ଇଚ୍ଛା ରଖିଥାନ୍ତି। ଧନୀ ହେବା ପାଇଁ ଲୋକ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଏତେ ପରିଶ୍ରମ ପରେ ମଧ୍ୟ ଲୋକମାନେ ତାଙ୍କ ମନମୁତାବକ ଧନ ପ୍ରାପ୍ତି ହୋଇଥାଏ। ପାରିଶ୍ରମ ପରେ ମଧ୍ୟ ଧନ ପ୍ରାପ୍ତି ନହେବା କାରଣରୁ ଲୋକଙ୍କର ସ୍ବପ୍ନ ମଧ୍ୟ ଅଧୁରା…