ଅଯୋଧ୍ୟାରେ ଶ୍ରୀରାମଙ୍କ ୧୫୧ ମିଟର ଉଚ୍ଚର ମୂର୍ତ୍ତିର ମଡେଲ କରାଗଲା ଜାରି

ଅଯୋଧ୍ୟା : ମହାପ୍ରଭୁ ଶ୍ରୀରାମଙ୍କ ବିଶାଳ ମୂର୍ତ୍ତିର ମଡେଲ ଜାରି କରାଯାଇଛି। ଶ୍ରୀରାମଙ୍କ ଏହି ମୂର୍ତ୍ତି ୧୫୧ ମିଟର ଉଚ୍ଚର ହେବ। ଏହାକୁ ଅଯୋଧ୍ୟାରେ ନିର୍ମାଣ କରାଯିବ। ଏଥିରୁ ୫୦ମିଟର ଏହାର ପେଡେଷ୍ଟାଲ ରହିବ। ସେହିଭଳି ମୂର୍ତ୍ତିର ଛତ୍ର ୨୦ମିଟର ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ଦିନକ ପରେ ହକି ମହାସମରର ଉଦଘାଟନୀ ଉତ୍ସବ,ପହଞ୍ଚୁଛନ୍ତି ବିଭିନ୍ନ ଦେଶର ଖେଳାଳି

ଭୁବନେଶ୍ବର (କେନ୍ୟୁଜ୍) : ଦିନକ ପରେ ହକି ମହାସମରର ଉଦଘାଟନୀ ଉତ୍ସବ । ପହଞ୍ଚିବାରେ ଲାଗିଛନ୍ତି ବିଭିନ୍ନ ଦେଶର ଖେଳାଳି। ପାକିସ୍ତାନ, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ ଓ ବେଲଜିୟମ ଟିମ ଗତକାଲି ଆସି ପହଞ୍ଚିଛନ୍ତି । ପାକିସ୍ତାନରୁ ୧୮ ଜଣିଆ ଟିମ୍ ଆସି ପହଞ୍ଚିଛନ୍ତି । ଏହି ୧୮ ଜଣ ଭିତରେ…

ଲଗାତାର ୧୪ ବର୍ଷ ପର୍ଯ୍ଯନ୍ତ ଶୋଇରହିଥିଲେ ଲକ୍ଷ୍ମଣଙ୍କ ପତ୍ନୀ, ରାବଣର ପୁଅ ସହିତ ଜଡିତ ରହିଛି ରହସ୍ୟ

ହିନ୍ଦୁଧର୍ମରେ ଦୁଇଟି ଗ୍ରନ୍ଥକୁ ସବୁଠୁ ଅଧିକ ପ୍ରସିଦ୍ଧି ଦିଆଯାଇଛି ତାହା ହେଉଛି ମହାଭାରତ ଏବଂ ରାମାୟଣ। ମହର୍ଷି ବାଲ୍ମିକୀ ରାମାୟଣର ରଚନା କରିଥିଲେ। ରାମାୟଣର ମହାତ୍ମ୍ୟ ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି। ଏହି କଥାର ପ୍ରମୁଖ ପାତ୍ର ହେଉଛନ୍ତି ରାମ, ସୀତା, ଲକ୍ଷ୍ମଣ, ହନୁମାନ ଏବଂ…

ଯଦି ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଭୁଲି ଯାଇଛନ୍ତି, ତେବେ ଏହି ଦିନରେ ଦିଅନ୍ତୁ ଶ୍ରାଦ୍ଧ

ଯଦି ଆପଣ ପିତୃ ପୁରୁଷଙ୍କ ଶ୍ରାଦ୍ଧ ତିଥିକୁ ଜାଣିନାହାନ୍ତି । ଆପଣ ସମସ୍ତ ପିତୃ ପୁରୁଷଙ୍କ ତିଥିକୁ ମନେ ରଖିପାରିବେ ନାହିଁ। ତେବେ ପିତୃ ପୁରୁଷଙ୍କୁ ଶାନ୍ତି ଦେବା ପାଇଁ ପିତ୍ରୁ ବିସର୍ଜନ ଅମାବାସ୍ୟାରେ ଶ୍ରାଦ୍ଧ କରିବାର ନିୟମ ରହିଛି। ଏହି ଦିନରେ କୌଣସି ସାତ୍ତ୍ବିକ ଏବଂ ବିଦ୍ବାନ…

ଏହି ୫ ଭାରତୀୟ ମସଲା ବଢ଼ାଇ ପାରିବ ଆପଣଙ୍କ ସୁନ୍ଦରତା, ବ୍ୟବହାର କରି ଦେଖନ୍ତୁ

ତ୍ବଚାକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ଆପଣ ଦୈନ୍ୟନ୍ଦିନ ଖାଉଥିବା ଖାଦ୍ୟରେ କିଛି ମସଲାକୁ ସାମିଲ କରିପାରିବେ। ଏହି ମସଲା ଆପଣଙ୍କ ତ୍ବଚାକୁ ଚମକ କରିବା ସହିତ ତ୍ବଚା ସମ୍ବଦ୍ଧୀୟ ସମସ୍ୟାକୁ କମ୍ କରିଥାଏ। ତ୍ବଚାର ସୁନ୍ଦରତା ବଢ଼ାଇବା ପାଇଁ ପ୍ରାୟ ସମସ୍ତେ ଚାହିଁଥାନ୍ତି। କାରଣ ଏହା…

ବିବାହ ପାଇଁ ଝିଅ ଦେଖିବାକୁ ଯାଉଛନ୍ତି କି ? ତେବେ ଜାତକ ନୁହେଁ, ଆଙ୍ଗୁଠି ଦେଖନ୍ତୁ

ସମସ୍ତେ ନିଜ ଜୀବନରେ ଉତ୍ତମ ଜୀବନସାଥି ପାଇବାକୁ ଚାହାନ୍ତି। ବିବାହ ପାଇଁ ଜୀବନସାଥୀ ଖୋଜୁଥିଲେ ଆପଣଙ୍କୁ ଅନେକ ଦିଗକୁ ଦ୍ରୁଷ୍ଟି ଦେବାକୁ ପଡିଥାଏ। ଯଦି ଆପଣ ମଧ୍ୟ ଉତ୍ତମ ଜୀବନସାଥି ଖୋଜୁଛନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ। ଜ୍ୟେତିଷ ଶାସ୍ତ୍ର ଅନୁସାରେ ମହିଳାଙ୍କ…

ପିଲାଦିନରୁ ହୋଇଥିବା ମୋଟାପଣ ପାଇଁ ଭୋଗି ପାରନ୍ତି ଏହି ଗମ୍ଭୀର ରୋଗର ଶିକାର, ଚାଲିବା, ଦୌଡିବା ମଧ୍ୟ ହୋଇଥାଏ ମୁସକିଲ

ଏକ ନୂଆ ରିସଚ୍ଚର୍ରୁ ଜଣାପଡିଛି ଯେ ପିଲା ଦିନରୁ ମୋଟା ଥିବା ବ୍ୟକ୍ତିଙ୍କୁ ସ୍ଲିପ କ୍ୟାପିଟାଲ ଫୋମୋରଲ ଏପିଫିସିସ (SCFE) ନାମକ ଅଣ୍ଟା ସମ୍ବଦ୍ଧୀୟ ରୋଗର ଶିକାର ହୋଇପାରନ୍ତି। ଏସସିଏଫଇ କିଶୋର ମାନଙ୍କ ଠାରେ ଅଣ୍ଟା ସମ୍ବଦ୍ଧୀୟ ସାମାନ୍ୟ ରୋଗ ଅଟେ। ଏହି ରୋଗର ଚିକିତ୍ସା ପାଇଁ ସର୍ଜରୀ…

ଏଠାରେ ବିବାହ ପୂର୍ବରୁ ପୁରୁଷଙ୍କୁ ଦେବାକୁ ପଡିଥାଏ ପୁରୁଷତ୍ବର ପ୍ରମାଣ

ବିବାହକୁ ଦୁନିଆର ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଅଂଶ ବୋଲି କୁହାଯାଏ। ଏହାକୁ ପବିତ୍ର ବନ୍ଧନ ବୋଲି ମଧ୍ୟ କୁହାଯାଏ। ଏହା କେବଳ ସ୍ତ୍ରୀ ଏବଂ ପୁରୁଷଙ୍କର ମିଳନ ହୋଇନଥାଏ ବରଂ ଦୁଇଟି ପରିବାରରର ମଧ୍ୟ ମିଳନ ହୋଇଥାଏ। କିନ୍ତୁ ଏହି ପବିତ୍ର ବନ୍ଧନକୁ କିଛି ଲୋକ ନିଜର ସୌଉକ ମେଣ୍ଟାଇବା ପାଇଁ ମଧ୍ୟ…

ପୂଜାରେ ଭୁଲରେ ମଧ୍ୟ ଚଢ଼ାନ୍ତୁ ନାହିଁ ଏହି ଫଳ, ନଚେତ ଭୋଗିପାରନ୍ତି ଦୁର୍ଦ୍ଦଶା

ହିନ୍ଦୁ ଧର୍ମରେ ପୂଜା କରିବାକୁ ନେଇ ଅନେକ ନିୟମ ଏବଂ ପରମ୍ପରା ରହିଛି, ତାହାକୁ ପାଳନ କରିବା ବହୁତ ଜରୁରୀ ଅଟେ। ପୂଜା ପାଠର ନିୟମ ପାଳନ କରିବା ସହିତ ସାବଧାନତାକୁ ଧ୍ୟାନ ରଖିବା ବହୁତ ଆବଶ୍ୟକ ଅଟେ। ଯଦି ଆମେ ଏହି ସବୁ ନିୟମରେ ସାବଧାନତା ଉପରେ ଧ୍ୟାନ ନରଖିଲେ, ଆମେ ଅଜାଣତରେ ପାପର…

ସଠିକ୍‌ ଲାଳନ ପାଳନ ଦ୍ବାରା ବିକଶିତ ହୋଇଥାଏ ଶିଶୁଙ୍କ ମସ୍ତିଷ୍କ, ଜାଣନ୍ତୁ ଏହି ରିପୋର୍ଟରୁ

ପିଲାମାନଙ୍କର ଲାଳନ ପାଳନ କେଉଁ ପରିବେଶରେ କେଉଁଭଳି କରାଯାଉଛି ତାହାର ପ୍ରଭାବ ତାଙ୍କର ଭବିଷ୍ୟତ ଉପରେ ପକାଇଥାଏ। ପିଲାମାନଙ୍କର ମସ୍ତିଷ୍କର ବିକାଶ, ତାଙ୍କ ସହିତ ହେଉଥିବା ବ୍ୟବହାର ଉପରେ ନିର୍ଭର କରେ। ଉଚିତ ଭାବରେ ଲାଳନ ପାଳନ ହୋଇଥିବା ପିଲାଙ୍କ ମସ୍ତିଷ୍କ ଏବଂ ଭଲ ଭାବରେ ଲାଳନ ପାଳନ ହୋଇ…

ସିଙ୍ଗାପୁରରେ ଅନୁଷ୍କା ଶର୍ମାଙ୍କ ମହମ ମୂର୍ତ୍ତି : ଚିହ୍ନିଲେ, କିଏ ସତ ଓ କିଏ ପିତୁଳା ?

ମ୍ୟାଡାମ ତୁସାଦ ମ୍ୟୁଜିୟମରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି । ନାୟିକା ଅନୁଷ୍କା ଶର୍ମାଙ୍କର ଏକ ମହମର ପ୍ରତିମୂର୍ତ୍ତି ମ୍ୟାଡାମ ତୁସାଦ ମ୍ୟୁଜିୟମରେ ପ୍ରଦର୍ଶିତ ହେଉଛି। ଅନୁଷ୍କା ଗତ ସୋମବାର ଦିନ ସିଙ୍ଗାପୁରରେ ମ୍ୟାଡାମ ତୁସାଦଙ୍କ ମ୍ୟୁଜିୟମରେ ନିଜର ମହମ ପ୍ରତିମୂର୍ତ୍ତି ଦେଖିବାକୁ…

ଏହି ୫ ଲକ୍ଷଣ ଜଣାଇଥାଏ ଆପଣଙ୍କୁ କ୍ୟାନ୍ସର ହୋଇଛି କି ନାହିଁ, ପୂର୍ବରୁ ହୋଇଯାନ୍ତୁ ସାବଧାନ

କ୍ୟାନ୍ସର ଏକ ଗମ୍ଭୀର ଏବଂ ଭୟଙ୍କର ରୋଗ। କ୍ୟାନ୍ସର ପୀଡିତ ରୋଗୀ ମାନଙ୍କୁ ରୋଗର ସୂଚନା ବହୁତ ଡେରୀରେ ମିଳିଥାଏ। ଯେଉଁ କାରଣରୁ ଏହି ରୋଗରୁ ମୁକ୍ତି ପାଇବାର ସମ୍ଭାବନା ବହୁତ କମ୍ ରହିଥାଏ। କିନ୍ତୁ ଆମେ ଆମ ଶରୀରକୁ ଧ୍ୟାନ ଦେଇ କ୍ୟାନ୍ସରର ଲକ୍ଷଣ ସମ୍ପର୍କରେ ପୂର୍ବରୁ ଜାଣିପାରିବା। ଆସନ୍ତୁ…