ଫେସିଆଲ କରିବାର ଫାଇଦା ତ ଶୁଣିଥିବେ, କିନ୍ତୁ ଏବେ ଜାଣନ୍ତୁ ଏହାର କୁପରିଣାମ

ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ସବୁବେଳେ ଚାହିଁଥାନ୍ତି। ଏଥପାଇଁ ସେମାନେ ବହୁତ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି। ଅଧିକାଂଶ ମହିଳା ନିଜ ତ୍ବଚାର ଉଜ୍ଜ୍ବଳତା ପାଇଁ ପ୍ରାୟ ସମୟରେ ଫେସିଆଲ କରିଥାନ୍ତି। କେବଳ ମହିଳା ମାନେ ନୁହଁନ୍ତି ପୁରୁଷ ମାନେ ମଧ୍ୟ ଫେସିଆଲ…

ଘରୁ ବାସ୍ତୁ ଦୋଷ ହଟାଇବା ପାଇଁ ନିଶ୍ଚିତ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ସମସ୍ତଙ୍କ ଘରେ ବାସ୍ତୁ ଦୋଷ ରହିଥାଏ। ଏମିତିରେ ବହୁତ କମ୍ ଘର ରହିଛି ଯେଉଁଠି ବାସ୍ତୁ ଦୋଷ ନଥାଏ। ଯଦି ଆପଣଙ୍କୁ ଆପଣଙ୍କ ଘରେ ପ୍ରବେଶ କଲାବେଳେ ଶାନ୍ତି, ଆରାମର ଭାବନା ମନରେ ଆସିଥାଏ, ତେବେ ଆପଣଙ୍କ ଘରର ବାସ୍ତୁ ଶୁଭ ରହିଛି। କିନ୍ତୁ ଯଦି ଏମିତି ଭାବନା ଆପଣଙ୍କ ମନକୁ ଆସୁନଥାଏ…

ମଦ ପିଇବା ଦ୍ବାରା ଶରୀରରେ ହୋଇଥାଏ ଏହି ୯ ପରିବର୍ତ୍ତନ, ଜାଣନ୍ତୁ କଣ ?

ଖୁସିରେ ହେଉ ଅବା ଦୁଃଖ, ଲୋକମାନେ ସବୁ ମଉକାରେ ମଦ ପିଇଥାନ୍ତି। କିନ୍ତୁ ଏହି ମଦ ସେମାନଙ୍କ ଶରୀରରେ କିପରି ପ୍ରଭାବ ପକାଇଥାଏ, ଯଦି ଆପଣ ଜାଣିବେ ତେବେ ଲୋକମାନେ ଏହାକୁ ପୁର୍ନବାର ପିଇବା ଭୁଲିଯିବେ। ପ୍ରଥମ ପ୍ରଭାବ ପଡିଥାଏ ଦାନ୍ତ ଉପରେ : ମଦ ପିଇବା ସମୟରେ ଏହା ଦାନ୍ତ ଏବଂ ଗଳା ଉପରେ…

ଏଠାରେ ର୍କମଚାରୀଙ୍କ ଟାର୍ଗେଟ ପୂରା ନହେଲେ ପିଇବାକୁ ପଡ଼େ ନିଜ ପରିସ୍ରା, ଅାହୁରି ମଧ୍ୟ ରହିଛି ଅନେକ ଅଦ୍ଭୁତ ନିୟମ

କୌଣସି ବି କମ୍ପାନୀରେ କାମ କରିବାକୁ ହଲେେ ଅାପଣଙ୍କୁ କିଛି ନିୟମ ମାନିବାକୁ ପଡିଥାଏ। ଏହା ସହିତ ଅାପଣଙ୍କୁ କିଛି ଟାର୍ଗେଟ ପୂରା କରିବାକୁ ପଡିଥାଏ। ଯଦି ଅାପଣ ଏହି ଟାର୍ଗେଟ ପୂରା ନ କରନ୍ତି ତବେେ ଅାପଣଙ୍କର ଦରମା, ଉପୁରି ଏବଂ ପ୍ରମୋଶନ ରୋକିବା ଭଳି ଅନକେ ଦଣ୍ଡର ସାମ୍ନା କରିବାକୁ…

ଅଁଳା ନବମୀ : ଜାଣନ୍ତୁ କଣ ରହିଛି ଏହାର ମହତ୍ତ୍ବ ଏବଂ ନିୟମ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀକୁ ଅଁଳା ନବମୀ ଭାବରେ ଜଣାଯାଇଥାଏ। ଅଅଁଳା ନବମମୀକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ଏହା ପ୍ରକ୍ରୁତିକୁ କୃତଜ୍ଞତା ଜ୍ଞାପନ କରିବା ଭାରତୀୟ ସଂସ୍କୃତିର ପର୍ବ ଅଟେ। ଏହି ଦିନରେ ଅଅଁଳା ଗଛକୁ ପୂଜା କରି ପରିବାରର ଆରୋଗ୍ୟତା ଏବଂ ସୁଖ-ସମ୍ରୁଦ୍ଧି କାମନା…

ଏଠାରେ ସ୍ବାମୀଙ୍କ ମୃତ୍ୟୁ ପରେ ମହିଳାମାନେ ହୁଅନ୍ତି ନାହିଁ ବିଧବା, କାରଣ ଜାଣି ହେବେ ଆଶ୍ଚର୍ଯ୍ଯ

ଦୁନିଆ ବହୁତ ଅଜବ ଅଟେ। ଭାରତବର୍ଷରେ ବହୁତ ପ୍ରକାରର ପ୍ରଥା ରହିଛି। ଏହି ପ୍ରଥା ବେଳେବେଳେ ବହୁତ ଅଜବ ପ୍ରକାର ମଧ୍ୟ ରହିଥାଏ। ଭାରତରେ କିଛି ଗାଁ ଏମିତି ରହିଛି ଯେଉଁଠି ସେମାନେ ତିଆରି କରିଥିବା ପ୍ରଥା ଚାଲୁଛି, ଯେଉଁ ପ୍ରଥା ଆମ ପାଇଁ ବହୁତ ଅଜବ ଅଟେ। ଆଜି ଆମେ ଆପଣଙ୍କୁ ଏମିତି କିଛି ଗାଁ…

ଚଳିତ ବର୍ଷର ୫ଟି ଦମଦାର ସ୍ମାର୍ଟଫୋନ, କିଣିବାକୁ ଭାବୁଥିଲେ ଜାଣନ୍ତୁ ତାଲିକା

ଟେକ୍ନୋଲୋଜି ବହୁତ ଆଗକୁ ଗଲାଣି। ଏହି କାରଣରୁ ସମସ୍ତ ମୋବାଇଲ ନିର୍ମାତା କମ୍ପାନୀମାନେ ନିଜର ଦମଦାର ସ୍ମାର୍ଟଫୋନ ମାର୍କେଟକୁ ଛାଡୁଛନ୍ତି ଏବଂ ନିଜର ପ୍ରଡକ୍ଟ ବିକ୍ରୀ ହେବା ପାଇଁ ଅପଡେଟେଡ ଫିଚର ବିଶିଷ୍ଟ ସ୍ମାର୍ଟଫେୋନକୁ ଲଞ୍ଚ କରୁଛନ୍ତି। ଆଜି ଆମେ ଆଣଙ୍କୁ ଜଣାଇବାକୁ ଯାଉଛୁ ଚଳିତ ବର୍ଷର…

ଶିବଲିଙ୍ଗରେ ଭୁଲରେ ମଧ୍ୟ ଚଢ଼ାନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇଯିବେ ବରବାଦ

ଭୋଳାନାଥ ନିଜର ଭକ୍ତଙ୍କର ମନର କଥା ଜଲଦି ଶୁଣନ୍ତି। ମନ ଦେଇ ପୂଜା ଅର୍ଚ୍ଚନା କରିବା ଦ୍ବାରା ଭଗବାନ ଶିବ ଆପଣଙ୍କ ମନସ୍କାମନା ଶୀଘ୍ର ପୂରଣ କରିଥାନ୍ତି। କିନ୍ତୁ ଶିବଶଙ୍କରଙ୍କ ପୂଜା କରିବା ସମୟରେ କିଛି ନିୟମ ଉପରେ ନିଶ୍ଚିତ ଧ୍ୟାନ ଦେବାକୁ ପଡିଥାଏ। ଭଗବାନ ଶିବଙ୍କୁ ନେଇ ଏମିତି ଅନେକ କିଛି…

ମାଓବାଦୀଙ୍କ ‘ମୋଦି’ ହତ୍ୟା ଷଡ଼ଯନ୍ତ୍ର ମାମଲା, ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ପୁଣେ ପୋଲିସ୍

ପୁଣେ : ମାଓବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ। ଏହି ଯୋଜନା କିନ୍ତୁ ପଣ୍ଡ ହୋଇଥିଲା । ଏହି ମାମଲାରେ ପୁଣେ ପୋଲିସ ଗୁରୁବାର ଦିନ କିଛି ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ମାଓବାଦୀମାନେ ମୋଦିଙ୍କ ହତ୍ୟାର ଯୋଜନା ସହିତ ଦେଶ ବିରୁଦ୍ଧରେ…

କେଶ କୁଣ୍ଡେଇ ହେବା ସମସ୍ୟାକୁ ଚୁଟକିରେ ଦୂର କରନ୍ତୁ, ଜାଣନ୍ତୁ ଏହାର ଉପାୟ

ଶୀତ ଋତୁରେ ଶରୀର ଉପରେ ବିଶେଷ ପ୍ରଭାବ ପଡିଥାଏ। ଏହା ଚର୍ମକୁ ଶୁଷ୍କା କରିଦିଏ ଏବଂ ରୁକ୍ଷ କରିଦିଏ। ଏହା ସହିତ ସବୁଠୁ ବଡ ସମସ୍ୟା ହୋଇପଡେ କେଶରେ ରୂପୀ ସମସ୍ୟା। ଏହି କାରଣରୁ ସବୁବେଳେ କେଶ କୁଣ୍ଡେଇ ହୋଇଥାଏ। ଯେଉଁ କାରଣରୁ ଆପଣ ଅନେକ ଯାଗଗାରେ ଲଜ୍ଜିତ ହୋଇଥାନ୍ତି। ଯଦି ଆପଣ ମଧ୍ୟ ଏହି…

ଆପଣଙ୍କର ଏହି ଛୋଟ ଭୁଲ ହୋଇଥାଏ ବ୍ରେକଅପର କାରଣ !

ଆପଣ ବୁଝି ପାରନ୍ତି ନାହିଁ କିନ୍ତୁ ଆପଣଙ୍କ ଛୋଟ ଛୋଟ ଭୁଲ ପାଇଁ ଆପଣଙ୍କ ପ୍ରେମିକା ଆପଣଙ୍କଠୁ ଦୂରେଇ ଯାଆନ୍ତି। ଯଦି ଆପଣ ବର୍ତ୍ତମାନ ଠାରୁ ଏହି ସବୁ କଥା ଉପରେ ଧ୍ୟାନ ଦେବେ ନାହିଁ ତେବେ ପରେ ଏହା ବ୍ରେକଅପର କାରଣ ହୋଇଯିବ। ସବୁ ପ୍ରେମିକା ମାନେ ନିଜର ପ୍ରେମିକର ସାଥ୍ ଚାହିଁଥାନ୍ତି।…

ହ୍ୟାଣ୍ଡସମ୍ ଲୁକ୍ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ୭ ଟିପ୍ସ

କେବଳ ନାରୀମାନେ ନୁହନ୍ତି, ପୁରୁଷମାନେ ମଧ୍ୟ ନିଜ ଚେହେରାର ଯତ୍ନ ନେଇ ହ୍ୟାଣ୍ଡସମ ଲୁକ୍ ପାଇ ପାରିବେ। ଏଥିପାଇଁ ସେମାନଙ୍କୁ କିଛି ଟିପ୍ସ ପ୍ରତି ଧ୍ୟାନ ଦେବାକୁ ପଡିବ। ଏହି ଟିପ୍ସକୁ ଆପଣେଇ ପୁରୁଷମାନେ ନିଜ ଲୁକକୁ ପୂରାପୂରି ବଦଳାଇ ପାରିବେ। ଜିନ୍ସ : ଭଲ ଦେଖାଯିବା ପାଇଁ ଜିନ୍ସ ଏବଂ…