ଜାଣନ୍ତୁ କିପରି ଚିହ୍ନିବେ ଅସଲି ଓ ନକଲି ରୁଦ୍ରାକ୍ଷ ମଧ୍ୟରେ ପାର୍ଥକ୍ୟ

ରୁଦ୍ରାକ୍ଷର ମାଳି ପିନ୍ଧିଲେ ମନୁଷ୍ୟ ବହୁତ ରୋଗର ପ୍ରଭାବରୁ ନିଜକୁ ରକ୍ଷା କରିପାରିବ। ଏହା ସହିତ ଏହାକୁ ଧାରଣ କରିବା ଦ୍ବାରା ମନୁଷ୍ୟକୁ ବହୁତ ଉନ୍ନତି ମିଳିଥାଏ। ରୁଦ୍ରାକ୍ଷ ମାଳିକୁ ପିନ୍ଧିବାରେ ରହିଛି କିଛି ବିଶେଷ ନିୟମ। ଏହି ମାଳି ଅନ୍ୟ ମାଳି ଠାରୁ ବହୁତ ଅଲଗା । ଆଜିକାଲିର…

ଛଣା ତେଲକୁ ଆଉଥରେ ବ୍ୟବହାର କରନ୍ତୁ ନାହିଁ, ନହେଲେ ଭୋଗିବେ ଭୟଙ୍କର ରୋଗ

ଅଜ୍ଞା ! ଗତକାଲି ସନ୍ଧ୍ୟାରେ ଆପଣ ବଜାରରେ କିଛି ସୁଆଦିଆ ବରା ଖାଇ ଦେଇ ଆସିଥିଲେ । ହେଲେ ରାତିକୁ ଆଉ ଭୋକ ହେଲା ନାହିଁ କି ନିଦ ବି ହେଲା ନାହିଁ । ସକାଳୁ ମଧ୍ୟ ଭାରି ଅଶ୍ବସ୍ତି ଲାଗିଲା । କାରଣ କଣ ଜାଣନ୍ତି ? ଏସିଡିଟି । ତେବେ ଏଭଳି କାହିଁକି ହେଲା । ଚାଲନ୍ତୁ ଜାଣିବା ଏହାର କାରଣ ।…

ବିମାନ ଯାତ୍ରୀଙ୍କ ଅଜବ ଦାବିର କିଭଳି ଜବାବ ଦେଲେ ଏୟାର ହୋଷ୍ଟେସ

ଦୁନିଆରେ ବିଭିନ୍ନ ଚ୍ୟାଲେଞ୍ଜପୂର୍ଣ୍ଣ ଚାକିରି ମଧ୍ୟରେ ଏୟାର ହୋଷ୍ଟେସ ପେସାକୁ ମଧ୍ୟ ସାମିଲ କରାଯାଇଥାଏ। ଭୂମିଠାରୁ ହଜାର ହଜାର ଫୁଟ ଉପରେ ରହି ଏୟାର ହଷ୍ଟେସମାନେ ଯାତ୍ରୀମାନଙ୍କର ଆବଶ୍ୟକତାକୁ ପୂର୍ଣ୍ଣ କରିବା ସହିତ ସେମାନଙ୍କର ଛୋଟ ମୋଟ ଦୁଷ୍ଟାମୀ ଏବଂ ଅଭଦ୍ରତାକୁ ମଧ୍ୟ ବିନମ୍ରତାର…

ଆଜିଠୁ ରାମଙ୍କ ତୀର୍ଥ ବୁଲାଇବ ଶ୍ରୀରାମାୟଣ ଏକ୍ସପ୍ରେସ୍, ଭାରତରୁ ଶ୍ରୀଲଙ୍କା

ଭାରତୀୟ ରେଳବାଇ ପକ୍ଷରୁ ଆଜି ଠାରୁ ଶୁଭାରମ୍ଭ ହେଉଛି ଶ୍ରୀରାମାୟଣ ଏକ୍ସପ୍ରେସ। ଏହି ପ୍ରଥମ ଟ୍ରେନଟି ଦିଲ୍ଲୀର ସଫଦରଜଙ୍ଗ ରେଲୱେ ଷ୍ଟେସନରୁ ବାହାରିବ। ୧୬ ଦିନର ଯାତ୍ରାରେ ଭଗବାନ ରାମଙ୍କ ଜୀବନକୁ ନେଇ ଜଡିତ ସବୁ ସ୍ଥାନକୁ ଲୋକମାନେ ଏହି ରେଳ ଯାତ୍ରା ସମୟରେ ଦର୍ଶନ କରିପାରିବେ। ଭାରତରୁ…

ହଜି ଯାଇଥିବା ଆତ୍ମବିଶ୍ବାସକୁ ବଢ଼ାଇବ ଏହି ଗଣେଷ ମୁଦ୍ରା

ଆତ୍ମବିଶ୍ବାସର ଅଭାବ ମଣିଷକୁ ସରଳ କାମକୁ ମଧ୍ୟ ଜଟିଳ କରିଦେଇଥାଏ। ଗଣେଷ ମୁଦ୍ରାରେ ଯେତେବେଳେ ହାତର ମୁଠି କରି ହାତକୁ ବାମ-ଡାହାଣ, ଉପର-ତଳ କରିବେ ତେବେ ଛାତି ଚଉଡା ହୋଇଥାଏ ଏବଂ ଫୁସଫୁସର ବିସ୍ତାର ହୋଇଥାଏ। ଏହି ମୁଦ୍ରାକୁ କରିବା ଦ୍ବାରା ଏହା ଜଟିଳ କାମକୁ ସରଳ କରିବାର ଆତ୍ମବିଶ୍ବାସ…

କେବଳ ନାରୀ ନୁହଁ ପୁରୁଷମାନେ ମଧ୍ୟ ନିଜ ତ୍ବଚାକୁ କରିପାରିବେ ଉଜ୍ବଳ, ଜାଣନ୍ତୁ ଏହି ୫ ଟିପ୍ସ

ଆଜିକାଲି କେବଳ ନାରୀମାନେ ନୁହନ୍ତି ପୁରୁଷମାନେ ମଧ୍ୟ ନିଜ ସ୍କିନକୁ ନେଇ ବହୁତ ସଚେତନ ହେବାକୁ ଲାଗିଲେଣି। ମାର୍କେଟରେ ପୁରୁଷମାନଙ୍କ ପାଇଁ ବହୁତ ପ୍ରଡକ୍ଟସ ଆସିଲାଣି କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ଡେଲି ରୁଟିନରେ ଅଳ୍ପ ଉପକରଣକୁ ବ୍ୟବହାର କରି ଆପଣ ମଧ୍ୟ ନିଜର ତ୍ବଚାକୁ ଚମକାଇ ପାରିବେ।…

ସାରା ଦୁନିଆରେ ଚର୍ଚ୍ଚାରେ ରହିଥିବା ଏହି ବିରଳ ବତକ, ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ରତା

ଏ ଦୁନିଆରେ ଅନେକ କିଛି ଆଶ୍ଚର୍ଯ୍ୟଜନକ କଥା ଅଛି ଯାହା ଏବେବି ଆମ ନଜର ଆଢୁଆଳରେ ରହିଯାଇଛି । ଯଦି ସାମନାକୁ ଆସେ ତେବେ ଚକିତ ହେବା ସୁନିଶ୍ଚିତ । ଏମିତି କିଛି ଘଟଣା ନିକଟରେ ଆମେରିକାରେ ନ୍ୟୁୟର୍କ ସହରରେ ଘଟିଛି । ଏଠାକାର ଏକ ପ୍ରସିଦ୍ଧ ପାର୍କରେ ଏକ ଅତି ସୁନ୍ଦର ଓ ବିରଳ ବତକ ଦେଖିବାକୁ…

ଏଠାରେ ଭକ୍ତଙ୍କର ଚିକିତ୍ସା କରୁଛନ୍ତି ‘ଡା. ହନୁମାନ’, କର୍କଟ ରୋଗକୁ ମଧ୍ୟ କରିଥାନ୍ତି ଦୂର

ଏମିତି ଏକ ମନ୍ଦିର ରହିଛି ଯେଉଁଠି ପ୍ରଭୁ ହନୁମାନ ଡାକ୍ତରଙ୍କ ରୂପରେ ପୂଜା ପାଇଥାନ୍ତି। ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି ସତ। କୁହାଯାଏ ଯେ ଏହି ମନ୍ଦିରରେ ସ୍ବୟଂ ହନୁମାନ ନିଜର ଏକ ଭକ୍ତଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ହୋଇ ଆସିଥିଲେ। ଏହି ମନ୍ଦିର ସହିତ ଲକ୍ଷ ଲକ୍ଷ ଲୋକଙ୍କ ଆସ୍ଥା ଯୋଡ଼ି…

ହାତରେ ହାତ ରଖି ଏୟାରପୋର୍ଟ ପହଞ୍ଚିଲେ ଦୀପିକା-ରଣବୀର

ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ୧୪-୧୫ ନଭେମ୍ବରରେ ହଟେଲୀରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଯୋଡି ହଟେଲୀକୁ ଯିବା ପାଇଁ ବାହାରି ସାରିଲେଣି। ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଦୁହେଁ ହାତରେ ହାତ ଧରି ଯିବାର ନଜର ଆସିଥିଲେ। ଦୁହେଁ ଧଳା ରଙ୍ଗର ପୋଷାକ ପରିଧାନ…

ଦୀପ ଜଳାଇବା ପରେ ନିଶ୍ଚିତ ଜପ କରନ୍ତୁ ଏହି ମନ୍ତ୍ର, ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା

ହିନ୍ଦୁ ଧର୍ମରେ ପୂଜା କରିବା ସମୟରେ ଦୀପ ଜଳାଇବା ବହୁତ ଶୁଭ ବୋଲି ଧରାଯାଏ। ଏହା ମଧ୍ୟ କୁହାଯାଏ ଯେ ଯେଉଁ ବ୍ୟକ୍ତି ନିଜ ଘରେ ସବୁଦିନ ପୂଜା କରିବା ସମୟରେ କିମ୍ବା ସବୁଦିନ ଦୀପ ଜଳାଇଥାନ୍ତି ତାଙ୍କ ଘରେ କେବେବି ଅସୁବିଧା ସମସ୍ୟା ଆସି ନଥାଏ। ଘର ସବୁବେଳେ ସୁଖ, ଶାନ୍ତିରେ ଭରି ରହିଥାଏ। ଆଜି…

ସବୁଦିନ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି କି ? ପ୍ରତିଦିନ ଖାଆନ୍ତୁ ଏହି ୪ଟି ଜିନିଷ

ବିଭିନ୍ନ ପ୍ରକାରର ରୋଗରୁ ଲଢ଼ିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରହିବା ନିହତି ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ ଆପଣ କୌଣସି ପ୍ରକାରର ରୋଗରେ ଶୀଘ୍ର ଆକ୍ରାନ୍ତ ହେବାର ଆଶଙ୍କା କମ ହୋଇଥାଏ । କାରଣ ଏହି ଶକ୍ତି ଆପଣଙ୍କୁ ବିଭିନ୍ନ…

ଘନ ଏବଂ ଆକର୍ଷଣୀୟ ଦାଢ଼ି ଚାହୁଁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲି ‘ବେୟର୍ଡ ଲୁକ’ ବହୁତ ଟ୍ରେଣ୍ଡରେ ରହିଛି। ଫିଲ୍ମ ଷ୍ଟାର ହୁଅନ୍ତୁ କିମ୍ବା ସାଧାରଣ ମଣିଷ ସମସ୍ତଙ୍କ ପାଖରେ ଏହାର କ୍ରେଜ୍ ବହୁତ ବଢ଼ି ଗଲାଣି। ତେବେ ବହୁତ ଏମିତି ଲୋକ ଏହି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ଯେଉଁ ମାନଙ୍କର ଘନ ଦାଢ଼ି ହେଉନାହିଁ। ଏହି କାରଣରୁ ଚିନ୍ତିତ ଥିବା…