ତୈମୂର ଭଳି ସ୍ବାସ୍ଥ୍ୟବାନ ଏବଂ ସୁନ୍ଦର ହୋଇପାରିବ ଆପଣଙ୍କର ପିଲା, କରୀନା ନିଜେ ଜଣାଇଛନ୍ତି ଏହାର ସୂଚନା
କରୀନା ଏବଂ ସୈଫଙ୍କର ପୁଅ ତୈମୁର ଅଲ୍ଳୀ ଖାନ ସବୁବେଳେ ନିଜର କ୍ୟୁଟନେସ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି। ଯେତେବେଳେ ସେ ଘରୁ ବାହାରକୁ ବାହାରନ୍ତି ତେବେ ମିଡିଆ ତାଙ୍କ ଫଟୋ ନେବାକୁ ପଛରେ ଲାଗିଯାନ୍ତି। ଏମିତି ହେବା ମଧ୍ୟ ସ୍ବାଭାବିକ, କାରଣ ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ତୈମୁରର…