Below header

ବ୍ରହ୍ମପୁର ଷ୍ଟେସନରେ ଅଗ୍ନିକାଣ୍ଡ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭିଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ ଟ୍ରେନ୍

ବ୍ରହ୍ମପୁର (କେନ୍ୟୁଜ୍) : ଷ୍ଟେସନରେ ଅଗ୍ନିକାଣ୍ଡ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ୍ ଟ୍ରେନ୍ । ଭିଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ ଟ୍ରେନ୍ ବଗିରେ ଅଗ୍ନିକାଣ୍ଡ ଘଟିଥିଲା। ବ୍ରହ୍ମପୁର ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଏସ୍-୩ ବଗିରେ ନିଆଁ ଲାଗିଯାଇଥିଲା । ବ୍ୟାଟେରୀ ବକ୍ସରୁ ଧୂଆଁ…

ପିପିଲି : ପ୍ରେମୀ ଜୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପିପିଲି (କେନ୍ଯୁଜ୍) : ପ୍ରେମୀ ଜୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପିପିଲି ମଙ୍ଗଳପୁର ନିକଟ ରାଇଗରପୁର ଗାଁର ଏକ ବିଲ ମଝିରୁ ମୃତଦେହ ମିଳିଛି। ଉଭୟ ଯୁବକ ଓ ଯୁବତୀଙ୍କ ଘର ପାଖ ଗାଁ ମଙ୍ଗଳପୁର ନିକଟରେ। ହତ୍ୟା କି ଆତ୍ମହତ୍ୟା ସେନେଇ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ବାଜପେୟୀ ହେଉଛନ୍ତି ଆଦର୍ଶବାଦ ଓ ସହନଶୀଳତାର ପ୍ରତୀକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର (କେନ୍ୟୁଜ୍) : ଜୀଇଁଥିବା ଥାଏ ଯୋଡ଼ିଲେ । ମୃତ୍ୟୁ ପରେ ବି ଏକାଠି କଲେ । ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଦଳୀୟ ସ୍ମୃତିସଭାରେ ଏକାଠି ହେଲେ ସବୁ ଦଳର ବରିଷ୍ଠ ନେତା । ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ଯୋଗ ଦେଇଥିଲେ…

ଶ୍ରେଷ୍ଠ ବିଧାୟକଙ୍କୁ ସମ୍ମାନ : ୨୦୦୯ରୁ ୨୦୧୬ ଯାଏଁ ଏକକାଳୀନ ସମ୍ମାନିତ ହେଲେ ୨୪ ଜଣ

ଭୁବନେଶ୍ବର : ବିଧାନସଭାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଧାୟକ ସମ୍ମାନୀତ। ୨୦୦୯ରୁ ୨୦୧୬ ପର୍ୟ୍ୟନ୍ତ ଆଠ ଜଣଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନିତ କରାଯାଇଛି।  ୨୦୦୯ ପାଇଁ ବିଷ୍ଣୁଚରଣ ଦାସ, ୨୦୧୦ ପାଇଁ ଅରୁଣ କୁମାର ସାହୁ, ୨୦୧୧ ପାଇଁ ପ୍ରଭାତ କୁମାର ବିଶ୍ୱାଳ, ୨୦୧୨ ପାଇଁ…

କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ୭୨ତମ ସ୍ୱାଧୀନତା ଦିବସ

ଭୁବନେଶ୍ବର (କେ ନ୍ଯୁଜ୍) : କିଟ୍ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ୭୨ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ସଂଗୀତ ଗାନ କରିଥିଲେ ଉପସ୍ଥିତ ଛାତ୍ରଛାତ୍ରୀ ।…

ରାଜ୍ୟ ଟାଇକୋଣ୍ଡା ଚାମ୍ପିୟନସିପ୍‌ରେ କଟକ ଚାମ୍ପିଅନ୍‌

କଟକ (କେନ୍ୟୁଜ୍‌) କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଉଦ୍‌ଯାପିତ ହୋଇଛି ୩୩ତମ ଓଡ଼ିଶା ଟାଇକୋଣ୍ଡା କ୍ୟୋରୁଗି ଚାମ୍ପିୟନସିପ୍‌ ଓ ଷଷ୍ଠ ତମ ଓଡ଼ିଶା ଷ୍ଟେଟ ଟାଇକୋଣ୍ଡା ପୁମାସେ ଚାମ୍ପିୟନସିପ୍‌। ଚାରି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ପ୍ରାୟ ୭୦୦…

ବାଲେଶ୍ୱର କଂଗ୍ରେସର ଜନଜାଗୃତି ପଦଯାତ୍ରା

ଭୁବନେଶ୍ୱର : ବାଲେଶ୍ୱର କଂଗ୍ରେସର ଜନଜାଗୃତି ପଦଯାତ୍ରା । ଜିଲ୍ଲାର କଂଗ୍ରେସ କର୍ମୀମାନେ ଜିଲ୍ଲା କଂଗ୍ରେସ ସଭାପତି ଅରଜିତ ପ୍ରସାଦଙ୍କ ନେତୃତ୍ୱରେ ବାଲେଶ୍ୱରରୁ ପଦଯାତ୍ରା କରି ଭୁବନେଶ୍ୱର ଆସି ପହଞ୍ଚିଥିଲେ । ଏଠାରେ ସେମାନେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିବା ପରେ…

ମହିଳାଙ୍କ ଶବକୁ ମିଳିଲାନି କାନ୍ଧ : ସାମାଜିକ ବାସନ୍ଦ ଯୋଗୁଁ ବୁହା ହେଲେ ସାଇକେଲରେ

ବୌଦ୍ଧ : ମୃତ୍ୟୁ ପରେ ବି ହଟିଲାନି ସାମାଜିକ କଟକଣା । ଶବକୁ ମିଳିଲାନି କାନ୍ଧ । ଶେଷରେ ସାଇକେଲରେ ବୁହାହେଲା ଶ୍ମଶାନକୁ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କୃଷ୍ଣପାଲି ଗାଁରେ । ଗତକାଲି ଝାଡାବାନ୍ତିରେ ଜଣେ ୪୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିଲା । ମହିଳା ଜଣଙ୍କୁ…

ବରଗଡ଼: ୧୨ଘଣ୍ଟିଆ ଭଟଲି ବନ୍ଦ

ବରଗଡ଼ : ୧୨ଘଣ୍ଟିଆ ଭଟଲି ବନ୍ଦ। ରାଜ୍ୟ BJP ଯୁବମୋର୍ଚ୍ଚା ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଗିରଫଦାରୀକୁ ବିରୋଧ କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଛି। ତେବେ ଗାଡି ଚଳାଚଳ ସ୍ୱାଭାବିକ ରହିଛି। କର୍ମୀମାନେ ସକାଳୁ ସକାଳୁ…

ଆଜି ଶତାବ୍ଦୀର ସବୁଠୁ ବଡ଼ ଚନ୍ଦ୍ରଗ୍ରହଣ

ଆଜି ଆଷାଢ଼ ପୂର୍ଣ୍ଣିମା। ଗୁରୁପୂର୍ଣ୍ଣିମା। କେତୁଗ୍ରସ୍ତ ଆକାଶଗ୍ରାସ ଚନ୍ଦ୍ରଗ୍ରହଣ। ଶତାବ୍ଦୀର ସବୁଠୁ ବଡ଼ ଚନ୍ଦ୍ରଗ୍ରହଣ। ଏକ ଘଣ୍ଟା ୪୩ ମିନିଟ ଧରି ଏହା ସଂଘଟିତ ହେବ। ସାରାଦେଶରେ ଏହା ଦୃଶ୍ୟମାନ ହେବ। ରାତି ୧୧ଟା ୫୩ ମିନିଟ ୪୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ରାତି ୩ଟା ୪ମିନିଟ ୩…

ଗୋପ-କୋଣାର୍କରେ ଦୁଇ ବାଇକ୍ ମୁହାଁମୁହିଁ

ପୁରୀ: ଗୋପ-କୋଣାର୍କ ରାସ୍ତାର ଫାୟାର ଷ୍ଟେସନ ଛକ ନିକଟରେ ଦୁର୍ଘଟଣା। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଆହତ ହୋଇଛନ୍ତି ୩ ଜଣ। ମୃତକ ହେଲେ ଆଠଗଡ଼ ଥାନା ରାସୋଳ ଗାଁର ପ୍ରଦୀପ୍ତ ସାହୁ। ସାଙ୍ଗମାନଙ୍କ ସହ ପ୍ରଦୀପ କୋଣାର୍କ ଯାଉଥିଲେ। ରାସ୍ତାରେ ଏକ…