ମୃତ୍ୟୁଭୋଜନ କଲେ ହୋଇଥାଏ ଏହି ସମସ୍ୟା, ମହାଭାରତରେ ଅଛି ଉଲ୍ଲେଖ

ବାସ୍ତୁଶାସ୍ତ୍ର ଏକ ବିଜ୍ଞାନ ଅଟେ ଯାହା ଦିଗ ଏବଂ ଆପଣଙ୍କ ଆଖ ପାଖରେ ମହଜୁଦ ଥିବା ଜିନିଷରେ ଉତ୍ପନ ଉର୍ଜ୍ଜାର ପ୍ରଭାବକୁ ଜଣାଇଥାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଉର୍ଜ୍ଜା ଯଦି ଅନୁକୂଳ ରହେ ତେବେ ଆପଣଙ୍କ ପ୍ରଗତି ହେବ ଏବଂ ଏହି ଉର୍ଜ୍ଜା ଯଦି ପ୍ରତିକୂଳ ହେବ ତେବେ ସମସ୍ୟା ଆସିଥାଏ। ଏହା…

ଏହି ସବୁ କାରଣରୁ ମହିଳାମାନେ ମା ହେବା ସୁଖରୁ ବଂଚିତ ହୋଇଥାନ୍ତି, ଜାଣନ୍ତୁ କଣ ଏହାର ଉପଚାର

ମହିଳା ମାନଙ୍କ ପାଇଁ ନିଃସନ୍ତାନ ହେବା ଏକ ଭାରୀ ବୋଝ ଠାରୁ କମ୍ ହୋଇ ନଥାଏ। ଏହି ସମସ୍ୟା ପୁରୁଷ ମାନଙ୍କ ପାଖରେ ମଧ୍ୟ ଦେଖା ଯାଇଥାଏ, କିନ୍ତୁ ସେହି କଷ୍ଟରୁ ଯେତିକି କଷ୍ଟ ମହିଳା ମାନଙ୍କୁ ହୋଇଥାଏ ତାହାର କଳ୍ପନା କରିବା ବହୁତ ମୁସକିଲ। ମହିଳାମାନଙ୍କ ଠାରେ ଇନଫର୍ଟୀଲିଟୀ ବା ସନ୍ତାନହୀନତା…

ହିନ୍ଦୁସ୍ତାନ ଆକାଶରେ ପାକିସ୍ତାନ ହେଲିକପ୍ଟର, ଗୁଳିମାଡ଼ ପରେ ଫେରିଗଲା ପିଓକେ

ହିନ୍ଦୁସ୍ତାନ ଆକାଶରେ ପାକିସ୍ତାନ ହେଲିକପ୍ଟର। ଜାମ୍ମୁ ଓ କାଶ୍ମୀରର ପୁଞ୍ଛ ଜିଲ୍ଲାରେ ଆଜି ମଧ୍ୟାହ୍ନ ୧୨ ଟା ୧୦ ସମୟରେ, ପାକିସ୍ତାନ ପଟୁ ମାଡ଼ି ଆସିଥିଲା ଏହି ହେଲିକପ୍ଟର। ସୀମାରେ ମୁତୟନ ଥିବା ଏୟାର ସେଣ୍ଟ୍ରି ଗୁଳିମାଡ଼ କରିଥିଲେ। ସୂଚନା ମୁତାବକ ଏହାଏକ ବେସାମରିକ ହେଲିକପ୍ଟର ଥିଲା।…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ବୃଷ : ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ପରିବାରରେ ମନମିଳାଇ ଚଳିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଜି ଦିନଟି…

ବନ୍ଦ ହୋଇଯିବ ଦେଶର ୧୫୦୦ ଫାଇନାନ୍ସ କମ୍ପାନୀ, ତୁରନ୍ତ ଉଠାଇ ନିଅନ୍ତୁ ଟଙ୍କା

ବନ୍ଦ ହୋଇପାରେ ଦେଶର ୧୫୦୦ ଛୋଟ ଛୋଟ ଫାଇନାନ୍ସ କମ୍ପାନୀ । କୌଣସି ବି ମୁହୂର୍ତ୍ତରେ ରଦ୍ଦ ହୋଇପାରେ ଏହି ସବୁ କମ୍ପାନୀ ଗୁଡିକର ଲାଇସେନ୍ସ । ଏହା ଏଥିପାଇଁ ଯେ ଏହି କମ୍ପାନୀଗୁଡିକୁ ଯେଉଁ ବଡ଼ କମ୍ପାନୀ ସବୁ ଲୋନ୍ ଦେଇଛନ୍ତି ସେମାନଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇପଡିଛି । ନିବେଶକ…

ସିଟି ବସ୍‌ ଟର୍ମିନାଲରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ : ନିଜେ ଝାଡୁ ଚଳାଇଲେ ରାଜ୍ୟପାଳ

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ ସ୍ଥିତ ସିଟି ବସ୍‌ ଟର୍ମିନାଲରେ ସ୍ୱଚ୍ଛତା ହିଁ ସେବା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଏମସି ପକ୍ଷରୁ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ରାଜ୍ୟପାଳ ସାମିଲ…

ପିଜୁଳିଠୁ ବେଶି ଉପକାରୀ ଏହାର ପତ୍ର, ଚୁଟକିରେ କରିଦିଏ ସବୁ ପ୍ରକାର ରୋଗର ଛୁଟି

ଆମେ ଜାଣିଛେ ଯେ ପିଜୁଳି ବହୁତ ସ୍ବାଦିଷ୍ଟ ଏବଂ ବହୁତ ପ୍ରକାର ଗୁଣରେ ଭରପୁର ହୋଇଥାଏ । କିନ୍ତୁ କଣ ଆପଣ ଜାଣନ୍ତି ପିଜୁଳି ସହିତ ଏହାର ପତ୍ର ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ। ପିଜୁଳି ପତ୍ରରେ ପୋଟାସିୟମ,ଜିଙ୍କ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ। ପିଜୁଳି ପତ୍ରରେ ଅନେକ ପ୍ରକାର ରୋଗର…

ଏସିଆ କପ ସୁପର ଫୋର ମୁକାବିଲା, ଭାରତ-ଆଫଗାନିସ୍ତାନ ମ୍ୟାଚ ଟାଇ

ଦୁବାଇ(କେନ୍ଯୁଜ୍) : ଭାରତ -ଆଫଗାନିସ୍ତାନ ମ୍ୟାଚ ଟାଇ। ଏସିଆ କପ କ୍ରିକେଟ ସୁପର ଫୋର ମୁକାବିଲାରେ ଚମତ୍କାର ଖେଳ ପ୍ରଦର୍ଶନ କରି ଅନଭିଜ୍ଞ ଆଫଗାନ ଟିମ ଭାରତ ବିପକ୍ଷ ମ୍ୟାଚ ଟାଇ ରଖିବାରେ ସକ୍ଷମ ହୋଇଛି  ।  ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଥିଲା ଆଫଗାନିସ୍ତାନ । ମହମ୍ମଦ…

ଧାନ ବିକିବାର ୩ଦିନ ଭିତରେ ଚାଷୀଙ୍କୁ ମିଳିବ ପ୍ରାପ୍ୟ, ମୁଣ୍ଡପିଛା ୩ କ୍ୱିଣ୍ଟାଲ କାଟ୍‌ ବ୍ୟବସ୍ଥା ଉଚ୍ଛେଦ

ଭୁବନେଶ୍ବର (କେନ୍ଯୁଜ୍) : ଚଳିତ ବର୍ଷ ୫୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର। ଗତ ବର୍ଷଠାରୁ ୬ ଲକ୍ଷ ମେଟ୍ରିକ ଟନ୍‌ ଅଧିକ। ଏହାସହ ଭାଗ ଓ ନାମମାତ୍ର ଚାଷୀଙ୍କୁ ସୁବିଧା ଦେବା ଲାଗି ମୁଣ୍ଡ ପିଛା ୩ କ୍ୱିଣ୍ଟାଲ କାଟ୍‌ ବ୍ୟବସ୍ଥା ଉଚ୍ଛେଦ ହୋଇଛି।…

ବ୍ରହ୍ମପୁର ମେଡିକାଲରୁ ନବଜାତକ ଚୋରି ଅଭିଯୋଗ

ବ୍ରହ୍ମପୁର : ମେଡିକାଲରୁ ନବଜାତକକୁ ଚୋରି ଅଭିଯୋଗ । କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ରାମସା ନାରାୟଣପୁର ଗାଁର ଭିକାରି ନାହାକଙ୍କ ସ୍ତ୍ରୀ ଜ୍ୟୋତି ନାହାକ ଗତକାଲି ବଡମେଡିକାଲରେ ଏକ କନ୍ୟାକୁ ଜନ୍ମ ଦେଇଥିଲେ । ଜ୍ୟୋତିଙ୍କ ମାଆ ଶିଶୁ କନ୍ୟାକୁ ଟିକା ଦେବା ପାଇଁ ଆଉଟଡୋରକୁ ନେଇଥିଲେ ।…

ତାଳଚେର ସାର କାରଖାନା ପୁନରୁଦ୍ଧାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି, ସୁରକ୍ଷା କଡ଼ାକଡ଼ି

ସରିଛି ପ୍ରସ୍ତୁତି । ନୂଆ ଜୀବନ ପାଇବ ତାଳଚେର ସାର କାରଖାନା । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଅପେକ୍ଷା । ତାଙ୍କୁ ସ୍ୱାଗତ କରିବା ପାଇଁ ତାଳଚେର ସହର ସାରା ଲାଗିଛି ହୋର୍ଡିଂ । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି । କୋଇଲାରୁ ଗ୍ୟାସ ଅଧାରିତ ସାର କାରଖାନାର…

ହତ୍ଯାକାରୀ ସୁନ୍ଦରୀ !

ସୁନ୍ଦରୀ ଝାମ୍ପି ନେଲା । ମାରି ଦେଲା । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତକଙ୍କ ନାଁ କୈଳାସୀ ଗଡ଼ନାୟକ । ସାତକୋଶିଆ ଅଭୟାରଣ୍ୟର ହାତୀବାରି ନିକଟରେ ମହିଳାଙ୍କ ଉପରେ ଝାମ୍ପି ପଡ଼ିଥିଲା ବାଘୁଣୀ ସୁନ୍ଦରୀ । କୈଳସୀ ଛେଳି…