ଏସିଆ କପ ସୁପର ଫୋର ମୁକାବିଲା, ଭାରତ-ଆଫଗାନିସ୍ତାନ ମ୍ୟାଚ ଟାଇ

ଦୁବାଇ(କେନ୍ଯୁଜ୍) : ଭାରତ -ଆଫଗାନିସ୍ତାନ ମ୍ୟାଚ ଟାଇ। ଏସିଆ କପ କ୍ରିକେଟ ସୁପର ଫୋର ମୁକାବିଲାରେ ଚମତ୍କାର ଖେଳ ପ୍ରଦର୍ଶନ କରି ଅନଭିଜ୍ଞ ଆଫଗାନ ଟିମ ଭାରତ ବିପକ୍ଷ ମ୍ୟାଚ ଟାଇ ରଖିବାରେ ସକ୍ଷମ ହୋଇଛି  ।  ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଥିଲା ଆଫଗାନିସ୍ତାନ । ମହମ୍ମଦ…

ଧାନ ବିକିବାର ୩ଦିନ ଭିତରେ ଚାଷୀଙ୍କୁ ମିଳିବ ପ୍ରାପ୍ୟ, ମୁଣ୍ଡପିଛା ୩ କ୍ୱିଣ୍ଟାଲ କାଟ୍‌ ବ୍ୟବସ୍ଥା ଉଚ୍ଛେଦ

ଭୁବନେଶ୍ବର (କେନ୍ଯୁଜ୍) : ଚଳିତ ବର୍ଷ ୫୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର। ଗତ ବର୍ଷଠାରୁ ୬ ଲକ୍ଷ ମେଟ୍ରିକ ଟନ୍‌ ଅଧିକ। ଏହାସହ ଭାଗ ଓ ନାମମାତ୍ର ଚାଷୀଙ୍କୁ ସୁବିଧା ଦେବା ଲାଗି ମୁଣ୍ଡ ପିଛା ୩ କ୍ୱିଣ୍ଟାଲ କାଟ୍‌ ବ୍ୟବସ୍ଥା ଉଚ୍ଛେଦ ହୋଇଛି।…

ବ୍ରହ୍ମପୁର ମେଡିକାଲରୁ ନବଜାତକ ଚୋରି ଅଭିଯୋଗ

ବ୍ରହ୍ମପୁର : ମେଡିକାଲରୁ ନବଜାତକକୁ ଚୋରି ଅଭିଯୋଗ । କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ରାମସା ନାରାୟଣପୁର ଗାଁର ଭିକାରି ନାହାକଙ୍କ ସ୍ତ୍ରୀ ଜ୍ୟୋତି ନାହାକ ଗତକାଲି ବଡମେଡିକାଲରେ ଏକ କନ୍ୟାକୁ ଜନ୍ମ ଦେଇଥିଲେ । ଜ୍ୟୋତିଙ୍କ ମାଆ ଶିଶୁ କନ୍ୟାକୁ ଟିକା ଦେବା ପାଇଁ ଆଉଟଡୋରକୁ ନେଇଥିଲେ ।…

ତାଳଚେର ସାର କାରଖାନା ପୁନରୁଦ୍ଧାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି, ସୁରକ୍ଷା କଡ଼ାକଡ଼ି

ସରିଛି ପ୍ରସ୍ତୁତି । ନୂଆ ଜୀବନ ପାଇବ ତାଳଚେର ସାର କାରଖାନା । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଅପେକ୍ଷା । ତାଙ୍କୁ ସ୍ୱାଗତ କରିବା ପାଇଁ ତାଳଚେର ସହର ସାରା ଲାଗିଛି ହୋର୍ଡିଂ । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି । କୋଇଲାରୁ ଗ୍ୟାସ ଅଧାରିତ ସାର କାରଖାନାର…

ହତ୍ଯାକାରୀ ସୁନ୍ଦରୀ !

ସୁନ୍ଦରୀ ଝାମ୍ପି ନେଲା । ମାରି ଦେଲା । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତକଙ୍କ ନାଁ କୈଳାସୀ ଗଡ଼ନାୟକ । ସାତକୋଶିଆ ଅଭୟାରଣ୍ୟର ହାତୀବାରି ନିକଟରେ ମହିଳାଙ୍କ ଉପରେ ଝାମ୍ପି ପଡ଼ିଥିଲା ବାଘୁଣୀ ସୁନ୍ଦରୀ । କୈଳସୀ ଛେଳି…

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ଚମ୍ପୁଆ ବନ ବିଭାଗ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ଜିଲ୍ଳା ଚମ୍ପୁଆ ବନ ବିଭାଗ କର୍ମଚାରୀ ପବିତ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । କେନ୍ଦୁଝର-ବାଲେଶ୍ୱର ଭିଜିଲାନ୍ସ ବିଭାଗ ମିଳିତ ଭାବରେ ତାଙ୍କ ବାସଭବନ ଓ କାର୍ଯ୍ଯାଳୟ ଚଢାଉ କରିଥିବା ଜଣାପଡିଛି । ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୬ ଜଣିଆ ଟିମ…

ମାଡ଼ି ଆସୁଛି ଫ୍ଲୋରେନ୍ସ ଝଡ଼ : ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳ ସୁଦ୍ଧା ଆମେରିକା ଛୁଇଁବ

ମାଡ଼ି ଆସୁଛି ଫ୍ଲୋରେନ୍ସ ଝଡ଼ । ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳ ସୁଦ୍ଧା ଆମେରିକା ସ୍ପର୍ଶ କରିବା ପୂର୍ବାନୁମାନ କରାଯାଉଛି । ସାମୁଦ୍ରିକ ଝଡ଼ ଘଣ୍ଟାକୁ ୭୫ କିଲୋମିଟର ବେଗରେ ଗତି କରୁଛି । ଫ୍ଲୋରେନ୍ସ ଭୂଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୨୦ କିଲୋମିଟର ବେଗରେ ପବନ ବୋହିବା ସହ ପ୍ରବଳ…

୨୮ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ : ଆଜି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର (କେନ୍ଯୁଜ୍) : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ କର୍ମକର୍ତ୍ତାଙ୍କ ସହ ଆଜି ଆଲୋଚନା କରିବେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ମଞ୍ଚର ବିଭିନ୍ନ ଦାବି ଉପରେ ଆଲୋଚନା ହେବ । ଚାକିରୀ ସର୍ତ୍ତାବଳୀ, ପୂର୍ଣ୍ଣ ଅନୁଦାନ ଓ ସପ୍ତମ ବେତନ କମିସନ…

ତେଲେଙ୍ଗାନା କୋଣ୍ଡାଗାଟୁରେ ବଡ଼ ଧରଣର ବସ୍ ଦୁର୍ଘଟଣା : ୪୬ ମୃତ

ତେଲେଙ୍ଗାନା (କେନ୍ୟୁଜ୍) : କୋଣ୍ଡାଗାଟୁରେ ବଡ଼ ଧରଣର ବସ୍ ଦୁର୍ଘଟଣା । ଘାଟି ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ୪୬ଜଣଙ୍କ ମୃତ୍ୟୁ ହୋଇଛି । ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ୬୦ରୁ ଅଧିକ ଯାତ୍ରୀ ଥିଲେ ।…

ଏଣିକି ପୌରାଧ୍ୟକ୍ଷ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ, କ୍ୟାବିନେଟ୍ ମୋହର ଲାଗିଛି

ଭୁବନେଶ୍ବର (କେନ୍ଯୁଜ୍) : ଏଣିକି ପୌରାଧ୍ୟକ୍ଷ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ । ପୌର ଆଇନ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲାଗିଛି । ସେପ୍ଟେମ୍ବର ୩୦ ସୁଦ୍ଧା ୬୫ଟି ଓ ଡିସେମ୍ବର ୪ରେ ୨୦ଟି ପୌରାଞ୍ଚଳର ଅବଧି ସରୁଛି । କିନ୍ତୁ ଏ ସମୟ ମଧ୍ୟରେ ପୌରପାଳିକା ନିର୍ବାଚନ ହୋଇ ପାରିବ…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :ଆତ୍ମନିର୍ଭରଶୀଳ ହୁଅନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ମାନ ସମ୍ମାନ ପ୍ରାପ୍ତି ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ବୃଷ : ଅହଂକାର ତ୍ୟାଗ କରନ୍ତୁ । ପରିବାରର ସହଯୋଗ ମିଳିବ । ଧନଲାଭର ଯୋଗ ରହିଛି । ପରିବାରରେ ମନମିଳାଇ ଚଳନ୍ତୁ । ମିଥୁନ : ସ୍ୱାସ୍ଥ୍ୟର…

କଟକ ଅବକ।ରୀ ଫ୍ଲାଇଙ୍ଗ ସ୍କ୍ବାଡର ଚଢ଼ାଉ : ବ୍ରାଉନସୁଗାର ସହ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

ଖୋର୍ଦ୍ଧା (କେନ୍ଯୁଜ୍) : କଟକ ଅବକ।ରୀ ଫ୍ଲାଇଙ୍ଗ ସ୍କ୍ବାଡର ଚଢ଼ାଉ, ଖୋର୍ଦ୍ଧା ଟାଉନଥାନା ଅନ୍ତର୍ଗତ ଉଇଲକିଶନ ନଗରରୁ ୧୦୦ ଗ୍ରାମ୍ ବ୍ରାଉନସୁଗାର ସହ ୫୦ ହଜାର ଟଙ୍କା ଏବଂ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ,ଜଣେ ଗିରଫ। ସେହିପରି କଟକ ଗାନ୍ଧୀ ନଗର ଅଞ୍ଚଳରେ ଚଢ଼ାଉ କରି ୮ କେଜି ଗଞ୍ଜେଇ…