Below header

କଟକ ଅବକ।ରୀ ଫ୍ଲାଇଙ୍ଗ ସ୍କ୍ବାଡର ଚଢ଼ାଉ : ବ୍ରାଉନସୁଗାର ସହ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

ଖୋର୍ଦ୍ଧା (କେନ୍ଯୁଜ୍) : କଟକ ଅବକ।ରୀ ଫ୍ଲାଇଙ୍ଗ ସ୍କ୍ବାଡର ଚଢ଼ାଉ, ଖୋର୍ଦ୍ଧା ଟାଉନଥାନା ଅନ୍ତର୍ଗତ ଉଇଲକିଶନ ନଗରରୁ ୧୦୦ ଗ୍ରାମ୍ ବ୍ରାଉନସୁଗାର ସହ ୫୦ ହଜାର ଟଙ୍କା ଏବଂ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ,ଜଣେ ଗିରଫ। ସେହିପରି କଟକ ଗାନ୍ଧୀ ନଗର ଅଞ୍ଚଳରେ ଚଢ଼ାଉ କରି ୮ କେଜି ଗଞ୍ଜେଇ…

ବ୍ରହ୍ମପୁର : ଘରକୁ ଫେରିଲା ଲୋମଶ ଶିଶୁ କାହ୍ନା, ପ୍ରଥମ ପର୍ଯ୍ଯାୟ ଅସ୍ତ୍ରୋପଚାର ସଫଳ ପରେ କାହ୍ନା ସୁସ୍ଥ

ବ୍ରହ୍ମପୁର (କେନ୍ଯୁଜ୍) : ଘରକୁ ଫେରିଲା ଲୋମଶ ଶିଶୁ କାହ୍ନା । ପ୍ରଥମ ପର୍ଯ୍ଯାୟ ଅସ୍ତ୍ରୋପଚାର ସଫଳ ପରେ କାହ୍ନା ସୁସ୍ଥ ହୋଇଛି । ଗତ ଜୁଲାଇ ମାସ ୧୮ ତାରିଖରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ତାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦେଢ ମାସ ଧରି ଚିକିତ୍ସା ପରେ ନିଜ ଗାଁ…

ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ : ଆଜିଠୁ ତିନି ଦିନ ଧରି ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର (କେନ୍ଯୁଜ୍) : ଦିନକୁ ଦିନ ବଢ଼ି ଚାଲିଛି ତୈଳ ଦର । ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ । ଆଜିଠୁ ତିନି ଦିନ ଧରି ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ ଦଳ । ରାଜ୍ଯର ସବୁ ପ୍ରେଟ୍ରୋଲ ପମ୍ପ ଆଗରେ ଦିନ ୧୦ଟାରୁ ୧୨ ଯାଏ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଜନସଚେତନତା କରାଯିବ ।…

୨୨ ଦିନର ଆନ୍ଦୋଳନରେ ଦାବି ପୂରଣ ନ ହେବାରୁ ଆଜିଠୁ ସବୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ୍) : ଲୋୟର ପିଏମଜିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଦାବି ପୂରଣ ହୋଇ ନଥିବାରୁ ଆଜିଠୁ ସବୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ସଂଘ ।  ଆସନ୍ତାକାଲିଠୁ ସବୁ ବିଧାୟକଙ୍କ ସରକାରୀ…

ବାଙ୍କୀରେ ବନ୍ୟା ପରିସ୍ଥିତି : ହୁଳୁହୁଳା ପୋଲ ଉପରେ ୩ ଫୁଟର ପାଣି

କଟକ (କେନ୍ୟୁଜ୍) : ଉତ୍ତର ବାଙ୍କୀରେ ବନ୍ୟା ପରିସ୍ଥିତି । ସୁବର୍ଣ୍ଣପୁର ରତାଗଡ ରାସ୍ତାର ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଆଠଗଡ ପଟୁ ସୁବର୍ଣ୍ଣପୁର ଦେଇ ସଂଯୋଗ କରୁଥିବା ଉତ୍ତର ବାଙ୍କୀ ବ୍ଳକର ରତାଗଡ, ଗୋପାଳପୁର, ଲୋଚନପୁର, ବନ୍ଦାଳ ଓ ତିଗିରିଆ ବ୍ଲକର…

ବ୍ରହ୍ମପୁର ଷ୍ଟେସନରେ ଅଗ୍ନିକାଣ୍ଡ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭିଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ ଟ୍ରେନ୍

ବ୍ରହ୍ମପୁର (କେନ୍ୟୁଜ୍) : ଷ୍ଟେସନରେ ଅଗ୍ନିକାଣ୍ଡ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ୍ ଟ୍ରେନ୍ । ଭିଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ ଟ୍ରେନ୍ ବଗିରେ ଅଗ୍ନିକାଣ୍ଡ ଘଟିଥିଲା। ବ୍ରହ୍ମପୁର ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଏସ୍-୩ ବଗିରେ ନିଆଁ ଲାଗିଯାଇଥିଲା । ବ୍ୟାଟେରୀ ବକ୍ସରୁ ଧୂଆଁ…

ପିପିଲି : ପ୍ରେମୀ ଜୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପିପିଲି (କେନ୍ଯୁଜ୍) : ପ୍ରେମୀ ଜୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପିପିଲି ମଙ୍ଗଳପୁର ନିକଟ ରାଇଗରପୁର ଗାଁର ଏକ ବିଲ ମଝିରୁ ମୃତଦେହ ମିଳିଛି। ଉଭୟ ଯୁବକ ଓ ଯୁବତୀଙ୍କ ଘର ପାଖ ଗାଁ ମଙ୍ଗଳପୁର ନିକଟରେ। ହତ୍ୟା କି ଆତ୍ମହତ୍ୟା ସେନେଇ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ବାଜପେୟୀ ହେଉଛନ୍ତି ଆଦର୍ଶବାଦ ଓ ସହନଶୀଳତାର ପ୍ରତୀକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର (କେନ୍ୟୁଜ୍) : ଜୀଇଁଥିବା ଥାଏ ଯୋଡ଼ିଲେ । ମୃତ୍ୟୁ ପରେ ବି ଏକାଠି କଲେ । ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଦଳୀୟ ସ୍ମୃତିସଭାରେ ଏକାଠି ହେଲେ ସବୁ ଦଳର ବରିଷ୍ଠ ନେତା । ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ଯୋଗ ଦେଇଥିଲେ…

ଶ୍ରେଷ୍ଠ ବିଧାୟକଙ୍କୁ ସମ୍ମାନ : ୨୦୦୯ରୁ ୨୦୧୬ ଯାଏଁ ଏକକାଳୀନ ସମ୍ମାନିତ ହେଲେ ୨୪ ଜଣ

ଭୁବନେଶ୍ବର : ବିଧାନସଭାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଧାୟକ ସମ୍ମାନୀତ। ୨୦୦୯ରୁ ୨୦୧୬ ପର୍ୟ୍ୟନ୍ତ ଆଠ ଜଣଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନିତ କରାଯାଇଛି।  ୨୦୦୯ ପାଇଁ ବିଷ୍ଣୁଚରଣ ଦାସ, ୨୦୧୦ ପାଇଁ ଅରୁଣ କୁମାର ସାହୁ, ୨୦୧୧ ପାଇଁ ପ୍ରଭାତ କୁମାର ବିଶ୍ୱାଳ, ୨୦୧୨ ପାଇଁ…

କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ୭୨ତମ ସ୍ୱାଧୀନତା ଦିବସ

ଭୁବନେଶ୍ବର (କେ ନ୍ଯୁଜ୍) : କିଟ୍ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ୭୨ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ସଂଗୀତ ଗାନ କରିଥିଲେ ଉପସ୍ଥିତ ଛାତ୍ରଛାତ୍ରୀ ।…

ରାଜ୍ୟ ଟାଇକୋଣ୍ଡା ଚାମ୍ପିୟନସିପ୍‌ରେ କଟକ ଚାମ୍ପିଅନ୍‌

କଟକ (କେନ୍ୟୁଜ୍‌) କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଉଦ୍‌ଯାପିତ ହୋଇଛି ୩୩ତମ ଓଡ଼ିଶା ଟାଇକୋଣ୍ଡା କ୍ୟୋରୁଗି ଚାମ୍ପିୟନସିପ୍‌ ଓ ଷଷ୍ଠ ତମ ଓଡ଼ିଶା ଷ୍ଟେଟ ଟାଇକୋଣ୍ଡା ପୁମାସେ ଚାମ୍ପିୟନସିପ୍‌। ଚାରି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ପ୍ରାୟ ୭୦୦…