ରାହୁଲଙ୍କ ୱାୟନାଡ ଆସନରେ ଘୋଷଣା ହେଲା ନାହିଁ ଉପ ନିର୍ବାଚନ, ଜାଣନ୍ତୁ କ’ଣ କହିଲେ ନିର୍ବାଚନ ଆୟୋଗ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ପାଇଁ ଅପେକ୍ଷାର ଅନ୍ତ ଘଟିଛି। ନିର୍ବାଚନ ଆୟୋଗ ବୁଧବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏପଟେ କେରଳର ଲୋକସଭା ଆସନ ୱାୟନାଡ ମଧ୍ୟ ଚର୍ଚ୍ଚାରେ ଥିଲା। ବାସ୍ତବରେ,…

ଅସ୍ନିର ଗ୍ରୋଭରଙ୍କ ବାପାଙ୍କର ଦେହାନ୍ତ, ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟରେ ଲେଖିଲେ, ‘ବାଏ ପାପା…’

ଅସ୍ନିର ଗ୍ରୋଭରଙ୍କ ବାପାଙ୍କର ଦେହାନ୍ତ। ଫିନ୍‌ଟେକ ଫାର୍ମ ଭାରତ-ପେ (BharatPe) ର ସହ ପ୍ରତିଷ୍ଠାତା ତଥା ଲୋକପ୍ରିୟ ବିଜନେସ୍‌ ଶୋ’ ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ୍ –୧ର ସବୁଠାରୁ ଚର୍ଚ୍ଚିତ ଜଜ୍‌ ରହିଥିବା ଅସ୍ନିରଙ୍କ ବାପା ଅଶୋକ ଗ୍ରୋଭରଙ୍କର ଦେହାନ୍ତ ହୋଇଛି। ଅସ୍ନିର ଗ୍ରୋଭର…

ଆଜି କେମିତି କଟିବ ଦିନ: ବ୍ୟବସାୟ ପାଇଁ ଦିନଟି ଭଲ, ଆୟ ବୃଦ୍ଧି ହେବ

ମେଷ: ଯୋଗ ଏବଂ ଆଧ୍ୟାତ୍ମିକ କ୍ଷେତ୍ରର ଲୋକଙ୍କ ପାଇଁ ଆଜିର ଦିନ ଭଲ ରହିବ। ଆପଣ ପରିବାରର ସମର୍ଥନ ପାଇବେ। ନିଜର ବୁଝାମଣାରେ ପରିବାରରେ ସମନ୍ୱୟ ରକ୍ଷା କରିବେ। ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ ଦିନ ହେବ। ଆପଣଙ୍କର ଭାବିବା ଏବଂ ବୁଝିବା ଶକ୍ତି ମଜଭୁତ ହେବ। ଆପଣ ଖୁସି ରହିବେ।…

ରାହୁଲ ଗାନ୍ଧୀଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ, ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ପଠାଇଲା ଲୋକସଭା ହାଉସିଂ…

ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ଲୋକସଭା ଆବାସ କମିଟି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ପଠାଇଛି। ସଂସଦ ସଦସ୍ୟତା ଯିବା ପରେ ଏବେ ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ବି ଖାଲି କରିବାକୁ ହେବ। ଗତ ଶୁକ୍ରବାର ଲୋକସଭା ସଚିବାଳୟ…

କାବୁଲ: ବୈଦେଶିକ ମନ୍ତ୍ରାଳୟ ନିକଟରେ ଜୋରଦାର ବିସ୍ଫୋରଣ, ୧୩ ଜଣଙ୍କ ମୃତ୍ୟୁ

ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣିଥରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ତାଲିବାନ ସୂତ୍ରରୁ ଜଣାପଡ଼ିଛି ଯେ ଏହି ବିସ୍ଫୋରଣ ସୋମବାର ଅପରାହ୍ନରେ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟ ଚେକ୍ ପୋଷ୍ଟ ନିକଟରେ…

EPFO ପୂରଣ କରିବ ୨୮୫୯ ପଦବୀ; ଷ୍ଟେନୋ ଓ ଏସ୍‌ଏସ୍‌ଏ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଯୁକ୍ତି ୨୦୨୩ ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଷ୍ଟେନୋ ଓ SSA ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆଗ୍ରହୀ ପ୍ରାର୍ଥୀମାନେ recrutement.nta.nic.in ରେ ସେମାନଙ୍କ ଫର୍ମ ଦାଖଲ କରିପାରିବେ। ଅଧିକ ବିବରଣୀ ପାଇଁ…

ରମ୍‌ଜାନରେ ପାକିସ୍ତାନର ସ୍ଥିତି ଭୟଙ୍କର! କଦଳୀ ଦାମ୍‌ ୫୦୦, ଅଙ୍ଗୁର କିଲୋକୁ ୧୬୦୦

ଭୟଙ୍କର ଆର୍ଥିକ ସଙ୍କଟରେ ଫସିଛି ପାକିସ୍ତାନ, ଯାହାଫଳରେ ପାକିସ୍ତାନ ପାଇଁ ଏଥର ରମଜାନ ବହୁତ କଷ୍ଟସାଧ୍ୟ ହୋଇପଡିଛି। ଦେଶର ଦୈନନ୍ଦିକ ବ୍ୟବହୃତ ଜିନିଷ ବ୍ୟତୀତ ଅଟା ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେହିପରି କଦଳୀ, ଅଙ୍ଗୁର ଭଳି ଫଳ ଏବେ ସ୍ୱପ୍ନ ପରି ହୋଇଯାଇଛି।…

ଲଖୀମ୍‌ପୁର ଖେରୀ: ଆବାସିକ ସ୍କୁଲରେ ଏକାସାଥୀରେ ୪୦ ପିଲା କୋଭିଡ୍‌ ପଜିଟିଭ୍‌, ପ୍ରଶାସନ ନେଲା ଗମ୍ଭୀର ପଦକ୍ଷେପ

କିଛି ମାସ ଥଣ୍ଡା ପଡ଼ିବା ପରେ ପୁଣି ଡରାଇଲାଣି କରୋନା। ଦେଶର ବିଭିନ୍ନ ରାଜ୍ୟରେ ମାମଲା ବଢ଼ିବାରେ ଲାଗିଛି। ଏବେ ଉତ୍ତର ପ୍ରଦେଶର ଲଖୀମପୁର ଖେରୀରେ କରୋନାର ୪୦ଟି ମାମଲା ସାମ୍ନାକୁ ଆସିଛି। ଏକାସାଥୀରେ ଏତେ ପଜିଟିଭ ମାମଲା ନିଶ୍ଚିତ ହେବା ପରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା…

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ହେଲେ ବାପା, ଘରକୁ ଆସିଲା କନ୍ୟାରତ୍ନ; ଏମିତି ଶୁଭେଚ୍ଛା ଜଣାଇଲେ ଭଉଣୀ ରୋହିଣୀ…

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଖୁସିର ଲହରୀ। ତାଙ୍କ ପତ୍ନୀ ରାଜଶ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ତେଜସ୍ୱୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ଏହି ଖୁସି ଖବର ବିଷୟରେ ସୂଚନା ଦେଇଛନ୍ତି। ରୋହିଣୀ ଟ୍ୱିଟ୍ କରି ଲେଖିଛନ୍ତି, ‘ମୋ ଘରକୁ ଅତିଥି ଭାବରେ ନହ୍ନିପରୀ ଆସିଛି,…

ରାଶିଫଳ: ଏହି ସବୁ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଶୁଭ, ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ। ଯଦିଓ କେତେକ କ୍ଷେତ୍ରରେ ଟିକିଏ ଅତିରିକ୍ତ ସତର୍କତା ଆବଶ୍ୟକ ହେବ। ବୃଷ: ଆଜି ସହକର୍ମୀମାନଙ୍କ ମଧ୍ୟରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ। ବ୍ୟବସାୟରେ ଭଲ ପ୍ରଗତି ହେବ। ଆପଣଙ୍କ ଆମଦାନୀ ବଢ଼ିବ। ମିଥୁନ: ଆଜି ପରିବାର ସଦସ୍ୟଙ୍କ ସହିତ…

ପରୀକ୍ଷଣ ସମୟରେ ALH ଧ୍ରୁବ ହେଲିକାପ୍ଟର କଲା ଜରୁରୀ ଅବତରଣ, ଟଳିଗଲା ବଡ଼ ଦୁର୍ଘଟଣା

ଭାରତୀୟ ତଟରକ୍ଷୀ ବାହିନୀର ALH ଧ୍ରୁବ ହେଲିକାପ୍ଟର ରବିବାର କେରଳର କୋଚିରେ ଜରୁରୀକାଳୀନ ଅବତରଣ କରିଛି। ରିପୋର୍ଟ ମୁତାବକ, ALH ଧ୍ରୁବ ମାର୍କ ଥ୍ରୀ ଏକ ଟେଷ୍ଟିଂ ଉଡ଼ାଣ ସମୟରେ ୨୫ ଫୁଟ ଉଚ୍ଚରେ ଥିଲା। ଏହି ସମୟରେ ହେଲିକାପ୍ଟରକୁ ହଠାତ୍ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଭାରତୀୟ…

ଜୀବନ ହାରିଦେଲେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ, ହୋଟେଲରେ ମିଳିଲା ମୃତଦେହ

ରବିବାର ସକାଳେ ମନୋରଞ୍ଜନ ଜଗତ ପାଇଁ ଏକ ଦୁଃଖଦ ଖବର। ଉତ୍ତର ପ୍ରଦେଶର ବାରାଣସୀରେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ନିଜ ଜୀବନ ହାରିଦେଇଛନ୍ତି। ତାଙ୍କ ବୟସ ୨୫ ବର୍ଷ ଥିଲା। ବାରାଣସୀର ଏକ ହୋଟେଲରେ ତାଙ୍କ ମୃତଦେହ ମିଳିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ରିପୋର୍ଟ ମୁତାବକ,…