ଆପଣଙ୍କ ରାଶି ଆଜି କ’ଣ କହୁଛି, ଜାଣନ୍ତୁ ଆଜି ଦିନର ରାଶିଫଳ

ମେଷ: ଆଜି ଆର୍ଥିକ ସ୍ଥିତି ଏବଂ ଏହାସହ ଜଡିତ ସମସ୍ୟା ଚିନ୍ତାର କାରଣ ହୋଇପାରେ। ଆଜି ଜୀବନସାଥୀଙ୍କର ପୂର୍ଣ୍ଣ ସମର୍ଥନ ପାଇବେ। ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଉତ୍ଥାନ-ପତନରେ ଭରି ରହିବ। ଦ୍ୱିପ୍ରହର ପର୍ଯ୍ୟନ୍ତ ଖର୍ଚ୍ଚ ବୃଦ୍ଧି ପାଇବ, କିନ୍ତୁ ଏହା ପରେ ସ୍ଥିତି ବଦଳିବ ଏବଂ ଖର୍ଚ୍ଚ…

ଇନ୍ଦିରା, ସୋନିଆଙ୍କର ବି ଯାଇଥିଲା ସଂସଦ ସଭ୍ୟପଦ, ଜାଣନ୍ତୁ ଆଗକୁ କ’ଣ ରହିଛି ରାହୁଲଙ୍କ ପାଇଁ ଆଇନର ରାସ୍ତା

ସୁରଟ କୋର୍ଟଙ୍କଠାରୁ ୨ ବର୍ଷର ଦଣ୍ଡାଦେଶ ପାଇବା ପରେ ଆଜି ରାହୁଲ ଗାନ୍ଧୀଙ୍କର ଲୋକସଭାରୁ ସଦସ୍ୟତା ଶେଷ ହୋଇଛି। ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ଯିବାର ଏହା ଗାନ୍ଧୀ ପରିବାରରେ ପ୍ରଥମ ମାମଲା ନୁହେଁ। ପୂର୍ବରୁ ମା’ ସୋନିଆ ଓ ଜେଜେମା’ ଇନ୍ଦିରାଙ୍କର ବି ଯାଇସାରିଛି ସଂସଦରୁ ସଦସ୍ୟ ପଦ।…

ଏପ୍ରିଲରେ ହୋଇପାରେ ୱାୟନାଡ ଲୋକସଭା ଉପନିର୍ବାଚନର ଘୋଷଣା! ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଯାଉଣୁ ନିର୍ବାଚନ ଆୟୋଗଙ୍କ…

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟ ପଦ ରଦ୍ଦ ହେଉଣୁ କେରଳରେ ଖାଲି ହୋଇଥିବା ୱାୟନାଡ ଲୋକସଭା ଆସନ ଉପରେ ଉପ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ନିର୍ବାଚନ ଆୟୋଗ ସୂତ୍ର ମୁତାବକ, ୱାୟନାଡ ଲୋକସଭା ନିର୍ବାଚନମଣ୍ଡଳୀରେ ଉପ ନିର୍ବାଚନର କାର୍ଯ୍ୟସୂଚୀ ଏପ୍ରିଲରେ ଘୋଷଣା…

୪ ବର୍ଷ ପୁରୁଣା ଭାଷଣ, ୨ ବର୍ଷର ଦଣ୍ଡ…ସେହି ମାମଲା, ଯେଉଁଥିରେ ଚାଲିଗଲା ରାହୁଲ ଗାନ୍ଧୀଙ୍କ ସଦସ୍ୟତା

ରଦ୍ଦ ହୋଇଛି ରାହୁଲ ଗାନ୍ଧୀଙ୍କ ସଦସ୍ୟତା। କେରଳର ୱାୟନାଡରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରି ଶୁକ୍ରବାର ଲୋକସଭା ସଚିବାଳୟ ଏକ ବିଜ୍ଞପ୍ତି ଜାରି କରିଛି। ମୋଦି ସରନେମ୍‌ ସହ ଜଡ଼ିତ ମାନହାନି ମକଦ୍ଦମାରେ ସୁରଟର ସେଶନ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ…

ପୁଣି ହୃଦୟ ଜିତିଲେ ଓସ୍କାର ବିଜେତା ବୋମନ ଓ ବେଲି, କୋଳେଇ ନେଲେ ଆଉ ଏକ ଅନାଥ ଛୁଆ ହାତୀ

ଗୁନିତ୍‌ ମୋଙ୍ଗାଙ୍କ ଡକ୍ୟୁମେଣ୍ଟାରୀ 'The Elephant Whispers' ଓସ୍କାର ଜିତିବା ପରଠାରୁ ଚର୍ଚ୍ଚାର ବିଷୟ ହୋଇଛି। ଫିଲ୍ମ ଓସ୍କାର ଜିତିବା ପରେ ଏଥିରେ ଅଭିନୟ କରିଥିବା ଯୋଡ଼ିଙ୍କ ପ୍ରତି ଦର୍ଶକଙ୍କ ଆଗ୍ରହ ମଧ୍ୟ ବଢ଼ିଛି। ଏହି ଡକ୍ୟୁମେଣ୍ଟାରୀ ତାମିଲନାଡୁ ନିବାସୀ ବୋମନ ଓ ବେଲିଙ୍କ…

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ, କୋର୍ଟଙ୍କ ଦଣ୍ଡାଦେଶ ଘୋଷଣା ପରେ ଲୋକସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା। ସାଂସଦ ସଭ୍ୟପଦ ରଦ୍ଦ। ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଜନପ୍ରତିନିଧି ଆଇନ ୧୯୫୧ ଧାରା ୮ (୩) ଅନୁଯାୟୀ ଯଦି ଜଣେ ସାଂସଦ ବା ବିଧାୟକଙ୍କୁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଏ ଏବଂ…

ଏକାଠି ହେଲେ ୧୪ ବିରୋଧ ଦଳ, ED ଓ CBIର ଦୂରୁପଯୋଗ ନେଇ ସୁପ୍ରିମକୋର୍ଟରେ ଦାଖଲ କଲେ ପିଟିସନ

ଇଡି ଏବଂ ସିବିଆଇର ଦୂରୁପଯୋଗ ନେଇ ୧୪ ବିରୋଧୀ ଦଳ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ ଚଢ଼ାଉ ଓ ଗିରଫ ଗାଇଡ୍‌ଲାଇନ ଦାବି କରାଯାଇଛି। ଏହି ମାମଲା ଉପରେ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏପ୍ରିଲ ୫ ତାରିଖ ଧାର୍ଯ୍ୟ କରିଛନ୍ତି। ବାସ୍ତବରେ, ଦିଲ୍ଲୀ…

ଆଉ ନାହାନ୍ତି ‘ପରିଣୀତା’ ନିର୍ଦ୍ଦେଶକ ପ୍ରଦୀପ ସରକାର, ୬୭ ବର୍ଷ ବୟସରେ ନେଲେ ଶେଷ ନିଃଶ୍ୱାସ

ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଛି। ୬୭ ବର୍ଷ ବୟସରେ ସେ ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଘନିଷ୍ଠ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ହଂସଲ ମେହତା ସୋସିଆଲ ମିଡିଆରେ ପ୍ରଦୀପଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି। ଖବର ରହିଛି ଯେ…

ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କୁ ଷ୍ଟେଜ୍‌-୨ କ୍ୟାନ୍ସର, ଜେଲ୍‌ରେ ଥିବା ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଲେଖିଲେ ଏହି…

କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ଷ୍ଟେଜ୍‌-୨ ଘାତକ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ନବଜୋତ କୌର ସିଦ୍ଧୁ ନିଜେ ଟ୍ଵିଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କୁ ଷ୍ଟେଜ୍-୨ କର୍କଟ ହୋଇଛି। ସୂଚନାଥାଉ କି, ନବଜୋତ ସିଂ ସିଦ୍ଧୁ…

କାହାର କେମିତି କଟିବ ଦିନ, ଜାଣନ୍ତୁ ଆଜି ତାରିଖର ଭାଗ୍ୟଫଳ

ମେଷ: ଆଜି ଆପଣ ନିଜ ପ୍ରେମ ଜୀବନରେ କିଛି ସୁଧାର ଆଣିବେ। ଶତ୍ରୁମାନେ ଆପଣଙ୍କର କିଛି ବି ବିଗାଡ଼ି ପାରିବେ ନାହିଁ। ଆଜି ଆପଣଙ୍କୁ ଧନ ପ୍ରାପ୍ତି ହେବ। ବୃଷ: ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ଫଳ ଆଣିବ। ଖର୍ଚ୍ଚ ବଢ଼ିବ, ଯାହା ଆପଣଙ୍କୁ ଚିନ୍ତାରେ ପକାଇବ। କିନ୍ତୁ ଆୟ ବୃଦ୍ଧି ହେତୁ ମନ…

BSF କନେଷ୍ଟବଳର ୧୨୮୪ ପଦ ଖାଲି, ଦ୍ୱାଦଶ ପାସ୍‌ ଫଟାଫଟ୍‌ କରନ୍ତୁ ଆବେଦନ; ଶେଷ ତାରିଖ ମାର୍ଚ୍ଚ ୨୭

ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ରେ ଦ୍ୱାଦଶ ପାସ୍‌ଙ୍କ ପାଇଁ କନଷ୍ଟେବଳ ପଦରେ ନିଯୁକ୍ତି ପାଇବାର ଏକ ସୁଯୋଗ ରହିଛି। ଖାଲି ପଡ଼ିଥିବା ୧୨୮୪ ପଦବୀରେ ଯୋଗ୍ୟ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ଏହାର ସମ୍ପୂର୍ଣ୍ଣ ବିବରଣୀ ବିଭାଗର ଅଫିସିଆଲ୍ ୱେବସାଇଟ…

ବଲିଉଡ୍‌ ସୁନ୍ଦରୀ ପରିଣୀତି ଚୋପ୍ରାଙ୍କ ସହ ଡିନର କଲେ ଆପ୍‌ ନେତା ରାଘବ ଚଢ଼ା, କାଜୁଆଲ ଲୁକ୍‌ରେ ଫଟୋ ଭାଇରାଲ

ରାଜନୀତି ଓ ବଲିଉଡ୍‌ର ସମ୍ପର୍କ ନୂଆ ନୁହେଁ। ଗତ ସନ୍ଧ୍ୟାରେ ମାୟାନଗରୀ ମୁମ୍ବାଇରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକାଠି ସ୍ପଟ୍‌ କରାଯାଇଥିଲା। ଦୁଇ ଜଣ କ୍ୟାମେରା ସାମ୍ନାରେ ଏକାଠି ନଜର…