ଲୋଭ କଲେନି ଟିଟିଆଇ! ଟ୍ରେନ୍‌ରେ ୫୦ ହଜାର ଟଙ୍କା ଛାଡ଼ି ଚାଲିଯାଇଥିଲେ ଯାତ୍ରୀ, ଡାକି କରିଦେଲେ ଫେରସ୍ତ

ଆଜି ବି ମଣିଷ ଭିତରେ ବଞ୍ଚି ରହିଛି ସଚ୍ଚୋଟପଣିଆ। ଯେଉଁଠି ପଇସା ଦେଖିଲେ କିଛି ଲୋକ ନିଜର ଲୋଭ ସମ୍ଭାଳି ପାରି ନ ଥାଆନ୍ତି, ସେଠି ଜଣେ ଟିଟିଆଇ ସମସ୍ତଙ୍କ ପାଇଁ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ। ଆହ୍ଲାବାଦ-ମଥୁରା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଟିଟିଆଇଙ୍କୁ ଏକ ସିଟ୍‌ ଉପରୁ ମିଳିଥିବା ନଗଦ…

ରାଶିଫଳ: ଆଜି ଏହି ସବୁ ରାଶିଙ୍କର ଦିନ ଭଲରେ କଟିବ; ଏହି ସବୁ ରାଶି ପାଇବେ ଆର୍ଥିକ ଲାଭ

ମେଷ: ଆଜି ଆପଣଙ୍କ ବ୍ୟବହାର ଆପଣଙ୍କ ଆଖପାଖର ଲୋକଙ୍କୁ ଖୁସି କରିବ। ଆପଣଙ୍କ ପ୍ରିୟ ଲୋକଙ୍କର ମନୋଭାବ ଆପଣଙ୍କୁ ସମସ୍ୟାରେ ପକାଇପାରେ। ବୃଷ: ଆଜି ଆପଣଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ। କିନ୍ତୁ ଦ୍ୱିପ୍ରହର ପରେ ସ୍ଥିତି ବଦଳିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଭଲ ଭୋଜନର…

ବ୍ରିଟେନ୍‌ରେ ପରିବା କ୍ରୟ ଉପରେ ପ୍ରତିବନ୍ଧକ! ଜଣେ ଗ୍ରାହକ କିଣିପାରିବେ କେବଳ ଦୁଇଟି ଟମାଟୋ ଓ କାକୁଡ଼ି

ବ୍ରିଟେନର ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହାରି ଭିତରେ ଦେଶରେ ବର୍ତ୍ତମାନ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଛି, ଯେଉଁ କାରଣରୁ ଫଳ ଏବଂ ପନିପରିବାର ରାସନିଂ ଆରମ୍ଭ ହୋଇଛି। ବ୍ରିଟେନର ଦୁଇ ସର୍ବବୃହତ ସୁପରମାର୍କେଟ୍‌ ‘ମୋରିସନ୍’ ଏବଂ ‘ଏସ୍‌ଡା’ ଏହି ରାସନିଂକୁ ଲାଗୁ…

ଜାପାନର ସମୁଦ୍ର ତଟରେ ରହସ୍ୟମୟ ବିଶାଳ ଲୁହା ବଲ୍‌! ଜନସାଧାରଣଙ୍କୁ ସି-ବିଚ୍‌ ମନା; ଆଲର୍ଟ ଜାରି କଲେ ସରକାର

ଜାପାନର ସମୁଦ୍ର କୂଳରେ ଏକ ବିଶାଳକାୟ ଗୋଲାକାର ବସ୍ତୁ ଦେଖିବାକୁ ମିଳିଛି। ଏହି ବଲ୍‌ ଦେଖି ଜାପାନ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଯାଞ୍ଚ କରିବା ପାଇଁ ଜାପାନୀ ସେନା ଏବଂ ତଟରକ୍ଷୀ ବାହିନୀଙ୍କୁ ପଠାଯାଇଛି। ଜାପାନର ନ୍ୟୁଜ୍ ଚ୍ୟାନେଲ୍ FNN ମୁତାବକ, ୧.୫ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ…

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବଙ୍କ ବାପାଙ୍କର ଦେହାନ୍ତ; ଦୀର୍ଘ ଦିନରୁ ଥିଲେ ଅସୁସ୍ଥ

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉମେଶଙ୍କ ବାପା ତିଲକ ଯାଦବଙ୍କର ୭୪ ବର୍ଷ ବୟସରେ ନିଧନ ହୋଇଯାଇଛି। ସେ ଗତ କିଛି ମାସ ଧରି ରୋଗାକ୍ରାନ୍ତ ଥିଲେ। ନାଗପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସ୍ୱାସ୍ଥ୍ୟାବସ୍ଥାରେ…

ଖୁଚୁରା ପଇସା ଥଳି ଧରି ମୁମ୍ବାଇର ତାଜ୍‌ ହୋଟେଲ ଗଲେ ଯୁବକ; ଖାଦ୍ୟ ଖାଇବା ପରେ କଲେ ଏମିତି କାମ…ଦେଖନ୍ତୁ ଭିଡିଓ

କୌଣସି ପଞ୍ଚତାରକା ହୋଟେଲରେ ଖାଦ୍ୟ ଖାଇବାର ଅନୁଭବ ବହୁତ ଭିନ୍ନ ହୋଇଥାଏ। ଏଠାକୁ ଯିବା ପାଇଁ ନା କେବଳ ଆପଣଙ୍କୁ ନିଜର ଟଙ୍କାପଇସା, ବରଂ ନିଜର ପୋଷାକ, ବ୍ୟବହାର ଭଳି ଜିନିଷଗୁଡ଼ିକ ପ୍ରତି ଯତ୍ନବାନ ହେବାକୁ ପଡ଼ିଥାଏ। କିଛି ରେଷ୍ଟୁରାଣ୍ଟରେ ଲୋକଙ୍କ ପାଇଁ ନିୟମ ମଧ୍ୟ ଲାଗୁ ହୋଇଥାଏ। ଭାଷାଠୁ…

କାଶୀ ବିଶ୍ୱନାଥ ମନ୍ଦିରରେ ମହଙ୍ଗା ହେଲା ମଙ୍ଗଳା ଆଳତି ଟିକେଟ୍‌, ୩୫୦ ଜାଗାରେ ଏବେ ଦେବାକୁ ପଡ଼ିବ ୫୦୦ ଟଙ୍କା!…

ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଟିକେଟ୍‌ ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ମଙ୍ଗଳା ଆଳତି ଟିକେଟ୍‌ର ମୂଲ୍ୟ ୩୫୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କାରେ ମିଳିବ। ଏଥିସହିତ ସପ୍ତଋଷି ଆଳତି, ଶୃଙ୍ଗାର…

ଫିଲ୍ମ ସୁଟିଂ ସମୟରେ ବେକାବୁ ହେଲା ଟ୍ରକ୍‌! ଅଳ୍ପକେ ବର୍ତ୍ତିଲେ ହିରୋ…ଦେଖନ୍ତୁ ଛାତିଥରା ଦୃଶ୍ୟ

ଫିଲ୍ମର ସୁଟିଂ ସମୟରେ ଅନେକ ବାର ଭୟଙ୍କର ଦୁର୍ଘଟଣାମାନ ଘଟିଥାଏ। ଏବେ ତାମିଲ ସିନେମାର ଜଣାଶୁଣା ଅଭିନେତା ବିଶାଲଙ୍କ ଫିଲ୍ମର ସୁଟିଂ ସମୟରେ ବି ଏଭଳି କିଛି ଘଟିଛି। ତାଙ୍କ ଫିଲ୍ମ ‘ମାର୍କ ଏଣ୍ଟନି’ର ସୁଟିଂ ସେଟ୍‌ରୁ ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯିଏ କିଏ ବି…

ଜେଲ୍‌ରେ ଅୟସ୍‌-ଆରାମ ଜୀବନ! ଚଢ଼ାଉରେ ୧.୫ ଲକ୍ଷ ଚପଲ ଜବତ ହେବାରୁ କଇଁ କଇଁ ହୋଇ କାନ୍ଦିଲେ ସୁକେଶ ଚନ୍ଦ୍ରଶେଖର

ଦିଲ୍ଲୀର ମଣ୍ଡୋଳି ଜେଲ୍‌ରେ ୨୦୦ କୋଟି ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଅୟସ୍‌ ଆରାମରେ ଜୀବନ ବିତାଉଛନ୍ତି। ଜେଲର ଏକ ସିସିଟିଭି ଫୁଟେଜ୍‌ ଲିକ୍‌ ହେବା ପରେ ଏହାର ଖୁଲାସା ହୋଇଛି। ଅଧିକାରୀମାନେ ଯେତେବେଳେ ଜେଲ୍‌ରେ ହଠାତ୍‌ ଚଢ଼ାଉ କରିଥିଲେ, ତ ସୁକେଶ ଚନ୍ଦ୍ରଶେଖରଙ୍କ ପାଖରୁ…

ଆଜି ଏହି ରାଶିର ଲୋକଙ୍କୁ ଶୁଣିବାକୁ ମିଳିପାରେ ଶୁଭ ଖବର; ଜାଣନ୍ତୁ କେମିତି ରହିବ ଆଜିର ଦିନ

ମେଷ: ଆଜି ଦିନର ଆରମ୍ଭ ଭଲ ହେବ। ଛାତ୍ରମାନଙ୍କୁ ଆଜି କିଛି ଶୁଭ ଖବର ଶୁଣିବାକୁ ମିଳିପାରେ। ଯଦି ଆପଣ ଏକ ନୂଆ ଯାନ କିଣିବାକୁ ଚାହୁଁଛନ୍ତି, ତା’ ହେଲେ ଏହାର ପ୍ଲାନିଂ ପାଇଁ ଆଜିର ଦିନଟି ଶୁଭ। ବୃଷ: ଆଜି ଯାହା ବି ହେଉ, ନିଜ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ଝଗଡ଼ାଠାରୁ ଦୂରେଇ…

ଲକ୍ଷ୍ନୌ ପରେ ହରଦୋଇରେ ବାଇକ୍‌ ଉପରେ ରୋମାନ୍ସ! ଗାଡ଼ି ଚଲାଉଥିଲା ପ୍ରେମିକ, କୋଳରେ ବସିଥିଲା ପ୍ରେମିକା

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସ୍କୁଟି ଉପରେ ରୋମାନ୍ସ କରିବାର ଭିଡିଓ ଭାଇରାଲ ହେବା ପରେ ଏବେ ହରଦୋଇରୁ ବି ସମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ କୋଳରେ ବସାଇ ଦ୍ରୁତ ଗତିରେ ବାଇକ୍‌ ଚଲାଉଥିବା ଦେଖିବାକୁ ମିଳୁଛି। ଏବେ ପୋଲିସ ବାଇକ୍‌ ନମ୍ବର…

ବ୍ରିଟେନ୍‌ରେ ଟମାଟୋ ନାହିଁ, ସୋସିଆଲ ମିଡିଆରେ ଲୋକେ ପୋଷ୍ଟ କରୁଛନ୍ତି ଖାଲି ସୁପର ମାର୍କେଟ୍‌ର ଫଟୋ

ଆର୍ଥିକ ସଙ୍କଟରେ ଜୁଝି ହେଉଥିବା ପାକିସ୍ତାନରେ ଅନେକ ବାର ଟମାଟୋ ଅଭାବର ଖବର ସାମ୍ନାକୁ ଆସିଛି। କିନ୍ତୁ କ’ଣ ଆପଣ ୟୁରୋପର କୌଣସି ଦେଶରେ ଟମାଟୋ ଅଭାବ ବିଷୟରେ ଶୁଣିଛନ୍ତି କି? ଟମାଟୋ ଅଭାବର ଏହି ଖବର ଲକ୍‌ଜମବର୍ଗ କିମ୍ବା ସ୍ୟାନ୍‌ ମେରିନୋ ଭଳି ଛୋଟ ୟୁରୋପିଆନ୍‌ ଦେଶରୁ ନୁହେଁ, ବରଂ…