Below header

ଭାରତୀୟ ଦମ୍ପତି ସେୟାର କଲେ ଚତୁର୍ଥୀ ରାତିର ଭିଡିଓ; ରାଗିଗଲେ ଲୋକେ!

ବିବାହ ପରେ ଦମ୍ପତି ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ଚତୁର୍ଥୀ ରାତିର ଭିଡିଓ। ‘@arushirahulofficial’ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି ଏହି ଭିଡିଓ। ଭିଡିଓରେ କନ୍ୟାର କେଶରୁ ଫୁଲଜୁଡ଼ା ଖୋଲୁଥିବା ନଜର ଆସୁଛି ବର। ବିବାହର ପୂର୍ବରୁ ଦମ୍ପତି ପରସ୍ପରକୁ ଅନେକ ଦିନ ଧରି…

ସିରିୟାରେ ଭୂମିକମ୍ପର ତାଣ୍ଡବ ଭିତରେ ହେଲା ଚମତ୍କାର! ମୃତ୍ୟୁ ପୂର୍ବରୁ ଧ୍ୱଂସାବଶେଷ ତଳେ ଦବିଥିବା ମହିଳା ଦେଲେ…

ତୁର୍କୀ ଏବଂ ପଡ଼ୋଶୀ ଦେଶ ସିରିୟାରେ ଭୟଙ୍କର ଭୂମିକମ୍ପ ବିନାଶର ତାଣ୍ଡବ ରଚିଛି। ଏହାରି ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ନବଜାତ ଶିଶୁକୁ ହାତରେ ଧରି ଦୌଡ଼ୁଥିବା ଦେଖିବାକୁ ମିଳୁଛି। ବିଲ୍ଡିଂର ଧ୍ୱଂସାବଶେଷ ତଳେ ଦବି ରହିଥିବା ଜଣେ…

ଆଜି କିୟାରା-ସିଦ୍ଧାର୍ଥଙ୍କ ବିବାହ; ରାଜକୀୟ ଠାଣିରେ ପରସାଯିବ ଖାଦ୍ୟ,୧୦ ଦେଶର ୧୦୦ ବ୍ୟଞ୍ଜନ ମେନୁରେ ସାମିଲ

କିୟାରା ଆଡ୍‌ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ନିଜ ବିବାହକୁ ରାଜକୀୟ ଠାଣିରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ ପାଇଁ ସେମାନେ ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସକୁ ଚୟନ କରିଛନ୍ତି, ଯେଉଁଠି ଆଜି ଉଭୟେ ପରସ୍ପରର ଜୀବନସାଥୀ ହେବାକୁ ଯାଉଛନ୍ତି। ବିବାହର ସମସ୍ତ ଉତ୍ସବ ପାଇଁ ସୂର୍ଯ୍ୟଗଡ଼…

ଆଜି ବଢ଼ିଆ କଟିବ ଦିନ; କେବଳ ନକାରାତ୍ମକ ଚିନ୍ତାଧାରଠାରୁ ରୁହନ୍ତୁ ଦୂରେଇ…ଜାଣନ୍ତୁ ରାଶିଫଳ

ମେଷ: ଆଜିର ଦିନ ବହୁତ ଭଲ ରହିବ। କୌଣସି ଜରୁରୀ କାମ ଆଜି ସମୟ ଅନୁସାରେ ପୂରା ହୋଇଯିବ। ଆଜି କୌଣସି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ। ବୃଷ: ଆଜି ଆପଣଙ୍କ ମନରେ ମନୋରଞ୍ଜନର କଥା ଛାଇ ରହିବ। ଆଗକୁ ବଢ଼ନ୍ତୁ ଏବଂ ନିଜ ସାଙ୍ଗ ଓ ପରିବାର ସଦସ୍ୟଙ୍କ ସହ ମିଶି…

କର୍ମଚାରୀ ଛଟେଇ କରିବ Dell; ୬୬୫୦ରୁ ଅଧିକ ଲୋକଙ୍କର ଯିବ ଚାକିରି!

ବର୍ତ୍ତମାନ ଅନେକ ବଡ଼ ବଡ଼ କମ୍ପାନୀ ଛଟେଇ ଅଭିଯାନ ଚଳାଇଛନ୍ତି। ଏବେ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି Dell। ଏହାକୁ ନେଇ ଏକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦାବି କରାଯାଇଛି କି, Dell ୬୬୫୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିପାରେ। ଏହି ଛଟେଇ ଗ୍ଲୋବାଲ ଓ୍ଵାର୍କଫୋର୍ସରେ…

ତୁର୍କୀରେ ମହାପ୍ରଳୟ! ୧୨ ଘଣ୍ଟାରେ ଦ୍ୱିତୀୟ ଥର ଅନୁଭୂତ ହେଲା ଭୂମିକମ୍ପ ଝଟ୍‌କା; ରିକ୍ଟର ସ୍କେଲରେ ତୀବ୍ରତା ୭.୫

ପୁଣି ଦୋହଲିଲା ତୁର୍କୀ। ଗୋଟିଏ ପରେ ଗୋଟିଏ ଭୂମିକମ୍ପ ଝଟ୍‌କା ତୁର୍କୀକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ସୋମବାର ସକାଳେ ରିକ୍ଟର ସ୍କେଲରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯେଉଁଥିରେ ଏ ପର୍ଯ୍ୟନ୍ତ ୧୩୦୦ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଏହି ଝଟ୍‌କାର ପାଖାପାଖି ୧୨ ଘଣ୍ଟା ପରେ…

ହଳଦୀ ଉତ୍ସବ ପରେ ଗାଧୋଇବାକୁ ଯାଇଥିଲେ ମହିଳା କନଷ୍ଟେବଳ; ବାଥ୍‌ରୁମରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ!

ଉତ୍ତର ପ୍ରଦେଶର ମେରଠରେ ବିବାହର ଦୁଇ ଦିନ ପୂର୍ବରୁ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ବାଥ୍‌ରୁମରୁ ମିଳିଛି। ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ମହିଳା କନଷ୍ଟେବଳଙ୍କ ବିବାହର ପ୍ରସ୍ତୁତି ଚାଲିଥିଲା ଏବଂ ସେ ହଳଦୀ ଉତ୍ସବ ପରେ ବାଥ୍‌ରୁମକୁ…

ବିବାହ ପରେ ଭାଇରାଲ ହେଲା ଝିଅର ନକଲି ଫଟୋ; ରାଗିଗଲେ ଶାହିଦ ଆଫ୍ରିଦି, ଫଟୋ ସେୟାର କରି କହିଲେ ଏମିତି କଥା

ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଝିଅ ଅଂଶାଙ୍କର ନିକଟରେ ବିବାହ ସମ୍ପନ୍ନ ହୋଇଛି। ତାଙ୍କର ବିବାହ ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କ ସହିତ ହୋଇଛି। ବିବାହ ପରେ ସୋସିଆଲ ମିଡିଆରେ ଅଂଶାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା ଏବଂ ତାଙ୍କ ନାଁରେ ନକଲି ଆକାଉଣ୍ଟ…

ହରିଦ୍ୱାରରେ ପୂର୍ବତନ ବିଜେପି ନେତା ଅମରଦୀପ ଚୌଧୁରୀଙ୍କୁ ଗୁଳିମାରି ହତ୍ୟା; ସମ୍ପତ୍ତି ଡିଲିଂକୁ ନେଇ ହତ୍ୟାକାଣ୍ଡ

ଉତ୍ତରାଖଣ୍ଡର ହରିଦ୍ୱାରରେ ଗତ ରାତିରେ ପୂର୍ବତନ ବିଜେପି ନେତା ଅମରଦୀପ ଚୌଧୁରୀଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ସମ୍ପତ୍ତି ଡିଲିଂକୁ ନେଇ ଅମରଦୀପଙ୍କ ସହଯୋଗୀ ଏବଂ ତାଙ୍କର ଦୁଇପୁଅ ମିଶି ଏହି ହତ୍ୟାକାଣ୍ଡ ଭିଆଇଛନ୍ତି। ଏହି ସମୟରେ ଅମରଦୀପଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କର ଜଣେ ସାଙ୍ଗ…

ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା; ୧୪ ଜଗାରେ ଠାକୁରଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ବାଂଲାଦେଶରେ ପୁଣିଥରେ ହିନ୍ଦୁ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଦୁର୍ବୃତ୍ତମାନେ ଗୋଟିଏ କି ଦୁଇଟି ନୁହେଁ, ଏକାବେଳେ ୧୪ଟି ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ଏ ନେଇ ସୂଚନା ମିଳିବା କ୍ଷଣି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ପଶ୍ଚିମ-ଉତ୍ତର…

କେମିତି କଟିବ ଦିନ: ଆଜି କିଛି ନୂଆ କରିବାକୁ ମିଳିବ ପ୍ରେରଣା; ସଫଳତା ନିଶ୍ଚିତ

ମେଷ: ଆଜି ଆପଣଙ୍କୁ କୌଣସି ବ୍ୟକ୍ତିଙ୍କଠାରୁ କିଛି ନୂଆ କରିବା ପାଇଁ ପ୍ରେରଣା ମିଳିବ। ଯେଉଁ ବି ନୂଆ କାମ ଆପଣ ଆରମ୍ଭ କରିବେ, ସେଥିରେ ନିଶ୍ଚିତ ସଫଳତା ପାଇବେ। ଆଜି ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ବୃଷ: ଆଜି ନୂଆ ବିଚାର ଆପଣଙ୍କ ମନରେ ଆସିବ। ଆପଣ ନିଜର ପ୍ରୟାସ ସହିତ ନିଜ…

ପାକିସ୍ତାନ: କ୍ରିକେଟ୍‌ ଚାଲିଥିବା ବେଳେ ବଡ଼ ଧରଣର ବୋମା ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ଖେଳାଳି, ବନ୍ଦ କରି ଦିଆଗଲା…

ପାକିସ୍ତାନର କ୍ୱେଟାରେ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ମୁସା ଚୌକଠାରେ ହୋଇଥିବା ସୂଚନା ମିଳିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ବୋମା ବିସ୍ଫୋରଣ ଯୋଗୁ ସେଠାରେ ଭୟର ବାତାବରଣ ଖେଳିଯାଇଛି। କ୍ୱେଟାରେ ଯେତେବେଳେ ବାବର ଆଜମ୍‌ ଓ ସରଫରାଜ ଅହମ୍ମଦଙ୍କ ଟିମ୍‌…