ବଲିଉଡ୍‌ ଡେବ୍ୟୁ କରିବେ ରବୀନା ଟଣ୍ଡନଙ୍କ ଝିଅ ‘ରାସା’; ଅଜୟ ଦେବଗନଙ୍କ ଭଣଜାଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

ରବୀନା ଟଣ୍ଡନଙ୍କ ଝିଅ ରାସା ନିଜ ସୌନ୍ଦର୍ଯ୍ୟରେ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛନ୍ତି। ରାସାଙ୍କ ଲୁକ୍‌ ଅନେକ ମାତ୍ରାରେ ତାଙ୍କ ମା’ଙ୍କ ସହିତ ମିଶୁଛି। ଏହା ବ୍ୟତୀତ ସେ ବହୁତ ଜଲ୍‌ଦି ନିଜ ମା’ଙ୍କ ରାସ୍ତାରେ ପାଦ ଥାପିବାକୁ ଯାଉଛନ୍ତି। ରବୀନା ଟଣ୍ଡନଙ୍କ ୧୭ ବର୍ଷୀୟା ଝିଅ ବହୁତ…

ଆମ୍‌ ଆଦ୍‌ମୀ ପାର୍ଟିରେ ସାମିଲ ହେଲେ ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ଶୁକ୍ରବାର ଦିଲ୍ଲୀରେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ରେ ସାମିଲ ହୋଇଛନ୍ତି। ଏହି ଅବସରରେ ଆପ୍‌ ସାଂସଦ ସଞ୍ଜୟ ସିଂ ଉପସ୍ଥିତ ଥିଲେ। ସେ କହିଥିଲେ କି, ସମ୍ଭାବନା ସେଠ୍‌ ଆମ ସହିତ ଅଛନ୍ତି, ଯିଏ ୪୦୦ରୁ ଅଧିକ ଭୋଜପୁରୀ ଫିଲ୍ମରେ କାମ କରିଛନ୍ତି।…

Swiggyରେ କାମ କରୁଥିବା ଲୋକଙ୍କୁ ଝଟ୍‌କା! ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ କମ୍ପାନୀ

ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ଭିତରେ ଅନେକ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ଛଟେଇ କରି ଦେଉଛନ୍ତି। ଆମାଜନ, ଟ୍ଵିଟର, ଗୁଗଲ ଏବଂ ମାଇକ୍ରୋସଫ୍ଟ ପରେ ଏବେ ଫୁଡ୍‌ ଡେଲିଭରି ସୁବିଧା ହେଉଥିବା କମ୍ପାନୀ ‘ସ୍ୱିଗି’ ମଧ୍ୟ କର୍ମଚାରୀ ଛଟେଇର ଯୋଜନା କରୁଛି। ସ୍ୱିଗି କହିଛି କି, କମ୍ପାନୀ…

ବିମାନରେ ପରିସ୍ରା: ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଲା DGCA; ପାଇଲଟ୍‌-ଇନ୍‌-କମାଣ୍ଡର ଲାଇସେନ୍ସ…

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିବା ମାମଲାରେ ଡିଜିସିଏ ଏୟାର ଇଣ୍ଡିଆ କମ୍ପାନୀ ଉପରେ ଭାରି ଜରିମାନା ଲଗାଇଛି। ଏକ ନୋଟିସ୍‌ରେ ଡିଜିସିଏ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ଉପରେ ଏୟାର ଇଣ୍ଡିଆ ଚାରି ମାସ ପର୍ଯ୍ୟନ୍ତ ବ୍ୟାନ୍‌ ଲଗାଇବାର ନିଷ୍ପତ୍ତି ଉପରେ ଅସହମତି ପ୍ରକାଶ କରିଛି।…

ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କର ହେଲା ହାର୍ଟ ସର୍ଜରୀ, ପୁଅ ରାହୁଲ ଜଣାଇଲେ ସ୍ୱାସ୍ଥ୍ୟାବସ୍ଥା

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଆଲିଆ ଭଟ୍ଟଙ୍କ ବାପା ମହେଶ ଭଟ୍ଟଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ମହେଶ ଭଟ୍ଟଙ୍କର ହାର୍ଟ ସର୍ଜରୀ ହୋଇଛି। କୁହାଯାଉଛି ଯେ ଗତ ମାସରେ ସେ ନିଜର ଚେକଅପ୍ ପାଇଁ ଯାଇଥିଲେ, ଯେଉଁଠି ତାଙ୍କୁ ଜଣାପଡ଼ିଥିଲା କି, ତାଙ୍କୁ ଅସ୍ତ୍ରୋପଚାର…

ଆଜି ଏହି ରାଶିର ଲୋକଙ୍କର ହେବ ଭାଗ୍ୟୋଦୟ; ସାମାନ୍ୟ ପରିଶ୍ରମରେ ମିଳିବ ବଡ଼ ଲାଭ

ମେଷ: ଆଜି କିଛି ନୂଆ ମଉକା ସହିତ ଭଲ ଖବର ମଧ୍ୟ ମିଳିପାରେ। କାମକୁ ମନୋରଞ୍ଜନ ସହିତ ମିଶାନ୍ତୁ ନାହିଁ। ବ୍ୟକ୍ତିଗତ ଏବଂ ଗୋପନୀୟ ଥିବା ସୂଚନାକୁ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସମାଜରେ ପ୍ରସିଦ୍ଧି କାରଣରୁ ସମ୍ମାନ ବଢ଼ିବ। ବୃଷ: ଆପଣଙ୍କ ପାଇଁ…

ଖାଦ୍ୟ ପ୍ରସ୍ତୁତି ବେଳେ କଦାପି ଅଧିକ ଜିରା ବ୍ୟବହାର କରନ୍ତୁ ନାହିଁ, ନଚେତ୍‌ ଶରୀରକୁ ହୋଇପାରେ ବଡ଼ କ୍ଷତି

ଜିରା ଏକ ଏମିତି ମସଲା, ଯାହା ଭାରତୀୟ କିଚେନ୍‌ରେ ବହୁତ ସହଜରେ ମିଳିଯାଏ। ଏହାକୁ ଖାଦ୍ୟରେ ଛୁଙ୍କ ଲଗାଇବା ପାଇଁ କରାଯାଇଥାଏ। ଜିରାର ସ୍ୱାଦ ବହୁତ ଭଲ ହୋଇଥାଏ। ଏହା ସାଧାରଣ ଭଜା, ତରକାରୀର ମଧ୍ୟ ଟେଷ୍ଟ ବଦଳାଇ ଦେଇଥାଏ। ଜିରା ସ୍ୱାଦ ବ୍ୟତୀତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ।…

କାଙ୍ଗାଳ ହୋଇଗଲେ ଏହି ଷ୍ଟାର ଖେଳାଳି! ହଠାତ୍‌ ଆକାଉଣ୍ଟରୁ ଉଡ଼ିଗଲା ୯୮ କୋଟି ଟଙ୍କା, ଜୀବନ ଯାକର ରୋଜଗାର ରଖିଥିଲେ…

କାରାବିୟାନ୍‌ ଦେଶ ଜାମାଇକାର ଷ୍ଟାର ଧାବକ ଉସୈନ ବୋଲ୍ଟ ଏବେ କାଙ୍ଗାଳ ହୋଇଯାଇଛନ୍ତି। ତାଙ୍କ ଜୀବନ ଯାକର ରୋଜଗାର ଏବଂ ରିଟାୟରମେଣ୍ଟର ପଇସା ହଠାତ୍‌ ଗାଏବ ହୋଇଯାଇଛି। ଲଣ୍ଡନରୁ ନେଇ ବେଜିଂ ପର୍ଯ୍ୟନ୍ତ ରେସ୍‌ ଟ୍ରାକ୍‌ରେ ଦୌଡ଼ୁଥିବା ବୋଲ୍ଟଙ୍କ ସହିତ ଯାହା କିଛି ହୋଇଛି, ତାହା ସମସ୍ତଙ୍କ…

ରାକ୍ଷୀ ସାଓ୍ଵନ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ! ଶର୍ଲିନ ଚୋପ୍ରାଙ୍କ ଅଭିଯାଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ

ରାକ୍ଷୀ ସାଓ୍ଵନ୍ତଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାକ୍ଷୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରି ନେଇଛି। ଶର୍ଲିନ ଚୋପ୍ରା ଟ୍ଵିଟ୍‌ କରି ରାକ୍ଷୀଙ୍କୁ ନେଇ ଏହି ସୂଚନା ସେୟାର କରିଛନ୍ତି। କିଛି ଦିନ ତଳେ ଶର୍ଲିନ ଚୋପ୍ରା, ରାକ୍ଷୀ ସାଓ୍ଵନ୍ତଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଅଭିଯୋଗ ଦାଖଲ…

କ୍ଲାସ୍‌ ରୁମ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଲା ସ୍କୁଲ ପ୍ରିନ୍ସିପାଲଙ୍କ ମୃତଦେହ; ସକାଳୁ ସକାଳୁ ଏପରି ଦୃଶ୍ୟ ଦେଖି…

ଉତ୍ତର ପ୍ରଦେଶର ହମୀରପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ବୁଧବାର ସକାଳେ ଏକ ସରକାରୀ ପ୍ରାଇମେରୀ ସ୍କୁଲର ଗେଟ୍‌ ଖୋଲିବା କ୍ଷଣି ସ୍କୁଲ କର୍ମଚାରୀ ଏବଂ ପିଲାମାନଙ୍କର ଚିଲ୍ଲାଇବା ଶବ୍ଦ ଶୁଣିବାକୁ ମିଳିଥିଲା। ସ୍କୁଲ ଶ୍ରେଣୀଗୃହରେ ପ୍ରଧାନ ଶିକ୍ଷକଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା…

ପ୍ରାଚୀନ ମିଶରରୁ ମିଳିଲା ୨୫୦୦ ବର୍ଷ ପୁରୁଣା ୧୦ କୁମ୍ଭୀରଙ୍କ ମମି! ପ୍ରଜନନ ଦେବତାଙ୍କୁ ଖୁସି କରିବା ପାଇଁ ଭୋଗ…

ମିଶରରେ ପ୍ରବାହିତ ନୀଳ ନଦୀର ପଶ୍ଚିମରେ ଅବସ୍ଥିତ ଏକ କବରସ୍ଥଳୀରୁ ୧୦ କୁମ୍ଭୀରଙ୍କ ମମି ମିଳିଛି। ଏହି କବର ନାମ ‘କୁବ୍ଦତ ଅଲ୍‌-ହଓ୍ଵା’। କୁମ୍ଭୀରମାନଙ୍କର ଏହି ମମି ପ୍ରାୟ ୨୫୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି। ପ୍ରାଚୀନ ମିଶରରେ ପ୍ରଜନନ ଦେବତା ସୋବେକଙ୍କୁ ଖୁସି କରିବା ପାଇଁ ଲୋକେ…

ଆଜି କେମିତି କଟିବ ଆପଣଙ୍କ ଦିନ; ଜାଣନ୍ତୁ କେଉଁ ରାଶିର ଲୋକଙ୍କୁ ମିଳିବ ଶୁଭ ସମାଚାର

ମେଷ: ମେଷ ରାଶି ଲୋକଙ୍କ ଜୀବନରେ ଚାଲୁଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାପ୍ତ ହେବ। ନିଜର ଉତ୍ସାହକୁ ନିୟନ୍ତ୍ରଣରେ ରଖ, କାରଣ, ଅତ୍ୟଧିକ ଖୁସି ମଧ୍ୟ ସମସ୍ୟାର କାରଣ ହୋଇପାରେ। ବେକାର ଲୋକଙ୍କୁ ରୋଜଗାର ମିଳିପାରେ। ପ୍ରେମ ମାମଲାରେ ଆପଣ ସକାରାତ୍ମକ ରହିବେ। ବୃଷ: ଆପଣଙ୍କ ପାଇଁ…