ଆସାମରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ସହ ଧକ୍କା ହେଲା ତୀର୍ଥଯାତ୍ରୀ ଗାଡ଼ି; ୩ ମୃତ, ୧୪ ଆହତ

ଆସାମର ମୋରିଗାଓଁ ଜିଲ୍ଲାରେ ସୋମବାର ସକାଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି…

ଶେଷରେ ରାକ୍ଷୀ ସାଓ୍ଵନ୍ତଙ୍କୁ ବିବାହ କରିଥିବା ମାନିଲେ ଆଦିଲ; ଏକ ସୁନ୍ଦର ଫଟୋ ପୋଷ୍ଟ କରି ପତ୍ନୀଙ୍କୁ କହିଲେ…

ଡ୍ରାମା କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତଙ୍କ ଜୀବନରେ ପୁଣିଥରେ ଟ୍ଵିଷ୍ଟ୍‍ ଆସିଛି। କିନ୍ତୁ ଏଥର ଆସିଥିବା ଟ୍ଵିଷ୍ଟ୍‍ ତାଙ୍କୁ ଦୁଃଖ କିମ୍ବା ଯନ୍ତ୍ରଣା ଦେଇନି, ବରଂ ଖୁସିର ଲୁହ ଦେଇଛି। କାହିଁକି ନା, ଯାହାକୁ ସେ ଏତେ ଦିନରୁ ଚାହୁଁଥିଲେ, ଶେଷରେ ତାହା ହିଁ ହୋଇଛି। ଅନେକ ଦିନରୁ ରାକ୍ଷୀ ଓ…

ନିଜ ହମ୍‌ସକଲଙ୍କୁ ଭେଟିଲେ ରାହୁଲ ଗାନ୍ଧୀ; ‘ଛୋଟା ରାହୁଲ’ ନାମରେ ଜଣାଶୁଣା ମେରଠର ଫୈଜଲ୍‌ ଚୌଧୁରୀ

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସମୟରେ ଲୁଧିଆନାରେ ଜଣେ ବ୍ୟକ୍ତି ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏହି ବ୍ୟକ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି, ଯାହାଙ୍କ ସହିତ ଲୋକମାନେ ଭାରତ ଯୋଡ଼ୋ ଯାତ୍ରା ବେଳେ ଫଟୋ ଉଠାଉଥିବାର ନଜର ଆସିଥିଲେ। ଏବେ ବ୍ୟକ୍ତି ଜଣକ ରାହୁଲ…

ପଶ୍ଚିମବଙ୍ଗ: ଗଙ୍ଗାସାଗର ନିକଟ ସମୁଦ୍ରରେ ଫସିଲେ ୬୦୦ ତୀର୍ଥଯାତ୍ରୀ; ଉଦ୍ଧାର ଅଭିଯାନ ଜାରି…

ପଶ୍ଚିମବଙ୍ଗର ଗଙ୍ଗାସାଗର ନିକଟ ସମୁଦ୍ରରେ ରବିବାର ରାତିରେ ୬୦୦ ତୀର୍ଥଯାତ୍ରୀଙ୍କ ଜୀବନ ବିପଦ ମୁଖରେ ପଡ଼ିଥିଲା। ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି କି, ଗତକାଲି ରାତିରେ ସମୁଦ୍ରରେ ଫସି ରହିଥିବା ପ୍ରାୟ ୬୦୦ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ରେସ୍‌କ୍ୟୁ ଅପରେସନ ଜାରି…

ବିକିନୀ ପିନ୍ଧି ବେଡ୍‌ ଉପରେ ଶୋଇଲେ ଏହି ଅଭିନେତ୍ରୀ! ଅଧିକ ବୋଲ୍ଡ ଲୁକ୍‌ରେ ଦେଲେ ଏଭଳି ପୋଜ୍‌…ଲୋକେ କରୁଛନ୍ତି…

ଅଭିନେତ୍ରୀ ଶମା ସିକନ୍ଦର ପୁଣିଥରେ ନିଜର ବୋଲ୍ଡ ଲୁକ୍‌ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବିକିନୀ ଫଟୋ ସେୟାର କରିଛନ୍ତି, ଯେଉଁ କାରଣରୁ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଖରାପ ଭାବରେ ଟ୍ରୋଲ କରୁଛନ୍ତି। ‘ସେକ୍ସହୋଲିକ୍‌’ ଫେମ୍‌ ଶମା ସିକନ୍ଦର…

ଆଜି ଏହି ରାଶିଙ୍କୁ ମିଳିବ ଟଙ୍କା ରୋଜଗାର କରିବାର ଅବସର; ଜାଣନ୍ତୁ ଅନ୍ୟମାନଙ୍କର କେମିତି କଟିବ ଦିନ

ମେଷ: ଆଜିର ଦିନ ଆପଣ ଟଙ୍କା ରୋଜଗାର କରିବାର ଅନେକ ଅବସର ପାଇବେ। ଜଣେ ବନ୍ଧୁଙ୍କ ସହ ଆପଣଙ୍କର ଭେଟ ହୋଇପାରେ। କାହା କଥାରେ ପଡ଼ନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ମନ ଲଗାନ୍ତୁ। କୋର୍ଟ ଏବଂ କଚେରୀ କାମ ମନ ଅନୁକୂଳ ରହିବ। ବୃଷ: କେବଳ ସକାରାତ୍ମକ ଚିନ୍ତାଧାରା ମନକୁ ଆସିବାକୁ ଦିଅନ୍ତୁ।…

ବିଗ୍‌ ବସ୍‌ର ଝଟକା! ଅବ୍ଦୁ ରୋଜିକ୍‌ଙ୍କ ପରେ ଘରୁ ବିଦାୟ ନେଲେ ଏହି ପ୍ରତିଯୋଗୀ; କାନ୍ଦି କାନ୍ଦି ମାଗିଲେ କ୍ଷମା

ଅବ୍ଦୁ ରୋଜିକ୍ ବିଗ୍ ବସ୍ ୧୬ରୁ ବିଦାୟ ନେବା ପରେ ଏବେ ଶୋ’ର ନିର୍ମାତା ଆଉ ଏକ ଝଟ୍‌କା ଦେଇଛନ୍ତି। ବିଗ୍‌ ବସ୍‌ ଘରୁ ଏବେ ସାଜିଦ ଖାନ ବିଦାୟ ଦେବାକୁ ଯାଉଛନ୍ତି। ଫିନାଲେ ପୂର୍ବରୁ ସାଜିଦ୍ ଖାନ ଶୋ’କୁ ଅଲ୍‌ବିଦା କହିବେ। ଅପ୍‌କମିଂ ଏପିସୋଡରେ ବିଗ୍ ବସ୍ ନିଜେ ସାଜିଦ୍ ଖାନଙ୍କୁ ଏକ ସ୍ପେଶାଲ…

ଯୋଶୀମଠ ସଙ୍କଟ ଭିତରେ ଅହମ୍ମଦାବାଦକୁ ନେଇ ISROର ଭୟଙ୍କର ରିପୋର୍ଟ, ପ୍ରତିବର୍ଷ କିଛି କିଛି ସେଣ୍ଟିମିଟର ଧସୁଛି ସହର!

ଯୋଶୀମଠ ସଙ୍କଟ ଭିତରେ ଏବେ ଅହମ୍ମଦାବାଦ ଉପରେ ISROର ଭୟଙ୍କର ରିପୋର୍ଟ। ISROର ସ୍ପେସ୍‌ ଆପ୍ଲିକେସନ ସେଣ୍ଟର ନିକଟରେ ଏକ ରିସର୍ଚ୍ଚ ରିପୋର୍ଟ ଜାରି କରିଛି, ଯାହାର ଖୁଲାସା ବର୍ତ୍ତମାନ ହୋଇଛି। ରିପୋର୍ଟ ଅନୁସାରେ, ଅହମ୍ମଦାବାଦର ସ୍ଥିତି ଏବେ ଭଲ ନାହିଁ। ଅର୍ଥାତ୍‌ ପ୍ରତିବର୍ଷ ସହରର କିଛି…

ବିନା କାରଣରେ ଜେଲ୍‌ରେ ରହିଲେ ୧୭ ବର୍ଷ, ମୁକ୍ତ ହେବା ପରେ ମିଳିଲା ୮ କୋଟି ଟଙ୍କା! ପ୍ରକୃତ ଘଟଣା କ’ଣ ଜାଣନ୍ତୁ…

ଜଣେ ବ୍ୟକ୍ତି ୧୭ ବର୍ଷ ଜେଲ୍‌ରେ ରହିଲେ। ଏବେ ଜେଲ୍‌ରୁ ମୁକୁଳିବା ପରେ ତାଙ୍କୁ କ୍ଷତିପୂରଣ ମିଳିଛି ୮ କୋଟି ଟଙ୍କା। କାହିଁକି ନା, ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁ ଅପରାଧ ପାଇଁ ବ୍ୟକ୍ତି ଜଣକ ଜେଲ୍‌ରେ ଥିଲେ, ସେ ସେହି କ୍ରାଇମ୍‌ କରି ନ ଥିଲେ। ପ୍ରକୃତ ଅପରାଧୀ ଥିଲେ ତାଙ୍କର ଅବିକଳ ନକଲ,…

ଆମେରିକାର ଆର୍‌ ବୋନି ଗାବ୍ରିଏଲ୍‌ ହେଲେ ୭୧ତମ ମିସ୍‌ ୟୁନିଭର୍ସ; ପୂର୍ବତନ ମିସ୍‌ ୟୁନିଭର୍ସ ହରନାଜ୍‌ ସିନ୍ଧୁ…

ଆମେରିକାର ଆର୍‌ ବୋନି ଗାବ୍ରିଏଲ୍‌ ହୋଇଛନ୍ତି ୭୧ତମ ମିସ୍‌ ୟୁନିଭର୍ସ। ୨୦୨୨ ମିସ୍‌ ୟୁନିଭର୍ସର ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ୍‌। ଆମେରିକାର ଲୁଇସିୟାନା ଷ୍ଟେଟ୍‌ର ନ୍ୟୁ ଓର୍ଲେଅନ୍ସ ସହରରେ ଆୟୋଜିତ ହୋଇଥିଲା ଏହି ମିସ୍‌ ୟୁନିଭର୍ସ ବ୍ୟୁଟି ପ୍ୟାଜେଣ୍ଟ, ଯେଉଁଠି ବ୍ରହ୍ମାଣ୍ଡ ସୁନ୍ଦରୀ…

ଆଜି କ’ଣ ଅଛି ଆପଣଙ୍କ ରାଶିରେ; ଜାଣନ୍ତୁ ଆଜିର ଭାଗ୍ୟଫଳ

ମେଷ: ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ପାଇଁ ଦିନଟି ଦୁର୍ବଳ ହେବାକୁ ଯାଉଛି। ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ହେବାର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଛବି ଭଲ ରହିବ, ଆପଣ କିଛି ପୁରସ୍କାର ମଧ୍ୟ ପ୍ରାପ୍ତ କରିପାରନ୍ତି। ବୃଷ: ଆପଣଙ୍କର…

ୟୁକ୍ରେନ୍‌ ରାଷ୍ଟ୍ରପତି ଭବନ ସମ୍ମୁଖରେ ହୋଇଥିଲା ‘ନାଟୁ-ନାଟୁ’ ଗୀତର ସୁଟିଂ! ଜେଲେନ୍‌ସ୍କି ରାଜାମୌଲୀଙ୍କୁ ତୁରନ୍ତ…

ଏସ୍.ଏସ୍‌. ରାଜାମୌଲୀଙ୍କ ତେଲୁଗୁ ଫିଲ୍ମ 'ଆରଆରଆର'ର ଚର୍ଚ୍ଚିତ ଗୀତ 'ନାଟୁ-ନାଟୁ'ବେଷ୍ଟ୍‍ ଓରିଜିନାଲ୍‌ ସଙ୍ଗ୍‌ର ଗୋଲ୍ଡେନ୍‌ ଗ୍ଲୋବ ପୁରସ୍କାର ଜିତିଛି। 'ନାଟୁ-ନାଟୁ'ର ମ୍ୟୁଜିକ୍‌ଠାରୁ ଆରମ୍ଭ କରି ମିନିଙ୍ଗ୍‌ ପର୍ଯ୍ୟନ୍ତ, ସବୁକିଛିକୁ ଫ୍ରେସ୍‌ ବୋଲି କୁହାଯାଇଛି। ଗୀତର ସଙ୍ଗୀତ…