ଝିଅ ‘ରାହା’ ସହିତ ନଜର ଆସିଲେ ଆଲିଆ ଭଟ୍ଟ ଓ ରଣବୀର କପୁର; ବେବି ସହ ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିଲେ ଏହି ଷ୍ଟାର୍‌…

ଆଲିଆ ଭଟ୍ଟ ଓ ରଣବୀର କପୁର ଶୁକ୍ରବାର ମୁମ୍ବାଇରେ ପ୍ରଥମ ଥର ଝିଅ ‘ରାହା’ ସହିତ ନଜର ଆସିଛନ୍ତି। ଏହି ଷ୍ଟାର କପଲ୍‌ ଝିଅ ସହିତ ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିଲେ। ସେମାନଙ୍କ ସହିତ ଆଲିଆଙ୍କ ଭଉଣୀ ତଥା ଲେଖିକା ଶାହିନ୍ ଭଟ୍ଟ ମଧ୍ୟ ଥିଲେ। ଆଲିଆ ଭଟ୍ଟ ଓ ରଣବୀର କପୁର ଗତ ବର୍ଷ ନଭେମ୍ବରରେ…

ଛୁଟି ଦିନରେ କର୍ମଚାରୀଙ୍କୁ କେହି କରିପାରିବେ ନାହିଁ ‘Disturb’; ନହେଲେ ଦେବାକୁ ପଡ଼ିବ ୧ ଲକ୍ଷ ଟଙ୍କା…

ପ୍ରତ୍ୟେକ ଚାକିରିଆ ବ୍ୟକ୍ତି ଚାହାଁନ୍ତି ଯେ ଛୁଟିଦିନରେ କମ୍ପାନୀର କର୍ମଚାରୀ ତାଙ୍କୁ ଡିଷ୍ଟର୍ବ ନ କରନ୍ତୁ ଏବଂ ସେମାନେ ଏହି ସମୟକୁ ନିଜ ପରିବାର ସହିତ ହିଁ ବିତାନ୍ତୁ। କିନ୍ତୁ ସାଧାରଣତଃ ଏହା ଦେଖାଯାଏ, ଅନେକ ବାର ସାପ୍ତାହିକ ଛୁଟି ଦିନରେ ବି କର୍ମଚାରୀମାନଙ୍କୁ କଲ୍‌ କରି କୌଣସି ନା…

ମକର ସଂକ୍ରାନ୍ତିରେ କାହିଁକି ଉଡ଼ାଯାଏ ଗୁଡ଼ି? ଜାଣନ୍ତୁ କ’ଣ କହୁଛି ଧାର୍ମିକ ମାନ୍ୟତା…

ଚଳିତ ବର୍ଷ ମକର ସଂକ୍ରାନ୍ତି ପର୍ବ ୧୪ ଜାନୁୟାରୀରେ ପାଳନ କରାଯିବ। ମକର ସଂକ୍ରାନ୍ତ ଦିନ ହିଁ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି। ଏହି ଦିନଠାରୁ ଋତିରେ ପରିବର୍ତ୍ତନ ହେବାକୁ ଲାଗିଥାଏ। ଭାରତର ବିଭିନ୍ନ ସ୍ଥାନରେ ଏହି ଉତ୍ସବକୁ ସ୍ଥାନୀୟ ମାନ୍ୟତା ଅନୁସାରେ ଧୁମ୍‌ଧାମରେ ପାଳନ…

ମା’ ହେବାକୁ ଯାଉଛନ୍ତି କି ରାକ୍ଷୀ ସାଓ୍ଵନ୍ତ! ପ୍ରେଗ୍‌ନାନ୍ସି କାରଣରୁ ଲିକ୍‌ କଲେ କି ବିବାହର ସିକ୍ରେଟ୍‌…ଜାଣନ୍ତୁ…

ଡ୍ରାମା କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତ ଯାହା ବି କରନ୍ତି, ଲାଇମ୍‌ଲାଇଟ୍‌କୁ ଆସି ଯାଆନ୍ତି। ରାକ୍ଷୀଙ୍କ ବିବାହ ଏବେ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ ରାକ୍ଷୀ କହୁଛନ୍ତି, ତାଙ୍କର ବିବାହ ଆଦିଲ ଖାନଙ୍କ ସହିତ ହୋଇଛି। ଆଉ ସେପଟେ ଆଦିଲ ରାକ୍ଷୀଙ୍କ ସହ ନିକାହର ସତ୍ୟତା କହିବା…

Airtel ଲଞ୍ଚ୍‌ କଲା ଶସ୍ତା ରିଚାର୍ଜ ପ୍ଲାନ; ୩୫ ଟଙ୍କାରେ ମିଳିବ ଏତେ GB ଡାଟା, ଜାଣନ୍ତୁ ସବୁକିଛି

ଏୟାରଟେଲ୍‌ ନିଜର ରିଚାର୍ଜ ପୋର୍ଟଫୋଲିଓରେ ଏକ ନୂଆ ପ୍ଲାନ୍‌ ଯୋଡ଼ିଛି। ଏହି ପ୍ଲାନ୍‌ ଏକ ଶସ୍ତା ଡାଟା ଭାଉଚର। କମ୍ପାନୀ ଏହାକୁ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଆଣିଛି। ବର୍ତ୍ତମାନ କମ୍ପାନୀ େଓ୍ଵବ୍‌ସାଇଟରେ ଏହି ପ୍ଲାନ୍‌ ବିଷୟରେ କୌଣସି ତଥ୍ୟ ନାହିଁ। କିନ୍ତୁ ଆପଣ ଏୟାରଟେଲ୍‌ ମୋବାଇଲ…

ଆଜିର ରାଶିଫଳ: କର୍କଟ, ସିଂହ ଓ କୁମ୍ଭ ରାଶିର ଲୋକଙ୍କୁ ଅଚାନକ ଧନ ଲାଭର ଯୋଗ; ଜାଣନ୍ତୁ ବାକି ରାଶିର କେମିତି କଟିବ ଦିନ

ମେଷ: ଆଜି ଆପଣ ନିଜ ଖାଦ୍ୟପେୟ ଉପରେ ପୂରା ଧ୍ୟାନ ଦିଅନ୍ତୁ, କିନ୍ତୁ ଆପଣଙ୍କ ଦିନଚର୍ଯ୍ୟାରେ ବିଲ୍‌କୁଲ ବି ପରିବର୍ତ୍ତନ କରନ୍ତୁ ନାହିଁ। ରାଜନୈତିକ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ କୌଣସି ବଡ଼ ପଦବୀ ପ୍ରାପ୍ତ ହୋଇପାରେ। ଅନଲାଇନରେ କାମ କରୁଥିବା ଲୋକମାନଙ୍କୁ ବଡ଼ ଅର୍ଡର…

ପଞ୍ଚିମବଙ୍ଗ: ଟିଏମ୍‌ସି ନେତାଙ୍କ ଘରେ ଟଙ୍କାର ପାହାଡ଼! ଆୟକର ଚଢ଼ାଉରେ ୧୦ କୋଟିରୁ ଅଧିକ ଜବତ…

ପଞ୍ଚିମବଙ୍ଗ ରାଜନୀତିରେ ପୁଣିଥରେ ଦେଖିବାକୁ ମିଳିଛି ଟଙ୍କାର ପାହାଡ଼। ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହ ଜଡ଼ିତ ଶିକ୍ଷା ଠକେଇ ପରେ ଏବେ ପୁଣି ବିବାଦ ଘେରକୁ ଆସିଛି ଟିଏମ୍‌ସି। ମୁର୍ସିଦାବାଦରୁ ଟିଏମ୍‌ସି ବିଧାୟକ ଥିବା ଜାକିର ହୁସୈନଙ୍କ ଘରୁ ଜବତ ହୋଇଛି ୧୦.୯୦ କୋଟି ଟଙ୍କା। ଆୟକର ବିଭାଗ…

କର୍ଣ୍ଣାଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା; ବଳୟ ଭାଙ୍ଗି ପିଏମ୍‌ଙ୍କ କାର୍‌ ପାଖରେ…

କର୍ଣ୍ଣାଟକର ହୁବଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତରେ ଢିଲା ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି। ହୁବଲିରେ ଜଣେ ଯୁବକ ରୋଡ୍‌ ଶୋ’ କରି ଯାଉଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ କାର ପାଖରେ ପହଞ୍ଚି ଯାଇଥିଲେ। ଯୁବକଙ୍କ ହାତରେ ଏକ ଫୁଲମାଳ ଥିଲା। ଏହି ସମୟରେ ମୋଦି କାର ଡୋର୍‌ରେ…

ପୂର୍ବତନ ଜେଡିୟୁ ବିଧାୟକ ନିଜ କୁର୍ତ୍ତା ଟେକି ନର୍ତ୍ତକୀଙ୍କ ସହ କଲେ ଏମିତି ଡ୍ୟାନ୍ସ; ମଜା ନେଲେ ଲୋକେ

ଜେଡିୟୁର ପୂର୍ବତନ ବିଧାୟକ ଶ୍ୟାମ ବାହାଦୂର ସିଂଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ମଞ୍ଚରେ ଜଣେ ନୃତ୍ୟଶିଳ୍ପୀଙ୍କ ସହ ନାଚୁଥିବାର ନଜର ଆସୁଛନ୍ତି। ଖେସାରୀ ଲାଲ ଯାଦବଙ୍କ ଭୋଜପୁରୀ ଗୀତ ‘ଦାରୁ ବାଜାରୁ ହୋ ଚଢ଼ ଜାଲା ହୋ’ରେ ପୂର୍ବତନ ବିଧାୟକ ନିଜ…

ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରି ଏଟିଏମ୍‌ରୁ କ୍ୟାଶ୍‌ ଲୁଟିଲା ଯୁବକ! କାନ୍ଧରେ ଟଙ୍କା ବସ୍ତା ଲଦି ଖସି ପଳାଉଥିବାର…

ଉତ୍ତର ଦିଲ୍ଲୀର ଓ୍ଵଜିରାବାଦ ଅଞ୍ଚଳରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରି ଏଟିଏମ୍‌ରୁ କ୍ୟାଶ୍‌ ଲୁଟ୍‌ ମାମଲା ସାମ୍ନାକୁ ଆସିଛି। ଲୁଟେରା ୧୦.୭୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ତେବେ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏ ପୋଲିସ ହାତ…

ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ରଖିବାର ଲାଇସେନ୍ସ; ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରି…

ବିଜେପିରୁ ବହିଷ୍କୃତ ନେତା ନୂପୁର ଶର୍ମାଙ୍କୁ ବନ୍ଧୁକର ଲାଇସେନ୍ସ ମିଳିଛି। କୁହାଯାଉଛି ଯେ ଆତ୍ମରକ୍ଷା ପାଇଁ ତାଙ୍କୁ ଏହି ଲାଇସେନ୍ସ ମିଳିଛି। ନୂପୁର ଶର୍ମା ବିଜେପିରେ ପ୍ରବକ୍ତା ଥିଲେ। ଏକ ଟିଭି ଡିବେଟ୍‌ରେ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ସେ ଚର୍ଚ୍ଚାକୁ…

ହରିୟାଣା: ପାନିପତ୍‌ରେ ଗ୍ୟାସ୍‌ ସିଲିଣ୍ଡର ଲିକେଜ୍‌ରୁ ଘରେ ଲାଗିଗଲା ନିଆଁ; ଗୋଟିଏ ହିଁ ପରିବାରର ୬ ଜଣଙ୍କ ମୃତ୍ୟୁ

ହରିୟାଣାର ପାନିପତ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ତହସିଲ କ୍ୟାମ୍ପ୍‌ରେ ରାଧା ଫ୍ୟାକ୍ଟ୍ରି ନିକଟସ୍ଥ ଏକ ଘରେ ଗ୍ୟାସ୍ ସିଲିଣ୍ଡର ଲିକ୍ କାରଣରୁ ନିଆଁ ଲାଗି ଯାଇଥିଲା। ସେହି ସମୟରେ ଘର ଭିତରେ ଏକ ଦମ୍ପତି ଏବଂ ସେମାନଙ୍କର ୪ ପିଲା ଥିଲେ। ଦୁର୍ଘଟଣାରେ ପୂରା ପରିବାର ନିଆଁ…