ଆଜି କେମିତି କଟିବ ଆପଣଙ୍କ ଦିନ, କାହାର ହେବ ଭାଗ୍ୟୋଦୟ…ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ଖର୍ଚ୍ଚ ଉପରେ ଖର୍ଚ୍ଚ କରିବେ। ପରିବାରର ସଦସ୍ୟ ଏବଂ ସାଙ୍ଗମାନଙ୍କ ସହିତ ଆପଣ କୌଣସି ପାର୍ଟି କରିବାକୁ ଯୋଜନା କରିପାରନ୍ତି। ପ୍ରେମ ଜୀବନ ଜିଉଁଥିବା ଲୋକମାନେ ନିଜ ସାଥୀଙ୍କ ସହିତ ଏକ ରୋମାଣ୍ଟିକ ଡିନର ଡେଟ୍‌ର ପ୍ଲାନ୍‌ କରି ପାରନ୍ତି। ବୃଷ: ଆଜି ଯଦି ଆପଣ କ୍ରୋଧରୁ…

ଅଜିତ କୁମାରଙ୍କ ଫିଲ୍ମ ‘ଥୁନିଭୁ’ ଦେଖିବାକୁ ଆସିଥିଲେ ଫ୍ୟାନ୍‌; ଅତ୍ୟଧିକ ଉତ୍ସାହରେ ଟ୍ରକ୍‌ରୁ କୁଦି ପଡ଼ିବାରୁ…

ସାଉଥ୍‌ ସୁପରଷ୍ଟାର ଅଜିତ କୁମାରଙ୍କ ଫିଲ୍ମ ଦେଖିବା ପରେ ଜଣେ ଫ୍ୟାନ୍‌ଙ୍କର ଅତ୍ୟଧିକ ଉତ୍ସାହରେ ମୃତ୍ୟୁ ଘଟିଛି। ରିପୋର୍ଟ ମୁତାବକ, ଚେନ୍ନାଇ ନିବାସୀ ଭରତ କୁମାର, ଅଜିତଙ୍କ ଫିଲ୍ମ ‘ଥୁନିଭୁ’ ଦେଖିବା ପାଇଁ ଥିଏଟରରେ ପହଞ୍ଚିଥିଲେ। ଫିଲ୍ମ ଦେଖିବା ପରେ ସେ ଏତେ ଉତ୍ସାହିତ ହୋଇ ପଡ଼ିଥିଲେ ଯେ…

ବିହାରରେ ମାଟି ତଳୁ ବାହାରୁଛି ତେଲ! ବାଲ୍ଟି ବାଲ୍ଟି ବୋହି ନେଉଛନ୍ତି ଲୋକେ…ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ୟୁଜରମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ବିହାରର। ଏଥିରେ କୁହାଯାଉଛି କି, ମାଟି ତଳୁ ତେଲ ବାହାରୁଛି। ଆପଣ ଏହି ଭାଇରାଲ ଭିଡିଓରେ ଦେଖିପାରିବେ, ମାଟି ଭିତରୁ କଞ୍ଚା ତେଲ ବାହାରୁଛି। ତେଲ ଏତେ ଦ୍ରୁତି ଗତିରେ ବାହାରୁଛି ଯେ ତାହା…

ଅଶନୀର ଗ୍ରୋଭରଙ୍କ ଷ୍ଟାର୍ଟଅପ୍‌ରେ ହେଉଛି ନୂଆ ନିଯୁକ୍ତି, ୫ ବର୍ଷ କ୍ରମାଗତ କାମ କଲେ ମିଳିବ ମର୍ସିଡିଜ୍‌!

ସାର୍କ ଟ୍ୟାଙ୍କ୍‌ ଇଣ୍ଡିଆ ସିଜନ ଓ୍ଵାନ୍‌ର ଜଜ୍‌ ତଥା ଭାରତ ପେ’ର ଫାଉଣ୍ଡର ରହିଥିବା ଅଶନୀର ଗ୍ରୋଭର ୧୦ ଜାନୁୟାରୀ, ୨୦୨୩ରୁ ନିଜର ନୂଆ ଷ୍ଟାର୍ଟଅପ୍‌ ପାଇଁ ନିଯୁକ୍ତି ଆରମ୍ଭ କରି ଦେଇଛନ୍ତି। ଏଥି ସହିତ ଗ୍ରୋଭର ନିବେଶକମାନଙ୍କୁ ଷ୍ଟାର୍ଟଅପରେ ପଇସା ବିନିଯୋଗ ପାଇଁ ମଧ୍ୟ ଆମନ୍ତ୍ରିତ…

ନିଜଠୁ ୬ ବର୍ଷ ସାନ ଆଦିଲ୍‌ଙ୍କୁ ବାହା ହେଲେ ଡ୍ରାମା କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତ; କୋର୍ଟ ବିବାହର ସାର୍ଟିଫିକେଟ୍‌…

ମନୋରଞ୍ଜନ ଜଗତର ଡ୍ରାମା କ୍ୱିନ୍‌ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତଙ୍କୁ ନେଇ ବର୍ତ୍ତମାନ ଅନେକ ଖବର ସାମ୍ନାକୁ ଆସୁଛି। ରାକ୍ଷୀ ଯେବେଠାରୁ ନିଜ ପ୍ରେମିକ ଆଦିଲଙ୍କ ବିଷୟରେ ଦୁନିଆକୁ କହିଛନ୍ତି, ସେବେଠାରୁ ସେ ପ୍ରାୟତଃ ଅନେକ ସମୟରେ ଆଦିଲଙ୍କ ସହିତ ହିଁ ନଜର ଆସୁଛନ୍ତି। ଏବେ ଏହି ଯୋଡି…

ଆଫଗାନ ସରକାରଙ୍କ ଅଜବ ନିୟମ: ପ୍ରଥମରୁ ଷଷ୍ଠ ଶ୍ରେଣୀ ଯାଏ ପାଠ ପଢିପାରିବେ ତାଲିବାନ ମହିଳା

ପ୍ରାଇମେରୀ ଯାଏ ପଢିପାରିବେ ତାଲିବାନ ମହିଳା। ଆଫଗାନ ସରକାରଙ୍କ ଅଜବ ନିୟମ । ଆଫଗାନିସ୍ତାନରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ଯାଏ ପଢିପାରିବେ ମହିଳା। ପୂର୍ବରୁ ବିଶ୍ୱବିଦ୍ୟାଳୟ ପଢିବା ଉପରେ କଟକଣା ଲଗାଇଥିଲେ ସରକାର। ଏ ନେଇ ଆନ୍ତର୍ଜାତୀୟ ସ୍ତରରେ ବିରୋଧ ପରେ ପ୍ରାଇମେରୀ ଯାଏ ମହିଳାଙ୍କୁ…

ଆଜି ମିଥୁନ, କର୍କଟ ଓ ସିଂହ ରାଶିର ଲୋକେ ରୁହନ୍ତୁ ଅଧିକ ସତର୍କ; ଜାଣନ୍ତୁ ଦୈନିକ ରାଶିଫଳ

ମେଷ: ଆଜି ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ନିଜ ସୁଖ, ସୁବିଧାର କିଛି ବସ୍ତୁ କିଣିବା ପାଇଁ ଆପଣ ବହୁତ ଟଙ୍କା ଖର୍ଚ୍ଚ କରିବେ। କୌଣସି ଲେଣଦେଣ ମାମଲାରେ ଆପଣ ନିଜର ଆଖି ଓ କାନ ଖୋଲା ରଖନ୍ତୁ, ନଚେତ୍ କେହି ଆପଣଙ୍କୁ ଠକିପାରେ। ବୃଷ: ଆଜିର ଦିନ କଷ୍ଟକର ରହିବ। ଆଜି ଆପଣଙ୍କ…

ଇନ୍ଦୋର ନଗର ନିଗମ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ଦେଲା ଫୁଟ୍‌ପାଥ; ଭାଇରାଲ ଫଟୋକୁ ନେଇ ତାତିଲେ ସପା ଓ କଂଗ୍ରେସ ନେତା

ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ଇନ୍ଦୋରରେ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଇଥିଲା। ଏହି କ୍ରମରେ ଇନ୍ଦୋର ନଗର ନିଗମ ଦେଶର ଜାତୀୟ ପତାକା ରଙ୍ଗରେ ଫୁଟପାଥକୁ ମଧ୍ୟ ରଙ୍ଗେଇ ଦେଇଥିଲା, ଯାହାକୁ ନେଇ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଢ଼ି ଏବଂ ସମାଜବାଦୀ ପାର୍ଟି ନେତା ରାଜୀବ ରାୟ ସୋସିଆଲ…

୬୧ ଟଙ୍କାରେ ଲଞ୍ଚ୍‌ ହେଲା ଜିଓର ପ୍ରଥମ 5G ଡାଟା ପ୍ୟାକ୍‌; ଜାଣନ୍ତୁ ଫାଇଦା

ରିଲାଏନ୍ସ ଜିଓ ଦେଶରେ ଦ୍ରୁତତମ 5G ସେବାକୁ ବିସ୍ତାର କରୁଛି। ପ୍ରତ୍ୟେକ ଦିନ ଦେଶରେ 5G ନେଟୱାର୍କ ଥିବା ସହର ସଂଖ୍ୟା ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଜିଓ ପ୍ରଥମ 5G ଡାଟା ପ୍ୟାକ୍ ଲଞ୍ଚ କରିଛି। ଏହି 5G ଡାଟା ପ୍ୟାକ୍ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ…

ବିଶ୍ୱର ସବୁଠାରୁ ଥଣ୍ଡା ଜାଗା! ମାଇନସ୍‌ ୭୦ ଡିଗ୍ରୀ ତାପମାତ୍ରାରେ କଞ୍ଚା ଘୋଡ଼ା ମାଂସ ଓ ଲିଭର ଖାଇ ବଞ୍ଚୁଛନ୍ତି ଏହି…

ରୁଷର ସାଖା ରିପବ୍ଲିକ୍ ବିଶ୍ୱର ସବୁଠାରୁ ଥଣ୍ଡା ଅଞ୍ଚଳ, ଯେଉଁଠି ଲୋକେ ବସବାସ କରୁଛନ୍ତି। ଆଣ୍ଟାର୍କଟିକା ପରେ ସାଖା ଦୁନିଆର ସବୁଠାରୁ ଥଣ୍ଡା ସ୍ଥାନ, ଯାହା ୟାକୁଟିଆ ନାମରେ ମଧ୍ୟ ଜଣାଯାଇଥାଏ। ପୂର୍ବ ସାଇବେରିଆରେ ଥିବା ସାଖା ଆକାରରେ ଭାରତଠାରୁ ସାମାନ୍ୟ ଛୋଟ। ଶୀତଦିନେ ଏଠାକାର…

ରାକ୍ଷୀ ସାଓ୍ଵନ୍ତଙ୍କ ମା’ଙ୍କୁ ବ୍ରେନ୍ ଟ୍ୟୁମର; କାନ୍ଦି କାନ୍ଦି ଫ୍ୟାନ୍ସଙ୍କୁ କଲେ ଅପିଲ୍…ମୋ ମା’ ପାଇଁ ପ୍ରାର୍ଥନା…

ବଲିଉଡର ଡ୍ରାମା କ୍ୱିନ ରାକ୍ଷୀ ସାୱନ୍ତ ଆଜିକାଲି ବିଗ୍‌ ବସ୍‌ ମରାଠୀରେ ନଜର ଆସୁଥିଲେ। ଯଦିଓ ଏବେ ରାକ୍ଷୀ ବିଗ୍ ବସ୍ ଘରୁ ବାହାରି ଆସିଛନ୍ତି ଏବଂ ବାହାରକୁ ଆସିବା ମାତ୍ରେ ହିଁ ତାଙ୍କୁ ଏକ ଖରାପ ଖବର ଶୁଣିବାକୁ ମିଳିଛି, ଯାହାକୁ ବର୍ତ୍ତମାନ ସେ ନିଜ ଫ୍ୟାନ୍‌ମାନଙ୍କ ସହିତ ସେୟାର…

କାନପୁରରେ ଥଣ୍ଡାର ପ୍ରକୋପ; ୯ ଦିନରେ ହାର୍ଟ ଆଟାକ୍‌ରେ ୧୩୧ ଜଣଙ୍କ ମୃତ୍ୟୁ…ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଲେ ଡାକ୍ତର

ଉତ୍ତର ପ୍ରଦେଶର କାନପୁରରେ ଥଣ୍ଡା କାରଣରୁ ହାର୍ଟ ଆଟାକ୍‌ରେ ହେଉଥିବା ମୃତ୍ୟୁ ଚିନ୍ତାର ବିଷୟ ହୋଇଛି। ୧ ଜାନୁୟାରୀରୁ ୯ ଜାନୁୟାରୀ ମଧ୍ୟରେ ୧୩୧ ଜଣଙ୍କର ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିଛି। LPS Heart Disease Centerର କାର୍ଡିଓଲୋଜି ଡିପାର୍ଟମେଣ୍ଟର ନିର୍ଦ୍ଦେଶକ ପ୍ରଫେସର ବିନୟ କୃଷ୍ଣା…