Below header

ଦୁଷ୍କର୍ମ ମାମଲାର ଦୋଷୀ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ; ଗାନ୍ଧୀନଗର କୋର୍ଟଙ୍କ ନିଷ୍ପତ୍ତି

ଆଶାରାମ ବାପୁଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗତକାଲି ଗୁଜରାଟର ସେସନ୍ସ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। ଏବେ ଏହି ପ୍ରସଙ୍ଗରେ ଆଜି ରାୟ ପ୍ରକାଶ ପାଇଛି। ଏଥିପୂର୍ବରୁ ଆଉ ଏକ ଦୁଷ୍କର୍ମ ମାମଲାରେ ଆଶାରାମ ପ୍ରଥମରୁ ହିଁ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।…

ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା; ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଘୋଷଣା

ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏ ନେଇ ଘୋଷଣା କରିଛନ୍ତି। ସିଏମ୍‌ ରେଡ୍ଡୀ ମଙ୍ଗଳବାର ଦିଲ୍ଲୀରେ ଇଣ୍ଟରନ୍ୟାସନାଲ ଡିପ୍ଲୋମେଟିକ ଏଲିୟାନ୍ସ ମିଟ୍‌ରେ ଯୋଗଦେବାକୁ ପହଞ୍ଚିଥିଲେ। ସେ ସମ୍ମିଳନୀରେ ଉପସ୍ଥିତ ଲୋକଙ୍କୁ…

ଲିଫ୍ଟ ଦେବା ବାହାନାରେ ୨୦ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ; ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌ର ଫଟୋ

ନଭି ମୁମ୍ବାଇର ପଡ଼ୋଶୀ ସହର ପନଭେଲ୍‌ରେ ଅଟୋରିକ୍ସାରେ ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି। ପୋଲିସ ମୁତାବକ, ପନଭେଲ୍‌ରେ ରବିବାର ବିଳମ୍ବିତ ରାତିରେ ଏହି…

Sony ଭାରତରେ ଲଞ୍ଚ୍‌ କଲା ୫ ଇଞ୍ଚିଆ ସ୍କ୍ରିନ୍‌ର Walkman; ୯୦ ଦଶକର ଏହି ଲୋକପ୍ରିୟ ଡିଭାଇସ୍‌ର ଦାମ୍‌ iPhone 13ରୁ…

Sony ନିଜର ନୂଆ ପ୍ରଡକ୍ଟ ‘Walkman NW-ZX707’କୁ ଭାରତରେ ଲଞ୍ଚ୍‌ କରିଛି। କମ୍ପାନୀ ଦାବି କରିଛି ଯେ ଏହି ଡିଭାଇସ୍‌କୁ ଇଲେକ୍ଟ୍ରିକ୍‌ ଅଡିଓଫାଇଲ୍ସ ଏବଂ Hi-Fi ପସନ୍ଦ କରୁଥିବା ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ପ୍ରଡକ୍ଟ ୯୦ ଦଶକରେ ବହୁତ ଲୋକପ୍ରିୟ ଥିଲା। ଅନେକ ଲୋକ ଏହାକୁ…

ଆଜି ଆପଣଙ୍କ ଦିନ କିପରି ଯିବ, କାହାକୁ ମିଳିବ ସଫଳତା…ଜାଣନ୍ତୁ ଭାଗ୍ୟଫଳ

ମେଷ: ପରିବାରରେ ସୁଖ, ଶାନ୍ତି ଏବଂ ଧାର୍ମିକ ବାତାବରଣ ରହିବ। ବ୍ୟବସାୟିକ କାର୍ଯ୍ୟକଳାପରୁ ଆପଣଙ୍କୁ ଭଲ ଲାଭ ମିଳିପାରେ। ଆପଣଙ୍କ ମନ ଏବଂ ହୃଦୟରେ ଏକ ସମୟରେ ଗୋଟିଏରୁ ଅଧିକ ବିଚାର ଚାଲିବ। ଅସହାୟ ଲୋକଙ୍କୁ ଖାଦ୍ୟ ଖୁଆନ୍ତୁ। ବୃଷ: ଆର୍ଥିକ ପରିଣାମ ଆଶାଠାରୁ କମ୍ ରହିପାରେ ଏବଂ ଆପଣଙ୍କୁ…

ନବ ଦାସ ଗୁଳିକାଣ୍ଡର ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ ‘ବାଇପୋଲାର ଡିସ୍‌ଅର୍ଡର’ରେ ପୀଡ଼ିତ! ଜାଣନ୍ତୁ କେତେ ଭୟଙ୍କର ଏହି…

ଆଉ ନାହାନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ନବ ଦାସ। ଡାକ୍ତରଙ୍କ ଶତସତ୍ତ୍ୱେ ତାଙ୍କୁ ବଞ୍ଚାଇ ରଖାଯାଇ ପାରିଲା ନାହିଁ। ନବ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ଅତି ନିକଟରୁ ଗୁଳି ଚଳାଇଥିଲେ…

ପାକିସ୍ତାନ: ମସ୍‌ଜିଦରେ ନମାଜ ପରେ ଆତ୍ମଘାତୀ ବିସ୍ଫୋରଣ; ୨୫ ଜଣଙ୍କ ମୃତ୍ୟୁ, ୯୦ରୁ ଅଧିକ ଆହତ

ପାକିସ୍ତାନର ପେସାଓ୍ଵାରରେ ଥିବା ଏକ ମସ୍‌ଜିଦ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଏ ପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ବିସ୍ଫୋରଣ ଏତେ ଜୋରଦାର ଥିଲା କି, ମସ୍‌ଜିଦର ଏକ ଅଂଶ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି…

ବାପା, ମାଆଙ୍କ ସାମ୍ନାରେ ଅଭିନେତ୍ରୀଙ୍କ Liplock; ୟୁଜର୍ସ କହିଲେ, ଟିକେ ତ ଲଜ୍ଜା କର…

ଫ୍ୟାସନ ଡିଜାଇନର ମସାବା ଗୁପ୍ତାଙ୍କ ଦ୍ୱିତୀୟ ବିବାହ ଏବେ ଚର୍ଚ୍ଚାରେ। ସେ ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଇଣ୍ଟରନେଟ୍‌ରେ କପଲ୍‌ଙ୍କ ରିସେପ୍ସନର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ନ୍ୟୁଲିେଓ୍ଵଡ୍‌ କପଲ୍‌ ଲିପ୍‌ଲକ୍‌ କରୁଥିବାର ଦେଖାଯାଉଛନ୍ତି।…

କର୍ଣ୍ଣାଟକରେ କୈଳାଶ ଖେରଙ୍କ ଉପରେ ଆକ୍ରମଣ; ହମ୍ପି ଉତ୍ସବରେ ଅନୁରୋଧର ଗୀତ ନ ଗାଇବାରୁ ଦର୍ଶକ ଫିଙ୍ଗିଲେ ପାଣି ବୋତଲ

କର୍ଣ୍ଣାଟକରେ ଆୟୋଜିତ ହମ୍ପି ଉତ୍ସବ ସମୟରେ ବଲିଉଡ୍‌ର ଲୋକପ୍ରିୟ ଗାୟକ କୈଳାଶ ଖେରଙ୍କୁ ପାଣି ବୋତଲ ଫିଙ୍ଗାଯାଇଛି। କୈଳାଶ ଖେର ଉତ୍ସବ ସମୟରେ ଷ୍ଟେଜ୍‌ ଉପରେ ଥିଲେ। ସେ ଗୀତ ଗାଉଥିବା ବେଳେ ହଠାତ୍‌ ଦର୍ଶକଙ୍କ ପଟୁ କେହି ଜଣେ କୈଳାଶଙ୍କ ଉପରକୁ ପାଣି ବୋତଲ ଫିଙ୍ଗିଥିଲେ। ଯଦିଓ ଘଟଣାସ୍ଥଳରେ…

କାହାର ହେବ ଧନଲାଭ ତ କାହାର ବ୍ୟବସାୟିକ ଉନ୍ନତି; ଜାଣନ୍ତୁ କିପରି କଟିବ ଆଜି ଆପଣଙ୍କ ଦିନ

ମେଷ: ଯଦି ଆପଣଙ୍କର ଟଙ୍କା କେଉଁଠି ଅଟକି ରହିଛି, ତ ଆଜି ତାହା ଆପଣଙ୍କୁ ମିଳିପାରେ। ନିଜ ଜୀବନସାଥୀଙ୍କୁ ତାଙ୍କ ପସନ୍ଦର କୌଣସି ଉପହାର ଦିଅନ୍ତୁ। ସରକାରୀ କର୍ମଚାରୀମାନଙ୍କୁ ଅଧିକାରୀଙ୍କଠାରୁ ସଫଳତା ମିଳିପାରେ। ବୃଷ: ବୃତ୍ତିଗତ ଏବଂ ବ୍ୟବସାୟିକ କ୍ଷେତ୍ରରେ ନୂଆ ସମ୍ପର୍କ ସ୍ଥାପନ…

ପାକିସ୍ତାନରେ ଡଙ୍ଗା ବୁଡ଼ି ୧୦ ଛାତ୍ରଙ୍କ ମୃତ୍ୟୁ; ବଣଭୋଜି କରିବାକୁ ଯାଉଥିବା ବେଳେ ଦୁର୍ଘଟଣା

ପାକିସ୍ତାନର ଖୈବର ପଖତୁନଖ୍ଵାରେ ଡଙ୍ଗା ବୁଡ଼ି ୧୦ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। କୋହଟ ଜିଲ୍ଲାର ଏକ ମଦ୍ରାସାର କିଛି ଛାତ୍ର ଏବଂ ଶିକ୍ଷକ ରବିବାର ଏଠାକୁ ବଣଭୋଜି କରିବାକୁ ଆସିଥିଲେ। ସମସ୍ତେ ଡଙ୍ଗାରେ ଯାଉଥିବା ସମୟରେ ହଠାତ୍‌ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୧୭ ଜଣ…

ରାକ୍ଷୀ ସାଓ୍ଵନ୍ତଙ୍କ ମା’ଙ୍କ ନିଧନ; ଅନେକ ଦିନ ଧରି ହସ୍ପିଟାଲରେ ଚାଲିଥିଲା କ୍ୟାନ୍ସର ଓ ବ୍ରେନ୍‌ ଟ୍ୟୁମରର ଚିକିତ୍ସା

ରାକ୍ଷୀ ସାଓ୍ଵନ୍ତଙ୍କୁ ସବୁବେଳେ କାହାର ନା କାହାର ମନୋରଞ୍ଜନ କରୁଥିବାର ଦେଖାଯାଇଥାଏ। କିନ୍ତୁ ଆଜି ୨୮ ଜାନୁୟାରୀ ତାଙ୍କ ପାଇଁ ବହୁତ ଦୁଃଖଦ ଦିନ ପ୍ରମାଣିତ ହୋଇଛି। ଅଭିନେତ୍ରୀଙ୍କ ମା’ ଜୟା ସାଓ୍ଵନ୍ତଙ୍କ ନିଧନ ହୋଇଯାଇଛି। ଅନେକ ଦିନରୁ ରାକ୍ଷୀଙ୍କ ମା’ ଟାଟା ମେମୋରିୟାଲ କ୍ୟାନ୍ସର…