ପ୍ରେମିକାକୁ ମେସେଜ କରିବାରୁ ସାଙ୍ଗ ନେଇଗଲା ସାଙ୍ଗର ଜୀବନ; ତଣ୍ଟି ଚିପି ପ୍ରାଇଭେଟ୍‌ ପାର୍ଟକୁ କରିଦେଲା ଅଲଗା, କାଢ଼ି…

ହାଇଦ୍ରାବାଦରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି। କାହିଁକି ନା, ସାଙ୍ଗ ଜଣକ ପ୍ରେମିକାକୁ ବାରମ୍ବାର ମେସେଜ୍‌ ଏବଂ କଲ୍‌ କରୁଥିଲା, ଯାହାକୁ ନେଇ ଅଭିଯୁକ୍ତ ମନରେ ରାଗ ରଖିଥିଲା। ଏହି କଥାକୁ ନେଇ ସେ ଏତେ ରାଗି ଯାଇଥିଲା ଯେ ସେ ନିଜ ସାଙ୍ଗର ମୁଣ୍ଡ କାଟି…

ଆଜି କିପରି କଟିବ ଆପଣଙ୍କ ଦିନ: ଅପରିଚିତ ଲୋକଙ୍କ ସହିତ ନିଜ କଥା ସେୟାର କରନ୍ତୁ ନାହିଁ; ପରିବାରରେ ରହିବ ଶାନ୍ତି

ମେଷ: ଆଜି ଆପଣଙ୍କ ଦିନ ଭଲରେ ବିତିବ। ଭଲ ଜିନିଷ ଗ୍ରହଣ କରିବାକୁ ଆପଣଙ୍କ ମନ ଖୋଲା ରହିବ। ଦିନ ଗଡ଼ିବା ସହିତ ଆର୍ଥିକ ଉନ୍ନତି ହେବ। ବୃଷ: ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଆପଣଙ୍କ କାର୍ଯ୍ୟ ସହିତ ଜଡିତ ସମସ୍ୟାର ସମାଧାନ ହେବ। ଖର୍ଚ୍ଚ ଉପରେ ଆପଣଙ୍କ ନିୟନ୍ତ୍ରଣ ରହିବ…

ମିରଟରେ ବଡ଼ ଦୁର୍ଘଟଣା: ପୂର୍ବତନ ବିଧାୟକଙ୍କ ଶୀତଳଭଣ୍ଡାରର ବୟଲର ଫାଟିଲା; ଛାତ ଉଡ଼ି ୫ ଶ୍ରମିକ ମୃତ, ୫୦ରୁ ଊର୍ଦ୍ଧ୍ୱ…

ମିରଟର ଜନପଦର ଦୌରଲା ଅଞ୍ଚଳରେ ବିଏସ୍‌ପିର ପୂର୍ବତନ ବିଧାୟକ ଚନ୍ଦ୍ରବୀର ସିଂଙ୍କ କୋଲ୍ଡ ଷ୍ଟୋରେଜ୍‌ରେ ଶୁକ୍ରବାର ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, କୋଲ୍ଡ ଷ୍ଟୋରେଜ୍‌ର ବୟଲର ଫାଟି ଯିବାରୁ ସେଥିରୁ ଗ୍ୟାସ୍‌ ନିର୍ଗତ ହେବା ସହ ବିସ୍ଫୋରଣରେ ପୂରା ଛାତ ଉଡ଼ି ଯାଇଛି। ଏହି…

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପା ସକ୍ରିୟ ରାଜନୀତିରୁ ନେଲେ ସନ୍ନ୍ୟାସ; ବିଧାନସଭାରେ ରଖିଲେ…

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍‌ ୟେଦିୟୁରପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଶୁକ୍ରବାର ବିଧାନସଭାରେ ନିଜର ଅନ୍ତିମ ଭାଷଣ ରଖିଛନ୍ତି। ୟେଦିୟୁରପ୍ପା କହିଛନ୍ତି, ‘ମୁଁ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି,…

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ୱାମୀ ଦେବୀସିଂହ ଶେଖାଓ୍ଵତ୍‌ଙ୍କ ପରଲୋକ, କିଛି ଦିନ ତଳେ ହୃଦ୍‌ଘାତ ଯୋଗୁ…

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ୱାମୀ ଦେବୀସିଂହ ଶେଖାଓ୍ଵତ୍‌ଙ୍କର ୮୯ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ଘଟିଛି। ପୁଣେର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତିଙ୍କ ପରିବାର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। କିଛି ଦିନ ତଳେ…

ହାଇଦ୍ରାବାଦ: ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିଲେ କନଷ୍ଟେବଳ; ହୃଦଘାତରେ ଚାଲିଗଲା ଜୀବନ

ଜିମ୍‌ରେ ଓ୍ଵାର୍କ ଆଉଟ୍‌ ବେଳେ ମୃତ୍ୟୁ ମାମଲା ଦିନକୁ ଦିନ ବଢ଼ି ଚାଲିଛି। ଏବେ ହାଇଦ୍ରାବାଦରୁ ସମାନ ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଆସିଫ୍‌ ନଗର ଥାନାରେ ମୁତୟନ ଜଣେ ପୋଲିସ କନେଷ୍ଟବଳଙ୍କର ଜିମ୍‌ରେ ଏକ୍ସରସାଇଜ୍‌ ସମୟରେ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବିଶାଳ ନାମକ ଏହି ୨୪…

ଜୋତା ତଳେ, କପଡ଼ା ପରସ୍ତରେ ଲୁଚାଇଥିଲେ ୧୪ କିଲୋ ସୁନା! ହାଇଦ୍ରାବାଦ ବିମାନବନ୍ଦରରେ ଏମିତି ଧରାପଡ଼ିଲେ ୨୩ ମହିଳା…

ହାଇଦ୍ରାବାଦ ବିମାନବନ୍ଦରରେ ୨୩ ମହିଳା ଯାତ୍ରୀଙ୍କଠାରୁ ୭.୮୯ କୋଟିର ସୁନା ଜବତ କରାଯାଇଛି। କୁହାଯାଉଛି କି, ସୁଡାନର ଏହି ମହିଳା ଯାତ୍ରୀମାନଙ୍କଠାରୁ ମୋଟ ୧୪.୯ କିଲୋଗ୍ରାମ ସୁନା ଜବତ ହୋଇଛି। ଅଧିକାରୀଙ୍କ ମୁତାବକ, ହାଇଦ୍ରାବାଦ ସୀମା ଶୁଳ୍କ ବିଭାଗ ପକ୍ଷରୁ ଗତ କିଛିଦିନ ହେବ…

‘ଦାଦା’ ହୋଇ ପଡ଼ିଆକୁ ଓହ୍ଲାଇବେ ରଣବୀର କପୁର, ପୂର୍ବ କ୍ୟାପଟେନ୍‌ ସୌରଭ ଗାଙ୍ଗୁଲିଙ୍କ ଚରିତ୍ରରେ କରିବେ ଅଭିନୟ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଗତ କିଛି ବର୍ଷ ହେବ ବାୟୋପିକ୍‌ର ଟ୍ରେଣ୍ଡ୍‌ ବଢ଼ି ଚାଲିଛି। ଏମିତିରେ ଯଦି ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳିମାନଙ୍କର ବାୟୋପିକ୍‌ ବିଷୟରେ କଥା ହେବା, ତ ଏ ପର୍ଯ୍ୟନ୍ତ କିଛି ଫିଲ୍ମ ନିର୍ମାଣ ହୋଇସାରିଛି, ଯେଉଁଥିରେ ମହେନ୍ଦ୍ର ସିଂ ଧୋନିଙ୍କଠାରୁ ଆରମ୍ଭ କରି କପିଲ…

ଲୋଭ କଲେନି ଟିଟିଆଇ! ଟ୍ରେନ୍‌ରେ ୫୦ ହଜାର ଟଙ୍କା ଛାଡ଼ି ଚାଲିଯାଇଥିଲେ ଯାତ୍ରୀ, ଡାକି କରିଦେଲେ ଫେରସ୍ତ

ଆଜି ବି ମଣିଷ ଭିତରେ ବଞ୍ଚି ରହିଛି ସଚ୍ଚୋଟପଣିଆ। ଯେଉଁଠି ପଇସା ଦେଖିଲେ କିଛି ଲୋକ ନିଜର ଲୋଭ ସମ୍ଭାଳି ପାରି ନ ଥାଆନ୍ତି, ସେଠି ଜଣେ ଟିଟିଆଇ ସମସ୍ତଙ୍କ ପାଇଁ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ। ଆହ୍ଲାବାଦ-ମଥୁରା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଟିଟିଆଇଙ୍କୁ ଏକ ସିଟ୍‌ ଉପରୁ ମିଳିଥିବା ନଗଦ…

ରାଶିଫଳ: ଆଜି ଏହି ସବୁ ରାଶିଙ୍କର ଦିନ ଭଲରେ କଟିବ; ଏହି ସବୁ ରାଶି ପାଇବେ ଆର୍ଥିକ ଲାଭ

ମେଷ: ଆଜି ଆପଣଙ୍କ ବ୍ୟବହାର ଆପଣଙ୍କ ଆଖପାଖର ଲୋକଙ୍କୁ ଖୁସି କରିବ। ଆପଣଙ୍କ ପ୍ରିୟ ଲୋକଙ୍କର ମନୋଭାବ ଆପଣଙ୍କୁ ସମସ୍ୟାରେ ପକାଇପାରେ। ବୃଷ: ଆଜି ଆପଣଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ। କିନ୍ତୁ ଦ୍ୱିପ୍ରହର ପରେ ସ୍ଥିତି ବଦଳିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଭଲ ଭୋଜନର…

ବ୍ରିଟେନ୍‌ରେ ପରିବା କ୍ରୟ ଉପରେ ପ୍ରତିବନ୍ଧକ! ଜଣେ ଗ୍ରାହକ କିଣିପାରିବେ କେବଳ ଦୁଇଟି ଟମାଟୋ ଓ କାକୁଡ଼ି

ବ୍ରିଟେନର ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହାରି ଭିତରେ ଦେଶରେ ବର୍ତ୍ତମାନ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଛି, ଯେଉଁ କାରଣରୁ ଫଳ ଏବଂ ପନିପରିବାର ରାସନିଂ ଆରମ୍ଭ ହୋଇଛି। ବ୍ରିଟେନର ଦୁଇ ସର୍ବବୃହତ ସୁପରମାର୍କେଟ୍‌ ‘ମୋରିସନ୍’ ଏବଂ ‘ଏସ୍‌ଡା’ ଏହି ରାସନିଂକୁ ଲାଗୁ…

ଜାପାନର ସମୁଦ୍ର ତଟରେ ରହସ୍ୟମୟ ବିଶାଳ ଲୁହା ବଲ୍‌! ଜନସାଧାରଣଙ୍କୁ ସି-ବିଚ୍‌ ମନା; ଆଲର୍ଟ ଜାରି କଲେ ସରକାର

ଜାପାନର ସମୁଦ୍ର କୂଳରେ ଏକ ବିଶାଳକାୟ ଗୋଲାକାର ବସ୍ତୁ ଦେଖିବାକୁ ମିଳିଛି। ଏହି ବଲ୍‌ ଦେଖି ଜାପାନ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଯାଞ୍ଚ କରିବା ପାଇଁ ଜାପାନୀ ସେନା ଏବଂ ତଟରକ୍ଷୀ ବାହିନୀଙ୍କୁ ପଠାଯାଇଛି। ଜାପାନର ନ୍ୟୁଜ୍ ଚ୍ୟାନେଲ୍ FNN ମୁତାବକ, ୧.୫ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ…