ନିଜର ଭାଗ୍ୟଫଳ ଜାଣନ୍ତୁ: ଯାହା ଆପଣ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ, ତାହା ଆଜି ପୂରଣ ହେବ

ମେଷ: ଆଜି ଆୟ କମ୍ ଏବଂ ଖର୍ଚ୍ଚ ଅଧିକ ହେବ। ଆଜି ଇଲେକ୍ଟ୍ରୋନିକ୍ ଜିନିଷ ଉପରେ ହଠାତ୍ ଖର୍ଚ୍ଚ କରିବାକୁ ପଡ଼ିପାରେ। ଆଜି କୋର୍ଟ, କଚେରୀ ମାମଲାରେ ସମସ୍ୟା ଆସିପାରେ। ବୃଷ: ଦୀର୍ଘକାଳୀନ ଆର୍ଥିକ ଯୋଜନା ପାଇଁ ଆଜି ଅନୁକୂଳ ଦିନ। ଆଜି ଜୀବନସାଥୀଙ୍କ ନିକଟତାର ସୁଖ ପ୍ରାପ୍ତ କରିପାରିବେ। ଆଜି…

ଗୁଜରାଟ: କ୍ରିକେଟ୍‌ ହେଲା କାଳ! ରାଜକୋଟ୍‌ ଓ ସୁରଟରେ ହୃଦଘାତରେ ୨ ଖେଳାଳିଙ୍କ ମୃତ୍ୟୁ

ଗୁଜରାଟର ରାଜକୋଟ ଏବଂ ସୁରଟରେ ହୃଦଘାତରେ ୨ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ସୁରଟରେ ଶନିବାର କ୍ରିକେଟ୍ ଖେଳିବା ପରେ ୨୭ ବର୍ଷୀୟ ପ୍ରଶାନ୍ତ କାନ୍ତିଭାଇ ଭରୋଲିଆ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କର…

BECIL: ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ ଆରମ୍ଭ କଲା ନିଯୁକ୍ତି; ଇଞ୍ଜିନିୟର ଓ ଟେକ୍ନିସିଆନ ପଦରେ କରନ୍ତୁ ଆବେଦନ

ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ଟେକ୍ନିସିଆନ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରିତ କରିଛି। ଯୋଗ୍ୟ ପ୍ରାର୍ଥୀମାନେ BECILର ଅଫିସିଆଲ୍ ସାଇଟ୍ becil.com ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ଏହି ନିଯୁକ୍ତି ଅଭିଯାନ ସଙ୍ଗଠନରେ…

ଦୁବାଇରେ ଫସିଛନ୍ତି ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ଘରୋଇ ସହାୟିକା; କାନ୍ଦି କାନ୍ଦି ମୁକ୍ତ କରିବାକୁ କଲେ ଗୁହାରି…ଭିଡିଓ…

ନଓ୍ଵାଜୁଦ୍ଦିନ ସିଦ୍ଦିକି ପୁଣିଥରେ ଅସୁବିଧାରେ ଫସିଛନ୍ତି। ସୂଚନା ରହିଛି କି, ସପନା ନାମ୍ନୀ ଝିଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଝିଅଟି କାନ୍ଦି କାନ୍ଦି ନିଜର କଷ୍ଟ ଜଣାଉଛନ୍ତି। ତାଙ୍କୁ ଦୁବାଇରେ ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ପିଲାମାନଙ୍କ ଦେଖାଶୁଣା ପାଇଁ…

ପିଏମ୍‌ ମୋଦିଙ୍କୁ ନିମନ୍ତ୍ରଣ ଦେଇ ଗୋଡ଼ ଛୁଇଁଲେ OYO ଫାଉଣ୍ଡର; ଆସନ୍ତା ମାସରେ ବିବାହ କରିବାକୁ ଯାଉଛନ୍ତି ରିତେଶ…

ଓୟୋ ଫାଉଣ୍ଡର ରିତେଶ ଅଗ୍ରଓ୍ଵାଲ ବିବାହ କରୁଛନ୍ତି। ଏହା ପୂର୍ବରୁ ସେ ପିଏମ୍‌ ମୋଦିଙ୍କ ଗୋଡ଼ ଛୁଇଁ ଆଶୀର୍ବାଦ ନେଇଛନ୍ତି। ହସ୍ପିଟାଲିଟି ଚେନ୍‌ ଓୟୋ ରୁମ୍ସର ଫାଉଣ୍ଡର ରିତେଶ ଅଗ୍ରଓ୍ଵାଲ ଚଳିତ ବର୍ଷ ମାର୍ଚ୍ଚରେ ଅର୍ଥାତ୍‌ ଆସନ୍ତା ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।…

କର୍ଣ୍ଣାଟକରେ iPhone ପାଇଁ ଡେଲିଭରୀ ବଏଙ୍କୁ ହତ୍ୟା; ଅଭିଯୁକ୍ତ ସ୍କୁଟିରେ ମୃତଦେହ ରଖି ଯାଉଥିବାର ଦୃଶ୍ୟ ସିସିଟିଭିରେ…

କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ଆଇଫୋନ୍‌ ପାଇଁ ଏକ କମ୍ପାନୀର ଡେଲିଭରୀ ବଏଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। କାହିଁକି ନା, ଯୁବକ ଜଣକ ଅନଲାଇନରେ ମଗାଇଥିବା ଆଇଫୋନର ପଇସା ଦେବାକୁ ଅସମର୍ଥ ଥିଲେ। ମିଳିଥିବା ସୂଚନା ମୁତାବକ, ଏଠାରେ ରହୁଥିବା ୨୦…

ଲାଲକିଲ୍ଲା ଆକ୍ରମଣର ଦୋଷୀଙ୍କୁ ଜଲ୍‌ଦି ଫାଶୀ! ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ କହିଲା ତିହାର ଜେଲ୍‌

ଲାଲକିଲ୍ଲା ଆକ୍ରମଣ ମାମଲାର ଦୋଷୀ ମହମ୍ମଦ ଆରିଫ୍‌ଙ୍କୁ ଫାଶୀ ହୋଇପାରେ। ଏଥିପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ତିହାର ଜେଲ୍‌ ପ୍ରଶାସନ କହିଛି। ଜେଲ୍‌ ପ୍ରଶାସନ କୋର୍ଟଙ୍କୁ ଚିଠି ଲେଖିଛି। ବର୍ଷ ୨୦୦୦ରେ ମହମ୍ମଦ ଆରିଫ୍‌ ଲାଲଜିଲ୍ଲା ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୨ ଜଣ ଯବାନ…

ଆଜି ଜାଣନ୍ତୁ କିପରି କଟିବ ଦିନ: ପୁରୁଣା କରଜରୁ ମିଳିବ ମୁକ୍ତି; ଭାଗ୍ୟ ଉପରେ ନୁହେଁ, ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତୁ

ମେଷ: ଆଜି ମିଶ୍ରିତ ଫଳ ମିଳିବ। ଏହି ସମୟରେ ଆପଣ ଟିକେ ଚିନ୍ତିତ ହୋଇପାରନ୍ତି। ଆପଣ ଅନାବଶ୍ୟକ ଜଟିଳତାରେ ଫସିପାରନ୍ତି। ବୃଷ: ଆଜି ଆତ୍ମବିଶ୍ୱାସ ଅଧିକ ରହିବ। ପୁରୁଣା କଥାକୁ ଘାଣ୍ଟିବା ଅପେକ୍ଷା ପରିବର୍ତ୍ତନ ପାଇଁ ଯାହା କିଛି ଜରୁରୀ, ତାହା ଉପରେ ଧ୍ୟାନ ଦିଅନ୍ତୁ। ମିଥୁନ: ଆଜି…

ଟ୍ରେନ୍‌ରେ ଯାତ୍ରା ବେଳେ ଦମ୍ପତି ପାର୍‌ କରିଦେଲେ ସବୁ ସୀମା; ଯାତ୍ରୀଙ୍କ ସାମ୍ନାରେ ରଖିଲେ ଶାରୀରିକ ସମ୍ବନ୍ଧ!

ଅଷ୍ଟ୍ରେଲିଆରେ ଭାଲେଣ୍ଟାଇନ୍ସ ଡେ’ରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କପଲ୍‌ ଟ୍ରେନ୍‌ରେ ହିଁ ସବୁ ସୀମା ପାର୍‌ କରିଦେଇଛନ୍ତି। ମାମଲା ସିଡ୍‌ନୀର। ଏଠାରେ କପଲ୍‌ ଟ୍ରେନ୍‌ରେ ଯାତ୍ରା ସମୟରେ ଲୋକଙ୍କ ସାମ୍ନାରେ ହିଁ ଶାରୀରିକ ସମ୍ବନ୍ଧ ରଖିବାକୁ ଲାଗିଥିଲେ, ଯାହାକୁ ଦେଖି…

ଆତ୍ମବିଶ୍ୱାସକୁ ସଲାମ୍‌! ସନ୍ତାନ ଜନ୍ମ ଦେବାର ୩ ଘଣ୍ଟା ପରେ ଆମ୍ବୁଲାନ୍ସରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ପହଞ୍ଚିଲେ…

ପ୍ରସବ ପରର ଯନ୍ତ୍ରଣା ବି ତାଙ୍କ ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳକୁ ଅଟକାଇ ପାରି ନ ଥିଲା। ହସ୍ପିଟାଲରେ କିଛି ଘଣ୍ଟା ପୂର୍ବେ ସନ୍ତାନ ଜନ୍ମ ଦେବା ପରେ ଆମ୍ବୁଲାନ୍ସରେ ହିଁ ୧୦ମ ବୋର୍ଡ ପରୀକ୍ଷା ଦେବାକୁ ପହଞ୍ଚିଥିଲେ ରୁକ୍ମିଣୀ। ବିହାରର ବାଙ୍କା ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା।…

ଧରା ପଡ଼ିବା ଭୟରେ କଏଦୀ ଗିଳିଲେ ମୋବାଇଲ ଫୋନ୍‌, ଅସହାୟ ଯନ୍ତ୍ରଣାରେ ହେଲେ ଛଟପଟ!

ଜେଲ୍‌ରେ ଥିବା କଏଦୀମାନଙ୍କଠାରୁ ପ୍ରାୟତଃ ଅନେକ ସମୟରେ ମୋବାଇଲ ଫୋନ୍‌ ଜବତ ହୋଇଥାଏ। ଜେଲ୍‌ ପ୍ରଶାସନ ସହିତ ହାତ ମିଳାଇ ହେଉ କିମ୍ବା ପୋଲିସ ପ୍ରଶାସନର ଆଢ଼ୁଆଳରେ ରହି କଏଦୀମାନେ ମୋବାଇଲ ଫୋନ୍‌ ଅପରେଟ୍‌ କରି ଥାଆନ୍ତି। ଏବେ ଏହିଭଳି ଏକ ଘଟଣା ବିହାରର ଗୋପାଳଗଞ୍ଜ ମଣ୍ଡଳ କାରାଗାରରୁ…

ବିହାରରେ ମାଟ୍ରିକ୍‌ ପରୀକ୍ଷା ପାଇଁ ଦୌଡ଼! ଜାତୀୟ ରାଜପଥରେ ୨ କିମି ଦୌଡ଼ିଲେ ପରୀକ୍ଷାର୍ଥୀ

ବିହାରରେ ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଜୋସ୍‌ ଦେଖିବାକୁ ମିଳୁଛି। ୨ ଦିନ ତଳେ ବିହାରର ବାଙ୍କା ଓ ନଓ୍ଵାଦା ଜିଲ୍ଲାରୁ ଏମିତି ଛାତ୍ରଛାତ୍ରୀଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା, ଆଉ ଏବେ କୈମୁର ଜିଲ୍ଲାରୁ ମଧ୍ୟ ମାଟ୍ରିକ ପରୀକ୍ଷାର୍ଥୀଙ୍କର ଭିଡିଓ…