ଜାପାନର ସମୁଦ୍ର ତଟରେ ରହସ୍ୟମୟ ବିଶାଳ ଲୁହା ବଲ୍‌! ଜନସାଧାରଣଙ୍କୁ ସି-ବିଚ୍‌ ମନା; ଆଲର୍ଟ ଜାରି କଲେ ସରକାର

ଜାପାନର ସମୁଦ୍ର କୂଳରେ ଏକ ବିଶାଳକାୟ ଗୋଲାକାର ବସ୍ତୁ ଦେଖିବାକୁ ମିଳିଛି। ଏହି ବଲ୍‌ ଦେଖି ଜାପାନ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଯାଞ୍ଚ କରିବା ପାଇଁ ଜାପାନୀ ସେନା ଏବଂ ତଟରକ୍ଷୀ ବାହିନୀଙ୍କୁ ପଠାଯାଇଛି। ଜାପାନର ନ୍ୟୁଜ୍ ଚ୍ୟାନେଲ୍ FNN ମୁତାବକ, ୧.୫ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ…

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବଙ୍କ ବାପାଙ୍କର ଦେହାନ୍ତ; ଦୀର୍ଘ ଦିନରୁ ଥିଲେ ଅସୁସ୍ଥ

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉମେଶଙ୍କ ବାପା ତିଲକ ଯାଦବଙ୍କର ୭୪ ବର୍ଷ ବୟସରେ ନିଧନ ହୋଇଯାଇଛି। ସେ ଗତ କିଛି ମାସ ଧରି ରୋଗାକ୍ରାନ୍ତ ଥିଲେ। ନାଗପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସ୍ୱାସ୍ଥ୍ୟାବସ୍ଥାରେ…

ଖୁଚୁରା ପଇସା ଥଳି ଧରି ମୁମ୍ବାଇର ତାଜ୍‌ ହୋଟେଲ ଗଲେ ଯୁବକ; ଖାଦ୍ୟ ଖାଇବା ପରେ କଲେ ଏମିତି କାମ…ଦେଖନ୍ତୁ ଭିଡିଓ

କୌଣସି ପଞ୍ଚତାରକା ହୋଟେଲରେ ଖାଦ୍ୟ ଖାଇବାର ଅନୁଭବ ବହୁତ ଭିନ୍ନ ହୋଇଥାଏ। ଏଠାକୁ ଯିବା ପାଇଁ ନା କେବଳ ଆପଣଙ୍କୁ ନିଜର ଟଙ୍କାପଇସା, ବରଂ ନିଜର ପୋଷାକ, ବ୍ୟବହାର ଭଳି ଜିନିଷଗୁଡ଼ିକ ପ୍ରତି ଯତ୍ନବାନ ହେବାକୁ ପଡ଼ିଥାଏ। କିଛି ରେଷ୍ଟୁରାଣ୍ଟରେ ଲୋକଙ୍କ ପାଇଁ ନିୟମ ମଧ୍ୟ ଲାଗୁ ହୋଇଥାଏ। ଭାଷାଠୁ…

କାଶୀ ବିଶ୍ୱନାଥ ମନ୍ଦିରରେ ମହଙ୍ଗା ହେଲା ମଙ୍ଗଳା ଆଳତି ଟିକେଟ୍‌, ୩୫୦ ଜାଗାରେ ଏବେ ଦେବାକୁ ପଡ଼ିବ ୫୦୦ ଟଙ୍କା!…

ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଟିକେଟ୍‌ ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ମଙ୍ଗଳା ଆଳତି ଟିକେଟ୍‌ର ମୂଲ୍ୟ ୩୫୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କାରେ ମିଳିବ। ଏଥିସହିତ ସପ୍ତଋଷି ଆଳତି, ଶୃଙ୍ଗାର…

ଫିଲ୍ମ ସୁଟିଂ ସମୟରେ ବେକାବୁ ହେଲା ଟ୍ରକ୍‌! ଅଳ୍ପକେ ବର୍ତ୍ତିଲେ ହିରୋ…ଦେଖନ୍ତୁ ଛାତିଥରା ଦୃଶ୍ୟ

ଫିଲ୍ମର ସୁଟିଂ ସମୟରେ ଅନେକ ବାର ଭୟଙ୍କର ଦୁର୍ଘଟଣାମାନ ଘଟିଥାଏ। ଏବେ ତାମିଲ ସିନେମାର ଜଣାଶୁଣା ଅଭିନେତା ବିଶାଲଙ୍କ ଫିଲ୍ମର ସୁଟିଂ ସମୟରେ ବି ଏଭଳି କିଛି ଘଟିଛି। ତାଙ୍କ ଫିଲ୍ମ ‘ମାର୍କ ଏଣ୍ଟନି’ର ସୁଟିଂ ସେଟ୍‌ରୁ ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯିଏ କିଏ ବି…

ଜେଲ୍‌ରେ ଅୟସ୍‌-ଆରାମ ଜୀବନ! ଚଢ଼ାଉରେ ୧.୫ ଲକ୍ଷ ଚପଲ ଜବତ ହେବାରୁ କଇଁ କଇଁ ହୋଇ କାନ୍ଦିଲେ ସୁକେଶ ଚନ୍ଦ୍ରଶେଖର

ଦିଲ୍ଲୀର ମଣ୍ଡୋଳି ଜେଲ୍‌ରେ ୨୦୦ କୋଟି ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଅୟସ୍‌ ଆରାମରେ ଜୀବନ ବିତାଉଛନ୍ତି। ଜେଲର ଏକ ସିସିଟିଭି ଫୁଟେଜ୍‌ ଲିକ୍‌ ହେବା ପରେ ଏହାର ଖୁଲାସା ହୋଇଛି। ଅଧିକାରୀମାନେ ଯେତେବେଳେ ଜେଲ୍‌ରେ ହଠାତ୍‌ ଚଢ଼ାଉ କରିଥିଲେ, ତ ସୁକେଶ ଚନ୍ଦ୍ରଶେଖରଙ୍କ ପାଖରୁ…

ଆଜି ଏହି ରାଶିର ଲୋକଙ୍କୁ ଶୁଣିବାକୁ ମିଳିପାରେ ଶୁଭ ଖବର; ଜାଣନ୍ତୁ କେମିତି ରହିବ ଆଜିର ଦିନ

ମେଷ: ଆଜି ଦିନର ଆରମ୍ଭ ଭଲ ହେବ। ଛାତ୍ରମାନଙ୍କୁ ଆଜି କିଛି ଶୁଭ ଖବର ଶୁଣିବାକୁ ମିଳିପାରେ। ଯଦି ଆପଣ ଏକ ନୂଆ ଯାନ କିଣିବାକୁ ଚାହୁଁଛନ୍ତି, ତା’ ହେଲେ ଏହାର ପ୍ଲାନିଂ ପାଇଁ ଆଜିର ଦିନଟି ଶୁଭ। ବୃଷ: ଆଜି ଯାହା ବି ହେଉ, ନିଜ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ଝଗଡ଼ାଠାରୁ ଦୂରେଇ…

ଲକ୍ଷ୍ନୌ ପରେ ହରଦୋଇରେ ବାଇକ୍‌ ଉପରେ ରୋମାନ୍ସ! ଗାଡ଼ି ଚଲାଉଥିଲା ପ୍ରେମିକ, କୋଳରେ ବସିଥିଲା ପ୍ରେମିକା

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସ୍କୁଟି ଉପରେ ରୋମାନ୍ସ କରିବାର ଭିଡିଓ ଭାଇରାଲ ହେବା ପରେ ଏବେ ହରଦୋଇରୁ ବି ସମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ କୋଳରେ ବସାଇ ଦ୍ରୁତ ଗତିରେ ବାଇକ୍‌ ଚଲାଉଥିବା ଦେଖିବାକୁ ମିଳୁଛି। ଏବେ ପୋଲିସ ବାଇକ୍‌ ନମ୍ବର…

ବ୍ରିଟେନ୍‌ରେ ଟମାଟୋ ନାହିଁ, ସୋସିଆଲ ମିଡିଆରେ ଲୋକେ ପୋଷ୍ଟ କରୁଛନ୍ତି ଖାଲି ସୁପର ମାର୍କେଟ୍‌ର ଫଟୋ

ଆର୍ଥିକ ସଙ୍କଟରେ ଜୁଝି ହେଉଥିବା ପାକିସ୍ତାନରେ ଅନେକ ବାର ଟମାଟୋ ଅଭାବର ଖବର ସାମ୍ନାକୁ ଆସିଛି। କିନ୍ତୁ କ’ଣ ଆପଣ ୟୁରୋପର କୌଣସି ଦେଶରେ ଟମାଟୋ ଅଭାବ ବିଷୟରେ ଶୁଣିଛନ୍ତି କି? ଟମାଟୋ ଅଭାବର ଏହି ଖବର ଲକ୍‌ଜମବର୍ଗ କିମ୍ବା ସ୍ୟାନ୍‌ ମେରିନୋ ଭଳି ଛୋଟ ୟୁରୋପିଆନ୍‌ ଦେଶରୁ ନୁହେଁ, ବରଂ…

SUV ଝରକାରେ ଲଟକି ରହିଥିଲେ ରିକ୍ସା ଚାଳକ; ନ ଅଟକି ଦ୍ରୁତ ଗତିରେ ଯାଇଥିଲା କାର୍‌…ରାସ୍ତା ଉପରେ ପଡ଼ି ଚାଳକ ମୃତ

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଏସ୍‌ୟୁଭି ଜଣେ ରିକ୍ସା ଚାଳକଙ୍କୁ ଏତେ ଜୋର୍‌ରେ ଧକ୍କା ମାରିଥିଲା ଯେ ଚାଳକ ଜଣକ ଉପରକୁ ଉଠି ଗାଡ଼ିର ଝରକାରେ ଲଟକି ଯାଇଥିଲେ। ତଥାପି କାର୍‌ ସେଠାରେ ଅଟକି ନ ଥିଲା ଏବଂ ଦ୍ରୁତ ଗତିରେ ଚାଳକଙ୍କୁ ଲଟକାଇ…

ନିଜ କାର୍ଯ୍ୟାଳୟରୁ ବଜର ହଟାଇଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ବ୍ୟବସ୍ଥାକୁ କହିଲେ ପୁରୁଣା!

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହଠାତ୍‌ ନେଇଥିବା ଏକ ନିଷ୍ପତ୍ତି ବରିଷ୍ଠ ଅଧିକାରୀମାନଙ୍କୁ ଚିନ୍ତିତ କରି ଦେଇଛି। ବୈଷ୍ଣବ ନିକଟରେ ନିଜ କାର୍ଯ୍ୟାଳୟରୁ ବଜର ହଟାଇ ଦେଇଛନ୍ତି, ଯାହାକୁ ବଜାଇ ଜୁନିୟର ସହାୟକମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଆସିବାର ବାର୍ତ୍ତା ଦିଆଯାଉଥିଲା ଏବଂ ତାଙ୍କ…

ନିଜର ଭାଗ୍ୟଫଳ ଜାଣନ୍ତୁ: ଯାହା ଆପଣ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ, ତାହା ଆଜି ପୂରଣ ହେବ

ମେଷ: ଆଜି ଆୟ କମ୍ ଏବଂ ଖର୍ଚ୍ଚ ଅଧିକ ହେବ। ଆଜି ଇଲେକ୍ଟ୍ରୋନିକ୍ ଜିନିଷ ଉପରେ ହଠାତ୍ ଖର୍ଚ୍ଚ କରିବାକୁ ପଡ଼ିପାରେ। ଆଜି କୋର୍ଟ, କଚେରୀ ମାମଲାରେ ସମସ୍ୟା ଆସିପାରେ। ବୃଷ: ଦୀର୍ଘକାଳୀନ ଆର୍ଥିକ ଯୋଜନା ପାଇଁ ଆଜି ଅନୁକୂଳ ଦିନ। ଆଜି ଜୀବନସାଥୀଙ୍କ ନିକଟତାର ସୁଖ ପ୍ରାପ୍ତ କରିପାରିବେ। ଆଜି…