ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ର ୩ ବଗି ଲାଇନ୍‌ଚ୍ୟୁତ; ଖାରକୋପର ଷ୍ଟେସନ ନିକଟରେ ଦୁର୍ଘଟଣା

ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ ମଙ୍ଗଳବାର ସକାଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ମଧ୍ୟ ରେଲେଓ୍ଵର ଉରଣ ଲାଇନ୍‌ରେ ବେଲାପୁରରୁ ଖାରକୋପର ଯାଉଥିବା ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ର ୩ ବଗି ଲାଇନ୍‌ଚ୍ୟୁତ ହୋଇଛି। ଘଟଣା ସକାଳ ୮ଟା ୪୬ ମିନିଟ୍‌ରେ ଘଟିଛି। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ…

ଆଜିର ରାଶିଫଳ: ଏହି ରାଶିର ଲୋକଙ୍କୁ ମିଳିବ ମାନ ସମ୍ମାନ; ଏହି ରାଶି ହେବେ ମାଲାମାଲ

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଖୁସି ନେଇ ଆସିବ। ଚାକିରି କରୁଥିବା ଲୋକଙ୍କର ଉନ୍ନତି ହୋଇପାରେ ଏବଂ ଧନ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ଘଟିପାରେ। ବୃଷ: ଆଜି ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ଘଟିବ। ଏକରୁ ଅଧିକ ଉତ୍ସରୁ ଆୟ ପାଇ ଆପଣ ଖୁସି ହେବେ ଏବଂ ମାଙ୍ଗଳିକ କାର୍ଯ୍ୟକ୍ରମ ହେବା ଦ୍ୱାରା…

ଭାଇରାଲ ହେଉଛି ମୁଣ୍ଡବିହୀନ କୁକୁର; ଦେଖି ଡରି ଯାଉଛନ୍ତି ଲୋକେ!

ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆ ଜମାନାରେ ଆମକୁ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳିଥାଏ। ସେ ଭିଡିଓ ହେଉ କି ଫଟୋ କିମ୍ବା କୌଣସି ପ୍ରକାରର ଖବର। କିନ୍ତୁ ବେଳେବେଳେ ଏମିତି କିଛି ଜିନିଷ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ, ଯାହାକୁ ଦେଖିଲେ ଲୋକେ କିଛି ଭାବିବାକୁ ବାଧ୍ୟ…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ; କୋର୍ଟରେ ଆବେଦନ କରିଥିଲା…

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ରାଉଜ୍‌ ଏଭେନ୍ୟୁ କୋର୍ଟ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ମନୀଷ ସିସୋଦିଆଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ସିବିଆଇ କୋର୍ଟଙ୍କୁ କହିଛି…

ହୋଲି ପୂର୍ବରୁ ୪୦୦ରୁ ଅଧିକ ଟ୍ରେନ୍‌ ରଦ୍ଦ କଲା ଭାରତୀୟ ରେଲୱେ; ଲୋକେ ଚିନ୍ତିତ

ଭାରତୀୟ ରେଲେଓ୍ଵ ସୋମବାର ହୋଲି ପୂର୍ବରୁ ୪୦୦ରୁ ଅଧିକ ଟ୍ରେନ୍‌ ରଦ୍ଦ କରି ଦେଇଛି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ପୂର୍ବ ରେଲେଓ୍ଵ ଜୋନ୍‌ରୁ ଥିଲା। ଏମିତିରେ ୪୦୦ରୁ ଅଧିକ ଟ୍ରେନ୍‌ ରଦ୍ଦ ହେବା ଦ୍ୱାରା ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶ ଲୋକଙ୍କର ସମସ୍ୟା ବଢ଼ି ଯାଇଛି। କାରଣ,…

ଜଣାଶୁଣା ମଡେଲଙ୍କୁ ନୃଶଂସ ହତ୍ୟା; ଫ୍ରିଜ୍‌ ଭିତରେ ପାତ୍ରରୁ ମିଳିଲା କଟା ଗୋଡ଼! ସୁପ୍‌ କରି ପିଉଥିଲେ ଶାଶୁଘର ଲୋକ

ସୋସିଆଲ ମିଡିଆରେ ଜଣେ ମଡେଲଙ୍କ ଫଟୋ ଓ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ମଡେଲଙ୍କ ସହିତ ଯାହା କିଛି ଘଟିଛି, ତାହା ଜାଣିଲେ ହୁଏତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମଡେଲଙ୍କ ନାମ ଏବି ଚୋଇ। ଖବର ରହିଛି ଯେ ଏବି ଚୋଇଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କ ମୃତଦେହକୁ…

ଆଜି ମେଷଠୁ ମୀନ ଏମିତି କଟିବ ଦିନ; ଜାଣନ୍ତୁ କିଏ ପାଇବେ ଦାମ୍ପତ୍ୟ ସୁଖ ଆଉ କିଏ ହେବେ ପ୍ରେମରେ ସଫଳ

ମେଷ: ଆଜି ଆପଣଙ୍କ ଦିନ ଭଲରେ କଟିବ। ଅଫିସ୍ କାର୍ଯ୍ୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ଧୌର୍ଯ୍ୟ ରଖନ୍ତୁ। ଠିକ୍ ସମୟରେ କାର୍ଯ୍ୟ ଶେଷ ହେବ। ବୃଷ: ଦାମ୍ପତ୍ୟ ଜୀବନ ବିତାଉଥିବା ଲୋକଙ୍କ ପାଇଁ ଆଜି ବହୁତ ଭଲ ସମୟ ରହିବ। ଆଜି ଆପଣ ପରିବାର ବିଷୟରେ କିଛି ବଡ଼ ନିଣ୍ଣୟ…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ; ୮ ଘଣ୍ଟାର ପଚରାଉଚରା ପରେ ଗିରଫ କଲା ସିବିଆଇ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଡେପୁଟି ସିଏମ୍‌ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି। ଏହାପୂର୍ବରୁ ସିବିଆଇ ଏହି ମାମଲାରେ ଜଣେ ବ୍ୟୁରୋକ୍ରାଟ୍‌ଙ୍କ ବୟାନ ରେକର୍ଡ କରିଥିଲା। ସିବିଆଇ ମନୀଷ ସିସୋଦିଆଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତଦନ୍ତକାରୀ…

ପଞ୍ଜାବ: ଜେଲ୍‌ରେ ଗ୍ୟାଙ୍ଗ୍‌ଓ୍ଵାର; ସିଦ୍ଧୁ ମୁସେଓ୍ଵାଲା ହତ୍ୟା ମାମଲାର ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ରକ୍ତାକ୍ତ…

ପଞ୍ଜାବର ତରନ ତାରନ ଜିଲ୍ଲାରେ ଥିବା ଗୋଇନ୍ଦଓ୍ଵାଲା କେନ୍ଦ୍ରୀୟ ଜେଲରେ କଏଦୀମାନଙ୍କ ମଧ୍ୟରେ ଗ୍ୟାଙ୍ଗଓ୍ଵାର୍‌ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇ ଗ୍ୟାଙ୍ଗଷ୍ଟାରଙ୍କର ମୃତ୍ୟୁ ଘଟିଛି ଏବଂ ଏଥିରେ ଜଣେ କଏଦୀ ଆହତ ହୋଇଛନ୍ତି। ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। କହି ରଖୁଛୁ,…

ଗୁଜରାଟ: ରାଜକୋଟରେ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଗୁଜରାଟର ରାଜକୋଟ୍‌ରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍‌କା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୪.୩। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଏ ନେଇ ଟ୍ଵିଟ୍‌ କରି କହିଛି ଯେ ରାଜକୋଟ୍‌ର ଉତ୍ତର-ଉତ୍ତର ପଶ୍ଚିମରେ ପାଖାପାଖି ୨୭୦ କିଲୋମିଟର ଦୂରରେ ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଛି।…

ଖରାପ ଫର୍ମ ଦେଇ ଗତି କରୁଥିବା କେଏଲ୍‌ ରାହୁଲ ଓ ପତ୍ନୀ ଆଥିୟା କଲେ ବାବା ମହାକାଳଙ୍କୁ ଦର୍ଶନ; ଦେଖିଲେ ବାବାଙ୍କ ଭସ୍ମ…

ଭାରତୀୟ କ୍ରିକେଟର କେଏଲ୍‌ ରାହୁଲ ରବିବାର ନିଜ ପତ୍ନୀ ତଥା ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କ ସହ ଉଜ୍ଜୈନର ବାବା ମହାକାଳଙ୍କ ଦରବାରରେ ପହଞ୍ଚିଛନ୍ତି ଏବଂ ଏଠାରେ ଉଭୟ ବାବାଙ୍କ ଭସ୍ମ ଆଳତିରେ ସାମିଲ ହୋଇଛନ୍ତି। ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କେଏଲ୍‌ ରାହୁଲ ଓ ଆଥିୟା ମହାକାଳଙ୍କ…

ପୁଲଓ୍ଵାମାରେ ଟାର୍ଗେଟ୍‌ କିଲିଂ: ସ୍ତ୍ରୀ ସହ ବଜାର ଯାଉଥିବା ବେଳେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳି କରି ହତ୍ୟା…

ଜମ୍ମୁ-କାଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ରବିବାର ଆତଙ୍କବାଦୀମାନେ ଟାର୍ଗେଟ୍‌ କିଲିଂ କରିବାକୁ ଯାଇ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ମୃତକ ହେଲେ ଦକ୍ଷିଣ କାଶ୍ମୀର ଜିଲ୍ଲାର ଅଚନ ଅଞ୍ଚଳର ନିବାସୀ ସଞ୍ଜୟ ଶର୍ମା, ବୟସ ୪୦ ବର୍ଷ। ଏହି ଘଟଣା ରବିବାର…