Below header

୬ ଫେବୃୟାରୀରେ ସିଦ୍ଧାର୍ଥ-କିୟାରାଙ୍କ ବିବାହ! ଜୈସଲମେରର ଏହି ସୁନ୍ଦର ପ୍ୟାଲେସ୍‌ରେ ନେବେ ସାତଫେରା

ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡ୍‌ଭାନୀ ଖୁବ୍‌ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ କପଲ୍‌ ନିଜ ବିବାହର ଖବରକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏଥି ସହିତ ଉଭୟଙ୍କୁ ପ୍ରାୟତଃ ଏକାଠି ସ୍ପଟ୍‌ କରାଯାଇଥାଏ, କିନ୍ତୁ ଏ ପର୍ଯ୍ୟନ୍ତ ବିବାହର ଖବର ଉପରେ ସେମାନେ କୌଣସି…

ବଜେଟ୍‌ ୨୦୨୩: ରାଷ୍ଟ୍ରପତି ଭବନର ଖର୍ଚ୍ଚରେ ୧୦ କୋଟି ଟଙ୍କା କାଟ୍‌

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ‘୨୦୨୩-୨୪’ର କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପିତ କରିଛନ୍ତି। ଏଥର ବଜେଟ୍‌ରେ ସରକାର ରାଷ୍ଟ୍ରପତି ଭବନର ଖର୍ଚ୍ଚ କାଟ୍‌ କରିଛନ୍ତି। ବଜେଟ୍‌ରେ ରାଷ୍ଟ୍ରପତି ଭବନର ଖର୍ଚ୍ଚ ପାଇଁ ୩୬.୨୨ କୋଟି ଟଙ୍କା ଆବଣ୍ଟିତ କରାଯାଇଛି, ଯେଉଁଥିରେ କର୍ମଚାରୀମାନଙ୍କର…

ସାଙ୍ଗ ସହିତ ଚାଲିଥିବା ପୁରୁଣା ଝଗଡ଼ା ସମାପ୍ତ ହେବ; ସାଥୀଙ୍କଠାରୁ ମିଳିବ ସରପ୍ରାଇଜ୍‌…ଜାଣନ୍ତୁ ଆଜି ଆପଣଙ୍କର ରାଶିଫଳ

ମେଷ: ସ୍କୁଲ ଛାତ୍ରମାନେ ଆଜି କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ଘରେ ଚିନ୍ତାର ସ୍ଥିତି ଉତ୍ପନ୍ନ ହୋଇପାରେ, କିନ୍ତୁ ଲଢ଼େଇ ଝଗଡ଼ା ହେବ ନାହିଁ। ତେବେ ଆପଣଙ୍କୁ ଏଥିରେ ଡରିବାର କୌଣସି କାରଣ ନାହିଁ। ଭାବିଚିନ୍ତି ହିଁ ସମସ୍ୟାର ସମାଧାନ କରନ୍ତୁ। ବୃଷ: ଯେଉଁମାନଙ୍କ ବିବାହକୁ କିଛି ଦିନ…

ବଜେଟ୍‌ରେ ବଡ଼ ଘୋଷଣା: ଏବେ ପରିଚୟ ପତ୍ର ରୂପେ ପ୍ୟାନ୍‌ କାର୍ଡ ହୋଇପାରିବ ବ୍ୟବହାର

ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ଅନେକ ବଡ଼ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ସୀତାରମଣ ବଜେଟ୍‌ ୨୦୨୩ରେ ପ୍ୟାନ୍‌ କାର୍ଡକୁ ନୂଆ ପରିଚୟ ଦେଇଛନ୍ତି। ଏବେ ସମସ୍ତଙ୍କ ପାଇଁ ପ୍ୟାନ୍‌ କାର୍ଡର ବ୍ୟବହାର କମନ୍‌ ହେବ। ଏବେ ଆପଣ…

ନୋଏଡା: ଗଛରେ ପିଟି ହୋଇ ଧୁ ଧୁ ଜଳିଲା ମର୍ସିଡିଜ୍‌; ଡୋର୍‌ ଲକ୍‌ ହୋଇଯିବାରୁ ଭିତରେ ଜିଅନ୍ତା ଜଳିଗଲେ ମାଲିକ

ଉତ୍ତର ପ୍ରଦେଶ: ନୋଏଡା ସେଣ୍ଟ୍ରାଲ ଜୋନ୍‌ର ଫେଜ୍‌-୨ ଥାନା ଅନ୍ତର୍ଗତ ସେକ୍ଟର ୯୩ରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟଙ୍କର କାର୍‌ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ମର୍ସିଡିଜ୍‌ କାର୍‌ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡର ସହ ଧକ୍କା ହୋଇଥିଲା ଏବଂ ପରେ ଏକ ଗଛରେ ପିଟି…

ଜମ୍ମୁ-କାଶ୍ମୀର: ଗୁଲମାର୍ଗରେ ହିମସ୍ଖଳନ; ବରଫ ଭିତରେ ଦବି ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ, ୧୯ ଆହତ

ଉତ୍ତର କାଶ୍ମୀରର ବାରମୂଳା ଜିଲ୍ଲାରେ ବୁଧବାର ଭୟଙ୍କର ହିମସ୍ଖଳନ ହୋଇଛି। ଏଥିରେ ଅନେକ ଲୋକ ଦବି ରହିଥିବା ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିଲା। ସଙ୍ଗେ ସଙ୍ଗେ ରେସ୍‌କ୍ୟୁ ଅପରେସନ ଆରମ୍ଭ କରାଯାଇ ବରଫ ଭିତରୁ ୨ ବିଦେଶୀ ନାଗରିକଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।…

ଭ୍ରମଣପ୍ରିୟ ଲୋକଙ୍କୁ ଖୁସି କଲେ ସରକାର; ‘ଦେଖୋ ଅପନା ଦେଶ’ ଯୋଜନାରେ ପର୍ଯ୍ୟଟକଙ୍କୁ ଏତେ ଅଧିକ ରିହାତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ କରିଛନ୍ତି। ଏହି ବଜେଟ୍‌ରେ ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ଘୋଷଣା କରିଛନ୍ତି। ୧ ଘଣ୍ଟା ୨୯ ମିନିଟ୍‌…

ବଜେଟ୍‌ ୨୦୨୩: ମହିଳାମାନଙ୍କୁ ଉପହାର; ସରକାର ଆରମ୍ଭ କରିବେ ‘ମହିଳା ସମ୍ମାନ ବଚତ ପତ୍ର’ ଯୋଜନା, ଏତିକି ମିଳିବ ସୁଧ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍‌ ଅଭିଭାଷଣରେ ମହିଳାମାନଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ମହିଳାଙ୍କ ପାଇଁ ସଞ୍ଚୟ ଯୋଜନା ଘୋଷଣା କରିଛନ୍ତି। ‘ମହିଳା ସମ୍ମାନ ବଚତ ପତ୍ର’ ଯୋଜନା ଆରମ୍ଭ ହେବ। ଏଥିରେ ମହିଳାମାନଙ୍କୁ ୨ ଲକ୍ଷ ଟଙ୍କାର ସଞ୍ଚୟ ଉପରେ ୭.୫…

ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ବଡ଼ ଘୋଷଣା: ଦେଶରେ ଖୋଲିବ ୧୫୭ ନୂଆ ନର୍ସିଂ କଲେଜ; ୨୦୨୭ ସୁଦ୍ଧା ରକ୍ତହୀନତା ରୋଗକୁ କରାଯିବ…

ଆଜି ୨୦୨୩ ବର୍ଷ ପାଇଁ ଦେଶର ବଜେଟ୍ ଉପସ୍ଥାପିତ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାର ୨.୦ର ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବର୍ଷ ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଏହି ବଜେଟ୍ ଦେଶ ପାଇଁ ବହୁତ ଖାସ୍‌ ରହିଛି। ବଜେଟରେ ଦେଶର…

ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି: ୭ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ଟିକସଦାତାଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଘୋଷଣା। ନୂତନ ଆୟକର ବ୍ୟବସ୍ଥାକୁ ଆକର୍ଷକ କରିବା ପାଇଁ ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଥିଲା। ଅର୍ଥମନ୍ତ୍ରୀ…

ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ମାଗଣାରେ ରାସନ ପାଇବେ ହିତାଧିକାରୀ; ନିର୍ମଳା ସୀତାରମଣ ସଂସଦରେ କଲେ ଘୋଷଣା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ର ବଜେଟ୍ ଉପସ୍ଥାପନ କରୁଛନ୍ତି। ବଜେଟ୍ ଅଭିଭାଷଣରେ ନିର୍ମଳା ସୀତାରମଣ ଗରିବ ଲୋକଙ୍କୁ ବଡ଼ ଆରାମ ପ୍ରଦାନ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଏକ ବର୍ଷ ପାଇଁ ବୃଦ୍ଧି କରାଯାଉଛି। ଅର୍ଥାତ୍‌…

ଏୟାର ଇଣ୍ଡିଆ ବିମାନରେ ପରିସ୍ରା ଘଟଣା: ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ୍‌

ଏୟାର ଇଣ୍ଡିଆ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲାର ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି କରୁଥିବା ଅତିରିକ୍ତ ସେସନ୍ସ ଜଜ୍‌ ହରଜ୍ୟୋତ୍‌ ସିଂ ଭଲ୍ଲା ୧ ଲକ୍ଷ ଟଙ୍କା ଜାମିନ୍‌ ବଣ୍ଡ୍‌ରେ ଶଙ୍କର ମିଶ୍ରାଙ୍କୁ ଜାମିନ୍‌…