Below header

ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକା ଘରେ ପହଞ୍ଚିଲା ପ୍ରେମିକ, ଚାହୁଁ ଚାହୁଁ ନିଜ ଦେହରେ ପେଟ୍ରୋଲ ଢାଳି ଲଗାଇ ଦେଲା ନିଆଁ

ଉତ୍ତର ପ୍ରଦେଶର ଶାହଜାହାନପୁରରୁ ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ପ୍ରେମିକ, ପ୍ରେମିକା ଘର ଭିତରେ ପଶି ନିଜକୁ ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଆହତ ପ୍ରେମିକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ…

୫୦ ଦିନର ପରିଶ୍ରମରେ ତିଆରି ୧୫ ଫୁଟ୍‌ ଲମ୍ବା ଭେଲ୍‌! ନତାଶାଙ୍କ ବିବାହ ଗାଉନ୍‌ରେ ରହିଛି ସ୍ୱାମୀ ହାର୍ଦ୍ଦିକ…

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଷ୍ଟେନକୋଭିକ୍‌ ୧୪ ଫେବୃୟାରୀରେ ପୁଣିଥରେ ଗ୍ରାଣ୍ଡ ତରିକାରେ ବିବାହ କରିଛନ୍ତି। କପଲ୍‌ ୨୦୨୦ରେ କରୋନା ମହାମାରୀ ସମୟରେ ଏକ ପ୍ରାଇଭେଟ୍‌ ସମାରୋହରେ ବିବାହ କରିଥିଲେ। ତେଣୁ ଏଥିପାଇଁ ସେମାନେ କ୍ୟାଥୋଲିକ୍‌ ରୀତିନୀତି ହିସାବରେ…

ତୁର୍କୀ ଓ ସିରିୟା ପରେ ଏବେ ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଝଟ୍‌କା; ରିକ୍ଟର ସ୍କେଲରେ ତୀବ୍ରତା ୬.୦

ତୁର୍କୀ ଏବଂ ସିରିୟାରେ ଭୟଙ୍କର ଭୂମିକମ୍ପ ପରେ ଏବେ ନ୍ୟୁଜିଲାଣ୍ଡର ମାଟି ମଧ୍ୟ ଦୋହଲିଛି। ରିକ୍ଟର ସ୍କେଲରେ ୬.୦ ତୀବ୍ରତାର ଭୂମିକମ୍ପ ମପାଯାଇଛି। କୁହାଯାଉଛି କି, ଭୂମିକମ୍ପର ଝଟ୍‌କା େଓ୍ଵଲିଙ୍ଗ୍‌ଟନର ଉଭୟ ଦ୍ୱୀପରେ ଅନୁଭୂତ ହୋଇଛି। ଏକ ବଡ଼ ଝଟ୍‌କା ସହିତ ଭୂମିକମ୍ପ ଆରମ୍ଭ ହୋଇଥିବା ବେଳେ…

ଆଜି ଆପଣଙ୍କ ରାଶି ବିଷୟରେ ଜାଣନ୍ତୁ! ଏମାନଙ୍କ ପାଇଁ ଦିନଟି ହେବ ଶୁଭମୟ; ହେବ ଆର୍ଥିକ ଲାଭ

ମେଷ: ଆଜି ପରିବାର ପାଇଁ ଦିନ ଭଲ ରହିବ। ଆପଣଙ୍କର ଖୁସି ମିଜାଜ୍‌ ହିଁ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ସାହାଯ୍ୟ କରିବ। ଆପଣଙ୍କ ପ୍ରଦର୍ଶନରେ ବସ୍‌ ପ୍ରଭାବିତ ହେବେ। ବୃଷ: ଆଜିର ଯାତ୍ରା ଆପଣଙ୍କୁ ଥକ୍କାପଣ ଏବଂ ଚିନ୍ତା ଦେବ, କିନ୍ତୁ ଆର୍ଥିକ ରୂପେ ଲାଭଦାୟକ ପ୍ରମାଣିତ ହେବ। ଜୀବନରେ…

କରୋନା ପରେ ଆଉ ଏକ ଭୟଙ୍କର ଭାଇରସ୍‌ ‘ମାରବର୍ଗ’ ନେଲାଣି ୯ ଜୀବନ; ଆଲର୍ଟ ମୋଡରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀରୁ ବିଶ୍ୱ ମୁକ୍ତି ପାଇ ନ ଥିବାବେଳେ ଆଉ ଏକ ନୂଆ ଭାଇରସ୍‌ ମୁଣ୍ଡ ଟେକିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି କଥା ନିଶ୍ଚିତ କରିଛି ଯେ କେନ୍ଦ୍ର ଆଫ୍ରିକୀୟ ଦେଶ ଇକ୍ୱେଟୋରିୟଲ ଗିନିରେ ‘ମାରବର୍ଗ’ ଭାଇରସ୍‌ର ପ୍ରକୋପ ବିସ୍ତାର ହେବାରେ ଲାଗିଛି। ଏହି…

ଏବେ ବି ଜ୍ୟାକଲିନ୍‌ଙ୍କୁ ଭଲ ପାଉଛନ୍ତି ସୁକେଶ ଚନ୍ଦ୍ରଶେଖର! କୋର୍ଟରେ ହାଜର ହେବାକୁ ଯିବା ବେଳେ କହିଦେଲେ ମନର କଥା

୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ପର୍ଣ୍ଣାଡିଜ୍‌ଙ୍କ ନାମ ଆଗରେ ରହିଛି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ମଧ୍ୟ ଜ୍ୟାକଲିନ୍‌ ବହୁତ ଚର୍ଚ୍ଚାରେ ଅଛନ୍ତି। ଇଡିର ପଚରାଉଚରା ବେଳେ ଜ୍ୟାକଲିନ୍‌ ଓ ସୁକେଶଙ୍କ ମଧ୍ୟରେ ଥିବା ନିବିଡ଼ତା…

ଭାଲେଣ୍ଟାଇନ୍ସ ଡେ’ରେ ‘ସ୍ତ୍ରୀ’କୁ କିସ୍‌ କଲେ ପୃଥ୍ଵୀ ଶ’! ଏବେ ବୟାନ ଜାରି କରି କହିଲେ ଏମିତି କଥା

ଟିମ୍ ଇଣ୍ଡିଆ କ୍ରିକେଟର ପୃଥ୍ଵୀ ଶ’ ମଙ୍ଗଳବାର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବୟାନ ଜାରି କରିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ କ୍ରମାଗତ ଭାବରେ ଭାଇରାଲ ହେଉଥିଲା, ଯେଉଁଥିରେ ପୃଥ୍ଵୀ ଶ’ ଜଣେ ଯୁବତୀଙ୍କ ସହିତ ଦେଖାଯାଇଥିଲେ ଏବଂ ତାଙ୍କୁ ହ୍ୟାପି ଭାଲେଣ୍ଟାଇନ୍ ଓ୍ଵିସ୍‌ କରୁଥିଲେ। ଶ’ ନିଜ…

ପ୍ରେମ ଦିବସରେ ଦିଲ୍ଲୀରେ ଚାଞ୍ଚଲ୍ୟ! ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ ଢାବା ଫ୍ରିଜ୍‌ରେ ଲୁଚାଇ ରଖିଥିଲା ଅଭିଯୁକ୍ତ

ରାଜଧାନୀ ଦିଲ୍ଲୀରେ ଅପରାଧ ଥମିବାର ନାଁ ଧରୁନାହିଁ। ମଙ୍ଗଳବାର ଦିଲ୍ଲୀର ବାବା ହରିଦାସ ନଗର ଥାନା ଅଞ୍ଚଳରେ ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ ଘଟିଛି। ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଢାବା ଫ୍ରିଜ୍‌ ଭିତରେ ଲୁଚାଇ ରଖାଯାଇଥିଲା। ମାମଲା ବିଷୟରେ ଅବଗତ ହେବା ପରେ ପୋଲିସ ମୃତଦେହକୁ ଫ୍ରିଜ୍‌ରୁ ଜବତ…

‘MBA ଚା’ ବାଲା’ କିଣିଲେ ୯୦ ଲକ୍ଷର ମର୍ସିଡିଜ୍‌ କାର; ଇନ୍‌ଷ୍ଟାଗ୍ରାମରେ ସେୟାର କଲେ ଭିଡିଓ

‘MBA ଚା’ ବାଲା’ ନାଁ ଆପଣ ଶୁଣିଥିବେ ଓ ଏହାର ମାଲିକ ପ୍ରଫୁଲ୍ଲ ବିଲ୍ଲୋରଙ୍କୁ ମଧ୍ୟ ଜାଣିଥିବେ। ପ୍ରଫୁଲ୍ଲ ଜଣେ ଫେମସ୍‌ ଇଣ୍ଟରନେଟ୍‌ ସେନ୍‌ସେସନ। ତାଙ୍କର ଭିଡିଓଗୁଡ଼ିକ ଆପଣ ସୋସିଆଲ ମିଡିଆର ଅନେକ ପ୍ଲାଟ୍‌ଫର୍ମରେ ନିଶ୍ଚୟ ଦେଖିଥିବେ। ଇନ୍‌ଷ୍ଟାଗ୍ରାମ ରିଲ୍ସରେ ତାଙ୍କର ମୋଟିଭେସନାଲ୍‌…

ଦିଲ୍ଲୀ ଓ ମୁମ୍ବାଇରେ BBC କାର୍ଯ୍ୟାଳୟରେ ଆୟକର ଚଢ଼ାଉ; କର୍ମଚାରୀଙ୍କ ଫୋନ୍ ଜବତ କରି ଘରକୁ ପଠାଇଦେଲେ!

ମିଡିଆ ସଂସ୍ଥା BBCର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ହୋଇଛି। ସୂଚନା ଅନୁସାରେ, ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରାଯାଇଛି। କର୍ମଚାରୀମାନଙ୍କୁ ଅଫିସ୍ ଛାଡି ଘରକୁ ଯିବାକୁ କୁହାଯାଇଛି। ଏହି ଚଢ଼ାଉ ସମ୍ପର୍କରେ ଲଣ୍ଡନସ୍ଥିତ BBC କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି।…

ଆଜିର ରାଶିଫଳ: ଜାଣନ୍ତୁ ପ୍ରେମ ଦିବସରେ କିପରି କଟିବ ଆପଣ ଦିନ; ସାଥୀଙ୍କ ସହ କିପରି ରହିବ ସମ୍ପର୍କ

ମେଷ: ଆଜି ଆପଣ ନିଜ ପ୍ରେମ ଜୀବନରେ ପରିବର୍ତ୍ତନ ଆଣିପାରନ୍ତି। ସାବଧାନ ରୁହନ୍ତୁ, ଯେପରି ଅତ୍ୟଧିକ ଭାବପ୍ରବଣ ନ ହେବେ। ନିଜର ନିର୍ଣ୍ଣୟ ଉପରେ ବିଚାର କରିବା ପାଇଁ ସମୟ ବାହାର କରନ୍ତୁ। ବୃଷ: ଆପଣ ନିଜ ସମ୍ପର୍କରେ ଅଧିକ ଆତ୍ମବିଶ୍ୱାସ ଅନୁଭବ କରିପାରନ୍ତି ଏବଂ ନିଜର ଭାବନାକୁ ବ୍ୟକ୍ତ…

ଦେଶର ଏହି ରାଜ୍ୟରେ ଦୁଗ୍ଧିଆଳି ପ୍ରାଣୀଙ୍କ ମୃତ୍ୟୁରେ ପଶୁପାଳକଙ୍କୁ ମିଳିବ ୪୦ ହଜାର ଟଙ୍କା!

ଦେଶର ଗ୍ରାମାଞ୍ଚଳରେ ପଶୁପାଳନ ଆୟର ଏକ ପ୍ରମୁଖ ଉତ୍ସ ଭାବରେ ଉଭା ହୋଇଛି। ଚାଷୀମାନଙ୍କର ଜୀବନଯାପନ ବହୁ ପରିମାଣରେ ଗାଈ ଏବଂ ମଇଁଷି ପାଳନ ଉପରେ ନିର୍ଭର କରିଥାଏ। ଏଭଳି ସ୍ଥିତିରେ ଦୁଗ୍ଧିଆଳି ପ୍ରାଣୀମାନଙ୍କ ମୃତ୍ୟୁ ହେଲେ ଚାଷୀଙ୍କ ସାମ୍ନାରେ ବହୁତ ବଡ଼ ଆର୍ଥିକ ସଙ୍କଟ ଉତ୍ପନ୍ନ ହୋଇଥାଏ।…