ଛତିଶଗଡ଼ରେ ସାମ୍ବାଦିକଙ୍କୁ ଧମକ ଦେଲେ ଯିବେ ଜେଲ୍‌! ଲାଗୁ ହେଲା ସାମ୍ବାଦିକ ସୁରକ୍ଷା ଆଇନ

ଆଜି ଛତିଶଗଡ଼ ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ୍ ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ସର୍ବସମ୍ମତି କ୍ରମେ ଏହାକୁ ପାରିତ କରାଯାଇଛି। ଯଦିଓ ଏହି ସମୟରେ ବିରୋଧୀ ବିଜେପି କେତେକ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲା ଏବଂ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ପାଇଁ…

ଦୁବାଇରୁ ଆଣିଥିଲେ ମଦ, ବିମାନରେ ବସି ପିଇଲେ; ମନା କରିବାରୁ ସହଯାତ୍ରୀଙ୍କୁ ଧୁମ୍‌ କଲେ ଗାଳି

ବିମାନରେ ନିଶାସକ୍ତ ଯାତ୍ରୀଙ୍କ ଦ୍ୱାରା ଅନ୍ୟ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ଅସଦାଚରଣ ମାମଲା କ୍ରମାଗତ ସାମ୍ନାକୁ ଆସୁଛି। ବୁଧବାର ଏମିତି ହିଁ ଏକ ଘଟଣା ଘଟିଛି ମୁମ୍ବାଇରେ। ଏଠାରେ ନିଶାରେ ଚୁର୍‌ ଦୁଇ ଯାତ୍ରୀ ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନରେ ହଙ୍ଗାମା…

ଆମେରିକା ସ୍କୁଲରେ ଗୁଳିକାଣ୍ଡ: ଯାଞ୍ଚ ଚାଲିଥିବା ବେଳେ ବ୍ୟାଗ୍‌ରୁ ବନ୍ଧୁକ କାଢ଼ି ୨ କର୍ମଚାରୀଙ୍କୁ ଆଖିବୁଜା ଗୁଳି କଲେ…

ଅନେକ ସମୟରେ ଆମେରିକାର ବିଭିନ୍ନ ସ୍ଥାନରୁ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଥାଏ। ସ୍କୁଲ କ୍ୟାମ୍ପସ୍‌ଗୁଡ଼ିକରେ ମଧ୍ୟ ଏହିପରି ଅନେକ ଘଟଣା ଘଟିଛି। ଏବେ ଆମେରିକାର କଲୋରାଡୋରୁ ସମାନ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ର ସ୍କୁଲ କ୍ୟାମ୍ପସ୍‌ ଭିତରେ ଆଖିବୁଜା ଗୁଳି ଚଳାଇଛନ୍ତି।…

୫ ଗୁଣା ବଢ଼ିବ Moderna ଭ୍ୟାକ୍ସିନ୍‌ର ଦାମ୍‌! ଗୋଟିଏ ଡୋଜ୍‌କୁ ଲାଗିବ ୧୧ ହଜାର ଟଙ୍କା

କୋଭିଡ୍‌ ଟିକାର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି ‘ମୋଡର୍ନା’। ବର୍ତ୍ତମାନ ପର୍ଯ୍ୟନ୍ତ ମୋଡର୍ନା ନିଜ କୋଭିଡ୍ ଟିକାର ଗୋଟିଏ ଡୋଜ ପିଛା ପ୍ରାୟ ୧୫ରୁ ୨୬ ଡଲାର୍ ଚାର୍ଜ କରୁଛି। କିନ୍ତୁ ଆଗକୁ ଏହାର ମୂଲ୍ୟ ବୃଦ୍ଧି ଏବଂ ପ୍ରତି ଡୋଜ ପିଛା ୧୩୦ ଡଲାର (୧୦,୭୧୭.୫୯ ଭାରତୀୟ ମୁଦ୍ରା) ପର୍ଯ୍ୟନ୍ତ…

ଏପଟେ ବୁଡ଼ୁଥିଲା କିଙ୍ଗ୍‌ଫିସର, ସେପଟେ ମାଲ୍ୟା କିଣୁଥିଲେ ଇଂଲଣ୍ଡ ଓ ଫ୍ରାନ୍ସରେ କୋଟି କୋଟି ଟଙ୍କାର ସମ୍ପତ୍ତି

ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ନେଇ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ‘ସିବିଆଇ’ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ସିବିଆଇ କୋର୍ଟଙ୍କୁ କହିଛି ଯେ ମାଲ୍ୟା ୨୦୧୫-୧୬ ମଧ୍ୟରେ ଇଂଲଣ୍ଡ ଏବଂ ଫ୍ରାନ୍ସରେ ୩୩୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କିଣିଛନ୍ତି, ଯେତେବେଳେ କି, ସେହି ସମୟରେ…

ନିଜର ଭାଗ୍ୟଫଳ ଜାଣନ୍ତୁ: ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ଆନନ୍ଦମୟ ରହିବ, ଆୟ ବଢ଼ିବ

ମେଷ: ଆଜି ମାନସିକ ଅସୁବିଧାକୁ ସାମ୍ନା କରିପାରନ୍ତି। ନୂତନ ସମ୍ପର୍କରୁ ଲାଭ ମିଳିପାରେ। ଥକ୍କାପଣ ଓ ଆଳସ୍ୟ ଅନୁଭବ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଉତ୍ଥାନ-ପତନରେ ଭରି ରହିବ। ଆପଣଙ୍କ ଖର୍ଚ୍ଚ ବଢ଼ିବ। ଆୟ ସାମାନ୍ୟ ବୃଦ୍ଧି…

ପଦ୍ମ ସମ୍ମାନ ୨୦୨୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏସ୍‌ଏମ୍‌ କୃଷ୍ଣାଙ୍କୁ ପଦ୍ମ ବିଭୂଷଣ, କୁମାର ମଙ୍ଗଲମ ବିର୍ଲାଙ୍କୁ…

ରାଷ୍ଟ୍ରପତି ଭବନରେ ବୁଧବାର ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୩ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏସଏମ କୃଷ୍ଣାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର…

ତାମିଲନାଡ଼ୁ: କାଞ୍ଚିପୁରମ୍ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଜଳି ପାଉଁଶ ହୋଇଗଲେ ୬ ଶ୍ରମିକ

ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। କାଞ୍ଚିପୁରମ ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଜିଲ୍ଲାର କୁରୁଭିମଲାଇ ଗ୍ରାମରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ…

ନିଶାଡ଼ି ହେଉଛନ୍ତି ମଧ୍ୟ ପ୍ରଦେଶର ଶୁଆ! ସଫା କରିଦେଉଛନ୍ତି ଶହ ଶହ ଏକର ଅଫିମ ଫସଲ, ଚିନ୍ତାରେ ଚାଷୀ

କୁହାଯାଏ, ଅଫିମ ନିଶାରେ ଯିଏ ପଡ଼ିଛି ସିଏ ବଂଶ ବୁଡ଼ାଇ ଦେଇଛି । ଅର୍ଥାତ୍‌, ଏ ନିଶା ଥରେ ଧରିଲେ ଆଉ ଛାଡ଼େ ନାହିଁ । ଏବେ କିଛି ଶୁଆ ଅଫିମ ନିଶାରେ ପଡ଼ି ଚଷୀଙ୍କ ଫସଲ ଲୁଟିବାରେ ଲାଗିଛନ୍ତି । ମଧ୍ୟପ୍ରଦେଶର କେତେକ ସ୍ଥାନରେ ଅଫିମ ଚାଷୀ ଚିନ୍ତାଜନକ ସ୍ଥିତିରେ ଅଛନ୍ତି। କାରଣ, ଏଠାରେ ଶୁଆ…

IGNOUରେ କରିବେ କି ଚାକିରି? ଆରମ୍ଭ ହେଲା ଜୁନିଅର ଆସିଷ୍ଟାଣ୍ଟ-କମ୍‌-ଟାଇପିଷ୍ଟ ନିଯୁକ୍ତିର ଆବେଦନ ପ୍ରକ୍ରିୟା

ଇଗ୍‌ନୁରେ ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜୁନିଅର ଆସିଷ୍ଟାଣ୍ଟ-କମ-ଟାଇପିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ଏହି ନିଯୁକ୍ତିର ଆୟୋଜନ…

ରଣବୀର ସିଂ ହେଲେ ସବୁଠାରୁ ମୂଲ୍ୟବାନ ଭାରତୀୟ ସେଲିବ୍ରିଟି, ଦ୍ୱିତୀୟରେ ବିରାଟ କୋହଲି

ଲୋକପ୍ରିୟ ଅଭିନେତା ରଣବୀର ସିଂ ବ୍ରାଣ୍ଡ ଭାଲ୍ୟୁ ଦୃଷ୍ଟିରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ସେ ସବୁଠାରୁ 'ମୂଲ୍ୟବାନ ଭାରତୀୟ ସେଲିବ୍ରିଟି' ହୋଇଛନ୍ତି। କର୍ପୋରେଟ୍ ଇନ୍‌ଭେଷ୍ଟିଗେସନ ଏବଂ ରିସ୍କ କନ୍ସଲ୍ଟିଂ ଫାର୍ମ କ୍ରୋଲ୍‌ର ୨୦୨୨…

ଗୁରୁଦ୍ୱାରରେ ପଶି ବାହାଘର ଭୋଜି ଖାଇଲା ଅମ୍ରିତପାଲ ସିଂ; ପୁଣି ପୋଷାକ ବଦଳାଇ ବାଇକ୍‌ରେ ଏମିତି ହେଲା ଫେରାର୍‌

'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟ ଅମ୍ରିତପାଲ୍‌ ସିଂ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଧରାପଡ଼ି ନାହାନ୍ତି। ଅନେକ ରାଜ୍ୟର ପୋଲିସ ଏବଂ ସୁରକ୍ଷା ଏଜେନ୍ସି ତାଙ୍କୁ ଖୋଜାଖୋଜି କରିବାରେ ଲାଗି ପଡ଼ିଛନ୍ତି। କିନ୍ତୁ ଏ ଯାଏ ତାଙ୍କର ପତ୍ତା ମିଳିପାରି ନାହିଁ। ଏହାରି ଭିତରେ ପଳାତକ ଅମ୍ରିତପାଲ୍‌ ବନ୍ଧୁକ…