Below header

ରାଜସ୍ଥାନରେ ରହିଛି ୧୦୦୦ ବର୍ଷର ଏହି ପ୍ରାଚୀନ ମନ୍ଦିର, ଯେଉଁଠି ପୂଜାର୍ଚ୍ଚନା ପାଇଁ ବର୍ଷେ ଆଗରୁ କରିବାକୁ ପଡ଼ିଥାଏ…

ରାଜସ୍ଥାନର ବାଂସଓ୍ଵାଡା ଜିଲାର ତରଓ୍ଵାରାଠାରେ ରହିଛି ଏକ ପ୍ରାଚୀନ ମନ୍ଦିର, ଯେଉଁଠି ପୂଜା ପାଉଛନ୍ତି ଶ୍ରୀ ସିଦ୍ଧି ବିନାୟକ। ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଏଠାକାର ୨୮୨ଟି ସ୍ୱର୍ଣ୍ଣ ଶିଖର। ଏକାଦଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ଭଳି ଶ୍ରୀଗଣେଶଙ୍କ ଜନ୍ମ ଉତ୍ସବ…

ଏକଲାପଣ ଦୂର କରିବ ଏହି ନକଲି ବୟଫ୍ରେଣ୍ଡ, ଆଲିଙ୍ଗନ କରିବା ମାତ୍ରେ ବାଜିଉଠିବ ମ୍ୟୁଜିକ୍‌, ଜାଣନ୍ତୁ କେଉଁ ଦେଶ…

ଜାପାନର ଏକ ଭିଡିଓ ଗେମ୍‌ କମ୍ପାନୀ ଲେବଲ-୫, ଓତୋମେ ୟୁଶା ସହ ମିଶି ଏକ ନକଲି ବୟଫ୍ରେଣ୍ଡ ତିଆରି କରିଛି। ଯୁବତୀ ଏବଂ ମହିଳାମାନେ ଏହାକୁ ଆଲିଙ୍ଗନ କରି ନିଜ ବିଷାଦ ବା ଚାପ ଦୂର କରିପାରିବେ। ସେମାନେ ଏହି ନକଲି ବୟଫ୍ରେଣ୍ଡକୁ କେଉଁଠିକୁ ବି ନେଇଯାଇ ପାରିବେ। ଯେମିତି କି ରେଷ୍ଟୁରାଣ୍ଟ,…

କମାଲ କଲା ୫ ଇଞ୍ଚର ବୁଢ଼ା ଆଙ୍ଗୁଠି, ଟିକ୍‌ଟକର ଷ୍ଟାର୍‌ ବନିଗଲେ ଏହି ବାଳକ, ଭିଡିଓ ଦେଖି ଲୋକେ କହିଲେ ଏଲିୟନ୍‌

ଟିକଟକ୍‌ ପୁଣି ଜଣେ ଷ୍ଟାର ଆମକୁ ଦେଇଛି। ମୈସାଚୁସେଟ୍ସ ୱେଷ୍ଟପୋର୍ଟର ଜଣେ ଛାତ୍ରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବାର କାରଣ ସିଙ୍ଗିଙ୍ଗ୍‌ କିମ୍ବା ଆକ୍ଟିଙ୍ଗ୍‌ ନୁହେଁ, ବରଂ ତାଙ୍କ ୫ ଇଞ୍ଚର ବୁଢ଼ା ଆଙ୍ଗୁଠି, ଯାହାକୁ ଛାତ୍ର ଜଣକ…

ଷ୍ଟେଜ୍‌ରେ ପରଫରମାନ୍ସ କରୁଥିଲେ ପପ୍‌ ସିଙ୍ଗର, ହଠାତ୍‌ ଘଟିଲା ଏମିତି କିଛି, ଚାଲିଗଲା ଷ୍ଟାରଙ୍କ ଜୀବନ

ସିଙ୍ଗର ହୁଅନ୍ତୁ କି ଆକ୍ଟର, ସମସ୍ତେ କୌଣସି ଖାସ୍‌ ଉତ୍ସବ କିମ୍ବା ନିଜର ପ୍ରୋଜେକ୍ଟକୁ ପ୍ରମୋଟ କରିବା ପାଇଁ ଷ୍ଟେଜରେ ପରଫରମାନ୍ସ କରିଥାଆନ୍ତି। ଷ୍ଟେଜକୁ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ବିଭିନ୍ନ ପ୍ରକାରର ଷ୍ଟାଇଲିଶ୍‌ ଡିଜାଇନ୍‌ ଏବଂ ଆତସବାଜି ଫୁଟାଯାଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି…

ଗରିବଙ୍କ ପାଇଁ ଆଗେଇ ଆସିଲେ ୧୬ ବର୍ଷର ଏହି ବାଳିକା, ୪୫ କିମି ପାଣିରେ ପହଁରି ଏକାଠି କଲେ ୪୨ ଲକ୍ଷ ଟଙ୍କା

ବୟସ ମାତ୍ର ୧୬ ବର୍ଷ। ହେଲେ ସେ ଏଭଳି କାମ କରି ଦେଖାଇଛନ୍ତି, ଯାହାକି ଅନ୍ୟମାନଙ୍କ ପାଇଁ ନିଶ୍ଚତ ରୂପେ ଉଦାହରଣ ସାଜିବ। ୧୬ ବର୍ଷର ବାଳିକା ଏଞ୍ଜଲ ମୋରେ ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ୨ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ଏହି ଅର୍ଥରାଶି ପାଣିରେ…

UGC ଆଣିବାକୁ ଯାଉଛି ବଡ଼ ପରିବର୍ତ୍ତନ, ଏଣିକି ପିଏଚ୍‌ଡି ପାଇଁ ଦରକାର ହେବନି ପୋଷ୍ଟ୍‍ ଗ୍ରାଜୁଏଟ୍‌

UGC ପୁଣି ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଯଦି ବର୍ତ୍ତମାନର କଥା ପଡ଼େ, ତେବେ ସ୍ନାତକ ପାଠ୍ୟକ୍ରମ ୩ ବର୍ଷ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ୨ ବର୍ଷର ରହିଛି। ହେଲେ ଏବେ ଏଥିରେ ପରବର୍ତ୍ତନ କରାଯିବ। ବିଶ୍ୱବିଦ୍ୟାଳୟଗୁଡ଼ିକର ୟୁଜି ପ୍ରୋଗ୍ରାମର ସମୟ ସୀମା ୩ ବର୍ଷରୁ ବଢ଼ି ୪ ବର୍ଷ ହେବାକୁ…

କପି ରୋକିବା ପାଇଁ ‘ଆଣ୍ଟି-ଚିଟିଙ୍ଗ୍‌ ହେଲମେଟ୍‌’: ଦେଖନ୍ତୁ, କିଭଳି ଛାତ୍ରମାନଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ…

ମେସ୍କିକୋର ଅଲ୍‌ ସେବିନିୟଲ କଲେଜରେ କପି ରୋକିବା ପାଇଁ ଏକ ଅଜବ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବା ଆରମ୍ଭ ହୋଇଯାଇଛି। କେହି କେହି ଏହାକୁ ଘୋର ବିରୋଧ କରିଛନ୍ତି। ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ କାର୍ଡବୋର୍ଡ ବକ୍ସ ପିନ୍ଧାଇ ଦିଆଯାଉଛି,…

ଉଡ଼ାଜାହାଜରେ ଦୁଇଜଣ ପାଇଲଟଙ୍କୁ କାହିଁକି ଦିଆଯାଏନି ଏକାଭଳି ଖାଦ୍ୟ? ଆପଣ ଏହା ଜାଣିଛନ୍ତି କି ?

ଆପଣ ହୁଏତ ଏହା ଜାଣିଥିବେ, ଉଡ଼ାଜାହାଜର ଆବିଷ୍କାର ରାଇଟ୍‌ ବ୍ରଦର୍ସ ୧୯୦୩ ମସିହାରେ କରିଥିଲେ, ଯାହାକି ଉଚ୍ଚ ଆକାଶରେ ଉଡ଼ିପାରୁଥିଲା। ଯଦିଓ କିଛି ଲୋକ କହିଥାଆନ୍ତି ଯେ ରାଇଟ୍‌ ବ୍ରଦର୍ସଙ୍କ ୮ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୮୯୫ ମସିହାରେ ମୁମ୍ବାଇର ଶିବକର ବାପୁଜୀ ତଲପଡେ ଏହି କାରନାମା…

ଅପରାଧ ଦୁନିଆରେ ରାଜ୍‌ କରୁଥିଲେ ଏହି କୁଖ୍ୟାତ ମହିଳା, ଥରହର ହେଉଥିଲା ସରକାର, ଜାଣନ୍ତୁ କିଏ ସେମାନେ

ଗ୍ୟାଙ୍ଗଷ୍ଟାର କଥା ଉଠିଲେ, ସମସ୍ତଙ୍କ ମନରେ ନିହାତି ରୂପେ ଜଣେ ପୁରୁଷର ଛବି ଆସିଥାଏ। କିନ୍ତୁ ଅପରାଧ ଦୁନିଆରେ ଏମିତି ହିଁ କିଛି ମହିଳା ଥିଲେ, ଯେଉଁମାନେ ପୋଲିସ ଓ ସରକାରଙ୍କ ନାକରେ ପାଣି ପିଆଇ ଦେଉଥିଲେ। ଆମେ ଆଜି ଆପଣଙ୍କୁ ସେହି ମହିଳାମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଅବୈଧ…

ଏକ ବିଚିତ୍ର ଦେଶ, ଯେଉଁଠି ଲୋକେ ମୃତଦେହକୁ କରନ୍ତି ବିବାହ, ଏଥିପାଇଁ ନେବାକୁ ପଡ଼େ ରାଷ୍ଟ୍ରପତିଙ୍କ ଅନୁମତି

ଦୁନିଆରେ ଏମିତି ଅନେକ ଦେଶ ଅଛି, ଯେଉଁଠିକାର ଅଜବ ଆଇନ କାନୁନ୍‌ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହିଭଳି ଏକ ଦେଶ ହେଉଛି ଫ୍ରାନ୍ସ। ଏଠାକାର ବିଚିତ୍ର ନିୟମ ଆପଣଙ୍କୁ ଚକିତ କରିଦେବ। ଆସନ୍ତୁ ଜାଣିବା ଏହି ଦେଶ ବିଷୟରେ କିଛି ଖାସ୍‌ କଥା। ବିକଶିତ ଶ୍ରେଣୀରେ ଆସୁଥିବା ଫ୍ରାନ୍ସ…

ଅଜବ ଏହି ବୁଲା କୁକୁର: ଦେଖନ୍ତୁ, କିଭଳି ଆକ୍ଟିଂ କରି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏବେ ଏକ କୁକୁରର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖାଯାଉଛି କି, କୁକୁରଟି ବେଶ୍‌ ଭଲ ଆକ୍ଟିଙ୍ଗ୍‌ କରୁଛି। ସବୁଠାରୁ ବଡ଼ ଖାସିୟତ୍‌ ହେଉଛି, ଏଥିରେ ନଜର ଆସୁଥିବା…

୧୨ ବର୍ଷର ବାଳକ ପ୍ରସ୍ତୁତ କଲେ ‘ସ୍ମାର୍ଟ ଡଷ୍ଟବିନ୍‌’, ଆବର୍ଜନା ଭରିବା ପରେ ମ୍ୟୁନିସିପାଲିଟିକୁ ପଠାଇଥାଏ ମେସେଜ୍‌

ହାଇଦ୍ରାବାଦର ଜଣେ ୧୨ ବର୍ଷର ବାଳକ ମହମ୍ମଦ ହସନ ସ୍ମାର୍ଟ ଡଷ୍ଟବିନ୍‌ ତିଆରି କରିଛନ୍ତି। ଏହାର ଖାସ୍‌ କଥା ହେଉଛି, ଆବର୍ଜନା ଭରିବା ପରେ ଏହା ଖାଲି ହେବା ପାଇଁ ପୌରପାଳିକାକୁ ଆଲର୍ଟ ପଠାଇଥାଏ। ଏହାକୁ ଓ୍ଵାଇଫାଇରେ କନେକ୍ଟ କରାଯାଇପାରେ। ହସନଙ୍କ କହିବା କଥା ହେଲା, ତାଙ୍କୁ ଏହି ଆଇଡିଆ…